ମନୋରଞ୍ଜନ

ଜାଣନ୍ତୁ ‘ଏକ୍‌ ଭିଲେନ୍‌ ରିଟର୍ନସ’ ପାଇଁ କେଉଁ ଷ୍ଟାର୍‌କାଷ୍ଟ କେତେ ଫି ନେଇଛନ୍ତି

ମୁମ୍ବାଇ: ବହୁ ପ୍ରତିକ୍ଷୀତ ଫିଲ୍ମ ‘ଏକ୍‌ ଭିଲେନ୍‌ ରିଟର୍ନସ’ଶୁକ୍ରବାର ରିଲିଜ୍‌ ହେବାକୁ ଯାଉଛି। ତେବେ ଫିଲ୍ମକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି। ଏଥିରେ ଦିଶା ପଟାନି, ଅର୍ଜୁନ କପୁର୍‌, ଜନ୍‌ ଆବ୍ରହମ୍‌ ଏବଂ ତାର ସୂତାରିଆଙ୍କୁ ଦେଖିବାକୁ ମିଳିବ।…

ହଂସଲ ମେହେତାଙ୍କ ୱେବ ସିରିଜରେ ମହାତ୍ମାଙ୍କ ଜୀବନୀ

ମୁମ୍ବାଇ: ଫିଲ୍ମ ନିର୍ମାତା ହଂସଲ ମେହେତା ରାମଚନ୍ଦ୍ର ଗୁହାଙ୍କ ଦୁଇଟି ପୁସ୍ତକ: ଗାନ୍ଧୀ ବିଫୋର ଇଣ୍ଡିଆ ଓ ଗାନ୍ଧୀ ଦ ଇୟର୍ସ ଦ୍ୟାଟ ଚେଞ୍ଜ ଦ ୱାର୍ଲଡ ଉପରେ ଆଧାରିତ ଆଗାମୀ ସିରିଜ ଗାନ୍ଧୀର ନିର୍ଦ୍ଦେଶନା ପାଇଁ ବୋର୍ଡକୁ ଆସିଯାଇଛନ୍ତି ।…

ଏହି ଦିନ ଓଟିଟିରେ ରିଲିଜ୍‌ ହେବ ‘ଲାଲ ସିଂ ଚଡ୍ଡା’

ମୁମ୍ବାଇ: ବହୁ ପ୍ରତିକ୍ଷୀତ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ଅଗଷ୍ଟ ୧୧ରେ ପ୍ରେକ୍ଷାଳୟରେ ମୁକ୍ତଲାଭ କରିବାକୁ ଯାଉଛି। ବଲିଉଡ୍‌ ଅଭିନେତା ଆମିର ଖାନ୍‌ ଏବଂ କରୀନା କପୁରଙ୍କୁ ବହୁଦିନ ପରେ ପରଦାରେ ଦେଖିବାକୁ ମିଳିବ । ତେବେ ଫିଲ୍ମକୁ ଦେଖିବାକୁ ଦର୍ଶକ…

ଠିକ୍‌ ସମୟରେ ଠିକ୍‌ କଥା କହିବି: ବାବୁସାନ୍‌

ଭୁବନେଶ୍ୱର,୨୮ା୭(ବ୍ୟୁରୋ): ବିବାଦରେ ଫସିଥିବା ଓଲିଉଡ୍‌ ଅଭିନେତା ବାବୁସାନ୍‌ ମହାନ୍ତି ଗୁରୁବାର ଘରର ବାଲକୋନିକୁ ଆସି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି, ଠିକ୍‌ ସମୟରେ ଠିକ୍‌ କଥା କହିବି। ଏବେ ମୁଁ ମୋ’ ପରିବାର ସହ ଖୁସିରେ ଅଛି। ଅପରପକ୍ଷରେ ବାବୁସାନ୍‌ଙ୍କ ମା’ ଅପରାଜିତା…

ଦ୍ୱାଦଶ ଫେଲ୍‌ ପରେ ରୋଷେୟା ହେବାକୁ ଚାହୁଁଥିଲେ, ଆଜି ସୁପରଷ୍ଟାର୍‌ ଅଭିନେତା

ସାଉଥ୍‌ ସୁପରଷ୍ଟାର ଧନୁଷ ଆଜି ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ଜଣେ ଅଭିନେତା, ଲେଖକ, ନିର୍ମାତା, ନିର୍ଦ୍ଦେଶକ ଏବଂ ପ୍ଲେବ୍ୟାକ୍‌ ସିଙ୍ଗର ଭାବେ ଧନୁଷ ଫିଲ୍ମ ଇଣ୍ଡଷ୍ଟ୍ରୀ ନାଁ କମାଇଛନ୍ତି। ଧନୁଷଙ୍କ ପ୍ରକୃତ ନାମ ହେଉଛି ଭେଙ୍କଟେଶ ପ୍ରଭୁ କସ୍ତୁରୀ ରାଜା।…

ବୟଫ୍ରେଣ୍ଡ୍‌ଙ୍କ ସହ ରୋମାଣ୍ଟିକ ହେଲେ ଆଥିଆ

ବଲିଉଡ ସହ କ୍ରିକେଟର ସମ୍ପର୍କ ବେଶ ପୁରୁଣା। ଏଭଳି ଅନେକ କ୍ରିକେଟର୍‌ ଅଛନ୍ତି, ଯିଏ ବଲିଉଡ ଅଭିନେତ୍ରୀକୁ ନିଜ ଜୀବନସାଥୀ ରୂପେ ବାଛିଛନ୍ତି। ଏବେ ଏହି ତାଲିକାରେ ଆଉ ଜଣଙ୍କ ନାଁ ଯୋଡି ହୋଇଛି। ଗତ ୩ ବର୍ଷ ହେବ ବଲିଉଡ…

