ମନୋରଞ୍ଜନ

ବାହୁବଳୀ ଅଭିନେତାଙ୍କ ନାଁରେ ମାମଲା

ହାଇଦ୍ରାବାଦ,୮।୮: ବାହୁବଳୀ ଫିଲ୍ମର ଅଭିନେତା ମଧୁ ପ୍ରକାଶଙ୍କ ନାଁରେ ବୁଧବାର ଏକ ମାମଲା ରୁଜୁ ହୋଇଛି। ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଅଭିଯୋଗରେ ପ୍ରକାଶଙ୍କ ନାଁରେ ମାମଲା ହୋଇଥିବା ଜଣାପଡିଛି। ବୁଧବାର ପ୍ରକାଶଙ୍କ ସ୍ତ୍ରୀ ଭାରତୀ ନିଜ ଘରେ ଫାଶି ଲଗାଇ ଦେଇଥିଲେ।…

ଶାହାରୁଖଙ୍କ ଝିଅ ସୁହାନା ଫିଲ୍ମରେ କରିବେ ଡେବ୍ୟୁ

ଶାହାରୁଖ ଖାନ୍‌ଙ୍କ ଝିଅ ସୁହାନା ଫିଲ୍ମରେ ଡେବ୍ୟୁ କରିବା ନେଇ ଚର୍ଚ୍ଚା ହୋଇ ଆସୁଥିଲା। କିନ୍ତୁ ଏକ ସାକ୍ଷାତକାରରେ ଶାହାରୁଖ ସ୍ପଷ୍ଟ କରିଥିଲେ କି, ତାଙ୍କ ଝିଅ ଫଲ୍ମରେ ଡେବ୍ୟୁ କରିବେ ସତ କିନ୍ତୁ ଏବେ ନୁହେଁ। ତେଣୁ ସୁହାନା କେବେ…

ସୁଷମାଙ୍କ ବିୟୋଗକୁ ନେଇ ଶୋକରେ ବଲିଉଡ୍‌

ମୁମ୍ବାଇ: ପୁର୍ବତନ ବର୍ହିବ୍ୟାପାର ମନ୍ତ୍ରୀ ତଥା ଭାରତୀୟ ରାଜନୀତିର ଜଣେ କିମ୍ବଦନ୍ତୀ ମହିଳା ନେତା ସୁଷମା ସ୍ବରାଜଙ୍କ ମୃତ୍ୟୁକୁ ନେଇ ଶୋକରେ ବଲିଉଡ୍‌। କଳାକାରମାନେ ସୋସିଆଲ ମିଡିଆରେ ଭାବବିହ୍ବଳ ପୋଷ୍ଟ ଲେଖି ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ଅମିତାଭ ବଚ୍ଚନ ସୁଷମାଙ୍କ ସହ…

ପରଲୋକରେ ଲୋକପ୍ରିୟ ନିର୍ଦ୍ଦେଶକ, ହ୍ରିତିକ୍‌ଙ୍କ ଅଜା ଓମ୍‌ ପ୍ରକାଶ

ମୁମ୍ବାଇ: ଲୋକପ୍ରିୟ ନିର୍ଦ୍ଦେଶକ ତଥା ଅଭିନେତା ହ୍ରିତିକ୍‌ ରୋଶନଙ୍କ ଅଜା ଓମ୍‌ ପ୍ରକାଶଙ୍କ ବୁଧବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ସେ ଚଳଚ୍ଚିତ୍ର ‘ଆଖିର କ୍ୟୁ, ଆପ୍‌ କି କସମ୍‌, ଆଇ ମିଲନ କି ବେଲା,…

କାହାର ପାଦ ଛୁଇଁଲେ ବରୁଣ

ମୁମ୍ବାଇ: ଜଣାଶୁଣା ଫିଲ୍ମ ନିର୍ମାତା ଡେଭିଡ ଧଓ୍ବନଙ୍କ ପୁଅ ହେଉଛନ୍ତି ବରୁଣ ଧଓ୍ବନ। ନିଜ ଅଭିନୟ ପାଇଁ ସେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ବେଶ୍‌ ପରିଚିତ। ହେଲେ ନିକଟରେ ବରୁଣଙ୍କର ଏମିତି ଏକ ଫଟୋ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ସମସ୍ତେ କହୁଛନ୍ତି…

ପ୍ରଥମଥର ଲାଗି ମନ୍ନତର ଭିତର ଦୃଶ୍ୟ ଦେଖାଇଲେ ଗୌରୀ

ମୁମ୍ବାଇ: ବଲିଉଡ୍‌ ବାଦଶାହା ଶାହାରୁଖଙ୍କ ବିଳାସମୟ ଘର ମନ୍ନତ କଥା ଅଳ୍ବ ବହୁତେ ବଲିଉଡ୍‌ ପ୍ରେମୀଙ୍କୁ ଜଣାଥିବ। ହେଲେ ଏଥର ଶାହାରୁଙ୍କ ଧର୍ମପତ୍ନୀ ଗୌରୀ ଖାଁ ମନ୍ନତର ଭିତର ଦୃଶ୍ୟ ଦେଖାଇଛନ୍ତି। ଯାହାକୁ ଦେଖିଲେ ଆଖି ଲାଗି ଯାଉଛି ବୋଲି ଆଲୋଚନା…

