ମନୋରଞ୍ଜନ

3Dରେ ରିଲିଜ ହେବ ‘ହନୁମାନ’

ହାଇଦ୍ରାବାଦ: ପ୍ରଶାନ୍ତ ବର୍ମାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ହନୁମାନ’ ରିଲିଜ ସହ ରଚିଥିଲା ଇତିହାସ। ଏଥିରେ ନୂଆ କଳକାରଙ୍କୁ କାଷ୍ଟ କରାଯାଇଥିଲା। ହେଲେ ବକ୍ସ ଅଫିସରେ ଏହା ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା। ଫିଲ୍ମଟି ସୁପରଷ୍ଟାର ପ୍ରଭାସଙ୍କୁ ପଛରେ ପକାଇଥିବା ବେଳେ ଏବେ…

ଆଉ ଫିଲ୍ମ କରିବେନି ସାଉଥ ସୁପରଷ୍ଟାର ପ୍ରଭାସ! ଅଭିନୟରୁ ନେଲେ ବ୍ରେକ୍‌

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ୨୦୨୩ରେ ସବୁଠାରୁ ବ୍ଲକବଷ୍ଟର ଫିଲ୍ମ ଥିଲା ‘ସାଲାର ପାର୍ଟ-୧’। ଏହି ଫିଲ୍ମ ବକ୍ସ ଅଫିସରେ ରେକର୍ଡ ପରେ ରେକର୍ଡ ଭାଙ୍ଗିଥିଲା । ଚଳିତ ବର୍ଷ ଆହୁରି ସୁପରହିଟ୍‌ ଫିଲ୍ମ ପ୍ରଭାସ ଭେଟି ଦିଅନ୍ତୁ ବୋଲି ଦର୍ଶକ…

ସ୍ବାମୀଙ୍କ ମଧ୍ୟରେ ଏହି ଗୁଣକୁ ଖୋଜିବେ ତୃପ୍ତି, କହୁ କହୁ କହିଦେଲେ ମନ କଥା

ବମ୍ବେ: ବ୍ଲକବଷ୍ଟର ବଲିଉଡ୍‌ ଫିଲ୍ମ ‘ଆନିମଲ’ରେ ଅଭିନୟ କରି ‘ନ୍ୟାଶନାଲ କ୍ରସ୍‌’ ଆଖ୍ୟା ପାଇଛନ୍ତି ଅଭିନେତ୍ରୀ ତୃପ୍ତି ଡିମ୍‌ରି। ୨୦୧୨ରୁ ଅଭିନୟ କରି ଆସୁଥିଲେ ହେଁ ତାଙ୍କୁ ସେତେଟା ଲୋକପ୍ରିୟତା ମିଳି ନ ଥିଲା। ହେଲେ ଫିଲ୍ମରେ ରଣବୀର କପୁରଙ୍କ ସହ…

ବିଗ୍‌ବସ୍‌ ଜିତିବାର ଖୁସି ମନାଇ ଫସିଲେ ମୁନାଓ୍ବର, ମାମଲା ରୁଜୁ କଲା ପୋଲିସ

ବମ୍ବେ: ବିବାଦୀୟ ରିଆଲିଟି ଶୋ’ ବିଗ୍‌ବସ୍‌ର ୧୭ତମ ସିଜନ ଶେଷ ହୋଇଛି। ମୁନାଓ୍ବର ଫାରୁକି ହୋଇଛନ୍ତି ଏହାର ବିଜେତା। ହୋଷ୍ଟ ତଥା ଅଭିନେତା ସଲମାନ ଖାନ୍‌ ଏନେଇ ଘୋଷଣା କରିବା ପରଠାରୁ ମୁନାଓ୍ବରଙ୍କ ପ୍ରଶଂସକମାନେ ଉତ୍ସବ ପାଳନ କରୁଛନ୍ତି। ଏପରିକି ସେ…

ସଲମାନ ଖାନଙ୍କ ନାଁରେ କାଷ୍ଟିଂ ସ୍କାମ, ପ୍ରଡକ୍ସନ କମ୍ପାନୀ ଜାରି କଲା ନୋଟିସ

ମୁମ୍ବାଇ: ବଲିଉଡ ଦବଙ୍ଗ ଷ୍ଟାର ସଲମାନ ଖାନଙ୍କ ପ୍ରଡକ୍ସନ କମ୍ପାନୀ କାଷ୍ଟିଂରେ ଜାଲିଆତି ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି। ସଲମାନ ଖାନଙ୍କ ନାମରେ କୌଣସି ଫିଲ୍ମ ପାଇଁ କାଷ୍ଟିଂ କରିବାକୁ କମ୍ପାନୀ ସ୍ପଷ୍ଟ ଭାବେ ମନା କରି ଦେଇଛି। ଏହା…

ଚାମ୍ପିଅନ୍ସ ଅଫ୍‌ ଚେଞ୍ଜ ପୁରସ୍କାରରେ ସମ୍ମାନିତ ହେଲେ ଅଭିନେତ୍ରୀ ଶିଳ୍ପା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କୁନ୍ଦ୍ରାଙ୍କୁ ମଙ୍ଗଳବାର ମହାରାଷ୍ଟ୍ରରେ ଚାମ୍ପିଅନ୍ସ ଅଫ୍‌ ଚେଞ୍ଜ ପୁରସ୍କାରରେ ସମ୍ମାନିତ କରାଯାଇଛି। ଅତ୍ୟନ୍ତ ଖୁସି ଥିବା ଶିଳ୍ପା ଇନଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି ଏବଂ ତାଙ୍କ ପୁରସ୍କାର ସହିତ…

