ମନୋରଞ୍ଜନ

ପୂର୍ବତନ ସ୍ବାମୀଙ୍କ ପ୍ରତି ରହିଛି ଏଭଳି ଫିଲିଙ୍ଗସ୍‌, ଖୁଲାସା କଲେ ଅଭିନେତ୍ରୀ

ମୁମ୍ବାଇ: ସାଉଥ୍‌ର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ବ୍ୟକ୍ତଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁନ୍ତି। ନିକଟରେ ଅଭିନେତା ନାଗା ଚୈତନ୍ୟଙ୍କଠାରୁ ଅଲଗା ହେବ ଘଟଣା ତାଙ୍କ ଫ୍ୟାନ୍ସ ଫଲୋର୍ସଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଇତି ମଧ୍ୟରେ ସାମନ୍ଥା ଅକ୍ଷୟ…

ଗର୍ଭବତୀ ଥିବା ଦେଖାଇବାକୁ ଯାଇ ଏତେ ମହଙ୍ଗା ଡ୍ରେସ ପିନ୍ଧିଲେ ଆଲିଆ

ମୁମ୍ବାଇ: ବଲିଉଡ ନାୟିକା ଆଲିଆ ଭଟ୍ଟ ମା’ ହେବାକୁ ଯାଉଛନ୍ତି । ଏବେ ସେ ତାଙ୍କ ପ୍ରେଗ୍ନେନସି ଟାଇମକୁ ଖୁବ୍ ଏନଜୟ କରୁଛନ୍ତି । ୨୭ ଜୁନ ୨୦୨୨ରେ ସେ ମାଆ ହେବାକୁ ଯାଉଥିବା ଖବର ଦେଇ ସମସ୍ତଙ୍କୁ ଚମକାଇ ଦେଇଥିଲେ…

ରଣବୀରଙ୍କ ବୋଲ୍ଡ ଫଟୋଶୁଟ୍‌

ବଲିଉଡ ଅଭିନେତା ରଣବୀର ସିଂ ତାଙ୍କ ଫ୍ୟାଶନ୍‌ ଷ୍ଟାଇଲ୍‌କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାାନ୍ତି। ବେଳେବେଳେ ନିଜ ଶୈଳୀକୁ ନେଇ ଟ୍ରୋଲର ଶିକାର ହୁଅନ୍ତି। କିନ୍ତୁ ସେ ନିଜ ଇଚ୍ଛା ଅନୁଯାୟୀ ଡ୍ରେସିଂ ଷ୍ଟାଇଲ ବାଛନ୍ତି। ନିକଟରେ ସେ ଏକ ବୋଲ୍ଡ…

ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ‘ ଶମଶେରା’

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ‘ ଶମଶେରା’ ଶୁକ୍ରବାର ରିଲିଜ୍‌ ହେଇଯାଇଛି। ଯାହାକୁ ଦେଖିବା ପାଇଁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଥିଲେ। ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ବାଣୀ କପୁରଙ୍କ କେମେଷ୍ଟ୍ରିକୁ ଦର୍ଶକ ପ୍ରଥମ ଥର ପାଇଁ ପରଦାରେ ଦେଖିବାକୁ…

ଖତ୍‌ରୋ କେଁ ଖିଲାଡି ଟ୍ରଫିରୁ ବଞ୍ଚିତ ହେଲେ ଜନ୍ନତ୍‌

ମୁମ୍ବାଇ: ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ମଧ୍ୟ ଟ୍ରଫିରୁ ବଞ୍ଚିତ ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ଜନ୍ନତ ଜୁବୈର। ସେ ଚଳିତବର୍ଷର ଖତ୍‌ରୋ କେଁ ଖିଲାଡି- ୧୨ରେ ଭାଗନେଇ ଖେଳୁଥିଲେ ଏବଂ ସେଥିରେ ଟ୍ରଫି ଜିତିବାକୁ ସମସ୍ତ ଉଦ୍ୟମ, ଶକ୍ତି ଲଗାଇ ଦେଇଥିଲେ।…

ପ୍ରେମିକାଙ୍କ ଘର ନିକଟରେ କିଣିଥିବା ଫ୍ଲାଟ୍‌ ବିକିଲେ ଅର୍ଜୁନ

ବମ୍ବେ: ପ୍ରେମିକା ମଲାଇକା ଅରୋରାଙ୍କ ଘର ନିକଟରେ ଘର କିଣିଥିଲେ ବଲିଉଡ୍‌ ଅଭିନେତା ଅର୍ଜୁନ କପୁର। ଉକ୍ତ ଚାରି ବଖରା ବିଶିଷ୍ଟ ଫ୍ଲାଟ୍‌ର ମୂଲ୍ୟ ଥିଲା ୨୦ କୋଟି ଟଙ୍କା। ଏବେ ସେ ସେହି ଫ୍ଲାଟ୍‌କୁ ୧୬ କୋଟିରେ ବିକି ଦେଇଥିବା…

