ମନୋରଞ୍ଜନ

ଦିନକୁ ଘଣ୍ଟାଏ ଶରୀରକୁ ଦିଅ

ସିରିଏଲ ଅଭିନେତା ରାକେଶ ଧଳ, ଯିଏକି ବହୁତ କମ ଦିନ ମଧ୍ୟରେ ଟେଲିଭିଜନ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଫିଟ୍‌ ରହିବା ସହ ଅଭିନୟରେ ନିଜର ନିପୁଣତା ଦେଖାଇ ଦର୍ଶକଙ୍କ ଭଲପାଇବା ପାଇ ପାରିଛନ୍ତି। ତରଙ୍ଗ, ସାର୍ଥକ…

କମ୍ପୋଜିଂରେ ବାପାଙ୍କୁ ସନ୍ତୁଷ୍ଟ କରିପାରିବି କି ନାହିଁ

ବାପାଙ୍କଠାରୁ ପ୍ରଥମ ଗୀତ କମ୍ପୋଜ କରିବାର ଦାୟିତ୍ୱ ନେଇଥିଲେ ଆସାଦ ନିଜାମ। ଭୟ ଲାଗୁଥିଲେ ବି ଗୀତର ମୁଖଡ଼ା କମ୍ପୋଜ କରି ବାପାଙ୍କ ମନ ଜିଣିନେଇଥିଲେ। ଏହାପରେ ସଙ୍ଗୀତ କ୍ଷେତ୍ରରେ ସାଉଁଟିଥିଲେ ସଫଳତା। ସପନର ପଥେ ପଥେ, ଟପ୍ପୋରୀ, ପରଦେଶୀ ଚଢ଼େଇ…

ନବାବଙ୍କ ସହ ପୂଜାଙ୍କ ଗୋପନୀୟ ବିବାହ: ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ୍‌ କଳାକାରମାନେ ନିଜ ବିବାହକୁ ଗୁପ୍ତ ରଖିବା କିଛି ନୂଆ କଥା ନୁହେଁ। ପୂର୍ବରୁ ରଣବୀର-ଦୀପିକା, ବିରାଟ-ଅନୁଷ୍କାଙ୍କ ଭଳି କଳାକାର ବିଦେଶରେ ବିବାହ କରିବାକୁ ଠିକ୍‌ ଭାବିଥିବା ବେଳେ ନେହା ଧୂପିଆ ଅଙ୍ଗଦ ବେଦୀଙ୍କୁ ଗୋପନୀୟ ଭାବେ ବିବାହ କରିଥିଲେ।…

ଭୂକମ୍ପରେ ଫଶିଗଲେ ସଲମାନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡର ଭାଇଜାନ ସଲମାନ ଖାନଙ୍କ ତଥାକଥିତ ଗର୍ଲଫ୍ରେଣ୍ଡ ଲୁଲିଆ ଭନ୍ତୁର ଭୂକମ୍ପରେ ଫଶିଯାଇଛନ୍ତି। ମଙ୍ଗଳବାର ଇଣ୍ଡୋନେସିଆରେ ୫.୭ ତିବ୍ରତାର ଭୂକମ୍ପ ହୋଇଥିଲା। ଏହି ସମୟରେ ଲୁଲିଆ ସେଠାରେ ଉପସ୍ଥିତ ଥିଲେ। ଭୂକମ୍ପ ହେଉଥିବାର ଏକ ଭିଡିଓ ସେ ସୋସିଆଲ ମିଡିଆରେ ଶେୟାର…

ସ୍ତ୍ରୀ ହେମାମାଳିନୀଙ୍କୁ ଟ୍ରୋଲ କରି ପୁଣି କ୍ଷମା ମାଗିଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ, ୧୭।୭: ବଲିଉଉ ଅଭିନେତ୍ରୀ ତଥା ସ୍ତ୍ରୀ ହେମାମାଳିନୀଙ୍କୁ ଟ୍ରୋଲକ କରି ପୁଣି କ୍ଷମା ମାଗିଛନ୍ତି ଅଭିନେତା ଧର୍ମେନ୍ଦ୍ର। ନିକଟରେ ସଂସଦ ପରିସରରେ ଆୟୋଜିତ ଏକ ସଫେଇ ଅଭିଯାନରେ ଭାଗ ନେଇ ଭାଜପା ଏମପି ହେମାମାଳିନୀ କୌଣସି ଅଳିଆ ନ ଥିବା…

ଅଭିନୟରେ ହଜିଯିବାକୁ ହୁଏ

ମୁମ୍ବାଇ: ଅଭିନୟ କରିବା ବେଳେ ନିଜକୁ ଭୁଲିଯିବାକୁ ହୁଏ ବୋଲି ବଲିଉଡ୍‌ ଅଭିନେତ୍ରୀ ସାରା ଅଲି ଖାନ୍‌ ପ୍ରକାଶ କରିଛନ୍ତି। ସାରା ‘କେଦାରନାଥ’ ଏବଂ ‘ସିମ୍ବା’ ଭଳି ଫିଲ୍ମରେ ଅଭିନୟ କରି ଗତବର୍ଷ ଦର୍ଶକଙ୍କ ପ୍ରଶଂସାଭାଜନ ହୋଇପାରିଥିଲେ। ଏହି ଦୁଇ ଫିଲ୍ମକୁ…

