୩୧ ଲକ୍ଷ ଟଙ୍କା ଠକିନେଲେ ଆଲିଆ
ବଲିଉଡର ପ୍ରସିଦ୍ଧ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ସ୍ତ୍ରୀ ଆଲିଆଙ୍କ ନାଁରେ ଠକେଇ ଅଭିଯୋଗ ହୋଇଛି। ସେ ପ୍ରାୟ ୩୧ ଲକ୍ଷ ଟଙ୍କା ଠକିନେଇଥିବା କୁହାଯାଉଛି। ଆଲିଆଙ୍କ ପ୍ରଡକସନ୍ ଭେଞ୍ଚର ‘ହୋଲି କାଓ’ର କ୍ରିଏଟିଭ ହେଡ ତଥା ସହ-ପ୍ରଯୋଜିକା ମଞ୍ଜୁ ଗରୱାଲ ଆଲିଆଙ୍କ…
ସଲମାନଙ୍କ ଓକିଲଙ୍କୁ ହତ୍ୟା ଧମକ
ବଲିଉଡ ଅଭିନେତା ସଲମାନ ଖାନଙ୍କ ପରେ ଏବେ ତାଙ୍କ ଓକିଲ ହସ୍ତିମାଲ ସାରସ୍ବତଙ୍କୁ ହତ୍ୟା ଧମକ ଦିଆଯାଇଛି। ଏକ ଚିଠି ମାଧ୍ୟମରେ ଏହି ଧମକ ମିଳିଛି। ପୋଲିସ ତଦନ୍ତ ଆରମ୍ଭ କରିଛି। ଏହା ସହିତ ସାରସ୍ବତଙ୍କୁ ମଧ୍ୟ ସୁରକ୍ଷା ଯୋଗାଇ ଦିଆଯାଇଛି।…
ନନ୍ଦିନୀ ଭୂମିକାରେ ନଜର ଆସିବେ ଐଶ୍ୱର୍ଯ୍ୟା
ମୁମ୍ବାଇ: ବଲିଉଡ ନାୟିକା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅପକମିଂ ଫିଲ୍ମ ‘ପୋନିୟିନ ସେଲଭମ’ ପାର୍ଟ-୧’ ଏବେ ଖୁବ ଚର୍ଚ୍ଚାରେ । ମଣି ରତ୍ନମଙ୍କ ଅପକମିଂ ଫିଲ୍ମ ‘ପୋନିୟିନ ସେଲଭମ ପାର୍ଟ -୧’ରେ ଐଶ୍ୱର୍ଯ୍ୟା ରାୟଙ୍କ ଫାଷ୍ଟ ଲୁକ ସାମ୍ନାକୁ ଆସିଛି ।…
‘କଫି ୱିଥ କରନ’ ସିଜନ ୭ର ପ୍ରମୋ ରିଲିଜ୍, ପ୍ରଥମ ଏପିସୋଡରେ ଆସିବେ ଆଲିଆ-ରଣବୀର
ମୁମ୍ବାଇ: ହାର୍ଦ୍ଦିକ ପାଣ୍ଡୟା, ଦୀପିକା ପାଦୁକୋନ, ରଣବୀର ସିଂ, ସଲମାନ ଖାଁ ଓ ଅନ୍ୟ ବଡ ବଡ ସେଲିବ୍ରିଟିଙ୍କୁ ବିବାଦରେ ପକାଇଥିବା ଶୋ’ଏବେ ପୁଣିଥରେ ଫେରୁଛି । କରନ, କଫି ୱିଥ କରନ ସିଜନ ୭ ଆସୁଛି । ୭ ଜୁଲାଇ…
ତିନି ବର୍ଷ ପରେ ଟେଲି ପରଦାକୁ ଫେରୁଛନ୍ତି ଏହି ହ୍ୟାଣ୍ଡସମ୍ ଅଭିନେତା
ବମ୍ବେ: ଦୀର୍ଘ ତିନି ବର୍ଷର ବ୍ୟବଧାନ ପରେ ଟେଲି ପରଦାକୁ ଫେରୁଛନ୍ତି ଅଭିନେତା ଶୋଏବ ଇବ୍ରାହିମ୍। ନୂଆ ଶୋ’ ସହ ନୂଆ ଭୂମିକାରେ ତାଙ୍କୁ ଦର୍ଶକେ ଦେଖିବାକୁ ପାଇବେ। ଏହାକୁ ନେଇ ସେ ବେଶ୍ ଏକ୍ସସାଇଟେଡ୍ ରହିଥିବା ବେଳେ ନିଜ ଉପରେ…
ସଂଘର୍ଷମୟ ରଣବୀର ସିଂଙ୍କ କଲେଜ ଜୀବନ, ଟଙ୍କା ପାଇଁ କରୁଥିଲେ ଏପରି କିଛି
ବଲିଉଡ୍ ଅଭିନେତା ରଣବୀର ସିଂ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ସେ ୬ ଜୁଲାଇ ୧୯୮୫ରେ ଜନ୍ମ ହୋଇଥିଲେ। ଆଜି ତାଙ୍କର ଜନ୍ମଦିନ । ତାଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ କିଛି ବିଶେଷ କଥା। ତାଙ୍କ ନାମ…
