ମନୋରଞ୍ଜନ

ଯୋଗେନ୍ଦ୍ର ଛାଡ଼ିଲେ ଶୋ’

ବମ୍ବେ: ଶୋ’ ଛାଡ଼ିଲେ ଯୋଗେନ୍ଦ୍ର ବିକ୍ରମ ସିଂହ। ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘ଗୁମ୍‌ ହୈ କିସି କେ ପ୍ୟାର୍‌ ମେ’ରେ ଆଉ ସେ ନଜର ଆସିବେ ନାହିଁ। ଏଥିଲାଗି ଶୋ’ରେ ତାଙ୍କର ଚରିତ୍ରକୁ ଶେଷ କରାଯାଇଛି। ନିର୍ମାତାମାନେ…

ମା’ ହେଲେ ଝିଲିକ୍‌

ଭୁବନେଶ୍ୱର: ଅଭିନେତ୍ରୀ ଝିଲିକ୍‌ ଭଟ୍ଟାଚାର୍ଯ୍ୟ ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ବୁଧବାର ଝିଲିକ ଦୁଇ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ସବୁଠୁ ଖୁସିର କଥା ଝିଲିକ୍‌ଙ୍କ ତାଙ୍କ ଜନ୍ମଦିନରେ ଏହି ଯାଆଁଳା ଶିଶୁକନ୍ୟାଙ୍କ ମା’ ହୋଇଛନ୍ତି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ…

ମାନହାନି କେସ୍‌ ଜିତିଲେ ଅଭିନେତା ଜନି ଡେପ୍‌, ପୂର୍ବତନ ସ୍ତ୍ରୀ ଦେବେ କ୍ଷତିପୂରଣ

ହଲିଉଡର ପ୍ରସିଦ୍ଧ ଅଭିନେତା ଜନି ଡେପ୍‌ ତାଙ୍କ ପୂର୍ବତନ ସ୍ତ୍ରୀ ତଥା ଅଭିନେତ୍ରୀ ଅମ୍ବର ହେର୍ଡଙ୍କ ମଧ୍ୟରେ ଚାଲିଥିବା ଆଇନଗତ ବିବାଦ ଶେଷରେ ସମାପ୍ତ ହୋଇଛି। ଜନି ସ୍ତ୍ରୀଙ୍କ ବିରୋଧରେ ମାନହାନି ମାମଲା ଜିତିଛନ୍ତି। ୭ ଜଣିଆ ସଦସ୍ୟବିଶିଷ୍ଟ ଭର୍ଜିନିଆ ଖଣ୍ଡପୀଠ…

ଜାଣନ୍ତୁ କେତେ ପଢିଛନ୍ତି ଷ୍ଟାର୍‌ କିଡ୍ସ

ବଲିଉଡ ସେଲିବ୍ରିଟିଙ୍କ ପିଲାମାନେ ଅଧ୍ୟୟନ ସହ ଅଭିନୟରେ ମଧ୍ୟ ବେଶ୍‌ ପାରଙ୍ଗମ। ଅଭିନେତା ଶାହରୁଖ ଖାନ୍‌ଙ୍କ ଝିଅ ସୁହାନା ଏବଂ ପୁଅ ଆର୍ୟନ, ସୈଫ୍‌ ଅଲି ଖାନ୍‌ଙ୍କ ଝିଅ ସାରା ଅଲି ଖାନ୍‌ ଏବଂ ପୁଅ ଇବ୍ରାହିମ ଅଲି ଖାନ୍‌, ବୋନୀ…

ସ୍ତ୍ରୀଙ୍କୁ ସଫଳତାର ଶ୍ରେୟ ଦେଉଥିଲେ କେକେ

ମୁମ୍ବାଇ: ପ୍ରସିଦ୍ଧ ଗାୟକ କୃଷ୍ଣକୁମାର କୁନ୍ନଥ, ଯିଏ କି କେକେ ଭାବରେ ଜଣାଶୁଣା। ୩୧ ମେ’ ତାଙ୍କର ଦେହାନ୍ତ ହୋଇଛି। କୋଲକାତାରେ ଲାଇଭ କନ୍‌ସର୍ଟ ସମୟରେ ସେ ହଠାତ୍‌ ଅସୁସ୍ଥ ଅନୁଭବ କରିଥିଲେ। ପରେ ତାଙ୍କୁ ତୁରନ୍ତ କୋଲକାତାର ଏକ ଘରୋଇ…

ଯଦି କେବେ ମୃତ୍ୟୁ ଆସେ, ତେବେ କେକେଙ୍କ ପରି ଆସୁ: ସୋନା

ବମ୍ବେ: ଜୀବନରେ ଯଦି କେବେ ମୃତ୍ୟୁ ଆସେ, ତେବେ କେକେଙ୍କ ପରି ଆସୁ। କିଛି ଏଭଳି ଆଶା ରଖିଥିବା କହିଛନ୍ତି ଗାୟିକା ସୋନା ମହାପାତ୍ର। ଯଦି ଲାଇଭ୍‌ କନସର୍ଟ ପରେ ତାଙ୍କର ମୃତ୍ୟୁ ହୋଇଯାଏ, ତେବେ ସେ ଧନ୍ୟ ମନେ କରିବେ…

