‘ବାହୁବଳୀ-୨’କୁ ପଛରେ ପକାଇବ ‘ବିକ୍ରମ’!
ସାଉଥ୍ ସୁପରଷ୍ଟାର କମଲ ହାସନଙ୍କ ଫିଲ୍ମ ପ୍ରେକ୍ଷାଳୟରେ ରିଲିଜ୍ ହେବା ପରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବାରେ ଲାଗିଛି। ବର୍ତ୍ତମାନ ଏହି ଫିଲ୍ମଟି ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୌଲିଙ୍କ ଫିଲ୍ମ ବାହୁବଳୀ-୨କୁ ଅତିକ୍ରମ କରିବାକୁ ଯାଉଛି। ଏହି ମାଇଲଖୁଣ୍ଟ ହାସଲ…
ସପ୍ତାହେ ହେଲାଣି ଶୋଇନାହାନ୍ତି ଆଲିଆ, ନିଦ ହଜିଛି..
ବମ୍ବେ: ଚୁଲବୁଲି ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଆଖିରେ ନିଦ ନାହିଁ। ଦିନେ କି ଦୁଇ ଦିନ ନୁହେଁ ସେ ଗତ ସପ୍ତାହେ ହେଲାଣି ଶୋଇ ନାହାନ୍ତି। ଆପଣ ଭାବୁଥିବେ ରଣବୀର କପୁରଙ୍କ ପାଇଁ। ହେଲେ ନା। ଜୁନ ୧୫ ଅର୍ଥାତ ବୁଧବାର…
ଶୁଟିଂ ସେଟ୍ରେ ଦୀପିକା ଅସୁସ୍ଥ, ଡାକ୍ତରଖାନାରେ ହେଲେ ଭର୍ତ୍ତି
ବମ୍ବେ: ଶୁଟିଂ ସେଟରେ ଅସୁସ୍ଥ ହୋଇପଡ଼ି ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ। ଦୀପିକା ହାଇଦ୍ରାବାଦରେ ପ୍ରଭାସଙ୍କ ସହ ତାଙ୍କ ପରବର୍ତ୍ତୀ ଫିଲ୍ମର ଶୁଟିଂ କରୁଛନ୍ତି। ଏହାର ଶୁଟିଂସେଟ୍ରେ ସେ ଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ଥିବା ଜଣାପଡ଼ିଛି।…
ଥିଏଟର ଗ୍ରୁପରେ କିରଣଙ୍କ ସହ ଦେଖା ହୋଇଥିଲା ଅନୁପମଙ୍କର
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିରଣ ଖେର ତାଙ୍କର ୭୦ ତମ ଜନ୍ମଦିନ ପାଳନ କରିଛନ୍ତି । ୧୪ ଜୁନ ୧୯୫୨ରେ ସେ ପଞ୍ଜାବରେ ଜନ୍ମ ହୋଇଥିଲେ । ମଲ୍ଟିପଲ ମାୟଲୋମା ନାମକ ବ୍ଲଡ କ୍ୟାନସରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇଛନ୍ତି କିରଣ…
କ୍ରିତି ସାନନଙ୍କୁ ପ୍ରଶଂସା
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ରିତି ସାନନ କେବଳ ଜଣେ ଭଲ ଅଭିନେତ୍ରୀ ନୁହେଁ ବରଂ ଜଣେ ଭଲ ମଣିଷ । ନିଜର ଦୃଢ ମନୋବଳ ଓ ପରିଶ୍ରମ ଯୋଗୁ ସେ ଆଜି ଅଭିନୟ ଜଗତରେ ନିଜ ପାଇଁ ତିଆରି କରିପାରିଛନ୍ତି ଏକ…
ନୋରାଙ୍କୁ ମଲାଇକାଙ୍କ ସହ ତୁଳନା କଲେ ପ୍ରଶଂସକ, କାରଣ ଜାଣିଲେ…
ବଲିଉଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କ ପାଇଁ ପ୍ରଶଂସକଙ୍କ ପାଗଳ। ନୃତ୍ୟ ସହ ସୌନ୍ଦର୍ଯ୍ୟ ଏବଂ ଷ୍ଟାଇଲକୁ ନେଇ ସେ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ ନୋରାଙ୍କ ଏକ ନୂଆ ଭିଡିଓ ଭାଇରାଲ ହେଉଛି । ତେବେ ଏଥର ପ୍ରଶଂସକଙ୍କ ନୋରାଙ୍କୁ ଟ୍ରୋଲ…