ଟାଇଗର୍‌-ଦିଶାଙ୍କ ବେକ୍‌ଅପ୍‌କୁ ନେଇ ମୁହଁ ଖୋଲିଲେ ଜ୍ୟାକି

ଟାଇଗର ଶ୍ରଫ୍‌ ଏବଂ ଦିଶା ପଟାନୀ ବି-ଟାଉନର ଲୋକପ୍ରିୟ ଲଭ୍‌ବାର୍ଡଙ୍କ ମଧ୍ୟରୁ ଅନ୍ୟତମ। ଦୁହେଁ ୬ ବର୍ଷ ହେବ ପରସ୍ପରକୁ ଡେଟ୍‌ କରୁଛନ୍ତି। ଯଦିଓ ଉଭୟ ନିଜ ସମ୍ପର୍କକୁ ନେଇ କେବେ କ୍ୟାମେରା ଆଗରେ ସ୍ବୀକାର କରି ନାହାନ୍ତି। କିନ୍ତୁ ପାର୍ଟି…

ଆଲିଆଙ୍କ ଷ୍ଟାଇଲରେ ଫିଦା ହେଲେ ଅର୍ଜୁନ

ମୁମ୍ବାଇ: ବଲିଉଡର ଗର୍ଜିୟସ ଦିଭା ଆଲିଆ ଭଟ୍ଟ ଏବେ ତାଙ୍କର ପ୍ରେଗ୍ନେସି ଫେଜକୁ ଏନଜୟ କରୁଛନ୍ତି । ପ୍ରେଗ୍ନେଟ ଥାଇ ବି ଖୁବ୍ ଆକ୍ଟିଭ ଅଛନ୍ତି ଆଲିଆ । ତାଙ୍କ ଅପକମିଂ ଫିଲ୍ମ ‘ଡାର୍ଲିଂସ’ର ଖୁବ୍ ପ୍ରମୋଶନ କରୁଛନ୍ତି । ଏହି…

ଟି-ସାର୍ଟରେ ସୁଶାନ୍ତଙ୍କ ବିବାଦୀୟ ଫଟୋ ରଖି ଅଡ଼ୁଆରେ ଫ୍ଲିପ୍‌କାର୍ଟ

ବମ୍ବେ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଦୁଇ ବର୍ଷ ବିତିଲାଣି। ହେଲେ ଏବେ ଭିନ୍ନ କାରଣକୁ ନେଇ ସେ ଚର୍ଚ୍ଚାରେ। ଅନ୍ଲାଇନ ଶପିଂ ପ୍ଲାଟଫର୍ମ ‘ଫ୍ଲିପ୍‌କାର୍ଟ’ରେ ମାର୍କେଟିଂ ପାଇଁ ସୁଶାନ୍ତ ଫଟୋକୁ ବ୍ୟବହାର କରାଯାଇଥିବା ଖବର ସାମ୍ନାକୁ ଆସିଛି।…

ହାଇକୋର୍ଟ ଗଲେ ବାବୁସାନ୍‌

କଟକ ଅଫିସ,୨୭ା୭: ଓଲିଉଡ୍‌ ଅଭିନେତା ବାବୁସାନ୍‌ ମହାନ୍ତି ବୁଧବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଜଧାନୀ ରାଜରାସ୍ତାରେ ଅଭିନେତା ବାବୁସାନ୍‌, ସ୍ତ୍ରୀ ତୃପ୍ତି ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ହୋଇଥିବା ବିବାଦକୁ ନେଇ ଥାନାରେ ମାମଲା ହୋଇଥିଲା। ସ୍ତ୍ରୀ ତୃପ୍ତି ବାବୁସାନ୍‌ଙ୍କ…

ଦୁଇଦିନ ପରେ ସମସ୍ତ କଥା କହିବେ ବାବୁସାନ୍‌

ଭୁବନେଶ୍ୱର,୨୭ା୭(ବ୍ୟୁରୋ): ଅନେକ ତର୍କ, ବିତର୍କ, ଆଶା, ଆଶଙ୍କା ମଧ୍ୟରେ ଓଲିଉଡ୍‌ ଅଭିନେତା ବାବୁସାନ୍‌ ମହାନ୍ତି ବୁଧବାର ଓଡ଼ିଶା ଫେରିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ବାବୁସାନ୍‌ ସିଧା ଘରକୁ ଯାଇଥିଲେ। ଗଣମାଧ୍ୟମ ଆଗରେ ସେ କିଛି କହି ନ ଥିଲେ। କିନ୍ତୁ…

ଯମଜ ସନ୍ତାନ ନେଇ ମୁହଁ ଖୋଲିଲେ ଆଲିଆ

ବି ଟାଉନ୍‌ରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ପାଓ୍ବାରଫୁଲ୍‌ ଯୋଡି ଭାବେ ଜଣାଶୁଣା। ଖୁବ ଶୀଘ୍ର ଉଭୟ ନିଜର ପ୍ରଥମ ସନ୍ତାନକୁ ଏହି ଦୁନିଆକୁ ସ୍ବାଗତ କରିବାକୁ ଯାଉଛନ୍ତି। ଏନେଇ ଦୁହେଁ ବେଶ୍‌ ଖୁସି ଅଛନ୍ତି। କିନ୍ତୁ ଉଭୟଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?