ମନୋରଞ୍ଜନ

ଜାତୀୟ ପୁରସ୍କାର ପରେ ଏବେ କ୍ରିତିଙ୍କୁ ମିଳିଲା ଆଉ ଏକ ସମ୍ମାନ, ଜାଣନ୍ତୁ…

ବମ୍ବେ: ଖୁବ୍‌ କମ୍‌ ସମୟରେ ନିଜର ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି ଅଭିନେତ୍ରୀ କ୍ରିତି ସେନନ୍‌। ଗତ ବର୍ଷ ତାଙ୍କୁ ଚଳଚ୍ଚିତ୍ର ‘ମିମି’ ଲାଗି ଜାତୀୟ ପୁରସ୍କାର ମିଳିଥିଲା। ଏବେ ଅଭିନେତ୍ରୀଙ୍କୁ ବର୍ଷ ଆରମ୍ଭରୁ ଆଉ…

ରାଜନୀତିରେ ପାଦ ରଖିବେ ସୁପରଷ୍ଟାର ଥଲାପତି ବିଜୟ, ଖୁବ୍‌ଶୀଘ୍ର କରିବେ ନିଜ ଦଳ ନେଇ ଘୋଷଣା

ହାଇଦ୍ରାବାଦ,୨୬।୧: ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାରମାନେ ଫିଲ୍ମ ବ୍ୟତିତ ରାଜନୀତିରେ ମଧ୍ୟ ରୁଚି ରଖିବାର ନଜିର ରହିଛି। ଅନେକ ଅଭିନେତା ଏଭଳି ଅଛନ୍ତି ଯେଉଁମାନେ ଫିଲ୍ମ କରିବା ପରେ ରାଜନୀତିରେ ସକ୍ରିୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ମୁଖ୍ୟମନ୍ତ୍ରୀ ପଦରେ ମଧ୍ୟ…

ରବିନାଙ୍କ ଝିଅ ନାଶାଙ୍କ ପ୍ରେମରେ ପଡ଼ିଛନ୍ତି ମଲାଇକାଙ୍କ ପୁଅ ଅରହାନ୍‌ !

ବମ୍ବେ: ପ୍ରେମରେ ପଡ଼ିଛନ୍ତି ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରାଙ୍କ ପୁଅ ଅରହାନ୍‌ ଖାନ୍‌ ଏବଂ ରବିନା ଟଣ୍ଡନଙ୍କ ଝିଅ ରାଶା ଠଡାନୀ। ଉଭୟଙ୍କୁ ଡିନର୍‌ ଡେଟ୍‌ରେ ଏକାଠି ଦେଖାଯିବା ପରେ କିଛି ଏଭଳି ଚର୍ଚ୍ଚା ଜୋର ଧରିଛି। କ୍ୟାମେରା ଦେଖି ଦୁଇ…

‘ଲାହୋର ୧୯୪୭’ରେ ଧମାଲ କରିବେ ସନ୍ନି ଦେଓଲ, ସାଥ୍‌ ଦେବେ ପ୍ରୀତି ଜିଣ୍ଟା

ମୁମ୍ବାଇ: ଫିଲ୍ମ ‘ଗଦର ୨’ ର ବକ୍ସଅଫିସରେ ବ୍ଲକ ବଷ୍ଟର ହୋଇଥିଲା । ଏହି ଫିଲ୍ମ ପରେ ସନି ଦେଓଲ ପୁଣିଥରେ ଜବରଦସ୍ତ କମବ୍ୟାକ କରିଛନ୍ତି। କିଛି ଦିନ ପୂର୍ବରୁ ସନ୍ନି ଫିଲ୍ମ ‘ସଫର’ ପାଇଁ ସୁଟିଂ କରୁଥିବାର ନଜର ଆସିଥିଲେ…

ବିଜୟ ସେତୁପତିଙ୍କୁ ‘ରାମାୟଣ’ ଅଫର୍‌, ମିଳିଛି ଏହି ଭୂମିକା

ବମ୍ବେ: ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ କଳାକାରଙ୍କ ମଧ୍ୟରୁ ବିଜୟ ସେତୁପତି ଜଣେ। ସେ ନିଜର ଫିଲ୍ମ ଏବଂ ଅଭିନୟକୁ ନେଇ ଦର୍ଶକଙ୍କ ହୃଦୟରେ ରାଜ୍‌ କରିଥାନ୍ତି। କେବଳ ଦକ୍ଷିଣ ଭାରତରେ ନୁହନ୍ତି ବରଂ ବଲିଉଡ୍‌ ଫିଲ୍ମରେ ମଧ୍ୟ ସେ ଦବ୍‌ଦବା…

ବିଦେଶ ମାଟିରେ ତ୍ରିରଙ୍ଗା ଉଡାଇଲେ ଅକ୍ଷୟ, ଟାଇଗର

ମୁମ୍ବାଇ: ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଯେ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ ‘ବଡେ ମିୟାଁ ଛୋଟ ମିୟାଁ’ରେ ସିଲଭର ସ୍କ୍ରିନ୍‌ରେ ଜବରଦସ୍ତ ଫର୍‌ଫର୍ମ କରୁଛନ୍ତି। ସମ୍ପ୍ରତି ଏହି ମୁଭିର ଟିଜର ରିଲିଜ ହୋଇଛି, ଯେଉଁଥିରେ କମେଡି ସହିତ…

