ମନୋରଞ୍ଜନ

‘ମର୍ଦ୍ଦାନି ୨’ ରିଲିଜ ଡିସେମ୍ବର ୧୩

ମୁମ୍ବାଇ: ରାଣୀ ମୁଖାର୍ଜୀଙ୍କ ଅଭିନୀତ ‘ମର୍ଦ୍ଦାନି ୨’ ଡିସେମ୍ବର ୧୩ରେ ରିଲିଜ ହେବାକୁ ଯାଉଛି। ଏଥିରେ ଜଣେ ପୋଲିସ ଅଫିସର ଭାବେ ଶିବାନୀ ରଏ ଭୂମିକାରେ ଅଭିନୟ କରିଛନ୍ତି ରାଣୀ। ଉକ୍ତ ଫିଲ୍ମ ୨୦୧୪ରେ ରିଲିଜ ହୋଇଥିବା ‘ମର୍ଦ୍ଦାନି’ର ଦ୍ୱିତୀୟ ସଂସ୍କରଣ।…

ସ୍ପଷ୍ଟ କଲେ ରାଜୀବ- ଚାରୁ, ସମ୍ପର୍କରେ ଆସିନି ତିକ୍ତତା

ମୁମ୍ବାଇ: ବିବାହର ଏକ ମାସ ପରେ ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ଏବଂ ସ୍ତ୍ରୀ ଚାରୁ ଅସୋପାଙ୍କ ସମ୍ପର୍କରେ ତିକ୍ତତା ଆସିଥିବା ନେଇ ଚର୍ଚ୍ଚା ହେଉଥିଲା। ଉଭୟ ଉଭୟଙ୍କୁ ଅନ୍‌ଫଲୋ କରିବା ଚାରୁଙ୍କ କିଛି ସୋସିଆଲ ମିଡିଆ ପୋଷ୍ଟରୁ…

ଚର୍ଚ୍ଚାରେ ମଲାଇକାଙ୍କ ଫଟୋ ଶୁଟ୍‌

ମୁମ୍ବାଇ: ବଲିଉଡ୍‌ ସେକ୍ସି କୁଇନ୍‌ ମଲାଇକା ଆରୋରା ଏବେ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ। ବଲିଉଡ୍‌ର ଏହି ଫିଟ୍‌ ନାୟିକା ଏଥର ତାଙ୍କ ଫଟୋଶୁଟ୍‌କୁ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ନିକଟରେ ମେଲବୋର୍ନରେ ଆୟୋଜିତ ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବା…

ସୋସିଆଲ ମିଡିଆ ଛାଡିବେ ଜନ୍‌

ମୁମ୍ବାଇ: ଏବେ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ଥିବାବେଳେ ଅଭିନେତା ଜନ୍‌ ଆବ୍ରାହମ୍‌ କୁଆଡେ ସୋସିଆଲ ମିଡିଆ ଛାଡିଦେବେ ବୋଲି କହିଛନ୍ତି। କାରଣ ସୋସିଆଲ ମିଡିଆ ତାଙ୍କୁ ରୋଗିଣା କରି ଦେଇଛି ବୋଲି ସେ କହିଛନ୍ତି। କାରଣ ପ୍ରତିଦିନ ସୋସିଆଲ…

ଚର୍ଚ୍ଚାରେ କିଆରାଙ୍କ ପର୍ସ: ଦାମ୍‌ ଜାଣିଲେ ଉଡ଼ିଯିବ ହୋସ୍‌

ମୁମ୍ବାଇ:ଚଳିତ ବର୍ଷ ଫିଲ୍ମ କବିର ସିଂହରୁ ରାତାରାତି ନିଜର ପରିଚୟ ତିଆରି କରିଥିବା କିଆରା ଆଡଭାନୀ ଏବେ ବି-ଟାଉନର ଚର୍ଚ୍ଚିତ ଚେହେରା ପାଲଟିଛନ୍ତି। ନିକଟରେ କିୟାରା ନିଜର ୨୭ତମ ଜନ୍ମଦିନ ପାଳିଥିଲେ। ଏହି ଅବସରରେ କିଆରା ପର୍ଲର ଆଉଟଫିଟ୍‌ରେ ନଜର ଆସିଥିଲେ।…

ଭଲ ସିନେମାରେ ଅଭିନୟ ଚାହାନ୍ତି ମୃଣାଳ

ନୂଆଦିଲ୍ଲୀ: ଅଭିନେତ୍ରୀ ମୁଣାଳ ଠାକୁର ଭଲ ସିନେମାରେ ଅଭିନୟ କରିବାକୁ ଚାହାନ୍ତି ବୋଲି କହିିଛନ୍ତି। ତାଙ୍କ କହିବା କଥା ହେଉଛି ଦର୍ଶକ ଯେତେବେଳେ ଭଲ ବିଷୟବସ୍ତୁଭିତ୍ତିକ ସିନେମା ଉପରେ ଗୁରୁତ୍ୱ ଦେଉଛନ୍ତି ସେହି ସମୟରେ ତାଙ୍କର ଫିଲ୍ମ ଶିଳ୍ପରେ ପ୍ରବେଶ। ଏଥିପାଇଁ…