ରିଲିଜ୍‌ ହେଲା ହିମେଶ ରେଶମିୟାଙ୍କ ଅଭିନୀତ ଫିଲ୍ମର ଟିଜର

ମୁମ୍ବାଇ: ବଲିଉଡ୍‌ ସିଙ୍ଗର କମ୍‌ ଆକ୍ଟର ହିମେସ୍‌ ରେଶମିୟା ଏବେ ଜଣେ ଅଭିନେତା ଭାବେ ଦର୍ଶକଙ୍କ ପାଖେ ଉଭା ହେବେ। ତାଙ୍କ ଅଭିନୀତ ଫିଲ୍ମ ‘ହାପି ହାର୍ଡି ଆଣ୍ଡ ହିର’ର ଟିଜର ରିଲିଜ୍‌ ହୋଇଛି। ପୂର୍ବରୁ ଏହାର ମୋଶନ୍‌ ପୋଷ୍ଟର ରିଲିଜ୍‌…

ପରଦାକୁ ଆସୁଛି ‘ସାହୋ’:୮ ମିନିଟ୍‌ର ଆକ୍ସନ୍‌ ଦୃଶ୍ୟ ଶୁଟିଂ ପାଇଁ ଖର୍ଚ୍ଚ ହୋଇଛି ୭୦ କୋଟି ଟଙ୍କା

‘ବାହୁବଳୀ-୨’ ସୁପରହିଟ ହେବାପରେ ଖୁବଶୀଘ୍ର ଆଉ ଏକ ନୂଆ ଫିଲ୍ମ ’ସାହୋ’ରେ ନଜର ଆସିବେ ପ୍ରଭାସ। ଫିଲ୍ମଟି ଚଳିତବର୍ଷର ସବୁଠାରୁ ବଡ ଫିଲ୍ମ ତାଲିକାରେ ସାମିଲ ହୋଇଛି। ଫିଲ୍ମର ଏକ ଗୁରୁତ୍ୱପୂର୍ଣ୍ଣ ୮ ମିନିଟ୍‌ର ଆକ୍ସନ୍‌ ଦୃଶ୍ୟ ଶୁଟିଂ ପାଇଁ ୭୦…

କାଟ୍ରିନା କୈଫ୍‌ ୩୬ ବର୍ଷରେ ପାଦ ଦେଲେ

ମୁମ୍ବାଇ,୧୬।୭: ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ୍‌ ମଙ୍ଗଳବାର ୩୬ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୮୩ ଜୁଲାଇ ୧୬ରେ ହଂକରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ କାଟ୍ରିନା ଟ୍ୟୁରକ୍ୟୁଟେ ଥିଲା। ତେବେ ୨୦୦୩ରେ ତାଙ୍କର ପ୍ରଥମ ବଲିଉଡ୍‌ ଫିଲ୍ମ ବୁମ୍‌ରେ…

କାହିଁକି କମ୍‌ ବୟସରେ ବାହାହେଲେ ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ନାୟିକା ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଦଳର କ୍ୟାପଟେନ୍‌ ବିରାଟ କୋହଲି ପ୍ରାୟ ଦେଢ ବର୍ଷ ହେବ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି। ହେଲେ ଏମାନଙ୍କ ବିବାହର ରହସ୍ୟ ଏ ପର୍ଯ୍ୟନ୍ତ କେତେକଙ୍କୁ ଅଜଣା କହିଲେ…

ପୁଣି ଜଣେ ନବାଗତାଙ୍କ ସହ ରୋମାନ୍ସ କରିବେ ସଲମାନ

ବଲିଉଡର ଭାଇଜାନ ସଲମାନ ଖାନ ପୁଣି ଜଣେ ନବାଗତାଙ୍କ ସହ ରୋମାନ୍ସ କରିବାକୁ ଯାଉଛନ୍ତି। ତାଙ୍କ ଆଗାମୀ ଫିଲ୍ମ ଦବଙ୍ଗ ୩ରେ ସେ ମହେଶ ମଞ୍ଜେରକରଙ୍କ ଝିଅ ସାଇଙ୍କ ସହ ରୋମାନ୍ସ କରିବାର ନଜର ଆସିବେ। ଫିଲ୍ମରେ ସଲ୍ଲୁଙ୍କ ପ୍ରେମିକା ହେବେ…

ଅକ୍ଟୋବର ୨ରେ ‘ଓ୍ବାର’ ରିଲିଜ

ମୁମ୍ବାଇ: ଟାଇଗର ଶ୍ରଫ୍‌ ଓ ହ୍ରିତିକ୍‌ ରୋଶନଙ୍କ ଅପ୍‌କମିଂ ଆକ୍ସନ ଫିଲ୍ମ ‘ଓ୍ବାର’ ଅକ୍ଟୋବର ୨ରେ ରିଲିଜ ହେବାକୁ ଯାଉଛି। ଏହା ହିଟ୍‌ ହେବା ବହୁ ସମ୍ଭାବନା ଅଛି ବୋଲି ଏହାର ନିର୍ମାତା ସୋମବାର ଘୋଷଣା କରିଛନ୍ତି। ୟଶରାଜ ଫିଲ୍ମସ ବ୍ୟାନରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?