ରାତି ୨ଟା ୩୦ରେ ଏହି ଅଭିନେତ୍ରୀଙ୍କୁ ଆସିଥିଲା ପ୍ରେମିକଙ୍କ ପ୍ରଥମ ମେସେଜ, ଲେଖାଥିଲା…

ଅଭିନେତ୍ରୀ ସୋନମ କପୁର ୨୦୧୮ରେ ଶିଳ୍ପପତି ଆନନ୍ଦ ଅହୁଜାଙ୍କୁ ବିବାହ କରିଥିଲେ। ତାଙ୍କ ପ୍ରେମ କାହାଣୀ ବେଶ୍‌ ରୋମାଞ୍ଚକର। ଆନନ୍ଦ ତାଙ୍କ ସାଙ୍ଗପାଇଁ ସୋନମଙ୍କୁ ବାଛିଥିବା ବେଳେ ଏକଦା ସାଙ୍ଗଙ୍କ ମନ କଥା କହିବାକୁ ସେ ତାଙ୍କ ସହ ଡେଟ୍‌ରେ ଯାଇଥିଲେ। ମାତ୍ର ସେଠାରେ ସୋନମ ତାଙ୍କ ସାଙ୍ଗ ବଦଳରେ ଆନନ୍ଦଙ୍କୁ ଭଲ ପାଇ ବସିଥିଲେ। ବିବାହର ୧୪ ମାସ ପରେ ଏକ ସାକ୍ଷାତକାରରେ ସୋନମ ତାଙ୍କ ସଫଳ ପ୍ରେମ କାହାଣୀ ବିଷୟରେ କହିଥିଲେ…
ଆନନ୍ଦଙ୍କ ପ୍ରଥମ ମେସେଜ ରାତି ପ୍ରାୟ ୨ଟା. ୩୦ ମିନିଟ୍‌ ସମୟରେ ସୋନମଙ୍କ ନିକଟକୁ ଆସିଥିଲା। ସୋନମ କହିଥିଲେ, ‘ମୁଁ ପ୍ରଥମେ ଆନନ୍ଦଙ୍କ ଫ୍ରେଣ୍ଡ ରିକୁଏଷ୍ଟ ପାଇଥିଲି। ଯେଉଁଥିରେ ଲେଖାଥିଲା ଯେ ତୁମେ ଏପର୍ଯ୍ୟନ୍ତ ଅବିବାହିତ କି? କାରଣ ଅନ୍ୟ କେହି ଅଛନ୍ତି ଯିଏ ଅବିବାହିତ । ଏହା ଉପରେ ମୁଁ ତାଙ୍କୁ ଉତ୍ତର ଦେଲି ଯେ, ତୁମେ ରାତିରେ ମେସେଜ ଦେବା ଉଚିତ ନୁହେଁ। ଏହିପରି ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ପରେ ଫୋନରେ କଥାବାର୍ତ୍ତା ଲାଗି ରହିଥିଲା । ଦୁଇ ସପ୍ତାହ ପରେ, ଯେତେବେଳେ ମୁଁ ତାଙ୍କୁ ଦିନେ ପଚାରିଲି ତୁମେ ତୁମର ବନ୍ଧୁଙ୍କ ସହ କଥାବାର୍ତ୍ତା କରାଇବାକୁ ଚାହୁଁଛ କି, ଆନନ୍ଦ କହିଲା ନା ଆଦୌ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

୬୦୦ କିଲୋମିଟର ସାଇକେଲ ଚଳାଇ ସଲମାନ୍‌ଙ୍କୁ ଭେଟିଲେ ପ୍ରଶଂସକ

ଗୁଆହାଟି, ୧୪।୨: ଚଳିତବର୍ଷ ଫିଲ୍ମ ଫେୟାର ମୁମ୍ବାଇରେ ନ ହୋଇ ଆସାମର ରାଜଧାନୀ ଗୁଆହାଟିଠାରେ ଅନୁଷ୍ଠିତ ହେବ। ଫେବୃୟାରୀ ୧୫ ଏବଂ ୧୬ରେ ହେବାକୁ ଥିବା...

ମୋଟି ବୋଲି ଫିଲ୍ମନିର୍ମାତାଙ୍କ କଟୁ କଥା ଶୁଣୁଥିଲେ ରେଖା: ଓଜନ କମାଇବା ପାଇଁ ବାଛିଥିଲେ ଭୁଲ ବାଟ; ହେଲେ..

ବମ୍ବେ: ଆଜି ବି ଏଭରଗ୍ରୀନ ରେଖାଙ୍କ ଲକ୍ଷ ଲକ୍ଷ ପ୍ରଶଂସକ। ସୁନ୍ଦରତାଠାରୁ ଆରମ୍ଭ କରି ନିଜ ଅଭିନୟରେ ସମସ୍ତଙ୍କୁ ବାନ୍ଧି ପାରନ୍ତି। ଖାସ୍‌ ଏଥିପାଇଁ ପ୍ରଶଂସକମାନେ...

କିମ୍ବଦନ୍ତୀ ସଙ୍ଗୀତକାର ଖାୟମ୍‌ଙ୍କ ପରଲୋକ

ମୁମ୍ବାଇ,୨୦ା୮- ଜାତୀୟ ପୁରସ୍କାରପ୍ରାପ୍ତ ବଲିଉଡ ସଙ୍ଗୀତ ନିର୍ଦ୍ଦେଶକ ମହମ୍ମଦ ଜାହିର ହାଶ୍‌ମି ସୋମବାର ଏକ ଘରୋଇ ହସ୍ପିଟାଲ୍‌ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୯୨ବର୍ଷ...

ଏହି ଭାରତୀୟ କ୍ରିକେଟରଙ୍କ ପ୍ରେମରେ ପଡିଥିଲେ ଉର୍ବଶୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କୁ କିଏ ବା ନ ଜାଣେ। ସେ ନିଜର ଲୁକ୍‌ ଓ ଅଭିନୟ ପାଇଁ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ଯଦି...

ପ୍ରଥମ ଦେଖାରେ ଶାହିଦଙ୍କୁ ଭଲ ପାଇ ବସିଥିଲେ ଏହି ଅଭିନେତ୍ରୀ, ଦୁଇ ମାସ ଯାଏ ପଛରେ ପଡ଼ି…

ବମ୍ବେ: ଦିଲ୍ଲୀରେ ଜନ୍ମ ହୋଇଥିଲେ ହେଁ ମୁମ୍ବାଇ ପାଲଟିଛି ନୂଆ ଠିକଣା। ମା’ବାପା ଅଲଗା ହେବା ପରେ ବାପାଙ୍କସହ ସ୍ବପ୍ନର ସହରକୁ ଚାଲିଆସିଥିଲେ ଅଭିନେତା ଶାହିଦ...

ଭାଇରାଲ ହେଉଛି କରିନାଙ୍କ ରେସ୍ତୋରାଁ ଫଟୋ

ମୁମ୍ବାଇ: ବଲିଉଡ୍‌ ନାୟିକା କରିନା କପୁର ଖାଁ ଶୁକ୍ରବାର ଇନଷ୍ଟାଗ୍ରାମରେ ଯେଉଁ ଫଟୋ ପୋଷ୍ଟ କରିଛନ୍ତି ତାହା ଏବେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରୁ...

ତେଜସ୍ବୀ କହିଲେ ‘ଆଣ୍ଟି’; ରାଗରେ ନିଆଁ ହୋଇଗଲେ ସମିତା

ବମ୍ବେ: ଦିନ କେଇଟାରେ ଶେଷ ହୋଇଯିବ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ ବସ୍‌’। ଏହାର ଫିନାଲେ ପାଖେଇ ଆସୁଥିବା ବେଳେ ଚର୍ଚ୍ଚାରେ ରହିଛି ପ୍ରତିଯୋଗୀ ତଥା...

ରିଲିଜ ହେଲା ପୃଥ୍ୱିରାଜର ଟିଜର

ମୁମ୍ବାଇ: ବଲିଉଡ୍ ନାୟକ ଅକ୍ଷୟ କୁମାରଙ୍କ ମୋଷ୍ଟ ଆୱେଟେଡ ମୁଭି ‘ପୃଥ୍ୱିରାଜ’ର ଟିଜର ରିଲିଜ୍ ହୋଇଛି । ଏହି ମୁଭିକୁ ନେଇ ବହୁ ଦିନ ହେବ...

Advertisement
Archives

Model This Week