ନିଜ ବାୟୋପିକ୍‌କୁ ନେଇ କ’ଣ କହିଲେ ଅନୁପମ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅନୁପମ ଖେର ମାତ୍ର ୨୮ ବର୍ଷ ବୟସରେ ବଲିଉଡ୍‌ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଥମରୁ ସେ ଜଣେ ୬୫ ବର୍ଷ ବୃଦ୍ଧଙ୍କ ଚରିତ୍ରରେ ଅଭିନୟ କରିଥିଲେ ସତ ହେଲେ ସେତେ ସଫଳତା ପାଇ ନ ଥିଲେ।…

ସଲମାନଙ୍କ ସହ କାମ କରିବେ ନୁସରତ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନଙ୍କ ସହ କାମ କରିବାକୁ ପ୍ରାୟତଃ ସବୁ ନାୟିକାଙ୍କର ଇଚ୍ଛା ଥାଏ। ଏବେ ଏହି ସୁଯୋଗ ପାଇବାକୁ ଯାଉଛନ୍ତି ନାୟିକା ନୁସରତ ଭରୁଚା। ବଲିଉଡ୍‌ରେ ଖୁବ୍‌ କମ୍‌ ନଜର ଆସିଥିବା ନୁସରତଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ…

କପିଲ ଶେୟାର କଲେ ‘ବେବିମୁନ୍‌’ ସମୟର ଫଟୋ, ପ୍ରଶଂସକ ଜଣାଉଛନ୍ତି ଶୁଭେଚ୍ଛା

ମୁମ୍ବାଇ: ବାପା ହେବାକୁ ଯାଉଛନ୍ତି କମେଡିଆନ କପିଲ ଶର୍ମା। ପରିବାରର ସଦସ୍ୟମାନେ ଗିନ୍ନିଙ୍କ ଯତ୍ନ ନେଉଥିବା ବେଳେ କପିଲ ନିଜେ ସ୍ତ୍ରୀଙ୍କ ମନକଥାକୁ ବୁଝିବାକୁ ପଛାଉନାହାନ୍ତି। ନିକଟରେ ସେ ବ୍ୟସ୍ତ ଶୁଟିଂ ସିଡ୍ୟୁଲ ଭିତରୁ ସମୟ ବାହାରି କରି କାନାଡ଼ା ଯାଇଛନ୍ତି…

ସୁପରଷ୍ଟାର ମହେଶ ବାବୁଙ୍କ ଆଜି ଜନ୍ମଦିନ: ଜାଣନ୍ତୁ ବୟସରେ ବଡ଼ ନମ୍ରତାଙ୍କୁ କିପରିି ଦେଇଥିଲେ ସେ ମନ

ମୁମ୍ବାଇ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ମହେଶ ବାବୁଙ୍କ ଆଜି ଜନ୍ମଦିନ। ମହେଶ କେବଳ ଯେ ଜଣେ ଲୋକପ୍ରିୟ ଅଭିନେତା ତାହା ନୁହେଁ ବରଂ ଜଣେ ପାରିବାରିକ ମଣିଷ ଭାବେ ପ୍ରଶଂସକଙ୍କ ମନରେ ତାଙ୍କର ଛବି ଭିନ୍ନ। ମାତ୍ର ଚାରି ବର୍ଷ ବୟସରେ…

ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଅନ୍ଧାଧୁନ୍‌ ଶ୍ରେଷ୍ଠ ଚଳଚ୍ଚିତ୍ର

ମୁମ୍ବାଇ: ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶୁକ୍ରବାର ଘୋଷଣା କରାଯାଇଛି। ଏଥିରେ ହିନ୍ଦୀ ଫିଲ୍ମ ଅନ୍ଧାଧୂନକୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଥିବା ବେଳେ ଆୟୁଷ୍ମାନ ଖୁରାନା ଓ ଭିକି କୌଶଳଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ଫିଲ୍ମ ‘ବଧାଇ ହୋ’ ପାଇଁ…

ସୋସିଆଲ ମିଡିଆ ପ୍ରଭାବ: ଲତାଙ୍କ ଗୀତ ଗାଇ ଚର୍ଚ୍ଚାକୁ ଆସିଥିବା ରାନୁଙ୍କ ଭାଗ୍ୟ ବଦଳିଲା, ମିଳୁଛି ଅନେକ ଶୋ’ର ଅଫର୍‌

ମୁମ୍ବାଇ: ଆଜିର ଅତ୍ୟାଧୁନିକ ସମାଜରେ ସୋସିଆଲ ମିଡିଆର ପ୍ରଭାବ ଅଧିକ।ଏଥିରେ କୌଣସି ଘଟଣା ଥରେ ଭାଇରାଲ ହେବା ପରେ ରାତାରାତି ଷ୍ଟାର ପାଲଟିଯାଆନ୍ତି ଅନେକେ। ଏପରି କିଛି ଘଟିଛି ପଶ୍ଚିମବଙ୍ଗର ରାନୁଙ୍କ କ୍ଷେତ୍ରରେ। ନିକଟରେ କୋକିଳ କଣ୍ଠି ଲତା ମଙ୍ଗେସକରଙ୍କ ଲୋକପ୍ରିୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?