ମନୋରଞ୍ଜନ

ଅଣ୍ଡରୱାର୍ଲଡର ପ୍ରଭାବରେ ବଲିଉଡ: ସୋନାଲି

ମୁମ୍ବାଇ: ବଲିଉଡର ବିଗତ ଦିନର ଆଗଧାଡିର ନାୟିକା ସୋନାଲି ବେନ୍ଦ୍ରେ ନିଜର ନିଖୁଣ ଅଭିନୟ ପାଇଁ ଦର୍ଶକଙ୍କ ମନରେ ତିଆରି କରିଛନ୍ତି ନିଜର ଏକ ସ୍ୱତନ୍ତ୍ର ପରିଚୟ । ଏବେ ସେ ଯଦିଓ ବଲିଉଡଠାରୁ ଟିକେ ଦୂରେଇ ରହିଛନ୍ତି ହେଲେ କିଛି…

ଭାଇ ଅର୍ଜୁନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଜାହ୍ନବୀ

ମୁମ୍ବାଇ: ଆଜି ଅର୍ଥାତ୍‌ ଜୁନ୍‌ ୨୬ରେ ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କ ଜନ୍ମଦିନକୁ ସ୍ବତନ୍ତ୍ର କରିବା ପାଇଁ ସେ ପ୍ୟାରିସରେ ତାଙ୍କ ଲେଡି ଲଭ୍‌ ମଲାଇକା ଆରୋରାଙ୍କ ସହ ଅଛନ୍ତି। ଫଟୋରେ ସେ ତାଙ୍କର…

ବୋଲ୍ଡ ଲୁକ୍‌ରେ ଜ୍ୟାକ୍‌ଲିନ୍‌

ମୁମ୍ବାଇ: ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିଜ୍‌ ସବୁବେଳେ ନିଜର ହଟ୍‌ ଆଉ ସୁନ୍ଦର ଚେହେରାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ବୋଲ୍ଡ ଲୁକ୍‌ରେ ସେ ନଜର ଆସିଛନ୍ତି। ଏହି ଫଟୋରେ ସିନେମା ହଲ୍‌…

ରାଇମୋହନଙ୍କ ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ

ଭୁବନେଶ୍ୱର,୨୬ା୬(ବ୍ୟୁରୋ): ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟାକୁ ୩ ଦିନ ପୂରିଛି। ତେବେ ଏହି ମାମଲାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି କମିଶନରେଟ୍‌ ପୋଲିସ। ବର୍ତ୍ତମାନ ସୁଦ୍ଧା ତାଙ୍କ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। ଏହି ଘଟଣାରେ ରାଇମୋହନଙ୍କ ଝିଅ, ଜ୍ବାଇଁ…

ଆଲ୍ଲୁ ଅର୍ଜୁନଙ୍କ ଓଜନ ବୃଦ୍ଧିକୁ ନେଇ ଭିନ୍ନ ଭିନ୍ନ କମେଣ୍ଟ କଲେ ପ୍ରଶଂସକ

ଚେନ୍ନାଇ: ସାଉଥ୍ ଷ୍ଟାର ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ର କ୍ରେଜ୍ ଦେଶର କୋଣେ କୋଣେ ଦେଖିବାକୁ ମିଳିଥିଲା । ଦର୍ଶକେ ତାଙ୍କ ଦେଶୀ ଲୁକ୍ସ ଉପରେ ଖୁବ୍ ଇମ୍ପ୍ରେସ୍ ହୋଇଥିବା ବେଳେ ଏହାକୁ କପି କରିବା ଦେଖାଯାଇଥିଲା । ବିଦେଶୀମାନେ ବି…

ପ୍ରଥମ ସ୍ତ୍ରୀଙ୍କୁ ଏପର୍ଯ୍ୟନ୍ତ ଭେଟିନାହାନ୍ତି ରଣବୀର

ଫିଲ୍ମ ‘ସାୱରିଆ’ ଜରିଆରେ ବଲିଉଡରେ ପ୍ରବେଶ କରିଥିବା ରଣବୀର କପୁରଙ୍କ ଆଜି ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ରଣବୀର ୨୦୨୨, ଏପ୍ରିଲ ୧୪ରେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ବିବାହ କରିଥିଲେ। ବିବାହ ପରେ ଉଭୟ ନିଜ ନିଜ କାମରେ ବ୍ୟସ୍ତ ଅଛନ୍ତି।…

