ସାଙ୍ଗର ମନକଥା କହିବାକୁ ଯାଇଥିଲେ, ହେଲେ ନିଜେ ପଡ଼ିଗଲେ ପ୍ରେମରେ…

ଅଭିନେତ୍ରୀ ସୋନମ କପୁରଙ୍କ ସ୍ବାମୀ ଆନନ୍ଦ ଅହୁଜା ଭାରତର ଜଣେ ପ୍ରସିଦ୍ଧ ଫ୍ୟାଶନ ଉଦ୍ୟୋଗୀ। ସେ ପ୍ରତିବର୍ଷ ୨୯ଜୁଲାଇରେ ତାଙ୍କ ଜନ୍ମଦିନ ପାଳନ କରନ୍ତି। ୨୦୧୮ରେ, ଯେତେବେଳେ ସେ ତାଙ୍କ ନାମ ସୋନମଙ୍କ ସହ ଜଡିତ ହେଲା, ସେତେବେଳେ ସେ ଲାଇମଲାଇଟକୁ ଆସିଥିଲେ । ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଦୁହେଁ ବିବାହ କରିଥିଲେ। ଆଜି ଆନନ୍ଦଙ୍କ ଜନ୍ମଦିନରେ, ଜାଣନ୍ତୁ ଆକର୍ଷଣୀୟ ପ୍ରେମ କାହାଣୀ ବିଷୟରେ…
ଆନନ୍ଦ ଏବଂ ସୋନମ ୨୦୧୮ରେ ବିବାହ କରିଥିଲେ। ବିବାହର ୧୪ ମାସ ପରେ ଏକ ସାକ୍ଷାତକାର ସମୟରେ ସୋନମ ତାଙ୍କ ଏବଂ ଆନନ୍ଦଙ୍କ ପ୍ରେମ କାହାଣୀ ବିଷୟରେ କହିଥିଲେ। ସେ କହିଥିଲେ ଯେ, ପ୍ରଥମେ ଆନନ୍ଦ ତାଙ୍କ ସାଙ୍ଗଙ୍କ ପ୍ରସ୍ତାବ ନେଇ ତାଙ୍କ ପାଖକୁ କଥା ହେବାକୁ ଯାଇଥିଲେ। ସେ ତାଙ୍କ ସାଙ୍ଗ ସହିତ ଦେଖିବାକୁ ଚାହୁଁଥିଲେ। ସେହି ସମୟରେ ସେ ପ୍ରେମ ରତନ ଧନ ପାୟୋଙ୍କୁ ପ୍ରମୋଶନ କରୁଥିଲେ।

ସୋନମ ତାଙ୍କ ସାଙ୍ଗମାନଙ୍କ ସହ ଡେଟ୍‌ରେ ଯାଇଥିଲେ ସେହି ଦିନ ଆନନ୍ଦ ତାଙ୍କ ସାଙ୍ଗଙ୍କ ସହ ମଧ୍ୟ ପହଞ୍ଚିଥିଲେ। ଯେତେବେଳେ ସୋନମ ତାଙ୍କ ସହିତ କଥା ହେବା ଆରମ୍ଭ କରିଥିଲେ, ସେତେବେଳେ ସେ ଅନୁଭବ କଲେ ଯେ, ସେ ତାଙ୍କ ଭାଇ ହର୍ଷଙ୍କ ପରି । ଏହା ଭାବି ସେ ମାମଲା ଆଗକୁ ବଢ଼ିବାକୁ ଦେଲେ ନାହିଁ। ଏହି ସମୟରେ ସେ ଆନନ୍ଦଙ୍କ ସହ ବହୁତ ବାର୍ତ୍ତାଳାପ କରିଥିଲେ। ପରେ ତାଙ୍କ ପ୍ରେମରେ ପଡ଼ିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri