ମନୋରଞ୍ଜନ

ମାର୍ଥା ଷ୍ଟିଓ୍ବାର୍ଟ ସବୁଠାରୁ ବୟସ୍କ ମଡେଲ, ସ୍ପୋର୍ଟସ ଇଲୁଷ୍ଟ୍ରେଟେଡର କଭର ପେଜରେ ଆସିଲେ ନଜର

ନ୍ୟୁୟର୍କ,୧୬।୫: ଆମେରିକାର ୮୧ ବର୍ଷୀୟା ମାର୍ଥା ଷ୍ଟିଓ୍ବର୍ଟ ସୋମାବାର ସ୍ପୋର୍ଟସ ଇଲୁଷ୍ଟ୍ରେଟେଡ ସ୍ବିମସୁଟ ଇତିହାସରେ ସବୁଠାରୁ ବୟସ୍କ କଭର ମଡେଲ ପାଲଟି ଯାଇଛନ୍ତି। ମାର୍ଥା ଷ୍ଟିଓ୍ବାର୍ଟଙ୍କ ସମ୍ପର୍କରେ ଏକ ଅବିଶ୍ୱନୀୟ ଖବର ‘ଟୁଡେ’ ଶୋ’ରେ ସାମ୍ନାକୁ ଆସିଥିଲା, ଯେତେବେଳେ ୨୦୨୩...

‘ଦ କେରଲା ଷ୍ଟୋରି’କୁ ନେଇ ଜମ୍ମୁ-କଶ୍ମୀରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଅନେକେ ଆହତ

ଜମ୍ମୁ,୧୬।୫: ବଲିଉଡର ବିବାଦୀୟ ମୁଭି ‘ଦ କେରଲା ଷ୍ଟୋରି’କୁ ନେଇ ଗୋଟିଏ ପଟେ ରାଜନୈତିକ ଲଢେଇ ଜାରି ରହିଥିବା ବେଳେ ଏବେ ଜମ୍ମୁ ଓ କଶ୍ମୀରରେ ମେଡିକାଲ ଛାତ୍ରଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ୫ ମେଡିକାଲ...

କାନ୍ସର ରେଡ୍‌ କାର୍ପେଟରେ ଚାଲିବେ ଅନୁଷ୍କା

ମୁମ୍ବାଇ: ବିଶ୍ୱର ସବୁଠାରୁ ବଡ଼ ଫିଲ୍ମ ଫେଷ୍ଟିଭାଲ ଭାବେ ପରିଚିତ କାନ୍ସ ଫ୍ରାନ୍ସର ଉପକୂଳବର୍ତ୍ତୀ ଫ୍ରେଞ୍ଚ ରିଭେରାଠାରେ ମେ’ ୧୬ରୁ ଆରମ୍ଭ ହେବାକୁ ଯାଉଛି। ଏଥିରେ ବହୁ ନାମୀଦାମୀ କଳାକାର ଯୋଗଦେବେ। ପୂର୍ବରୁ ଏହି କାନ୍ସର ରେଡ୍‌ କାର୍ପେଟରେ ଐଶ୍ୱର୍ଯ୍ୟା...

ବଡିଗାର୍ଡଙ୍କ ସହ ବାଇକ୍‌ରେ ଗଲେ ଅନୁଷ୍କା, ଭିଡିଓ ଭାଇରାଲ

ମୁମ୍ବାଇ: ନିକଟରେ ବଲିଉଡର ଭେଟେରାନ ଅଭିନେତା ଅମିତାଭ ବଚ୍ଚନ ସୁଟିଂ କରିବାକୁ ଯାଉଥିବାବେଳେ ମୁମ୍ବାଇର ଟ୍ରାଫିକରେ ଫସି ଯାଇଥିଲେ। ଯାହା ପରେ ବିଗ୍‌ ବି ବିନା ଦ୍ୱିଧାରେ ଜଣେ ଅପରିଚିତ ବ୍ୟକ୍ତିଙ୍କଠାରୁ ଲିଫ୍ଟ ମାଗି ଠିକ ସମୟରେ ତାଙ୍କ ଗନ୍ତବ୍ୟ...

ଦୁର୍ଘଟଣାର ଶିକାର ହେଲେ ‘ଦ କେରଲା ଷ୍ଟୋରି’ର ଅଭିନେତ୍ରୀ

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ମୁଭି ‘ଦ କେରଲା ଷ୍ଟୋରି’ର ଅଭିନେତ୍ରୀଙ୍କୁ ନେଇ ଏକ ବଡ ଖବର ଆସିଛି। ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି ଅଭିନେତ୍ରୀ ଅଦା ଶର୍ମା। ସୋସିଆଲ ମିଡିଆରେ ତାଙ୍କ ଦୁର୍ଘଟଣାର ଖବର ଦ୍ରୁତ ଗତିରେ ପ୍ରଚାର ହୋଇଯାଇଛି।...

କାନ୍ସ ରେଡ କାର୍ପେଟରେ ଏଥର ଆସିବେ ଅନୁଷ୍କା-ମାନୁଷି

ମୁମ୍ବାଇ: ବିଶ୍ୱର ସବୁଠାରୁ ବଡ ଫିଲ୍ମ ଫେଷ୍ଟିଭାଲ ମଧ୍ୟରୁ ଗୋଟିଏ କାନ୍ସ ଫିଲ୍ମ ଫେଷ୍ଟିଭାଲ ଆରମ୍ଭ ହେବାକୁ ଯାଉଛି। ମେ’ ୧୬, ୨୦୨୩ରେ ଏହା ଆରମ୍ଭ ହେବାକୁ ଯାଉଥିବା ବେଳେ ସାରା ବିଶ୍ୱରୁ ବହୁ କଳାକାର ଏଥିରେ ଯୋଗଦେବେ। କାନ୍ସ...

