ବ୍ରେକ୍‌ଅପ୍‌ ପରେ ପୁଣି ପ୍ରେମରେ ପଡ଼ିଛନ୍ତି ଅନନ୍ୟା

ବମ୍ବେ: ଅଭିନେତା ଶାହିଦ କପୁରଙ୍କ ସାନ ଭାଇ ଈଶାନ ଖଟ୍ଟରଙ୍କ ସହ ବ୍ରେକ୍‌ଅପ୍‌ ପରେ ଏବେ ନୂଆ ସମ୍ପର୍କରେ ଯୋଡ଼ି ହୋଇଛନ୍ତି ଅନନ୍ୟା ପାଣ୍ଡେ। ବଲିଉଡ୍‌ର ହ୍ୟାଣ୍ଡସମ ହଙ୍କ ଆଦିତ୍ୟ ରୟ କପୁରଙ୍କୁ ଏବେ ଡେଟ୍‌ କରୁଛନ୍ତି ସେ। ଦିନକୁ ଦିନ ଉଭୟଙ୍କ ବନ୍ଧୁତା ଗାଢ଼ ହୋଇ ଚାଲିଛି। ହେଲେ ଏକାଠି ଏବେ ସେମାନେ ଲୋକଲୋଚନକୁ ଆସିବାକୁ ଚାହୁଁ ନାହାନ୍ତି। ଉଭୟ ନିଜ ସମ୍ପର୍କକୁ ଲୁଚାଇ ରଖିବାକୁ ଚାହୁଁଛନ୍ତି।

ପୂର୍ବରୁ ଅନନ୍ୟା ଈଶାନଙ୍କ ପ୍ରେମରେ ଉବୁଟୁବୁ ହେଉଥିଲେ। ଦୀର୍ଘ ୩ ବର୍ଷ ଧରି ପରସ୍ପରକୁ ଦୁହେଁ ଡେଟ୍‌ କରିଥିଲେ। ଏହାପରେ ସେମାନଙ୍କୁ ଛୁଟି ବିତାଇବାକୁ ବାହାରକୁ ଯାଉଥିବାର ଦେଖାଯାଇଥିଲା। ହେଲେ ଏବେ ଦୁହେଁ ବ୍ରେକ୍‌ଅପ୍‌ କରିନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁ ଖୋଲିଲେ ହିନା: ଫିଲ୍ମରେ କାମ ନ କରିବାର କାରଣ ଜଣାଇଲେ

ଛୋଟ ପରଦାର ଚର୍ଚ୍ଚିତ ଶୋ’ ‘ବିଗ୍‌ ବସ୍‌-୧୪’ କିଛି ନା କିଛି ଥକୁ ନେଇ ଚର୍ଚ୍ଚାରେ ରହିଥାଏ। ଏବେ ଏହି ଶୋ’ରେ ୩ଜଣ ସିନିୟର୍ସ ଏଣ୍ଟ୍ରି...

ରାଜ କପୁର, ଦିଲ୍ଲିପ କୁମାରଙ୍କ ପୈତୃକ ଘର କିଣିବେ ପାକିସ୍ତାନ ସରକାର

ଇସଲାମାବାଦ,୨୮ ।୯: ପାକିସ୍ତାନର ଖେବର-ପଖତନୱା ଅଞ୍ଚଳରେ ଐତିହାସିକ ସ୍ମାରକର ସଂରକ୍ଷଣ କରିବାକୁ ଯାଇ ସରକାର ଏବେ ବଲିଉଡ୍‌ର ନାମୀ କଳାକାର ଅଭିନେତା ରାଜ କପୁର ଓ...

ପରଦାରେ ‘ଚୁମ୍ବନ’ରେ କରିବାରେ ଅସୁବିଧା ନାହିଁ, କିନ୍ତୁ…

ବଲିଉଡ ଅଭିନେତା ଇମ୍ରାନ ହାସମିଙ୍କୁ ‘ସିରିଏଲ କିସର’ ଆଖ୍ୟା ଦିଆଯାଇଛି। ୨୦୦୩ରେ ‘ଫୁଟପାଥ’ ଫିଲ୍ମରୁ କ୍ୟାରିଅର୍‌ ଆରମ୍ଭ କରିଥିବା ଇମ୍ରାନ ପରେ ଅନେକ ବଡ ଫିଲ୍ମର...

ଶୈଫ ଦେଲେ ପ୍ରଶଂସକଙ୍କୁ ଆଉ ଏକ ସର୍‌ପ୍ରାଇଜ

ମୁମ୍ବାଇ: ଛୋଟେ ନଓ୍ବାବ ଶୈଫ ଅଲି ଖାଁଙ୍କ ପରିବାର ଏବେ ଖୁବ୍‌ ଚର୍ଚ୍ଚାରେ। ୨୦୨୦ ବଲିଉଡ୍‌ ଇଣ୍ଡଷ୍ଟ୍ରି ପାଇଁ ଭଲ କଟି ନ ଥିବା ବେଳେ...

ଅପରେସନ ନ ହେଲେ କଟା ହେବ ହାତ କହି ସାହାଯ୍ୟ ମାଗିଲେ ଯୁବକ: ସୋନୁ ଦେଲେ ଏମିତି ଉତ୍ତର

ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତା ସୋନୁ ସୁଦ। ବର୍ତ୍ତମାନ ସୋନୁ ଜଣେ ଯୁବକଙ୍କ ହାତ ଅପରେସନ ପାଇଁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି। କୁନାଲ ସିଂହ...

ଫିଲ୍ମ ‘୮୩’ କୁ ଟ୍ୟାକ୍ସ୍‌ ଫ୍ରି’ ଘୋଷଣା କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୨୨।୧୨: କବୀର ଖାନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘୮୩’ ଡିସେମ୍ବର ୨୪ରେ ରିଲିଜ୍‌ ହେବାକୁ ଯାଉଛି। ଏହାକୁ ଦେଖିବା ପାଇଁ ଅନେକ ଦର୍ଶକ ଅପେକ୍ଷା କରିଛନ୍ତି। ଏହି...

ଫିଲ୍ମ ଜଗତରୁ ଦୂରରେ ଥିଲେ ବି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଗୋବିନ୍ଦା

ବଲିଉଡ୍‌ରେ ଗୋଟିଏ ସମୟ ଥିଲା ଯେତେବେଳେ ଅଭିନେତା ଗୋବିନ୍ଦାଙ୍କ ରାଜ୍‌ ଥିଲା। କିନ୍ତୁ ଏବେ ଗୋବିନ୍ଦାଙ୍କ ସମସାମୟିକ ଅଭିନେତା ଫିଲ୍ମରେ ସକ୍ରିୟ ଥିବାବେଳେ ସେ ପଛରେ...

ବଲିଉଡ୍‌ର ଏହି ହୋଲି ଗୀତ ସବୁଠୁ କରିଥିଲା ଅଧିକ ରୋଜଗାର

ମୁମ୍ବାଇ: ଦିନକ ପରେ ଆସୁଛି ରଙ୍ଗର ପର୍ବ ହୋଲି। ହୋଲି ସହ ବଲିଉଡ୍‌ର ବିଶେଷ ସଂଯୋଗ ରହିଛି। ଅତୀତରେ ହୋଲିକୁ ନେଇ କିଛି ଗୀତ ସୁପର...

Advertisement
Archives

Model This Week