ଅଜିତ୍‌ ଡୋଭାଲ୍‌ ଭୂମିକାରେ ଅକ୍ଷୟ କୁମାର

ବଲିଉଡର ସଫଳ କଳାକାରଙ୍କ ମଧ୍ୟରେ ରହିଛନ୍ତି ଅଭିନେତା ଅକ୍ଷୟ କୁମାର। ସମାଜରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ଫିଲ୍ମ କରିବା ସହ ବର୍ଷରେ ଏକାଧିକ ଫିଲ୍ମରେ ନଜର ଆସୁଛନ୍ତି ଖିଲାଡି କୁମାର। ତାଙ୍କର ସବୁ ଫିଲ୍ମ ବକ୍ସ ଅଫିସରେ ହିଟ ସାବ୍ୟସ୍ତ…

ଅନୁଚ୍ଛେଦ ୩୭୦ ଯୋଗୁ ବିବାହ ପରେ ଏହି ଅଭିନେତ୍ରୀ ହରାଇଥିଲେ କଶ୍ମୀର

ଶ୍ରୀନଗର,୬।୮: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିବା ପରେ ସାରା ଦେଶରେ ମିଶ୍ରିତ ପ୍ରତିକ୍ରିୟା ମିଳିଛି। ଏନେଇ ବଲିଉଡ୍‌ରୁ ଆରମ୍ଭ କରି ଟେଲି କଳାକାରମାନେ ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଏହି କ୍ରମରେ ଟେଲି ଶୋ‘ମେରେ ଅଙ୍ଗନେ ମେ’ ଫେମ୍‌ ଏକତା…

ରୋହିତ ସେଟ୍ଟୀଙ୍କ ‘ଖତ୍‌ରୋଁ କେ ଖିଲାଡୀ’ର ଶୁଟିଂ ଆରମ୍ଭ: ପ୍ରଥମ ଦିନର ଭିଡିଓ ଲିକ୍‌

ସୋଫିଆ,୬।୮: ଟେଲି ଜଗତର ପପୁଲାର ରିଅଲଟି ଶୋ ‘ଖତ୍‌ରୋଁ କେ ଖିଲାଡୀ’ ଖୁବ୍‌ଶୀଘ୍ର ଦର୍ଶକ ଟିଭିରେ ଦେଖିପାରିବେ। ଏଥିପାଇଁ ସମସ୍ତ ପ୍ରସ୍ତୃତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ଥର ମଧ୍ୟ ଶୋର ନିର୍ଦ୍ଦେଶକ ରୋହିତ ସେଟ୍ଟୀ ହୋଷ୍ଟ ଭାବେ ନଜର ଆସୁଥିବା…

ଫଟୋ ମାଧ୍ୟମରେ କାଜୋଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅଜୟ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଜୋଲ ସୋମବାର ନିଜର ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ସ୍ତ୍ରୀଙ୍କର ଏହି ସ୍ବତନ୍ତ୍ର ଅବସରକୁ ଅଭୂଲା କରିବାକୁ ସ୍ବାମୀ ଅଜୟ ଦେବଗନ ନିଜ ଇନ୍‌ଷ୍ଟାଗ୍ରାମରେ କାଜୋଲଙ୍କ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ କାଜୋଲ ଚେୟାର…

ସବୁଠାରୁ ମହଙ୍ଗା ଭାରତୀୟ ଅଭିନେତା ତାଲିକାରେ ପ୍ରଭାସ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଅପ୍‌ କମିଂ ଆକ୍ସନ ଫିଲ୍ମ ‘ସାହୋ’ ଅଗଷ୍ଟ ୩୦ରେ ପରଦାକୁ ଆସିବ। ତେଲଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରୁଥିବା ଶ୍ରଦ୍ଧା କପୁର ଏଥିରେ ପ୍ରଭାସଙ୍କ ବିପକ୍ଷରେ ନଜର ଆସିବେ। ସୁଜିତଙ୍କ ନିର୍ଦ୍ଦେଶିତ ଫିଲ୍ମ ସାହୋ ୨୦୧୯ର ସବୁଠାରୁ…

ଜାଣିଥିଲି କେବଳ ମୋଦି ହିଁ ଏଭଳି ନିଷ୍ପତ୍ତି ନେଇପାରିବେ: କଙ୍ଗନା

ଜମ୍ମୁ-କଶ୍ମୀରରେ ୩୭୦ ଧାରା ଉଚ୍ଛେଦ ପରେ ବଲିଉଡରେ ଖୁସିର ଲହରୀ ଖେଳିଯାଇଛି। କେତେକ କଳାକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସଲାମ କରିଛନ୍ତି। ଏହି କ୍ରମରେ ସାମିଲ ହୋଇଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌। ସେ କହିଛନ୍ତି, ଜାଣିଥିଲି କେବଳ ମିଷ୍ଟର ମୋଦି ହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?