ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଭିନେତା ଆର୍.ମାଧବନ
ଭୁବନେଶ୍ୱର,୨୧ା୭(ବ୍ୟୁରୋ): ବଲିଉଡ୍ ଓ ସାଉଥ ଫିଲ୍ମ ଦୁନିଆର ପ୍ରସିଦ୍ଧ ଅଭିନେତା ଆର. ମାଧବନ ଏବଂ ତାଙ୍କ ପରିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବୁଧବାର ଭେଟିଥିଲେ। ଏହି ସାକ୍ଷାତ ସମୟରେ ମାଧବନ ମୁଖ୍ୟମନ୍ତ୍ରୀଙ୍କୁ ଖୁବ୍ ପ୍ରଶଂସା କରିଥିଲେ। ନବୀନ ମଧ୍ୟ ମାଧବନଙ୍କ ପୁଅ…
ହୃଦୟ ଜିତିଲେ ଧନୁଷ
ହଲିଉଡରେ ଅନେକ ବ୍ଲକବଷ୍ଟର ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ଆନ୍ଥୋନୀ ଏବଂ ଜୋ ରୁଷୋ ଏବେ ଆଗାମୀ ଫିଲ୍ମ ‘ଦି ଗ୍ରେ ମ୍ୟାନ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ନିର୍ଦ୍ଦେଶକ ଯୋଡି ‘କ୍ୟାପଟେନ ଆମେରିକା: ଦି ଓ୍ବିଣ୍ଟର ସୋଲଜର’ ଠାରୁ ‘ଆଭେଞ୍ଜର୍ସ: ଏଣ୍ଡ…
ଫିଲ୍ମ ‘ଲାଇଗର’ର ଧମାକାଦାର ଟ୍ରେଲର୍ ରିଲିଜ୍
ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ବିଜୟ ଦେବରକୋଣ୍ଡା ବଲିଉଡରେ ଏଣ୍ଟ୍ରି କରିଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ‘ଲାଇଗର’ର ଧମାକାଦାର ଟ୍ରେଲର ରିଲିଜ ହୋଇଛି। ଏହି ଫିଲ୍ମରେ ବିଜୟ ଜଣେ ବକ୍ସର ଭୂମିକାରେ ନଜର ଆସିବେ। ଟ୍ରେଲରରେ ବିଜୟ ଜବରଦସ୍ତ ଆକ୍ସନ କରୁଥିବା…
ମାଳତୀଙ୍କ ସହ ପ୍ରଥମ ଜନ୍ମଦିନ ପାଳିଲେ ପିସି
ମୁମ୍ବାଇ: ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ନିକଟରେ ତାଙ୍କର ୪୦ ତମ ଜନ୍ମଦିନ ପାଳନ କରିଛନ୍ତି । ଏଥର ସେ ପରିବାର ସଦସ୍ୟ ଓ ସାଙ୍ଗସାଥିଙ୍କ ସହ ମିଶି ଜନ୍ମଦିନ ପାଳନ କରିଛନ୍ତି । ହେଲେ ପିସିଙ୍କ ପାଇଁ ତାଙ୍କ ୪୦…
‘ଶମଶେରା’ରେ କାମ କରିବା ସମୟରେ କ୍ୟାନସରରେ ପୀଡ଼ିତ ଥିଲେ ସଞ୍ଜୟ
ମୁୁମ୍ବାଇ: ବଲିଉଡ ଖଳନାୟକ ସଞ୍ଜୟ ଦତ୍ତ ଏବେ ତାଙ୍କ ଅଗାମୀ ଫିଲ୍ମ ‘ଶମଶେରା’କୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ଏଥିରେ ତାଙ୍କର ଜୀବନ୍ତ ଅଭିନୟ ଦର୍ଶକଙ୍କୁ ମନୋରଞ୍ଜନ ଦେବ ନିଶ୍ଚୟ । ଦର୍ଶକେ ସଞ୍ଜୟଙ୍କ ଅଭିନୟର ଖୂବ୍ ପ୍ରଶଂସା କରୁଛନ୍ତି…
‘ମୁଁ ଆତ୍ମହତ୍ୟା କରିବି ନାହିଁ’
ଅଭିନେତା ନାନା ପାଟେକରଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଭଳି ଗୁରୁତର ଅଭିଯୋଗ ଆଣିଥିବା ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଏଥର ସେ ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ କରିଛନ୍ତି ତାଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ…
