ଘୋଷଣା ହେଲା ୬୮ ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର, ଅଜୟ ଦେବଗନ, ସୂର୍ଯ୍ୟାଙ୍କୁ ବେଷ୍ଟ ଆକ୍ଟର ଆୱାର୍ଡ

ନୂଆଦିଲ୍ଲୀ,୨୨ ।୭: ୬୮ ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ଘୋଷଣା ହୋଇଛି । ପୁରସ୍କାର ୫ଟି ଶ୍ରେଣୀରେ ଦିଆଯାଉଛି । ଏହି ପୁରସ୍କାର ୨୦୨୦ ବର୍ଷ ପାଇଁ ଦିଆଯାଉଛି । ଚଳିତ ବର୍ଷ ଫିଚର ଫିଲ୍ମ ଶ୍ରେଣୀରେ ୩୦୫ଟି ଫିଲ୍ମକୁ ନାମାଙ୍କନ ମିଳିଛି ।

ବେଷ୍ଟ ଆକ୍ଟର- ଅଜୟ ଦେବଗନ(ତାନାଜୀ: ଦ ଅନସଙ୍ଗ ୱାରିୟର), ସୂର୍ଯ୍ୟା(ସୋରାରଇ ପୋଟରୁ)
ବେଷ୍ଟ ହିନ୍ଦୀ ଫିଲ୍ମ -(ତୁଳସୀଦାସ ଜୁନିୟର(ଆଶୁତୋଷ ଗୋୱାରିକର)
ବେଷ୍ଟ ପପୁଲାର ଫିଲ୍ମ- ତାନାଜୀ: ଦ ଅନସଙ୍ଗ ୱାରିୟର
ବେଷ୍ଟ ଫିଚର ଫିଲ୍ମ- ସୋରାରଇ ପୋଟରୁ(ତାମିଲ)
ବେଷ୍ଟ ଡାଇରେକ୍ଟର- କେଆର୍ ସଚ୍ଚିଦାନନ୍ଦନ(ମଲୟାଲମ ଫିଲ୍ମ ଏକେ ଅୟ୍‌ୟପ୍ପନମ କୋଶିୟୁମ ପାଇଁ)
ବେଷ୍ଟ ଆକ୍ଟ୍ରେସ-ଅପର୍ଣ୍ଣା ବାଲମୁରଲୀ (ସୋରାରଇ ପୋଟରୁ)
ବେଷ୍ଟ ଗୀତିକାର- ମନୋଜ ମୁନ୍ତଶିର(ସାୟନା)
ବେଷ୍ଟ ବୁକ ଅନ୍ ସିନେମା – ଦ ଲଙ୍ଗେଷ୍ଟ କିସ – କିଶ୍ୱର ଦେଶାଇ ଏହାର ଲେଖକ
ବେଷ୍ଟ ନ୍ୟାଶନାଲ ଭଏସ ଓଭର ଆୱାର୍ଡ- ଶୋଭା ଥରୁର ଶ୍ରୀନିବାସନ – ଫିଲ୍ମ ରେପ୍ସୋଡି ଅଫ୍ ରେନ-ମନସୁନ ଅଫ୍ କେରଳ’
ବେଷ୍ଟ ମ୍ୟୁଜିକ ଡିରେକ୍‌ଶନ- ବିଶାଲ ଭରଦ୍ୱାଜ ( ୧୨୩୨ କିଲୋମିଟର)
ବେଷ୍ଟ ଫିଲ୍ମ ଅନ୍ ଫ୍ୟାମିଲି ଭାଲ୍ୟୁଜ – ଅଭିଜିତ ଦଲଭି
ମୋଷ୍ଟ ଫିଲ୍ମ ଫ୍ରେଣ୍ଡଲି ସେଟ – ମଧ୍ୟ ପ୍ରଦେଶ
ମୋଷ୍ଟ ଫିଲ୍ମ ଫ୍ରେଣ୍ଡଲି(ବିଶେଷ ଉଲ୍ଲେଖ) – ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶ
ବେଷ୍ଟ ଫିଲ୍ମ ଅନ୍ ସୋସିଆଲ ଇସ୍ୟୁ – ଜଷ୍ଟିସ ଡିଲେଡ ବଟ ଡିଲିଭର୍ଡ ଓ ଥ୍ରୀ ସିଷ୍ଟର୍ସକୁ ମିଳିତ ଭାବେ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରୁ ସୁସ୍ଥ ହେବା ପରେ ପୁଣି ଥରେ ସଂକ୍ରମଣ ହେବ କି ନାହିଁ ତାହା ଡାକ୍ତରଙ୍କୁ ବି ଅଜଣା !

