ମନୋରଞ୍ଜନ

ମେକଅପ୍‌ ରୁମ୍‌ରେ ନୁସରତଙ୍କ ଟିକ୍‌ଟକ୍‌ ଭିଡିଓ ଭାଇରାଲ

କୋଲକାତା: ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏମ୍‌ପି ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ ଜହାଁ ସୋସିଆଲ ମିଡିଆରେ ସୁବବେଳେ ବହୁ ଆକ୍ଟିଭ ରୁହନ୍ତି। ଫେସ୍‌ବୁକ୍‌, ଟ୍ବିଟର, ଇନ୍‌ଷ୍ଟାଗ୍ରାମ ଓ ଟିକ୍‌ଟକ୍‌ ଭଳି ସୋସିଆଲ ମିଡିଆ ଜରିଆରେ ସେ ଲୋକଙ୍କ ସହ ଯୋଡି ହୋଇଥାନ୍ତି। ଅଭିନେତ୍ରୀରୁ…

ଲୁଚିଛପି ଗର୍ଲଫ୍ରେଣ୍ଡଙ୍କୁ ବାହାହେଲେ ବରୁଣ!

ମୁମ୍ବାଇ: ବଲିଉଡ୍‌ ନାୟକ ବରୁଣ ଧାୱନ ଲୁଚିଛପି ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ବିବାହ କରିଥିବା ଆଲୋଚନା ହେଉଛି। କିଛିଦିନ ହେବ ଏମାନଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଚଳିତ ବର୍ଷ ଏମାନେ ବିବାହ କରିବେ ବୋଲି ଶୁଣିବାକୁ ମିଳିଥିଲା।…

ବାୟୋପିକରେ ବିଦ୍ୟା

ମୁମ୍ବାଇ: ପାଖାପାଖି ଦେଢ ବର୍ଷ ପରେ ବଲିଉଡ୍‌କୁ ଫେରିଥିବା ନାୟିକା ବିଦ୍ୟା ବଲାନଙ୍କ ହାତରେ ଏବେ ଅଫର ଉପରେ ଅଫର୍‌। ଅଗଷ୍ଟ ୧୫ରେ ତାଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’ ରିଲିଜ୍‌ ହେଉଥିବା ବେଳେ ଏବେ ସେ ତାଙ୍କ ପରବର୍ତ୍ତି ଫିଲ୍ମ…

କପିଲଙ୍କ ବଲ୍‌ରେ ଚୌକା ଛକା ମାରିଲେ କରିନା: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରିନା କପୁର ବର୍ତ୍ତମାନ ରିୟଲିଟି ଶୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ-୭’ରେ ବିଚାରକ ଭାବେ ନଜର ଆସିଛନ୍ତି। ବିଚାରକ ହୋଇ ଶୋ’ରେ ସେ ବେଶ୍‌ ମଜା କରୁଥିବା ଦେଖିବାକୁ ମିଳିଛି। ନିକଟରେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସେଟ୍‌ରେ ପୂର୍ବତନ…

ନାୟକର ନଁ। ଦେବଦାସ

ବିଗ୍‌ ବଜେଟ ଓଡ଼ିଆ ଚଳଚ୍ଚିତ୍ର ‘ନାୟକର ନଁ। ଦେବଦାସ’ ଚଳିତ ମାସ ୯ ତାରିଖରେ ପରଦା ଉପରକୁ ଆସୁଛି। ଚିତ୍ରଟିର ଟାଇଟଲ ଭୂମିକାରେ ଅଭିନୟ କରିଛନ୍ତି ‘ଭୈରବ’ ସିନେମାରେ ଓଲିଉଡ୍‌ର କ୍ୟାରିୟର ଆରମ୍ଭ କରିଥିବା ଅତୀଶ। ତାଙ୍କ ଅପୋଜିଟ୍‌ରେ ଅଛନ୍ତି ଭୂମିକା…

ନିଆରା କମେଡି ଯୋଡ଼ି

ଥରେ ମନେପକାନ୍ତୁନା ଅପେରା ନାଟକ ‘ମାୟାଜାଲ’ର ସେହି ଲୋକପ୍ରିୟ ଡାଏଲଗ୍‌-‘ମୁ ଦୁଲୁକି, ଦେଖ୍‌ ମୋ ଚାଲିକି’-ମୁଁ ସୁନା ନୁହେଁ କି ରୁପା ନୁହେଁ ହୀରା ଖଣି।’ ଏହି ଡାଏଲଗ୍‌ ମନକୁ ଆସିଲେ ଆଖି ସାମ୍‌ନାକୁ ସ୍ବତଃ ଚାଲିଆସନ୍ତି ଜଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ…

ଆପଣମାନେ ଖୁସି ତ

ରିଲିଜ୍‌ ଅପେକ୍ଷାରେ ଥିବା ଓଡ଼ିଆ ସିନେମା ‘ଫ୍ରମ୍‌ ମି ଟୁ ୟୁ’ ଏବେ ଚର୍ଚ୍ଚାରେ। କାରଣ ଏଥିରେ ଏପରି ଏକ ଗୀତ ସଂଯୋଜିତ ହୋଇଛି, ଯାହା ଆଲୋଚନା ପାଇଁ ଯଥେଷ୍ଟ ଖୋରାକ ଯୋଗାଇଛି। ଗୀତଟିର ଏକ ଟ୍ୟାଗ୍‌ ଲାଇନ୍‌ ରହିଛି ‘ଆପଣମାନେ…

କାନ୍ଦିଲେ ଧର୍ମେନ୍ଦ୍ର

ଭାଜପାର ବରିଷ୍ଠ ନେତା ସୁଷମା ସ୍ବରାଜଙ୍କ ଆକସ୍ମିକ ମୃତ୍ୟୁ ସାରା ଦେଶକୁ ସ୍ତବ୍ଧ କରିଦେଇଛି। ନେତାଙ୍କଠାରୁ ଆରମ୍ଭ କରି ବଲିଉଡ ଅଭିନେତା ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ଏଥିରେ ସାମିଲ ହୋଇଛନ୍ତି ବିଗତ ଦିନର ଲୋକପ୍ରିୟ ଅଭିନେତା ଧର୍ମେନ୍ଦ୍ର। ତାଙ୍କୁ…

ବିକିନିକୁ ନା

କ୍ରିତି ସାନନ୍‌ ମାଇଣ୍ଡ ମେକ୍‌ଅପ କରିଛନ୍ତି, ବିକିନି ପିନ୍ଧି ସେ କେବେ ଶଟ୍‌ ଦେବେ ନାହିଁ। ତେଣିକି ଯେତେ ଅଫର ହାତରୁ ଖସିଗଲେ କିଛି ପର୍‌ବାୟ ନାହିଁ। ନିକଟରେ ତାଙ୍କୁ କେତୋଟି ଅଫର ମିଳିଥିଲା, ସେଥିରୁ ଦୁଇଟି ଫିଲ୍ମରେ ତାଙ୍କୁ ବିକିନି…

ଦୁଇ କପ୍‌ ଚା’ରୁ ସକାଳ ଆରମ୍ଭ

ଶ୍ରଦ୍ଧା କପୁର ଏବେ ବଲିଉଡ୍‌ର ଅନ୍ୟତମ ବ୍ୟସ୍ତ ନାୟିକା। ଚଳିତ ମାସରେ ରିଲିଜ ହେବାକୁ ଯାଉଥିବା ବିଗ୍‌ ବଜେଟ ଫିଲ୍ମ ‘ଶାହୋ’ରେ ସେ ପ୍ରଭାସଙ୍କ ଅପୋଜିଟ୍‌ରେ ଅଭିନୟ କରିଛନ୍ତି। ତେବେ ତାଙ୍କର ସକାଳ କିପରି ଆରମ୍ଭ ହୁଏ। ସକାଳୁ ବିଛଣା ଛାଡିବା…

ଆଉ ଥରେ ଜନ୍ମ ନେଲେ ଜଣେ ଦରଦୀ ଚିକିତ୍ସକ ହେବି

ଡାକ୍ତର ଦୀନବନ୍ଧୁ ସାହୁଙ୍କ ଜନ୍ମ ଅନୁଗୋଳ ଜିଲା ଛେଣ୍ଡିପଦାରେ। ସେ ଏକଧାରରେ ଜଣେ ଚିତ୍ରଶିଳ୍ପୀ,କବି,ଅଭିନେତା ଓ ବେହେଲା ବାଦକ। ପ୍ରାଚୀନ ଓଡ଼ିଆ ସାହିତ୍ୟ ଉପରେ ଗବେଷଣା ପ୍ରତି ରୁଚି ରଖୁଥିବା ଦୀନବନ୍ଧୁ ପାଲା ପରିବେଷଣ କରିବାକୁ ଭଲ ପାଆନ୍ତି। କଳାହାଣ୍ଡି ଜିଲା…

ମୋତେ ଡୁପ୍ଲିକେଟ୍‌ ଅରୁଣ ମନ୍ତ୍ରୀ ବୋଲି ଭାବିଥିଲେ

ଜଗତ୍‌ସିଂହପୁର ତିର୍ତ୍ତୋଲର ମଣିଜଙ୍ଗାରେ ଅରୁଣ ମନ୍ତ୍ରୀଙ୍କ ଜନ୍ମ। କଲେଜ ଜୀବନରୁ କବିତା ଲେଖା ଆରମ୍ଭ କରି ୨୦୦୦ମସିହାରେ ‘କାଶିଆ କପିଳା’ ଚଳଚ୍ଚିତ୍ରରେ ପ୍ରଥମ ଗୀତ ଲେଖି ସିନେ ଦୁନିଆରେ ପାଦ ଥାପିଥିଲେ ଅରୁଣ। କଲେଜରେ ପଢ଼ୁଥିବାବେଳେ ଆକାଶବାଣୀର ଯୁବବାଣୀ କାର୍ଯ୍ୟକ୍ରମରେ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?