ମା’ ହେବାକୁ ଚାହୁଁନାହାନ୍ତି ରାମ ଚରଣଙ୍କ ସ୍ତ୍ରୀ ଉପାସନା
ହାଇଦ୍ରାବାଦ: ବିବାହର ଦଶ ବର୍ଷ ବିତିଲାଣି। ହେଲେ ମା’ ହେବାକୁ ଚାହୁଁନାହାନ୍ତି ଆର୍ଆର୍ଆର୍ ଅଭିନେତା ରାମ ଚରଣଙ୍କ ସ୍ତ୍ରୀ ଉପାସନା କାମିନେନୀ। ପୂର୍ବରୁ ଏନେଇ ଅନେକ ଥର ପଚରାଯାଇଥିଲେ ହେଁ ସେ ଚୁପ୍ ରହିଥିଲେ। ହେଲେ ନିକଟରେ ଏକ ସାକ୍ଷାତକାରରେ ଉପାସନା…
ବିବାହ ବନ୍ଧନରେ ଆବଦ୍ଧ ହେଲେ ପାୟଲ
ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହେଲେ ଲକ୍ଅପ୍ ତଥା ବିଗ୍ବସ୍ର ପ୍ରତିଯୋଗୀ ଥିବା ପାୟଲ ରୋହତଗୀ। ଦୀର୍ଘ ଦିନର ପ୍ରେମିକ ସଂଗ୍ରାମ ସିଂହଙ୍କ ହାତ ଧରିଛନ୍ତି ସେ। ସୋସିଆଲ ମିଡିଆରେ ବିବାହର ଏକ ଫଟୋ ଶେୟାର କରି ପାୟଲ ସମସ୍ତଙ୍କ ସହ…
ସବାଙ୍କୁ ଦେଖୁ ଦେଖୁ ହ୍ରିତିକ୍ ବୋଲି କହିଲେ ପ୍ରଶଂସକ
ବଲିଉଡ୍ ଅଭିନେତା ହ୍ରିତିକ ରୋଶନ ବର୍ତ୍ତମାନ ପ୍ୟାରିସ୍ରେ ସବାଙ୍କ ସହ ରୋମାଣ୍ଟିକ ସମୟ ବିତାଉଛନ୍ତି । ଏହାର ଏକ ଭିଡିଓ ସବା ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ହ୍ରିତିକଙ୍କ ଷ୍ଟାଇଲ ଏବଂ ଉଭୟଙ୍କ ରୋମାନ୍ସ…
ମଲାଇକାଙ୍କ ଉପରୁ ହଟିଲାନି ବୃଦ୍ଧଙ୍କ ନଜର
ମୁମ୍ବାଇ: ଫ୍ୟାଶନ ଡିଭା ମଲାଇକା ଆରୋରା ସବୁବେଳେ ତାଙ୍କର ଗ୍ଲାମରସ୍ ଲୁକ୍ ପାଇଁ ଚର୍ଚ୍ଚାରେ ରହିଥାନ୍ତି। କୌଣସି ଇଭେଣ୍ଟ ହେଉ କି କୌଣସି ଜିମ୍ ସେଣ୍ଟର। ସେ ଯେଉଁଠିକି ବି ଯାଆନ୍ତି ଲୋକେ ତାଙ୍କୁ ବୁଲି ବୁଲି ଚାହାନ୍ତି। କାରଣ କେବଳ…
ଗର୍ଭବତୀ ଥାଇ ବି ଶୁଟିଂ ସେଟ୍ରେ ଫାଇଟ୍ ସିନ୍ କରୁଛନ୍ତି ଆଲିଆ
ମୁମ୍ବାଇ: ଗର୍ଭଧାରଣ ସମୟକୁ ଉପଭୋଗ କରିବା ପରିବର୍ତ୍ତେ ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଆଜିକାଲି ଜୋର୍ଦାର୍ ଅଭିନୟ କରୁଛନ୍ତି। ନିକଟରେ ଆଲିଆ ହଲିଉଡ୍ ଡେବ୍ୟୁ ଫିଲ୍ମ ‘ହାର୍ଟ ଅଫ୍ ଷ୍ଟୋନ୍’ର ଶୁଟିଂ ଶେଷ କରିଥିଲେ। ଶୁଟିଂ ଶେଷରେ ଆଲିଆ ‘ଓ୍ବାଣ୍ଡର ଓମ୍ୟାନ’…
ଖିଲାଡି କିଙ୍ଗ୍ଙ୍କ ନୂଆ ନାୟିକା
ବମ୍ବେ: ବଲିଉଡ୍ରେ ଡେବ୍ୟୁ କରିବେ ଲୋକପ୍ରିୟ ଟେଲି ତଥା ପଞ୍ଜାବୀ ଅଭିନେତ୍ରୀ ସରଗୁନ୍ ମେହଟ୍ଟା। ପ୍ରଥମ ଫିଲ୍ମରେ ସେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ କରିବେ କାମ। ଚଳଚ୍ଚିତ୍ର ‘ମିଶନ ସିଣ୍ଡ୍ରେଲା’ରେ ସେ ବଲିଉଡ୍ରେ ପାଦ ରଖିବାକୁ ଯାଉଥିବା ଜଣାପଡ଼ିଛି। ନିଜର…