ନୂଆଦିଲ୍ଲୀ, ୧୮।୩: କରୋନା ସଂକ୍ରମଣକୁ ନେଇ ଭାରତରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେବାରେ ଲାଗିଛି। ଏହାକୁ ନେଇ କିଛି ଗୁଜବ ମଧ୍ୟ ଉଠୁଛି। ତେବେ...

ଦାବି ସହ ସାଲିସ ନାହିଁ

ନୂଆଦିଲ୍ଲୀ,୭ା୧୨: କେନ୍ଦ୍ର ସରକାର ଯେତେ ଭୁଆଁ ବୁଲାଇଲେ ବି ଦାବି ସହ ସାଲିସ କରାଯିବ ନାହିଁ ବୋଲି ରବିବାର ସ୍ପଷ୍ଟ କରିଛନ୍ତି ଆନ୍ଦୋଳନରତ କୃଷକ। ଆସନ୍ତା...

ଭାରତ ଇତିହାସରେ ପ୍ରଥମ ଘଟଣା: ମୌସୁମୀ ଅଧିବେଶନରେ ରହିବନି ପ୍ରଶ୍ନକାଳ !

ନୂଆଦିଲ୍ଲୀ, ୨।୯: ସେପ୍ଟେମ୍ବର ୧୪ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିବ। ଏନେଇ ଲୋକ ସଭା...

ସ୍ବୟଂ-ଇପ୍ସିତାଙ୍କ ଲଭ୍‌ଷ୍ଟୋରୀ

ଆପେକ୍ସ ଇଞ୍ଜିନିୟରିଂ କଲେଜରେ ପଢିବା ବେଳେ ମୋ କ୍ଲାସ୍‌ମେଟ୍‌ ଥିଲେ ଇପ୍ସିତା ପାଣିଗ୍ରାହୀ। ଖୁବ୍‌ ମିଶାଣିଆ ଏବଂ ସ୍ନେହି ସ୍ବଭାବର ଝିଅ ବୋଲି ବୋଧହୁଏ ଧିରେ...

ପରିବେଶ ଶିକ୍ଷାରେ ସଂସ୍କାର ଅଣାଯାଉ

ନୂଆଦିଲ୍ଲୀ, ୧।୧୧(ପି.ଟି.): ବ୍ରିଟେନର ଗ୍ଲାସ୍‌ଗୋଠାରେ ୨୬ତମ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କୋପ୍‌୨୬) ରବିବାର ଆରମ୍ଭ ହୋଇଛି। ଏହା ପୂର୍ବରୁ ଦେଶର ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ପ୍ରଚଳିତ...

ଭାରତ ଅଣାଯାଉ ନେତାଜୀଙ୍କ ଅବଶେଷ: ଅନୁରୋଧ କଲେ ଅନୀତା ବୋଷ…

ନୂଆଦିଲ୍ଲୀ/ବର୍ଲିନ,୨୩।୧ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ ଜନ୍ମ ବାର୍ଷିକୀ ପାଳନ ଅବସରରେ ତାଙ୍କ ଝିଅ ଅନୀତା ବୋଷ ଫାଫ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ...

ଏହି ମନ୍ଦିରରେ ସାହାନାଇ ବଜାନ୍ତି ମୁସଲମାନ୍‌…

ଝାଡ଼ଖଣ୍ଡର ଭାଗଲପୁର ସହର ଉତ୍ତର-ପୂର୍ବରେ ପ୍ରବାହିତ ଗଙ୍ଗା ନଦୀ କୂଳରେ ଅବସ୍ଥିତ ବାବା ବୁଦ୍ଧେଶ୍ୱରନାଥଙ୍କ ମନ୍ଦିରକୁ ବାବା ବୁଢ଼ାନାଥଙ୍କ ମନ୍ଦିର ବୋଲି ଲୋକେ କୁହନ୍ତି ।...

ହାତରେ ଜାତୀୟ ପତାକା ଧରିଥିବା ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଲେ ଅତିରିକ୍ତ ଜିଲାପାଳ: ତଦନ୍ତ ନିର୍ଦ୍ଦେଶ

ପାଟନା,୨୨।୮: ବିହାରରେ ଶିକ୍ଷକ ନିଯୁକ୍ତି ବିଳମ୍ବକୁ ନେଇ ଶହ ଶହ ଆଶାୟୀ ସୋମବାର ପାଟନାରେ ବିକ୍ଷୋଭ କରୁଥିବା ବେଳେ ସେମାନଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ଲାଠିଚାଳନା...

Advertisement
Archives

Model This Week