‘ପୁଷ୍ପା ୨’ ସୁଟିଂ ସେଟରୁ ଲିକ୍‌ ହେଲା ଅଲୁ ଅର୍ଜୁନଙ୍କ ଲୁକ୍‌

ମୁମ୍ବାଇ: ଅଭିନେତା ଅଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା ୨’ ଚଳିତ ବର୍ଷ ମୁକ୍ତିଲାଭ କରିବାକୁ ଯାଉଛି। ଆଜିକାଲି ସାଉଥ ସୁପରଷ୍ଟାର ତାଙ୍କ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ଫିଲ୍ମର ଟିଜର ସାମ୍ନାକୁ ଆସିନାହିଁ କିମ୍ବା କୌଣସି ଗୀତ ପର୍ଯ୍ୟନ୍ତ…

ବିବାହ କରିବେ କ୍ରିତି

ମୁମ୍ବାଇ: ବଲିଉଡର ସ୍ବିଟ କପଲ କ୍ରିତି ଖରବନ୍ଦା ଏବଂ ପୁଲକିତ ସମ୍ରାଟ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଥିଲେ। ମଙ୍କଳବାର, ଜାନୁଆରୀ ୩୦ରେ, ଏହି ଦମ୍ପତିଙ୍କର ଏନଗେଜମେଣ୍ଟ ହୋଇଛି। ସୋସିଆଲ ମିଡିଆରେ କ୍ରିତି ଏବଂ ପୁଲକିତଙ୍କ ଏନଗେଜମେଣ୍ଟର ଫଟୋ ସାମ୍ନାକୁ…

ନିର୍ବନ୍ଧ କଲେ ଆମି ଜ୍ୟାକସନ

ମୁମ୍ବାଇ: ଅଭିନେତ୍ରୀ ଆମି ଜ୍ୟାକସନ ସ୍ବିଜରଲ୍ୟାଣ୍ଡର ଗସ୍ତାଡରେ ଅଭିନେତା-ସଙ୍ଗୀତଜ୍ଞ ଏଡ ୱେଷ୍ଟୱିକ ସହିତ ନିର୍ବନ୍ଧ କରିଛନ୍ତି। ସେ ସୋସିଆଲ ମିଡିଆରେ ନିଜ ଫ୍ୟାନ୍ସଙ୍କ ସହ ନିଜର ଅନେକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ଉଭୟ ବହୁତ ଖୁସ ଥିବା ନଜର…

ପ୍ରଥମ ସପ୍ତାହରେ ରେକର୍ଡ କଲା ‘ଫାଇଟର’

ମୁମ୍ବାଇ: ଜାନୁଆରୀ ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ହ୍ରିତିକ ରୋଶନ-ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଫାଇଟର୍‌’। ଏହା ଆରମ୍ଭ ଦିନରୁ ହିଟ୍‌ ସାବ୍ୟସ୍ତ ହୋଇଛି। ଫିଲ୍ମଟି ପ୍ରଥମ ଦିନରୁ ବହୁତ ଭଲ ରୋଜଗାର କରିଛି। ବକ୍ସ ଅଫିସରେ ଜବରଦସ୍ତ ରୋଜଗାର ହେବା…

ଫିଲ୍ମ ଫେୟାର ଆଓ୍ବାର୍ଡ ୨୦୨୪: ଆଲିଆ-ରଣବୀରଙ୍କୁ ବେଷ୍ଟ ଆକ୍ଟର ଆକ୍ଟ୍ରେସ ଆଓ୍ବାର୍ଡ

ମୁମ୍ବାଇ: ଗୁଜୁରାଟରେ ଫିଲ୍ମଫେୟାର ପୁରସ୍କାରର ୬୯ତମ ସମାରୋହ ଅନୁଷ୍ଠିତ ହୋଇଥିଲା। ୨ ଦିନ ଧରି ଚାଲିଥିବା ଏହି ପୁରସ୍କାର କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗରେ ବିଜେତା ଘୋଷିତ ହୋଇଥିଲେ। ଏଥର ଏହି ଉତ୍ସବରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଶ୍ରେଷ୍ଠ ଅଭିନେତା…

ଭୁଲ ବ୍ୟକ୍ତିଙ୍କ ଉପରେ ଫିଲ୍ମ ହେବା ଦରକାର:ରଣବୀର

ମୁମ୍ବାଇ: ଡିସେମ୍ବର ୧ରେ ରଣବୀର କପୁର, ବବି ଦେଓଲ, ଅନିଲ କପୁର, ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ‘ଆନିମଲ’ ରିଲିଜ ହୋଇଥିଲା। ମୁଭିଟି ରିଲିଜ ହେବାର ପ୍ରଥମ ଦିନରେ ଏକ ବଡ଼ ଆଲୋଡ଼ନ ସୃଷ୍ଟି କରିଥିଲା ଏବଂ ବର୍ତ୍ତମାନ ଓଟିଟିରେ ରିଲିଜ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?