ଏହି ଦିନ ରିଲିଜ୍ ହେବ କ୍ୟାଟ୍ରିନାଙ୍କ ଫିଲ୍ମ, ଅପେକ୍ଷାରେ ଦର୍ଶକ
ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଲୁକ୍ ଏବଂ ଅଭିନୟକୁ ନେଇ ଚର୍ଚ୍ଚାରେ ରୁହନ୍ତି। ତାଙ୍କ ଫିଲ୍ମକୁ ଦେଖିବା ପାଇଁ ଦର୍ଶକ ଅପେକ୍ଷା କରି ରହିଥାନ୍ତି। ନିକଟରେ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଫୋନ ଭୁତ୍’କୁ ନେଇ କ୍ୟାଟ୍ରିନା ଖୁସି ଖବର ଦେଇଛନ୍ତି। ତେବେ…
ଲୀନାଙ୍କ ନାଁରେ ମାମଲା
ଭାରତୀୟ ଫିଲ୍ମ ନିର୍ଦ୍ଦେଶିକା ଲୀନା ମାନିମେକଲାଇଙ୍କ ଫିଲ୍ମ ‘କାଳୀ’ର ଏକ ପୋଷ୍ଟରକୁ ନେଇ ବିବାଦ ତେଜିବାରେ ଲାଗିଛି। ପୋଷ୍ଟରରେ ହିନ୍ଦୁ ଦେବୀ କାଳୀଙ୍କ ବେଶରେ ଜଣେ ମହିଳା ସିଗାରେଟ୍ ଟାଣୁଥିବାର ଦୃଶ୍ୟ ଧର୍ମୀୟ ଭାବାବେଗକୁ ଆଘାତ ଦେଇଥିବା ଅଭିଯୋଗରେ ଲୀନାଙ୍କ ନାମରେ…
ଟେଲି ପରଦାକୁ ଫେରୁଛନ୍ତି ଅରୁଣା-ଆଲୋକ ନାଥ
ବମ୍ବେ: ବଡ଼ ପରଦା ଭଳି ଛୋଟ ପରଦାର କ୍ରେଜ୍ କାହିଁରେ କେତେ। ଯେଉଁଭଳି ଶୁକ୍ରବାର ନୂଆ ଫିଲ୍ମ ରିଲିଜ ହୋଇଥାଏ, ଆଜିକାଲି ସେହିଭଳି ନୂଆ ଟେଲି ଧାରାବାହିକ ରିଲିଜ ହେଉଛି। ଖୁବ୍ଶୀଘ୍ର ଅରୁଣା ଇରାନୀ ଏବଂ ଆଲୋକ ନାଥଙ୍କ ଭଳି ଲୋକପ୍ରିୟ…
‘ଗଡଫାଦର’ ଟିଜର୍ ରିଲିଜ, ସଲମାନଙ୍କ ପାଇଁ ଉତ୍ସାହିତ ପ୍ରଂଶସକ
ଦୀର୍ଘ ଦିନ ଧରି ଫିଲ୍ମ ‘ଗଡଫାଦର’କୁ ନେଇ ଚର୍ଚ୍ଚା ହେଉଥିଲା। ବର୍ତ୍ତମାନ ଏହି ଫିଲ୍ମର ଟିଜର ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଟିଜରରେ ଦେଖିବାକୁ ମିଳିଛି, ଏକ କାର ଯାଉଛି, ଯେଉଁଥିରୁ ଚିରଞ୍ଜୀବୀ ଓହ୍ଲାଉଛନ୍ତି।…
ଦୀପିକା ଦେବେ ଖୁସି ଖବର!
ମୁମ୍ବାଇ: ବଲିଉଡର ଆଦର୍ଶ କପୁଲ ଭାବେ ଜଣାଶୁଣା ଦୀପିକା ପାଦୁକୋନ ଓ ରଣବୀର କପୁରଙ୍କ ବିବାହକୁ ପ୍ରାୟ ୪ ବର୍ଷ ହୋଇଗଲାଣି । ଏବେ ତାଙ୍କ ପ୍ରଶଂସକମାନେ ଅପେକ୍ଷା ରଖିଛନ୍ତି କେବେ ଏମାନେ ଦେବେ ଖୁସି ଖବର । ତେବେ ପ୍ରଶଂସକଙ୍କ…
ରାମ ମନ୍ଦିର ଉପରେ ନିର୍ମାଣ ହେବ ଡକ୍ୟୁମେଣ୍ଟାରୀ
ମୁମ୍ବାଇ: ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଅଯୋଧ୍ୟାରେ ମନ୍ଦିର ନିର୍ମାଣ ପାଇଁ ନାନା ସମସ୍ୟା ଉପୁଜିଛି । ଏ ସମ୍ପର୍କରେ ଦେଶବାସୀ ଅଳ୍ପ ବହୁତେ ଜାଣିଛନ୍ତି । ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତେ ରାମମନ୍ଦିର ନିର୍ମାଣକୁ ନେଇ ସ୍ୱର…

