ମନୋରଞ୍ଜନ

ଅଭିନେତ୍ରୀଙ୍କୁ ହତ୍ୟା ଧମକ ଦେବା ପଡ଼ିଲା ମହଙ୍ଗା: ରୋଷେୟା ଗିରଫ

ଟିଭି ଅଭିନେତ୍ରୀ ମାହି ବିଜ୍‌ଙ୍କୁ ହତ୍ୟା ଧମକ ଦେଇଥିବା ତାଙ୍କ ରୋଷେୟାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଅଭିନେତା ଜୟ ଭାନୁଶାଳୀ ଏବଂ ମାହିଙ୍କ ଘରେ ରୋଷେୟା ଭାବେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ହଠାତ୍‌ ରାଗିଯାଇ ସେମାନଙ୍କୁ ହତ୍ୟା ଧମକ…

ପ୍ରଥମଥର ଝିଅକୁ ସାଙ୍ଗରେ ନେଇ ଛୁଟି କାଟୁଛନ୍ତି ଆଦିତ୍ୟ-ଶ୍ୱେତା

ମୁମ୍ବାଇ: ଏବେ ଚାଲିଛି ବଲିଉଡ ସେଲିବ୍ରିଟିଙ୍କ ଭ୍ୟାକେଶନ ଟାଇମ । କରିନା କପୁର ଖାଁ ଏବେ ପରିବାର ସହ ଲଣ୍ଡନରେ ଛୁଟି କାଟୁଥିବା ବେଳେ ସାହିଦ କପୁର-ମିରା ରାଜପୁତ ୟୁରୋପିୟାନ ଭ୍ୟାକେଶନରେ ଯାଇଛନ୍ତି । ସେହିପରି ରାଜକୁମାର ରାଓ-ପତ୍ରଲେଖା ପ୍ୟାରିସରେ ଛୁଟି…

ପ୍ରଥମେ ହତ୍ୟା ଧମକ ପରେ ‘ରେଷ୍ଟ ଇନ୍‌ ପିସ୍‌ ଉର୍ଫି’ ପୋଷ୍ଟ; ଚିନ୍ତାରେ ଅଭିନେତ୍ରୀ

ବମ୍ବେ: ନିଜର ଅଜବ ଫ୍ୟାଶନ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଉର୍ଫି ଜାଭେଦ। ଏବେ ସେ ନିଜ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଷ୍ଟୋରୀକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ନିକଟରେ ସେ ଉଦୟପୁରରେ ହୋଇଥିବା କହ୍ନେୟାଲାଲ ହତ୍ୟାକାଣ୍ଡକୁ କଡ଼ା ଭତ୍ସନା କରିଥିଲେ। ଏହାପରେ…

ଫସିଲେ କମେଡିଆନ୍‌: ନ୍ୟୁୟର୍କରେ ରୁଜୁ ହେଲା ମାମଲା

ବମ୍ବେ: ଅଡ଼ୁଆରେ ଫସିଛନ୍ତି ଲୋକପ୍ରିୟ କମେଡିଆନ୍‌ କପିଲ ଶର୍ମା। ଏବେ ସେ କାନାଡ଼ା ଗସ୍ତରେ। ନିଜ ଟିମ୍‌ର ସମସ୍ତ କଳାକାରଙ୍କ ସହ ସେ ସେଠାରେ ଲାଇଭ୍‌ ଶୋ’ କରୁଛନ୍ତି। ହେଲେ ଏବେ ସେ ଆଇନ ଜାଲରେ ଫସିବାକୁ ଯାଉଥିବା ଖବର ମିଳିଛି।…

ବିବାହ, ଅଭିନୟ ଜୀବନର ବଡ ଭୁଲ: ଆୟୁଷ୍ମାନ

ମୁମ୍ବାଇ: ରେଡିଓ ଜକି, ଟେଲିଭିଜନ ହୋଷ୍ଟ, ସିଙ୍ଗର ଓ ହ୍ୟାଣ୍ଡସମ ହଙ୍କ ଆୟୁଷ୍ମାନ ଖୁରାନା ତାଙ୍କ ମନକଥା ଖୋଲି କହିଛନ୍ତି । ସେ ତାଙ୍କ ଜୀବନରେ କରିଥିବା ସବୁଠାରୁ ବଡ ୩ଟି ଭୁଲ ସମ୍ପର୍କରେ ଖୋଲାଖୋଲି କଥା ହୋଇଛନ୍ତି । ଯାହାକୁ…

ମିନି ଡ୍ରେସ୍‌ରେ ହିନାଙ୍କ ସୁପର ଲୁକ୍‌

ମୁମ୍ବାଇ: ଟେଲିଭିଜନ ଷ୍ଟାରଲେଟ୍‌ ହିନା ଖାନ୍‌ ଫ୍ୟାଶନକୁ ନେଇ ବେଶ୍‌ ଚର୍ଚ୍ଚାରେ। ଚଳିତ ବର୍ଷ କାନ୍ସରେ ତାଙ୍କର ସୁପର ତଥା ଚମତ୍କାର ଲୁକ୍‌ ଠାରୁ ଆରମ୍ଭ କରି ତାଙ୍କ କାଜୁଆଲ-ଚିକ ଡ୍ରେସ୍‌ ପର୍ଯ୍ୟନ୍ତ ସବୁକିଛି ଚର୍ଚ୍ଚାରେ ଥିଲା। ଏବେ ହିନା ତାଙ୍କ…