ଭାଉଜଙ୍କୁ ସମର୍ଥନ, ଭାଇଙ୍କୁ ଅନ୍‌ଫଲୋ

ବମ୍ବେ: ଅଲଗା ହେବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ଭାଉଜ। ମାତ୍ର ତିନି ବର୍ଷର ବୈବାହିକ ସମ୍ପର୍କ ପରେ ସେମାନେ ଛାଡ଼ପତ୍ର ନେବେ। ତେବେ ଅଭିନେତ୍ରୀଙ୍କ ଭାଇଭାଉଜଙ୍କ ଏଭଳି ନିଷ୍ପତ୍ତି ନେଇ ବଡ଼ ଖବର ସାମ୍ନାକୁ ଆସିଛି। ସୁସ୍ମିତା…

‘ମୁଁ ପ୍ରେମରେ ଭାଗ୍ୟଶାଳୀ ନୁହେଁ’

ମୁମ୍ବାଇ: ସୋସିଆଲ ମିଡିଆରେ ରାଖୀ ସାଓ୍ବନ୍ତ ଏବଂ ପ୍ରେମିକ ଆଦିଲ ଖାନ୍‌ ବହୁତ ଖୁସି ଅଛନ୍ତି। ଦୁହିଁଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା। ନିକଟରେ ଦିଲ୍ଲୀରେ ଥିବା ରାଖୀ କହିଛନ୍ତି, ମୈସୁରରେ ରହୁଥିବା ଆଦିଲଙ୍କ ଏକ୍ସ-ଗର୍ଲଫ୍ରେଣ୍ଡ ଆମକୁ ହଇରାଣ…

ଶୁକ୍ରବାର ପରଦାକୁ ଆସିବ ବହୁ ପ୍ରତୀକ୍ଷିତ ଫିଲ୍ମ‘ ଶମଶେରା’

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ‘ ଶମଶେରା’ ଜୁଲାଇ ୨୨ ଅର୍ଥାତ୍‌ ଶୁକ୍ରବାର ପ୍ରେକ୍ଷାଳୟରେ ରିଲିଜ୍‌ ହେବାକୁ ଯାଉଛି। ଯାହାକୁ ନେଇ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ବାଣୀ କପୁରଙ୍କ କେମେଷ୍ଟ୍ରିକୁ ଦର୍ଶକ ପ୍ରଥମ…

ମିନି ଡ୍ରେସ୍‌ରେ ନଜର ଆସିଲେ ଆଲିଆ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଆଜିକାଲି ଚର୍ଚ୍ଚାରେ ରହୁଛନ୍ତି। ରଣବୀର କପୁରଙ୍କୁ ବିବାହ କରିବାର ଦୁଇମାସ ପରେ ସେ ପ୍ରଶଂସକମାନଙ୍କୁ ଖୁସି ଖବର ଦେଇ ଚର୍ଚ୍ଚାକୁ ଆସିଥିଲେ। ଆଲିଆ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଲେଖିଥିଲେ, ଖୁବ୍‌ଶୀଘ୍ର ଆମେ…

ଅନୁଷ୍କାଙ୍କ ଭଳି ନିଜ ପିଲାକୁ ଲାଇମ୍‌ଲାଇଟ୍‌ରୁ ଦୂରରେ ରଖିବେ କି ଆଲିଆ-ରଣବୀର!

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ଖୁବ୍‌ଶୀଘ୍ର ମା’-ବାପା ହେବାକୁ ଯାଉଛନ୍ତି।ତେବେ ନୂଆ ଅତିଥିଙ୍କୁ ନେଇ ଉତ୍ସାହିତ ଅଛନ୍ତି ଦର୍ଶକ। ଅନ୍ୟପକ୍ଷରେ ରଣବୀରଙ୍କ ନୂଆ ଫିଲ୍ମ ‘ଶମଶେରା’କୁ ନେଇ ପ୍ରମୋଶନରେ ବ୍ୟସ୍ତ ଥିବା ବେଳେ ଆଲିଆ ମଧ୍ୟ…

ପ୍ରେମ ଜ୍ଞାନ ବାଣ୍ଟିଲେ ସୁସ୍ମିତାଙ୍କ ଏକ୍ସ-ବୟଫ୍ରେଣ୍ଡ୍‌

ବିବାଦୀୟ ବ୍ୟବସାୟୀ ତଥା ପୂର୍ବତନ ଆଇପିଏଲ ଅଧ୍ୟକ୍ଷ ଲଳିତ ମୋଦିଙ୍କୁ ଡେଟ କରୁଛନ୍ତି ପୂର୍ବତନ ବିଶ୍ୱସୁନ୍ଦରୀ ତଥା ଅଭିନେତ୍ରୀ ସୁସ୍ମିତା ସେନ। ଯେବେଠୁ ଲଳିତ ମୋଦି ସୁସ୍ମିତାଙ୍କୁ ଡେଟ କରୁଥିବା ନେଇ ଖୁଲାସା କରିଛନ୍ତି ସେବେଠୁ ଦୁହେଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?