ମିକାଙ୍କୁ ମିଳିଲା ଜୀବନସାଥୀ ! ଜାଣନ୍ତୁ କିଏ ସେ…
ବମ୍ବେ: ଆରମ୍ଭ ହେବା ପରଠାରୁ ଚର୍ଚ୍ଚାରେ ଗାୟକ ମିକା ସିଂହଙ୍କ ସ୍ବୟମ୍ବର ଶୋ’। ଏବେ ଏଥିରେ କେବଳ ଚାରିଜଣ ପ୍ରତିଯୋଗୀ ଅଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ମିକାଙ୍କ ହୃଦୟର ରାଣୀ ସାଜିବେ। ହେଲେ ଶେଷ ଏପିସୋଡ୍ ପ୍ରସାରିତ ହେବା ପୂର୍ବରୁ ମିକାଙ୍କ…
ସୁସ୍ମିତା-ଲଳିତ ମୋଦିଙ୍କ ମଧ୍ୟରୁ କିଏ ଅଧିକ ଧନୀ
ବିବାଦୀୟ ବ୍ୟବସାୟୀ ତଥା ପୂର୍ବତନ ଆଇପିଏଲ ଅଧ୍ୟକ୍ଷ ଲଳିତ ମୋଦିଙ୍କୁ ଡେଟ କରୁଛନ୍ତି ପୂର୍ବତନ ବିଶ୍ୱସୁନ୍ଦରୀ ତଥା ଅଭିନେତ୍ରୀ ସୁସ୍ମିତା ସେନ। ଯେବେଠୁ ଲଳିତ ମୋଦି ସୁସ୍ମିତଙ୍କୁ ଡେଟ କରୁଥିବା ନେଇ ଖୁଲାସା କରିଛନ୍ତି ସେବେଠୁ ଦୁହେଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।…
ଘର ନ ଥିବାରୁ ପାର୍କରେ ଶୋଉଥିଲି, ଆତ୍ମହତ୍ୟା କରିବାକୁ ଭାବିଥିଲି: ଉର୍ଫି
ବମ୍ବେ: ଆଜିର ସମୟରେ ନିଜର ଅଜବ ଫ୍ୟାଶନକୁ ନେଇ ସୋସିଆଲ ମିଡିଆ ସେନ୍ସେଶନ ପାଲଟିଛନ୍ତି ଉର୍ଫି ଜାଭେଦ। ତାଙ୍କର ଲୋକପ୍ରିୟତା ଯେତିକି ବଢ଼ିଛି ରୋଜଗାର ମଧ୍ୟ ସେତିକି ବଢ଼ିଛି। ହେଲେ ପ୍ରଥମେ ଉର୍ଫିଙ୍କ ଜୀବନ ବେଶ ସଂଘର୍ଷମୟ ଥିଲା। ଏହାକୁ ସେ…
ସାଙ୍ଗଙ୍କ ସହ ଛୁଟି କାଟୁଛନ୍ତି କ୍ୟାଟ୍ରିନା
ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ନିକଟରେ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଏହି ସ୍ବତନ୍ତ୍ର ଦିନର କିଛି ଫଟୋ ଏବଂ ଭିଡିଓ ସେ ତାଙ୍କ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ସେ ଏକ ଡିପ୍ ନେକ୍ ଡ୍ରେସ୍ ପିନ୍ଧିଥିବା ନଜର ଆସିଛନ୍ତି। ଓ୍ବାନ୍…
ଖୁବ୍ଶ୍ରୀଘ୍ର ଦ୍ୱିତୀୟ ବିବାହ କରିବେ ହ୍ରିତିକ୍
ବଲିଉଡ ଅଭିନେତା ହ୍ରିତିକ ରୋଶନ ପୁଣି ପ୍ରେମରେ ପଡିଛନ୍ତି। ସେ ଅଭିନେତ୍ରୀ ତଥା ଗାୟିକା ସବା ଆଜାଦଙ୍କ ଡେଟ୍ କରୁଛନ୍ତି। ଉଭୟ ପ୍ରାୟତଃ ପାର୍ଟିରେ ଏକାଠି ନଜର ଆସିଥାନ୍ତି। ହ୍ରିତିକ-ସବା ଖୁବ୍ଶୀଘ୍ର ହାତକୁ ଦି’ ହାତ ହେବେ ବୋଲି ଚର୍ଚ୍ଚା ହେଉଛି।…
ବିବାଦରେ ଏମରଜେନ୍ସି
ମୁମ୍ବାଇ,୨୦ ।୭: ବଲିଉଡର ଅନୁଭବି ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଅପକମିଂ ଫିଲ୍ମ ‘ଏମରଜେନ୍ସି’କୁ ନେଇ ଏବେ ସବୁଠି ଚର୍ଚ୍ଚା । ହେଲେ ଏବେ ଏହା ବିବାଦ ମଧ୍ୟକୁ ଚାଲି ଯାଇଛି । କଙ୍ଗନାଙ୍କ ଏହି ମୁଭିକୁ ନେଇ ଇଣ୍ଡିଆନ ନ୍ୟାଶନାଲ କଂଗ୍ରେସ(ଆଇଏନସି)…