ନିଆରା ଢଙ୍ଗରେ ସାଧାରଣତନ୍ତ୍ର ଦିବସ ପାଳନ କଲେ ସୁପରଷ୍ଟାର ଅମିତାଭ ବଚ୍ଚନ, ଶେୟାର କଲେ ଭିଡିଓ

ଆଜି ଦେଶ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ସମସ୍ତେ ନିଜର ବିଶେଷ ଶୈଳୀରେ ଏହି ବିଶେଷ ଦିନ ପାଳନ କରୁଛନ୍ତି। ଏହି ଅବସରରେ ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ ଏକ ନିଆରା ପଦକ୍ଷେପ ନେଇଛନ୍ତି। ସେ ଭିନ୍ନକ୍ଷମ ପିଲାମାନଙ୍କ ସହ…

ପ୍ରଶଂସକଙ୍କୁ ଖୁସି ଖବର ଦେଲେ ପରିଣୀତି

‘ମୁମ୍ବାଇ: ‘ଲେଡିଜ ଭର୍ସେସ୍‌ ରିକି ବେହଲ’ ସହିତ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ପରିଣୀତି ଚୋପ୍ରା ଆଜିକାଲି ଫିଲ୍ମ ଜଗତରୁ ଦୂରରେ ରହିଛନ୍ତି। କିଛିଦିନ ପୂର୍ବରୁ ଶୁଣିବାକୁ ମିଳିଥିଲା ଅଭିନେତ୍ରୀ ରାଘବ ଚଢ଼ାଙ୍କୁ ବିବାହ କରିବା ପରେ ଖୁବ୍‌ଶୀଘ୍ର ରାଜନୀତିରେ…

‘ଫାଇଟର’ ରିଲିଜ ପରେ ସାମ୍ନାକୁ ଆସିଲା ଦୀପିକାଙ୍କ ଲାଟେଷ୍ଟ ଫଟୋ

ମୁମ୍ବାଇ: ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀ ଦୀପିକା ପାଦୁକୋନଙ୍କର କୌଣସି ଅଲଗା ପରିଚୟ ଦରକାର ନାହିଁ। ଦୀପିକା ତାଙ୍କ ଚମତ୍କାର ଅଭିନୟ ଏବଂ ସୌନ୍ଦର୍ଯ୍ୟ ମାଧ୍ୟମରେ ପ୍ରଶଂସକଙ୍କ ହୃଦୟକୁ ଜିଣିଛନ୍ତି। ବର୍ତ୍ତମାନ ଅଭିନେତ୍ରୀ ଫିଲ୍ମ ‘ଫାଇଟର’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏହି ସମୟରେ…

ତ୍ରିକୋଣୀୟ ପ୍ରେମରେ ଫସିଲେ ଆଲିଆ! ଲଢ଼ିବେ ରଣବୀର-ଭିକି

ମୁମ୍ବାଇ,୨୪।୧: ବଲିଉଡର ପ୍ରଖ୍ୟାତ ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭଁଶାଳୀଙ୍କ ଆଗାମୀ ଫିଲ୍ମ ‘ଲଭ୍ ଆଣ୍ଡ ୱାର’ ରେ ଏକାଠି ନଜର ଆସିବେ ରଣବୀର କପୁର, ଆଲିଆ ଭଟ୍ଟ ଏବଂ ଭିକି କୌଶାଲ। ଆଗରୁ ଏନେଇ ଆଲୋଚନା ହେଉଥିଲା ବେଳେ ଏବେ ଏହି…

ମୁହଁ ଖୋଲିଲେ କଙ୍ଗନା: EaseMyTrip ଫାଉଣ୍ଡର ନୁହନ୍ତି ଅନ୍ୟ ଜଣଙ୍କୁ ପାଉଛି ଭଲ!…

ମୁମ୍ବାଇ,୨୪।୧ : କଙ୍ଗନା ରାନାୱତ ବିଷୟରେ କିଛି ଗୁଜବ ଶୁଣାଯାଉଛି। ହଠାତ ଅଭିନେତ୍ରୀଙ୍କ ପ୍ରେମ ଜୀବନ ଚର୍ଚ୍ଚାରେ ଆସିଛି। ତାଙ୍କ ନାମ କିଛି ବ୍ୟକ୍ତିଙ୍କ ସହ ଜଡିତ ଅଛି। ଯାହା ଉପରେ କଙ୍ଗନା ବର୍ତ୍ତମାନ ତାଙ୍କ ନୀରବତାକୁ ଭାଙ୍ଗି ଏକ ବଡ…

‘ବଡେ ମିୟାଁ ଛୋଟେ ମିୟାଁ’ର ଟିଜର ରିଲିଜ୍‌, ଆକ୍ସନ ମୁଡ୍‌ରେ ନଜର ଆସିଲେ ଅକ୍ଷୟ-ଟାଇଗର

ମୁମ୍ବାଇ: ଅଲି ଅବ୍ବାସ ଜାଫରଙ୍କ ନିର୍ଦ୍ଦେଶିତ ଅଭିନେତା ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଅଭିନୀତ ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ର ଟିଜର ମୁକ୍ତିଲାଭ କରିଛି। ଟିଜରକୁ ଦେଖିଲେ ଏହା ସ୍ପଷ୍ଟ ଯେ ଅଲି ଅବ୍ବାସ ଜାଫର ଦର୍ଶକ ଚାହୁଁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?