ମନୋରଞ୍ଜନ

‘ବଞ୍ଚିଛନ୍ତି ପୁନମ…କଲେ ପବ୍ଲିସିଟି ଷ୍ଟଣ୍ଟ’, କଜିନଙ୍କ ସହ କଥା ହୋଇ ଟୁଇଟ କଲେ ଫିଲ୍ମ କ୍ରିଟିକ, ଦର୍ଶକେ ମାଗିଲେ ପ୍ରମାଣ

ମୁମ୍ବାଇ,୩।୨: ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ମୃତ୍ୟୁ ଖବର ପାଇ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ତାଙ୍କ ପ୍ରଶଂସକମାନେ ଦୁଃଖିତ। ଗର୍ଭାଶୟ କର୍କଟ କାରଣରୁ ପୁନମ ୩୨ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିବା ଖବର ଆସିଛି। ତାଙ୍କ ମ୍ୟାନେଜର ନିଶ୍ଚିତ…

ପରଲୋକରେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଅଭିନେତା ସାଧୁ ମେହେର

ଭୁବନେଶ୍ୱର,୨।୨: ଲୋକପ୍ରିୟ ଅଭିନେତା, ନିର୍ଦ୍ଦେଶକ ଏବଂ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ସାଧୁ ମେହେର ଆଉ ନାହାନ୍ତି। ଶୁକ୍ରବାର ୮୪ ବର୍ଷ ବୟସରେ ସେ ମୁମ୍ବାଇସ୍ଥିତ ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଉଭୟ ହିନ୍ଦୀ ଓ ଓଡ଼ିଆ ସିନେମାରେ ସେ ଖ୍ୟାତି…

ବିବାଦୀୟ ପୁନମ୍‌: ଏମ୍‌ଏମ୍‌ଏସ୍‌ ଲିକ୍‌ ହେବା ପରେ ଆସିଥିଲେ ଚର୍ଚ୍ଚାକୁ, ଦେଖନ୍ତୁ ମଡେଲଙ୍କ କିଛି ଭାଇରାଲ ଭିଡିଓ…

ବମ୍ବେ: ନିଜର ରୋକଠୋକ ସ୍ବଭାବକୁ ନେଇ ପରିଚିତ ଥିଲେ ବୋଲ୍ଡ ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ। ୩୨ ବର୍ଷ ବୟସରେ ସେ ଆଖି ବୁଜିଥିବା ନେଇ ଟିମ୍‌ ଏବଂ ମ୍ୟାନେଜରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେ ସର୍‌ଭାଇକାଲ କ୍ୟାନ୍‌ସରରେ ପୀଡ଼ିତ…

ବିବାହର ୧୨ ଦିନ ପରେ ପତିଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ କୋଟିପତି ଅଭିନେତ୍ରୀ ପୁନମ

ମୁମ୍ବାଇ: ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ଦେହାନ୍ତ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବିଶେଷକରି ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପୁନମଙ୍କ ଦେହାନ୍ତ ଖବର ଆସିବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ତାଙ୍କର ପ୍ରଶଂସକମାନେ ଏହାକୁ ବିଶ୍ୱାସ କରିପାରିବେ…

‘ଲକ ଅପ’ ଫେମ ପୁନମ ପାଣ୍ଡେଙ୍କ ପରଲୋକ

ମୁମ୍ବାଇ: ବିବାଦୀୟ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ପରଲୋକ ହୋଇଥିବା ଖବର ଆସିଛି। ଅଭିନେତ୍ରୀଙ୍କ ମୃତ୍ୟୁ ଖବର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି। ତାଙ୍କ ଆକସ୍ମିକ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି। ମାତ୍ର ୩୨ ବର୍ଷ ବୟରେ ସର୍ଭାଇକଲ କ୍ୟାନସର…

ଦେଶଭକ୍ତିରେ ବୁଡିଗଲେ ଦୀପିକା-ହ୍ରିତିକ

ମୁମ୍ବାଇ: ୨୦୧୪ ବର୍ଷର ବହୁ ପ୍ରତୀକ୍ଷିତ ମୁଭି ମଧ୍ୟରୁ ଫାଇଟର୍‌ ଗତ ସପ୍ତାହରେ ପ୍ରେକ୍ଷାଳୟରେ ଏହାର ଗ୍ରାଣ୍ଡ ଡେବ୍ୟୁ କରିଥିଲା। ଏହାର ଚିତ୍ତାକର୍ଷକ କାହାଣୀ ଏବଂ ଆଡ୍ରେନାଲିନ-ପମ୍ପିଂ ଆକ୍ସନ ଦୃଶ୍ୟ ବ୍ୟତୀତ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ମୁଖ୍ୟ ଚରିତ୍ର…

ପରିଣିତିଙ୍କ ଟ୍ୟାଲେଣ୍ଟ ଦେଖି ରୋମାଣ୍ଟିକ ପୋଷ୍ଟ ଲେଖିଲେ ରାଘବ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ପ୍ରାୟତଃ କୌଣସି କା କୌଣସି କାରଣରୁ ଚର୍ଚ୍ଚାରେ ରହିଥା’ନ୍ତି। ଏହି ଅଭିନେତ୍ରୀ କିଛି ଦିନ ପୂର୍ବରୁ ମୁମ୍ବାଇ ଫେଷ୍ଟିଭାଲ ୨୦୨୪ରେ ଲାଇଭ ସିଙ୍ଗିଙ୍ଗରେ ଡେବ୍ୟୁ କରିଥିଲେ। ଏହି କନସର୍ଟ ସମୟରେ ତାଙ୍କ ସିଙ୍ଗିଙ୍ଗ ଟ୍ୟାଲେଣ୍ଟ…

ବିଗ୍‌ ବସ୍‌ ପରେ ଅଙ୍କିତାଙ୍କ ହାତରେ ଲାଗିଲା ବଡ ଅଫର, ନାଗିନ୍‌ ୭ରେ ଆସିବେ ନଜର

ମୁମ୍ବାଇ: ବିଗ୍‌ ବସ୍‌ ୧୭ରେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କୁ ଦେଖିବାକୁ ମିଳିଥିଲା। ସେ ଶୋ’ରେ ଶ୍ରେଷ୍ଠ ୫ରେ ପହଞ୍ଚିଥିଲେ ମଧ୍ୟ ବିଜେତା ହୋଇପାରିଲେ ନାହିଁ । ହେଲେ ସଲମାନ ଖାନ ଅଙ୍କିତାଙ୍କୁ କହିଥିଲେ ଯେ, ସେ ବାହାରକୁ ଯିବା ମାତ୍ରେ ତାଙ୍କ…

ଘର ଖାଲି କରିଦେଲେ ପ୍ରିୟଙ୍କା ଚୋପ୍ରା

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ ସେମାନଙ୍କର ଲସ ଆଞ୍ଜେଲସ ଘର ଖାଲି କରଦେଇଛନ୍ତି। କେବଳ ଏତିକି ନୁହେଁ, ଦୁହେଁ ବିକ୍ରେତାଙ୍କ ବିରୋଧରେ ଆଇନଗତ ମାମଲା ଦାୟର କରିଛନ୍ତି। ପାଣି ଅସୁବିଧା ଯୋଗୁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଏହି…

12th Fail ଫିଲ୍ମ ଦେଖି ପ୍ରଭାବିତ ହେଲେ ଏଭରେଷ୍ଟ ବିଜୟିନୀ ଶୀତଲ, ଭଙ୍ଗାଗୋଡରେ ଚଢିଲେ ୧୯ହଜାର ଫୁଟ୍‌ ଶୃଙ୍ଗ

ନୂଆଦିଲ୍ଲୀ,୧।୨: କୌଣସି କାମ ଅସମ୍ଭବ ନୁହେଁ। ଯେତେ କଠିନ ହେଲେ ମଧ୍ୟ ଅସମ୍ଭବକୁ ସମ୍ଭବ କରିବା ପାଇଁ ପଛଘୁଞ୍ଚା ଦେବା ଅନୁଚିତ। ଯେଉଁଠି ଥକି ପଡିବ ସେଇଠି ହିଁ ଆରମ୍ଭ ହୋଇଥାଏ ଅସଲ ପରିଶ୍ରମ। ତେଣୁ ଜୀବନର ପ୍ରତିଟି ମୂହୁର୍ତ୍ତରେ ନିଜକୁ…

ବସ୍‌ରେ ଯାଉଥିବା ୧୩ ବର୍ଷର ଝିଅଙ୍କୁ ଦେଖି ମନ ଦେଇ ବସିଥିଲେ ଜ୍ୟାକି ଶ୍ରଫ୍‌, ବେଶ ନିଆରା ତାଙ୍କ ପ୍ରେମକାହାଣୀ

ବମ୍ବେ: ବଲିଉଡ୍‌ର ବିଡ୍ଡୁ ଓରଫ ଜ୍ୟାକି ଶ୍ରଫ୍‌ ଅଭିନୟ ସାଙ୍ଗକୁ ନିଜର ବ୍ୟକ୍ତିତ୍ୱକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ନିଜ କ୍ୟାରିୟରରେ ସେ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ଦୀର୍ଘ ୪ ଦଶକ ଧରି ସେ ଫିଲ୍ମଜଗତ ସହ ଜଡ଼ିତ ରହିଛନ୍ତି।…

୩ ମାସ ପ୍ରେମ ପରେ ବିବାହ କରିଥିଲେ ମାଧୁରୀ

ମୁମ୍ବାଇ: ଧକ୍‌ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ-ଡକ୍ଟର ଶ୍ରୀରାମ ନେନେ ୨୧ ବର୍ଷରୁ ଅଧିକ ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି। ଉଭୟ ପରସ୍ପର ବିଷୟରେ କଥାବାର୍ତ୍ତା କରିବା ସମୟରେ ସବୁବେଳ ପାଇଁ ସକାରାତ୍ମକ ଏବଂ ଅତ୍ୟଧିକ ନମ୍ର ହୋଇଥାନ୍ତି। ମାଧୁରୀ ଆମେରିକାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?