ମନୋରଞ୍ଜନ

ମଧୁବାଲାଙ୍କ ବାୟୋପିକ

ମୁମ୍ବାଇ: ବଲିଉଡ ଦୁନିଆର ନାଁ କରା ଅଭିନେତ୍ରୀ ମଧୁବାଲାଙ୍କ ଜୀବନକୁ ନେଇ ତିଆରି ହେବାକୁ ଯାଉଛି ତାଙ୍କର ଏକ ବାୟୋପିକ । ଏହାକୁ ନେଇ ତାଙ୍କର ସବୁଠାରୁ ସାନ ଭଉଣୀ ମଧୁର ବୃଜ ଭୂଷଣଙ୍କ ସମର୍ଥନ ମିଳିଛି । ଏହି ବାୟୋପିକକୁ…

ଅକ୍ଟୋବରରେ ଭାରତ ଆସିବେ ଜଷ୍ଟିନ ବିବର

ୱାଶିଂଟନ,୨୦ ।୭: କାନାଡିଆନ ପପ ସିଙ୍ଗର ଜଷ୍ଟିନ ବିବରଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ସେ ଭାରତରେ ପରଫର୍ମ କରିବେ ବୋଲି ଜଣାପଡିଛି । କାରଣ ନିକଟରେ ସେ ପୁଣିଥରେ ଆରମ୍ଭ କରିବାକୁ ଯାଉଛନ୍ତି ତାଙ୍କ ୱାର୍ଲଡ ଟୁର…

ଏବେ ନୁହେଁ ୨୦୨୩ରେ ବିବାହ କରିବେ ଏହି ଯୋଡ଼ି!

ବଲିଉଡ୍‌ ଅଭିନେତ୍ରୀ ଆଥିଆ ଶେଟ୍ଟି ଏବଂ କେ.ଏଲ ରାହୁଲ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଦୁହେଁ ଏବେ ବିବାହ କରିବେ ବୋଲି ଜୋରଦାର ଚର୍ଚ୍ଚା ଚାଲିଛି। ପ୍ରଶଂସକମାନେ ମଧ୍ୟ ଖୁବଶୀଘ୍ର ସେମାନଙ୍କ ବିବାହ ଦେଖିବାକୁ ଅପେକ୍ଷା କରି…

ସାଉଥ୍‌ ଫିଲ୍ମ ନିର୍ମାତା ମଣି ରତ୍ନମ୍‌ କରୋନାରେ ଆକ୍ରାନ୍ତ

ମୁମ୍ବାଇ,୧୯।୭: ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନାଁକରା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ମଣି ରତ୍ନମ୍‌ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କୋଭିଡ ପଜିଟିଭ ମିଳିବା ପରେ ତାଙ୍କୁ ଚିକିତ୍ସା ପାଇଁ ଚେନ୍ନାଇର ଏକ ଘରୋଇ ଆପୋଲୋ…

ଏନ୍‌ସିବିରୁ କ୍ଲିନ୍‌ ଚିଟ୍‌ ମିଳିବା ପରେ କ୍ଲବରେ ପାର୍ଟି କରୁଛନ୍ତି ଆର୍ୟନ : ଭିଡ଼ିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାଁଙ୍କ ପୁଅ ଆର୍ୟନ ଖାଁ ଗତ ବର୍ଷ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଫସିବା ପରେ ଲଗାତର ଏବେ ସେ ଚର୍ଚ୍ଚାରେ ରହିଆସୁଛନ୍ତି। ବି-ଟାଉନର ସବୁଠାରୁ କୁଲ ଷ୍ଟାରକିଡ୍ସ ମଧ୍ୟରୁ ଅନ୍ୟତମ ଥିବା ଆର୍ୟନ ପୁଣି ଥରେ…

‘ବ୍ରହ୍ମାସ୍ତ୍ର’-୨ରେ ନଜର ଆସିବେ ଦୀପିକା, ହିରୋ ହେବେ କିଏ?

ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ‘ବ୍ରହ୍ମାସ୍ତ୍ର’ ଫିଲ୍ମ ସପ୍ଟେମ୍ବର ୯ରେ ରିଲିଜ ହେବାକୁ ଯାଉଛି । ରିଲିଜ ପୂର୍ବରୁ ଏହାର ଟ୍ରେଲରକୁ ଦର୍ଶକଙ୍କ ଜବରଦସ୍ତ ରେସପଣ୍ଡ ମିଳିଛି । ଫିଲ୍ମଟି ୩ଟି ପାର୍ଟରେ ମୁକ୍ତିଲାଭ କରିବ । ଚଳିତ…

ପୁଣି ପ୍ରେମରେ ଇଲିଆନା

ବଲିଉଡ୍‌ ଅଭିନେତ୍ରୀ ଇଲିଆନା ଡି କ୍ରୁଜ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ସେ ବର୍ତ୍ତମାନ ପୁଣି ପ୍ରେମରେ ପଡ଼ିଥିବା ନେଇ ଚର୍ଚ୍ଚା ହେଉଛି। ଲଣ୍ଡନରେ ରହୁଥିବା ମଡେଲ ସେବାଷ୍ଟିଆନ ଲରେଣ୍ଟ ମାଇକେଲ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଭାଇଙ୍କ ସହ ତାଙ୍କ ସମ୍ପର୍କକ…

ପରିବାର ସହ ଫିଲ୍ମ କରିବାକୁ ଚାହୁଁଛନ୍ତି ଜାହ୍ନବୀ, ନାଁ ରଖିବେ ନେପୋଟିଜମ

ମୁମ୍ବାଇ: ନିର୍ଦ୍ଦେଶକ ବୋନି କପୁର ଓ ଅଭିନେତ୍ରୀ ଶ୍ରୀଦେବିଙ୍କ ଝିଅ ତଥା ବଲିଉଡର ନବାଗତା ନାୟିକା ଜାହ୍ନବି କପୁର ନିଜ ପରିବାର ସହ ଏକ ଚଳଚ୍ଚିତ୍ର କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏବେ ଜାହ୍ନବୀ ତାଙ୍କ ଅପକମିଂ ଫିଲ୍ମର ପ୍ରମୋଶନରେ…

ପ୍ରସିଦ୍ଧ ଗାୟକ ଭୁପିନ୍ଦର ସିଂଙ୍କ ପରଲୋକ

ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଗଜଲ ଗାୟକ ଭୁପିନ୍ଦର ସିଂଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। କିନ୍ତୁ କିଛି ଦିନ ପୂର୍ବରୁ ସେ କରୋନାର ଶିକାର ହୋଇଥିଲେ।…

‘ଏମରଜେନ୍ସି’ ଫାଷ୍ଟ ଲୁକର ମେକିଂ ଭିଡିଓ ଶେୟାର କଲେ କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଏବେ ଖୁବ୍ ଚର୍ଚ୍ଚାରେ । ଚଳିତ ବର୍ଷ ତାଙ୍କ ଅଭିନିତ ଶେଷ ଫିଲ୍ମ ‘ଧାକଡ’ ବକ୍ସ ଅଫିସରେ ଫ୍ଲପ ହୋଇଥିଲେ ବି ଏହା ଉପରେ ନଜର ନ ଦେଇ ଏବେ ଅପକିମଂ ଫିଲ୍ମ ‘ଏମରଜେନ୍ସି’ର…

କାର୍ତ୍ତିକଙ୍କ ହାତରେ ଆଉ ଏକ ବଡ଼ ପ୍ରୋଜେକ୍ଟ

ମୁମ୍ବାଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଦମ୍‌ଦାର ଅଭିନୟ ଏବଂ ଲୁକ୍‌କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଫିଲ୍ମ ‘ଭୁଲ ଭୁଲେୟା-୨’ର ଜବରଦସ୍ତ ଅଭିନୟ ପରେ ତାଙ୍କ ପାଖକୁ ଅଫର ଆସିବାରେ ଲାଗିଛି। ବଲିଉଡର ନାମଦାମୀ ପ୍ରଡ୍ୟୁସର ସାଜିଦ ନାଦିଆଦୱାଲାଙ୍କ…

ଶେହନାଜଙ୍କ ଗୋଡ ତଳେ ଲାଗୁନି

ଅଭିନେତ୍ରୀ ଶେହନାଜ ଗିଲ୍‌ଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ତାଙ୍କ ସୌନ୍ଦର୍ଯ୍ୟ ଏବଂ ଚୁଲ୍‌ବୁଲି ଅନ୍ଦାଜରେ ଲକ୍ଷ ଲକ୍ଷ ଫ୍ୟାନ ଫିଦା। ବିଗ୍‌ ବସ-୧୩ରୁ ରାତାରାତି ଫେମସ ହୋଇଥିବା ଏହି ପଞ୍ଜାବୀ ଅଭିନେତ୍ରୀ ଖୁବ୍‌ଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?