ତୃତୀୟଥର ମା’ ହେବା ନେଇ ମୁହଁ ଖୋଲିଲେ କରିନା
ବଲିଉଡ ଅଭିନେତ୍ରୀ କରିନା କପୁର ଖାନ୍ ତୃତୀୟଥର ମା’ ହେବାକୁ ଯାଉଥିବା ଆଜିକାଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ଏଭଳି ଗର୍ଭଧାରଣ ଖବରକୁ ମଜାଳିଆ ଢଙ୍ଗରେ ଖଣ୍ଡନ କରିଛନ୍ତି ବେବୋ। ଇନ୍ଷ୍ଟା ଷ୍ଟାଟସରେ କରିନା ଲେଖିଛନ୍ତି, ବନ୍ଧୁଗଣ, ବ୍ୟସ୍ତ ହୁଅନ୍ତୁ ନାହିଁ…
କ୍ୟାରିୟରକୁ ନେଇ ଏମିତି କହିଲେ ବାଣୀ କପୁର
ବଲିଉଡ୍ ଅଭିନେତ୍ରୀ ବାଣୀ କପୁର ୨୦୧୩ ମସିହାରେ ଫିଲ୍ମ ‘ଶୁଦ୍ଧ ଦେଶୀ ରୋମାନ୍ସ’ ଜରିଆରେ କ୍ୟାରିଅର୍ ଆରମ୍ଭ କରିଥିଲେ । ପରେ ବେଫିକ୍ରେ, ବ୍ଲକବଷ୍ଟର୍, ୱାର୍ ଭଳି ଫିଲ୍ମରେ ନଜର ଆସିଥିଲେ । ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ଚଣ୍ଡିଗଡ଼ କରେ…
ମଧୁବାଲାଙ୍କ ବାୟୋପିକ
ମୁମ୍ବାଇ: ବଲିଉଡ ଦୁନିଆର ନାଁ କରା ଅଭିନେତ୍ରୀ ମଧୁବାଲାଙ୍କ ଜୀବନକୁ ନେଇ ତିଆରି ହେବାକୁ ଯାଉଛି ତାଙ୍କର ଏକ ବାୟୋପିକ । ଏହାକୁ ନେଇ ତାଙ୍କର ସବୁଠାରୁ ସାନ ଭଉଣୀ ମଧୁର ବୃଜ ଭୂଷଣଙ୍କ ସମର୍ଥନ ମିଳିଛି । ଏହି ବାୟୋପିକକୁ…
ଅକ୍ଟୋବରରେ ଭାରତ ଆସିବେ ଜଷ୍ଟିନ ବିବର
ୱାଶିଂଟନ,୨୦ ।୭: କାନାଡିଆନ ପପ ସିଙ୍ଗର ଜଷ୍ଟିନ ବିବରଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ସେ ଭାରତରେ ପରଫର୍ମ କରିବେ ବୋଲି ଜଣାପଡିଛି । କାରଣ ନିକଟରେ ସେ ପୁଣିଥରେ ଆରମ୍ଭ କରିବାକୁ ଯାଉଛନ୍ତି ତାଙ୍କ ୱାର୍ଲଡ ଟୁର…
ଏବେ ନୁହେଁ ୨୦୨୩ରେ ବିବାହ କରିବେ ଏହି ଯୋଡ଼ି!
ବଲିଉଡ୍ ଅଭିନେତ୍ରୀ ଆଥିଆ ଶେଟ୍ଟି ଏବଂ କେ.ଏଲ ରାହୁଲ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଦୁହେଁ ଏବେ ବିବାହ କରିବେ ବୋଲି ଜୋରଦାର ଚର୍ଚ୍ଚା ଚାଲିଛି। ପ୍ରଶଂସକମାନେ ମଧ୍ୟ ଖୁବଶୀଘ୍ର ସେମାନଙ୍କ ବିବାହ ଦେଖିବାକୁ ଅପେକ୍ଷା କରି…
ସାଉଥ୍ ଫିଲ୍ମ ନିର୍ମାତା ମଣି ରତ୍ନମ୍ କରୋନାରେ ଆକ୍ରାନ୍ତ
ମୁମ୍ବାଇ,୧୯।୭: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନାଁକରା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ମଣି ରତ୍ନମ୍ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କୋଭିଡ ପଜିଟିଭ ମିଳିବା ପରେ ତାଙ୍କୁ ଚିକିତ୍ସା ପାଇଁ ଚେନ୍ନାଇର ଏକ ଘରୋଇ ଆପୋଲୋ…
ଏନ୍ସିବିରୁ କ୍ଲିନ୍ ଚିଟ୍ ମିଳିବା ପରେ କ୍ଲବରେ ପାର୍ଟି କରୁଛନ୍ତି ଆର୍ୟନ : ଭିଡ଼ିଓ ଭାଇରାଲ
ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାଁଙ୍କ ପୁଅ ଆର୍ୟନ ଖାଁ ଗତ ବର୍ଷ କ୍ରୁଜ୍ ଡ୍ରଗ୍ସ ମାମଲାରେ ଫସିବା ପରେ ଲଗାତର ଏବେ ସେ ଚର୍ଚ୍ଚାରେ ରହିଆସୁଛନ୍ତି। ବି-ଟାଉନର ସବୁଠାରୁ କୁଲ ଷ୍ଟାରକିଡ୍ସ ମଧ୍ୟରୁ ଅନ୍ୟତମ ଥିବା ଆର୍ୟନ ପୁଣି ଥରେ…
‘ବ୍ରହ୍ମାସ୍ତ୍ର’-୨ରେ ନଜର ଆସିବେ ଦୀପିକା, ହିରୋ ହେବେ କିଏ?
ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ‘ବ୍ରହ୍ମାସ୍ତ୍ର’ ଫିଲ୍ମ ସପ୍ଟେମ୍ବର ୯ରେ ରିଲିଜ ହେବାକୁ ଯାଉଛି । ରିଲିଜ ପୂର୍ବରୁ ଏହାର ଟ୍ରେଲରକୁ ଦର୍ଶକଙ୍କ ଜବରଦସ୍ତ ରେସପଣ୍ଡ ମିଳିଛି । ଫିଲ୍ମଟି ୩ଟି ପାର୍ଟରେ ମୁକ୍ତିଲାଭ କରିବ । ଚଳିତ…
ପୁଣି ପ୍ରେମରେ ଇଲିଆନା
ବଲିଉଡ୍ ଅଭିନେତ୍ରୀ ଇଲିଆନା ଡି କ୍ରୁଜ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ସେ ବର୍ତ୍ତମାନ ପୁଣି ପ୍ରେମରେ ପଡ଼ିଥିବା ନେଇ ଚର୍ଚ୍ଚା ହେଉଛି। ଲଣ୍ଡନରେ ରହୁଥିବା ମଡେଲ ସେବାଷ୍ଟିଆନ ଲରେଣ୍ଟ ମାଇକେଲ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଭାଇଙ୍କ ସହ ତାଙ୍କ ସମ୍ପର୍କକ…
ପରିବାର ସହ ଫିଲ୍ମ କରିବାକୁ ଚାହୁଁଛନ୍ତି ଜାହ୍ନବୀ, ନାଁ ରଖିବେ ନେପୋଟିଜମ
ମୁମ୍ବାଇ: ନିର୍ଦ୍ଦେଶକ ବୋନି କପୁର ଓ ଅଭିନେତ୍ରୀ ଶ୍ରୀଦେବିଙ୍କ ଝିଅ ତଥା ବଲିଉଡର ନବାଗତା ନାୟିକା ଜାହ୍ନବି କପୁର ନିଜ ପରିବାର ସହ ଏକ ଚଳଚ୍ଚିତ୍ର କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏବେ ଜାହ୍ନବୀ ତାଙ୍କ ଅପକମିଂ ଫିଲ୍ମର ପ୍ରମୋଶନରେ…
ପ୍ରସିଦ୍ଧ ଗାୟକ ଭୁପିନ୍ଦର ସିଂଙ୍କ ପରଲୋକ
ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଗଜଲ ଗାୟକ ଭୁପିନ୍ଦର ସିଂଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। କିନ୍ତୁ କିଛି ଦିନ ପୂର୍ବରୁ ସେ କରୋନାର ଶିକାର ହୋଇଥିଲେ।…
‘ଏମରଜେନ୍ସି’ ଫାଷ୍ଟ ଲୁକର ମେକିଂ ଭିଡିଓ ଶେୟାର କଲେ କଙ୍ଗନା
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଏବେ ଖୁବ୍ ଚର୍ଚ୍ଚାରେ । ଚଳିତ ବର୍ଷ ତାଙ୍କ ଅଭିନିତ ଶେଷ ଫିଲ୍ମ ‘ଧାକଡ’ ବକ୍ସ ଅଫିସରେ ଫ୍ଲପ ହୋଇଥିଲେ ବି ଏହା ଉପରେ ନଜର ନ ଦେଇ ଏବେ ଅପକିମଂ ଫିଲ୍ମ ‘ଏମରଜେନ୍ସି’ର…

