ହତ୍ୟା ଧମକ ପରେ ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ କଲେ ସଲମାନ

ବମ୍ବେ: ନିଜର ସୁରକ୍ଷା ଲାଗି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ଦବଙ୍ଗ ଖାନ୍‌ ସଲମାନ। ସେ ମୁମ୍ବାଇ ପୁଲିସ ନିକଟରେ ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି। ସଲମାନଙ୍କୁ ହତ୍ୟା ଧମକ ମିଳିବା ପରେ ଆତ୍ମ ସୁରକ୍ଷା ପାଇଁ ସେ ପୋଲିସ କମିଶନର ବିବେକ ପାନସଲକରଙ୍କୁ ଶୁକ୍ରବାର ଭେଟିଥିବା ଜଣାପଡ଼ିଛି।

ପଞ୍ଜାବୀ ଗାୟକ ସିଦ୍ଧୁ ମୁସଓ୍ବୋଲାଙ୍କ ହତ୍ୟା ପରେ ଜୁନ୍‌ରେ ସଲମାନ ଖାନ ଏବଂ ତାଙ୍କ ପିତା ସଲିମ ଖାନଙ୍କୁ ହତ୍ୟା ପାଇଁ ଧମକପୂର୍ଣ୍ଣ ଚିଠି ମିଳିଥିଲା। ସେଥିରେ ଉଭୟଙ୍କୁ ଖୁବ ଶୀଘ୍ର ସିଦ୍ଧୁଙ୍କ ପରି ହତ୍ୟା କରାଯିବ ବୋଲି ଉଲ୍ଲେଖ କରାଯାଇଥିଲା। ତେବେ ଚିଠିର ଶେଷରେ ‘ଏଲ.ବି’ ଲେଖା ଯାଇଥିଲା, ଯାହାକି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସମ୍ପୃକ୍ତିକୁ ଦର୍ଶାଉଥିଲା। ଏହା ପରେ ଗ୍ୟାଙ୍ଗଷ୍ଟର ଲରେନ୍ସଙ୍କୁ ପୋଲିସ ଜେରା କରିଥିଲା। ଏବେ ଏହି କାରଣକୁ ନେଇ ସଲମାନ ନିଜର ସହ ପରିବାରର ସୁରକ୍ଷା ଲାଗି ବନ୍ଧୁକ ଲାଇସେନ୍ସ ନେବାକୁ ଚାହୁଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅର୍‌ମାନଙ୍କ ରିସେପ୍‌ସନ ପାର୍ଟିରେ ମଲାଇକା, ଅର୍ଜୁନ

କରିନା- କରିସ୍ମାଙ୍କ ସମ୍ପର୍କୀୟ ଭାଇ ଅରମାନ ଜୈନଙ୍କ ରିସେପ୍‌ସନ ପାର୍ଟିରେ ବହୁ ନାମୀଦାମୀ ଅତିଥି ଯୋଗ ଦେଇଥିଲେ। ମାତ୍ର ପାର୍ଟିରେ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ...

ଭଉଣୀଙ୍କ ଜନ୍ମଦିନ ପାର୍ଟିରେ ରୋମାଣ୍ଟିକ୍‌ ହେଲେ ମଲାଇକା-ଅର୍ଜୁନ: ଫଟୋ ଭାଇରାଲ ପରେ…

ବମ୍ବେ: କଥା ଦାଣ୍ଡରେ ପଡ଼ି ହାଟରେ ଗଡିଲାଣି। ଖାଲି ବିବାହକୁ ଅପେକ୍ଷା। ଆମେ କହୁଛୁ ମଲାଇକା ଅରୋରାଙ୍କ କଥା। ସ୍ବାମୀ ଅରବାଜ୍‌ ଖାନ୍‌ଙ୍କୁ ଛାଡ଼ପତ୍ର ଦେବା...

ଲକ୍‌ଡାଉନ୍‌: ଅନ୍‌ଲାଇନରେ ଯୋଗ ଶିଖାଇବେ ମଲାଇକା

ମୁମ୍ବାଇ: ବଲିଉଡ୍‌ର ଫିଟ୍‌ନେସ୍‌ କୁଇନ୍‌ ମଲାଇକା ଆରୋରା, ହଲିଉଡ୍‌ ଆକ୍ଟ୍ରେସ୍‌ ଜେନିଫର ଲୋପେଜ୍‌, ଏଲେକ୍ସ ରୋଡ୍ରିଗେଜ, ମାର୍କ ମସ୍ତ୍ରୋବ ଓ ଐଶ୍ୱର୍ଯ୍ୟ ଧନୁଷ ୧୪ ଦିନିଆ...

ଝିଅକୁ ଚିଡିଆଖାନା ବୁଲାଇ ନେଲେ ପ୍ରିୟଙ୍କା

ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ଆଜିକାଲି ବ୍ୟସ୍ତ ରହୁଛନ୍ତି। ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନରେ ବ୍ୟସ୍ତ ଥିବା ସତ୍ତ୍ୱେ ପ୍ରିୟଙ୍କା ତାଙ୍କ କୋଟି ପ୍ରଶଂସକଙ୍କ ପାଇଁ...

କାହିଁକି ପୁଳା ପୁଳା ସୁନା ପିନ୍ଧୁଥିଲେ ବାପି ଦା’

ବଲିଉଡ୍‌ର ପ୍ରଖ୍ୟାତ ସଜ୍ଞୀତଜ୍ଞ ବାପି ଲାହିରିଙ୍କ ପରଲୋକ ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କର ପରଲୋକ ସଙ୍ଗୀତ ଶିଳ୍ପ ପାଇଁ ଏକ...

ପୁଣି ପ୍ରେମରେ ପଡିଛନ୍ତି ହ୍ରିତିକ ରୋଶନ,ଗର୍ଲଫ୍ରେଣ୍ଡଙ୍କ ସହ ଭିଡିଓ ଭାଇରାଲ

ବଲିଉଡ ଅଭିନେତା ହ୍ରିତିକ ରୋଶନ ପୁଣି ପ୍ରେମରେ ପଡିଛନ୍ତି। ନିକଟରେ ମୁମ୍ବାଇର ଏକ ରେଷ୍ଟୁରାଣ୍ଟରୁ ଜଣେ ଯୁବତୀଙ୍କ ହାତ ଧରି ବାହାରୁଥିବାର ସେ ନଜର ଆସିଥିଲେ।...

ସୁଧୁରୁଛି ରାଜୁଙ୍କ ସ୍ବାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ, ୫।୯: ବଲିଉଡ୍‌ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଲଗାତାର ଅପ୍‌ଡେଟ୍‌ ଆସିବାରେ ଲାଗିଛି। ନିକଟରେ ପ୍ରବଳ ଜ୍ୱର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ...

ମା’ଙ୍କ ସେବାରେ ନେହା

ପ୍ରସିଦ୍ଧ ବଲିଉଡ ଏବଂ ପଞ୍ଜାବୀ ଗାୟିକା ନେହା କକ୍କର ସୋସିଆଲ ମିଡିଆରେ ପ୍ରାୟତଃ ସକ୍ରିୟ ଥାଆନ୍ତି। ବର୍ତ୍ତମାନ ନେହାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ...

Advertisement
Archives

Model This Week