ସୁଶାନ୍ତଙ୍କୁ ମନେ ପକାଇ ଫଟୋ ଶେୟାର କଲେ ରିୟା
ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୨ ବର୍ଷ ବିତିଗଲାଣି। ଏହାରି ଭିତରେ ଅଭିନେତ୍ରୀ ତଥା ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କୁ ମନେ ପକାଇ ତାଙ୍କର କିଛି ଫଟୋ ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି। ଶେୟାର କରିଥିବା ଫଟୋର କ୍ୟାପସନରେ…
ଫୁଟବଲ୍ ଖେଳାଳୀଙ୍କୁ ଚାପୁଡ଼ାମାରି ବିବାଦ ଘେରକୁ ଆସିଥିଲେ ଏହି ଅଭିନେତା
ସାଉଥ୍ ଫିଲ୍ମର ସୁପରଷ୍ଟାର ସୂର୍ୟ୍ୟ ପ୍ରାୟତଃ ବିବାଦରେ ରହିଥାନ୍ତି। ଏକଦା ସେ ଜଣେ ଯୁବ ଫୁଟବଲ ଖେଳାଳୀଙ୍କୁ ଚାପୁଡ଼ା ମାରି ଫଶି ଯାଇଥିଲେ । ତେବେ ଜାଣନ୍ତୁ ପୂରା ଘଟଣା ସମ୍ପର୍କରେ… ୨୦୧୬ରେ ଜନୈକ ଯୁବକ ବାଇକ୍ରେ ସାଙ୍ଗ ଲେନିନଙ୍କ ସହ…
ଏହି କାରଣରୁ ରାଧିକାଙ୍କୁ କରାଯାଉଥିଲା ବାରମ୍ବାର ରିଜେକ୍ଟ
ମୁମ୍ବାଇ:ଜଣେ ନାୟିକାର ଶାରୀରିକ ଗଠନ ଆକର୍ଷଣୀୟ ହେବା ଦରକାର। ସୁନ୍ଦର ଶରୀର ଥିବା ନାୟିକାଙ୍କୁ ଦର୍ଶକ ସ୍କ୍ରିନ୍ରେ ଦେଖିବାକୁ ଭଲପାଆନ୍ତି ବୋଲି ଏକ ଭୁଲ୍ ଧାରଣା ଲୋକଙ୍କ ମଧ୍ୟରେ ରହିଥିବା ଅଭିନେତ୍ରୀ ରାଧିକା ଆପତେ କହିଛନ୍ତି। ତେବେ ନିଜର ଦୁର୍ବଳ ଶରୀର…
ଗୋଟିଏ ହଁ ରେ ରାତାରାତି ଷ୍ଟାର ପାଲଟିଯାଇଥିଲେ ଶିଳ୍ପା
ମୁମ୍ବାଇ: ନିଜର ଅଭିନୟ ଓ ଫିଟନେସକୁ ନେଇ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶିଳ୍ପା ସେଟ୍ଟି ପୁଣିଥରେ ବଡ ପରଦାକୁ ଫେରୁଛନ୍ତି । କିଛିଦିନ ହେବ ବଡ ପରଦାରୁ ଦୂରେଇ ରହିଥିବା ଶିଳ୍ପା ଏବେ ‘ନିକମ୍ମା’ ଫିଲ୍ମକୁ ନେଇ…
ପୁଣି ପୂର୍ବତନ ସ୍ବାମୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ରାଖୀ
ପୁଣି ଚର୍ଚ୍ଚାରେ ଡ୍ରାମା କୁଇନ ରାଖୀ ସାୱନ୍ତ। ସ୍ବାମୀଙ୍କ ବିରୋଧରେ ଅଭିଯୋଗ ଆଣଛନ୍ତି ରାଖୀ। ଦୁହେଁ ପରସ୍ପର ଉପରେ ଲଗାତର ଅଭିଯୋଗ ଆଣିବାରେ ଲାଗିଛନ୍ତି। ଏବେ ପୁଣି ଥରେ ରାଖୀ ତାଙ୍କ ପୂର୍ବତନ ସ୍ବାମୀଙ୍କ ବିରୋଧରେ ଥାନାରେ ଦ୍ୱାରସ୍ତ ହୋଇଛନ୍ତି। ପୂର୍ବତନ…
‘କେଜିଏଫ୍ ଚାପ୍ଟର ୨’କୁ ପଛରେ ପକାଇଲା ‘ବିକ୍ରମ’
ମୁମ୍ବାଇ: ସାଉଥ୍ ଷ୍ଟାର କମଲ ହାସନଙ୍କ ଫିଲ୍ମ ବିକ୍ରମ ପରଦାରେ କମାଲ କରୁଛି । କାରଣ ସୁପରଷ୍ଟାର ୟଶଙ୍କ ‘କେଜିଏଫ୍ ଚାପ୍ଟର ୨’କୁ ଏବେ ପଛରେ ପକାଇ ଦେଇଛି ବିକ୍ରମ । ଏହି ଫିଲ୍ମଟି ଏବେ ୩୦୦ କୋଟି ବ୍ୟବସାୟ କରି…