‘ଓ୍ବାନ୍‌ ନାଇଟ୍‌ ଷ୍ଟାଣ୍ଡ’ ପରେ ଗର୍ଭବତୀ ହୋଇଯାଇଥିଲି: କୁବ୍ରା

ବମ୍ବେ: ଓ୍ବେବ୍‌ ସିରିଜ୍‌ ‘ସାକ୍ରେଡ୍‌ ଗେମ୍ସ’ରେ କୁକ୍କୁ ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ ଅଭିନେତ୍ରୀ କୁବ୍ରା ସୈତ। ଅଭିନେତ୍ରୀ ପରେ ସେ ଏବେ ହୋଇଛନ୍ତି ଲେଖିକା। ଜୁନ ୨୭ରେ ତାଙ୍କର ପ୍ରଥମ ପୁସ୍ତକ ‘ଓପନ୍‌ ବୁକ୍‌: ନଟ୍‌ କ୍ୱାଇଟ୍‌ ଏ…

ଗବ୍ବର-ମୋଗେମ୍ବୋ ଭଳି ଖଳନାୟକ ହେବାକୁ ଚାହୁଁଛି: ରଣବୀର

ବମ୍ବେ: ସିନେମାରେ ନାୟକଙ୍କ ଭଳି ଖଳନାୟକମାନଙ୍କ କ୍ରେଜ୍‌ କାହିଁରେ କେତେ। ଅନେକ ସମୟରେ ତାଙ୍କ ଅଭିନୀତ ଚରିତ୍ର ବାହାବା ସାଉଁଟେ। ହେଲେ ଖଳନାୟକ ହେବା ସେତେଟା ସହଜ ନୁହେଁ। ଯଦି ନାୟକଟିଏ ନେଗେଟିଭ୍‌ ଚରିତ୍ରରେ ନଜର ଆସେ ତେବେ ତା ମନରେ…

ସାହିଦଙ୍କୁ ସ୍ତ୍ରୀଙ୍କ ସହ ଦେଖି ଏମିତି କହିଲେ ପ୍ରଶଂସକ

ମୁମ୍ବାଇ: ଅଭିନେତା ସାହିଦ କପୁର ଏବଂ ସ୍ତ୍ରୀ ମୀରା ରାଜପୁତ ଏବେ ଛୁଟି କାଟିବାକୁ ଯାଇଛନ୍ତି। ଏହି କପଲ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ ଏବଂ ଭିଡିଓ ଶେୟାର କରି ପ୍ରଶଂସକଙ୍କୁ ଝଲକ ଦେଖାଉଛନ୍ତି। ସାହିଦ ଶନିବାର ସକାଳେ ମୀରାଙ୍କ…

ଫିଲ୍ମ ଲାଇଗର୍‌ ପୋଷ୍ଟର ରିଲିଜ୍‌, ବିଜୟଙ୍କ ନ୍ୟୁଡ୍‌ ପୋଷ୍ଟ ଦେଖି…

ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ଫିଲ୍ମ ଲାଇଗର୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଚଳଚ୍ଚିତ୍ରରେ ଅନନ୍ୟା ପାଣ୍ଡେ ମୁଖ୍ୟ ଭୂମିକାରେ ନଜର ଆସିବେ। ତେବେ ସୁପରଷ୍ଟାର ବିଜୟଙ୍କୁ ବକ୍ସର ମାଇକ ଟାଇସନଙ୍କ ଚରିତ୍ରରେ ଦେଖିବାକୁ ମିଳିବେ । ପ୍ରଶଂସକମାନେ ଏହି ଫିଲ୍ମକୁ…

ଖୁସି ଅଛନ୍ତି ତାପସି

ମୁମ୍ବାଇ: ବଲିଉଡ କିଙ୍ଗ ଖାଁ ଶାହାରୁଖ ବେଶ କିଛି ବର୍ଷର ବ୍ୟବଧାନ ପରେ ପୁଣିଥରେ ଫେରୁଛନ୍ତି ବଡ ପରଦାକୁ । ଆଉ ଦର୍ଶକଙ୍କୁ ବ୍ୟାକ ଟୁ ବ୍ୟାକ ୩ଟି ମୁଭି ଭେଟି ଦେଉଛନ୍ତି । ଏହା ହେଉଛି ପଠାନ, ଯବାନ ଓ…

ଜାଣନ୍ତୁ ‘ସାବାସ ମିଠୁ’ର ବଜେଟକୁ ନେଇ କ’ଣ କହିଲେ ତାପସୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ ଏବେ ତାଙ୍କର ନୂଆ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଭାରତୀୟ ମହିଳା କ୍ରିକେଟ ଟିମ୍‌ର ପୂର୍ବତନ କ୍ୟାପ୍ଟେନ ମିତାଲି ରାଜଙ୍କ ବାୟୋପିକ ଉପରେ ଆଧାରିତ ଫିଲ୍ମ‘ସାବାସ ମିଠୁ’ରେ ନଜର ଆସିବେ ତାପସୀ। ତାପସୀଙ୍କର ଫାଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?