ଲେଡି ଲଭ୍‌ଙ୍କ ସହ ଜନ୍ମଦିନ ପାଳିଲେ ଅର୍ଜୁନ

ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ପ୍ୟାରିସର ସବୁଠାରୁ ରୋମାଣ୍ଟିକ ସହରରେ ଅର୍ଜୁନ ଲେଡି ଲଭ୍‌ ମଲାଇକା ଆରୋରାଙ୍କ ସହ ସେ ଜନ୍ମଦିନ ପାଳନ କରିଛନ୍ତି। ଅର୍ଜୁନ ଇନ୍‌ଷ୍ଟାଗ୍ରାମରେ ରୋମାଣ୍ଟିକ ଫଟୋ ଶେୟାର କରିଛନ୍ତି। ଫଟୋରେ…

କପିଲ ଶର୍ମାଙ୍କୁ ଦେଖି ଧାଇଁ ଆସିଲେ କାନାଡ଼ାର ପ୍ରଶଂସକ

ବମ୍ବେ: ଦେଶ ତଥା ବିଦେଶରେ କମେଡି କିଙ୍ଗ କପିଲ ଶର୍ମାଙ୍କ ପ୍ରଶଂସକ କାହିଁରେ କେତେ। ସେ ଯେଉଁଠାକୁ ବି ଯାଆନ୍ତି ତାଙ୍କୁ ଦେଖିବାକୁ ଭିଡ ଜମେ। ସେଭଳି କିଛି ଘଟିଛି କାନାଡ଼ାରେ। କପିଲ ଏବେ ପୁରା ଟିମ୍‌ ସହ କାନାଡ଼ା ଯାଇଛନ୍ତି।…

ଫିଲ୍ମ ‘ଏମରଜେନ୍ସି’ରେ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ର ସହ ନିଜକୁ ଯୋଡିବାକୁ ଚାହୁଛନ୍ତି କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ନିଜର ସ୍ୱତନ୍ତ୍ର ଶୈଳିର ଅଭିନୟକୁ ନେଇ ଦର୍ଶକଙ୍କ ନିକଟରେ ତିଆରି କରିଛନ୍ତି ଏକ ଭିନ୍ନ ପରିଚୟ । ନିଜ ଅଭିନୟରେ ଲୌହ ମାନବୀ ବୋଲି ଧରି ନେଇଥିବା କଙ୍ଗନା ଏବେ ରାଜନୀତିର ଏକ ବହୁତ…

ଫେସବୁକ୍‌ରେ ପୋଷ୍ଟ ଲେଖି ଅଭିନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

କୋଲକାତା: ଫିଲ୍ମଜଗତରୁ ଆତ୍ମହତ୍ୟା କରିବା ଖବର ଥମିବାର ନା ନେଉ ନାହିଁ। ଏବେ ଆଉ ଜଣେ ବଙ୍ଗୀୟ ଅଭିନେତ୍ରୀ ରାୟ ଦେବୋଲିନା ଦେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ହେଲେ ସୌଭାଗ୍ୟବଶତଃ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶୁକ୍ରବାର ଅଭିନେତ୍ରୀ…

ପ୍ରଥମ ଦରମା ଚେକ୍‌ ମା’ଙ୍କ ପାଦ ତଳେ ରଖିଥିଲେ ଏହି ଅଭିନେତା

ମୁମ୍ବାଇ: ସବୁ ମା’ଙ୍କ ପାଇଁ ପୁଅର ପ୍ରଥମ ରୋଜଗାର ଅତ୍ୟନ୍ତ ସ୍ବତନ୍ତ୍ର। ସେ ସାଧାରଣ ପିଲା ହୁଅନ୍ତୁ କି ଅଭିନେତା। ପିଲାଙ୍କ ପ୍ରଥମ ରୋଜଗାର ମା-ବାପାଙ୍କୁ ବହୁତ ଖୁସି ଦିଏ। ବଲିଉଡ୍‌ ଅଭିନେତା ରଣବୀର କପୁରଙ୍କ କ୍ଷେତ୍ରରେ ମଧ୍ୟ ଏପରି ଘଟିଥିଲା।…

ସମ୍ପର୍କ ତୁଟିବା ପଛର କାରଣ କହିଲେ ଚାରୁ !

ବମ୍ବେ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ସ୍ତ୍ରୀ ଚାରୁ ଅସୋପାଙ୍କଠାରୁ ଅଲଗା ହେବେ। ଉଭୟ ୨୦୧୯ରେ ବିବାହ କରିଥିଲେ। ୨୦୨୧ରେ ସେମାନେ କନ୍ୟା ସନ୍ତାନର ପିତାମାତା ହୋଇଥିଲେ। ଏଣୁ ସେମାନଙ୍କ ମଧ୍ୟରେ ସବୁକିଛି ଠିକ୍‌ ଚାଲୁଥିବା ନେଇ ଅନୁମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?