ରେକର୍ଡ କଲା ପ୍ରଥମ ଏପିସୋଡ୍
ବମ୍ବେ: କରନ୍ ଜୋହରଙ୍କ ଲୋକପ୍ରିୟ ଶୋ’ ‘କଫି ଉଇଥ୍ କରନ୍’ ପୁଣି ଥରେ ଲୋକଙ୍କ ମନୋରଞ୍ଜନ କରୁଛି। ଦୀର୍ଘ ତିନି ବର୍ଷ ପରେ ଶୋ’ ପ୍ରସାରିତ ହେଉଥିବା ଯୋଗୁ ଏହା ନୂଆ ରେକର୍ଡ କରିଛି। ଗୁରୁବାର ପ୍ରଥମ ଏପିସୋଡରେ ଆଲିଆ ଭଟ୍ଟ…
ହଲିଉଡରେ ଜ୍ୟାକଲିନ
ମୁମ୍ବାଇ: ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜ୍ୟାକଲିନ ପର୍ନାଡିଜ ଏବେ ହଲିଉଡ ପାଇଁ ପ୍ରସ୍ତୁତ ହୋଇଗଲେଣି । ନିଜର ଷ୍ଟାଇଲିସ ଲୁକ ଓ ସାମଜିକ କାର୍ଯ୍ୟ ପାଇଁ ବେଶ ପରିଚିତ ଏହି ନାୟିକା । ବିଶେଷ ଭାବେ…
ଡେଟ୍ କରୁଛନ୍ତି ପରିଣୀତି!
ବମ୍ବେ: ଡେଟ୍ କରୁଛନ୍ତି ପରିଣୀତି। ଲୋକପ୍ରିୟ ଗାୟକ ହାର୍ଡି ସାନ୍ଧୁଙ୍କ ସହ ତାଙ୍କୁ ଏକାଠି ଦେଖାଯିବା ପରେ କିଛି ଏଭଳି ଚର୍ଚ୍ଚା ଏବେ ବଢ଼ିବାରେ ଲାଗିଛି। କିଛି ଏହାକୁ ଗୁଜବ କହୁଥିବା ବେଳେ କିଛି ନୂଆ ଯୋଡ଼ିଙ୍କୁ ଶୁଭକାମନା ଜଣାଉଛନ୍ତି। ସେ…
ଅମରନାଥରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କଲେ ଅକ୍ଷୟ
ମୁମ୍ବାଇ: ଦୀର୍ଘ ୨ ବର୍ଷ ପରେ ଚଳିତ ବର୍ଷ ପୁଣିଥରେ ଅମରନାଥ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଶହଶହ ଶ୍ରଦ୍ଧାଳୁ ବାବା ବର୍ଫାନିଙ୍କ ଦର୍ଶନ ପାଇଁ ଅମରନାଥ ଯାତ୍ରା କରିଥିଲେ । ହେଲେ ଶୁକ୍ରବାର ସେଠାରେ ହଠତ୍ ବାଦଲଫଟା ବର୍ଷା ହେବା…
ଓଟିଟିରେ ରିଲିଜ୍ ହେବ ‘ଲାଲ ସିଂ ଚଢା’
ବଲିଉଡ୍ ଅଭିନେତା ଅମୀର ଖାନଙ୍କ ଅଭିନୀତ ଫିଲ୍ମ ‘ଲାଲ ସିଂ ଚଢା’ ଅଗଷ୍ଟ ୧୧ ପ୍ରେକ୍ଷାଳୟକୁ ଆସିବ। ଯାହାକୁ ଦେଖିବା ପାଇଁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଆଶା କରାଯାଉଛି ଫିଲ୍ମଟି ବକ୍ସ ଅଫିସ୍ରେ ଧମାଲ କରିବ। ଫିଲ୍ମଟି କେବଳ…
କାହିଁକି ଫିଲ୍ମରେ ସର୍ଟ ଖୋଲନ୍ତି ସଲମାନ୍, କହିଲେ ଏପରି କିଛି
ବଲିଉଡ୍ ଦବଙ୍ଗ ଖାନ୍ ଅର୍ଥାତ ସଲମାନ୍ଙ୍କୁ ପ୍ରାୟତଃ ସମସ୍ତେ ପସନ୍ଦ କରନ୍ତି। ତାଙ୍କର ଲମ୍ବା ଏବଂ ସଫଳ କ୍ୟାରିୟରରେ ଅନେକ ହିଟ୍ ଫିଲ୍ମ ସେ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଏଥିଲାଗି ଭାଇଜାନ୍ଙ୍କୁ ସମସ୍ତେ ଖୁବ୍ ପସନ୍ଦ କରନ୍ତି। ତେବେ ସେ ସର୍ବଦା…