କେକେଙ୍କ ହୋଇଛି ସ୍ବାଭାବିକ ମୃତ୍ୟୁ, ଗୁରୁବାର ହେବ ଅନ୍ତିମ ସଂସ୍କାର

ବଲିଉଡର ପ୍ରସିଦ୍ଧ ଗାୟକ କେକେ ମାତ୍ର ୫୩ ବର୍ଷ ବୟସରେ ଆଖି ବୁଜିଛନ୍ତି । କୋଲକାତାରେ ଲାଇଭ କନ୍‌ସର୍ଟ ପରେ ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି। କେକେଙ୍କ ଦେହାନ୍ତ ଖବର ଫ୍ୟାନ୍ସ ତଥା ବଲିଉଡ ଇଣ୍ଡଷ୍ଟ୍ରିକୁ ସ୍ତବ୍ଧ କରି ଦେଇଛି। କେକେଙ୍କ…

ସାତ ଜନ୍ମର ସାଥୀଙ୍କୁ ଏକା କରି ଚାଲିଗଲେ କେକେ, ଜାଣନ୍ତୁ ଗାୟକଙ୍କ ସ୍ତ୍ରୀ ଜ୍ୟୋତି କିଏ…

ବମ୍ବେ: ଜଣାଶୁଣା କଣ୍ଠଶିଳ୍ପୀ କେକେ ଆମ ଗହଣରେ ଆଉ ନାହାନ୍ତି। କୋଲକାତାରେ ଏକ କନସର୍ଟରେ ଗୀତ ଗାଇବା ପରେ ହୃଦଘାତ ହେବା ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ନବେ ଦଶକରୁ ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରୁଥିବା କେକେଙ୍କ ଆକସ୍ମିକ ନିଧନ ଅନେକଙ୍କୁ…

କେକେଙ୍କ ଏହି ଗୀତକୁ ଶୁଣି ଆଜି ବି କାନ୍ଦନ୍ତି ସଲମାନ୍‌

ବମ୍ବେ: ‘ତଡପ ତଡପ କେ ଇସ ଦିଲ ସେ ଆହ ନିକଲ୍‌ତି ରହି…ତୋ ଲୁଟ୍‌ ଗୟେ’ କେକେଙ୍କ ଏଭଳି ଏକ ଗୀତ ଥିଲା, ଯିଏ ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଥିଲା। ଏହି ଏଭରଗ୍ରୀନ ଗୀତ ଆଜି ବି ବାଜିଲେ ଅନେକଙ୍କ ଆଖିରେ…

ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା ବଢିଲା

ମୁମ୍ବାଇ,୧।୬: ପଞ୍ଜାବୀ ଗାୟକ-ରାଜନେତା ସିଦ୍ଧୁ ମୂସେୱାଲାଙ୍କ ହତ୍ୟା ହେବାର କିଛି ଦିନ ପରେ ମୁମ୍ବାଇ ପୋଲିସ ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ସୁରକ୍ଷାକୁ ବଢାଇ ଦେଇଛି। ମୂସେୱାଲା ହତ୍ୟା ମାମଲାର ମୁଖ୍ୟ ସନ୍ଦିଗ୍ଧ ଲରେନ୍ସ ବିଷ୍ଣୋଇ ଆଜି କିଛି ବର୍ଷ ପୂର୍ବେ…

ବିଦେଶ ଯିବାକୁ ରିଆଙ୍କୁ ମିଳିଲା ଅନୁମତି

ମୁମ୍ବାଇ,୧ ।୬: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ମାମଲରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତିଙ୍କୁ ସମାନ୍ୟ ଆଶ୍ୱସ୍ତି ମିଳିଛି । ମୁମ୍ବାଇ କୋର୍ଟ ତାଙ୍କ ସର୍ତ୍ତମୂଳକ ଭାବେ ବିଦେଶ ଯିବାକୁ ଅନୁମତି ପ୍ରଦାନ କରିଛନ୍ତି…

ଷ୍ଟେଜ୍‌ ଉପରେ ବାରମ୍ବାର ଝାଳ ପୋଛୁଥିଲେ, ପାଣି ପିଉଥିଲେ; ଶେଷରେ ପଡ଼ି ଯାଇ…

ବମ୍ବେ: ମୃତ୍ୟୁ ଏକ ଅନିମନ୍ତ୍ରିତ ଅତିଥି। ସେ ଲୁଚିଛପି କେତେବେଳେ ଯେ ଆସିଯାଏ କହିହୁଏନା। ଠିକ୍‌ ଏଭଳି କିଛି ଘଟିଛି ବଲିଉଡ୍‌ର ଖ୍ୟାତନାମା କଣ୍ଠଶିଳ୍ପୀ କ୍ରିଷ୍ଣକୁମାର କୁନ୍ନାଥ ଓରଫ କେକେଙ୍କ କ୍ଷେତ୍ରରେ। କୋଲକାତାର ନଜୁରଲ ମଞ୍ଚରେ ଆୟୋଜିତ କନସର୍ଟରେ ଗାଇବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?