ସାମ୍ନାକୁ ଆସିଲା ଅନୁପମଙ୍କ ଲୁକ୍‌, ଜୟପ୍ରକାଶ ନାରାୟଣ ଭୂମିକାରେ ଆସିବେ ନଜର

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାଓ୍ବାତ୍‌ଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ଏମରଜେନ୍ସି’କୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ। ପୂର୍ବରୁ ଏହାର ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଥିଲା ବେଳେ ଏବେ ଅଭିନେତା ଅନୁପମ ଖେରଙ୍କ ଲୁକ୍‌ ସାମ୍ନାକୁ ଆସିଛି। ତେବେ ଫିଲ୍ମ ‘ଏମରଜେନ୍ସି’ରେ ଅନୁପମ ବିପ୍ଳବୀ ନେତା ଜୟପ୍ରକାଶ ନାରାୟଣ ଭୂମିକାରେ ନଜର ଆସିବେ। କଙ୍ଗନା ନିଜେ ଜୟପ୍ରକାଶ ନାରାୟଣ ଲୁକ ଶେୟାର କରିଛନ୍ତି। କଙ୍ଗନାଙ୍କ ଏହି ପୋଷ୍ଟରେ ଅନୁପମ ଲେଖିଛନ୍ତି, ମୋତେ ଜୟପ୍ରକାଶ ନାରାୟଣଙ୍କ ଭୂମିକା ମିଳିଥିବାରୁ ବହୁତ ଧନ୍ୟବାଦ। ଏଥି ସହିତ ଅନୁପମ ବି ନିଜ ଲୁକକୁ ଶେୟାର କରି କ୍ୟାପସନରେ ଲେଖିଛନ୍ତି ‘ଏମରଜେନ୍ସି’ରେ ଜୟପ୍ରକାଶ ନାରାୟଣଙ୍କ ଭୂମିକାରେ ଅଭିନୟ କରି ବହୁତ ଖୁସି। ମୁଁ ନିଜ ପାଇଁ ଗର୍ବିତ ଅନୁଭବ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କ’ଣ ଏହି ଦୁଇ ଘଟଣାକୁ ନେଇ ଆଜି ବି ଅବିବାହିତ ସଲମାନ? ନିଜେ କହିଥିଲେ …

ବମ୍ବେ: କାହିଁକି ଅବିବାହିତ ଅଛନ୍ତି ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ। କେବେ ହାତକୁ ଦୁଇହାତ ହେବେ ସେ? ଅନେକ ଥର ଏହି ପ୍ରଶ୍ନ ଉଠିଥିଲେ ହେଁ...

ଅମିତାଭ୍‌ଙ୍କ ‘ବ୍ଲଗ’କୁ ପୂରିଲା ୧୨ ବର୍ଷ: କହିଲେ ଲେଖିବାରେ ଦିନଟିଏ କରୁ ନ ଥିଲେ ମିସ୍‌

ମୁମ୍ବାଇ: ସମଗ୍ର ଦେଶରେ ବର୍ତ୍ତମାନ ଚାଲିଛି ଲକ୍‌ଡାଉନ୍‌। ଏବେ ଘରୁ କେହି ବାହାରକୁ ବାହାରୁନାହାନ୍ତି। ଏହି ସମୟରେ ବଲିଉଡ୍‌ର ନାମୀଦାମୀ କଳାକାରମାନେ ମଧ୍ୟ ଘରେ ସମୟ...

‘ସିନେମାର କାହାଣୀ ଭଳି ମୋ ଜୀବନ’

ମୁମ୍ବାଇ: କୋଲକାତାର ରେଳଷ୍ଟେଶନ୍‌ରେ ସିନେମା ଗୀତ ଗାଇ ଭିକ ମାଗୁଥିବା ରାନୁ ମଣ୍ଡଳ ବର୍ତ୍ତମାନ ମୁମ୍ବାଇ ସଂଗୀତ ଜଗତର ଅନ୍ୟତମ ସେଲିବ୍ରିଟି। ତାଙ୍କ ଗାୟନ ଶୈଳୀକୁ...

ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ଏହି ଚର୍ଚ୍ଚିତ ଅଭିନେତ୍ରୀଙ୍କ ଭାଇ

ନୂଆଦିଲ୍ଲୀ, ୧୨।୧୧- ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ଙ୍କ ଭାଇ ଅକ୍ଷତ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଉଦୟପୁରର ଲୀଳା ପ୍ୟାଲେସରେ ଅକ୍ଷତ ରିତୁ...

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଫଣ୍ଡକୁ ସହଯୋଗର ହାତ ବଢାଇ ନାନା ପାଟେକର ଦେଲେ ଭଲ ଉପଦେଶ

ମୁମ୍ବାଇ,୩୧।୩: କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତାରେ। ଭାରତରେ ବି ବେଳକୁ ବେଳ କରୋନା ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି। ଏକେ କରୋନା...

ରିଲିଜ ହେଲା ବିଲ୍ଲି ବିଲ୍ଲି ଗୀତର ଟିଜର

ମୁମ୍ବାଇ: ସଲମାନଙ୍କ ପ୍ରଶଂସକଙ୍କ ପାଇଁ ବଡ ଖବର । ଏବେ ଦର୍ଶକଙ୍କୁ ଇଦ ଭେଟି ଦେବାକୁ ଯାଉଛନ୍ତି ଭାଇଜାନ । ଚଳିତ ବର୍ଷ ସଲମାନ ଇଦରେ...

ରେପ୍‌ସିନ୍‌ ଦେଖି ଖୁସି ହୁଅନ୍ତି ଏହି ଅଭିନେତା, କାରଣ ଜାଣିଲେ…

ବଲିଉଡ୍ ର ପ୍ରସିଦ୍ଧ ଅଭିନେତା ତଥା ନିର୍ଦ୍ଦେଶକଙ୍କ ମଧ୍ୟରୁ ଭଗବାନ ଦାଦା ଅନ୍ୟତମ। ତେବେ ଏକଦା ତାଙ୍କୁ ଏକ ପ୍ରଶ୍ନ ପଚରା ଯାଇଥିଲା। ଯାହାର ଉତ୍ତର...

ମଜାରେ ମଜାରେ

ଦୀପିକା କେତେ ରାଗି ତାହା ନିକଟରେ ଦେଖିବାକୁ ମିଳିଥିଲା। ଗୋଟିଏ କଥାକୁ ନେଇ ସେ ହଠାତ୍‌ ରାଗିଗଲେ, ଆଉ ଯେତେବେଳେ ପ୍ରକୃତ ଘଟଣା କ’ଣ ତାହା...

Advertisement
Archives

Model This Week