କପିଲଙ୍କ ସହ ର଼୍ୟାମ୍ପରେ ଚାଲିଲେ ଝିଅ

ମୁମ୍ବାଇ: ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମା ତାଙ୍କର ୩ ବର୍ଷର ଝିଅ ଅନାୟାରାଙ୍କ ସହ ର଼୍ୟାମ୍ପ୍‌ରେ ଚାଲିଛନ୍ତି। ଏହି ସମୟର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ କମେଡି କିଙ୍ଗ୍‌ ଝିଅର ହାତ ଧରି ର଼୍ୟାମ୍ପ୍‌ରେ ଚାଲୁଛନ୍ତି। ବାପା-ଝିଅଙ୍କ...

୧୦୦ କୋଟି କ୍ଲବରେ ‘ଦି କେରଲା ଷ୍ଟୋରି’

ମୁମ୍ବାଇ: ବିବାଦୀୟ ଫିଲ୍ମ ‘ଦି କେରଲା ଷ୍ଟୋରି’ ରିଲିଜ ହେବାର ୯ ଦିନ ମଧ୍ୟରେ ବକ୍ସ ଅଫିସରେ ୧୧୨.୯୯ କୋଟି ଟଙ୍କା ଆୟ କରିସାରିଲାଣି। ପ୍ରଯୋଜନା ସଂସ୍ଥା ସନ୍‌ଶାଇନ୍‌ ପିକ୍ଚର୍ସ ପକ୍ଷରୁ ରବିବାର ଏନେଇ ସୂଚନା ଦିଆଯାଇଛି। କେବଳ ଶନିବାର...

କ୍ଷମା ମାଗିଲେ ନଭାଦ ଲାପିଡ୍‌

ନୂଆଦିଲ୍ଲୀ: ବିବେକ ଅଗ୍ନିହୋତ୍ରୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ଦି କଶ୍ମୀର ଫାଇଲ୍ସ’କୁ ଗତବର୍ଷ ଏକ ପ୍ରୋପାଗଣ୍ଡା, ଅଶ୍ଳୀଳ ସିନେମା ଭାବେ ଅଭିହିତ କରି ବିବାଦୀୟ ହୋଇଥିବା ଇସ୍ରାଏଲୀ ପ୍ରଯୋଜକ ନଭାଦ ଲାପିଡ୍‌ ନିଜ ମନ୍ତବ୍ୟ ପାଇଁ ରବିବାର କ୍ଷମା ମାଗିଛନ୍ତି। ନଭାଦ...

ଅମିତାଭଙ୍କ ସହ ସନ୍ଧ୍ୟା କାଟିବା ପାଇଁ ଚାହୁଁଥିଲେ ରେଖା, ହାତରୁ ଚାଲିଯାଇଥିଲା ଏହି ଫିଲ୍ମ

ମୁମ୍ବାଇ: ବଲିଉଡ୍‌ ବାଦ୍‌ଶାହା ଅମିତାଭ ବଚ୍ଚନ ଏବଂ ରେଖାଙ୍କ ଯୋଡ଼ିକୁ କିଏ ବା ନ ଜାଣେ। ‘ମୁକଦ୍ଦର କା ସିକନ୍ଦର’ରୁ ‘ସିଲସିଲା’ ପର୍ଯ୍ୟନ୍ତ ଏହି ଯୋଡ଼ିକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ। ଏହି ଯୋଡ଼ିଙ୍କ ଫିଲ୍ମ ଆସିବା ମାତ୍ରେ ବକ୍ସ...

ସଲମାନଙ୍କୁ ପ୍ରଶଂସା କଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଦବଙ୍ଗ ଖାନ୍‌ ସଲମାନ ବର୍ତ୍ତମାନ ପର୍ଯ୍ୟନ୍ତ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀଙ୍କୁ କାମ କରିବା ପାଇଁ ସୁଯୋଗ ଦେଇଛନ୍ତି। ସେମାନଙ୍କ କ୍ୟାରିୟର ଗଢ଼ିବାରେ ସଲମାନଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜରିନ ଖାନ୍‌ ଅନ୍ୟତମ। ଆଜି...

ଶହେ କୋଟି କ୍ଲବରେ ସାମିଲ ହେଲା ‘ଦ କେରଲା ଷ୍ଟୋରି’

ମୁମ୍ବାଇ: ବହୁ ବାଦ ବିବାଦ ପରେ ବି ବଲିଉଡ ମୁଭି ‘ଦ କେରଲା ଷ୍ଟୋରି’ ବକ୍ସ ଅଫିସରେ ଭଲ ଫରଫର୍ମ କରିଛି। ସୁଦିପ୍ତୋ ସେନଙ୍କ ନିର୍ଦ୍ଦେଶନାରେ ନିର୍ମାଣ କରାଯାଇଥିବା ଏହି ମୁଭି ଭଲ ଓପନିଂ କରିଥିବା ବେଳେ ସେବେଠାରୁ ଏହା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri