ମନୋରଞ୍ଜନ

କରନ ଦେଓଲଙ୍କ ଅଭିନୀତ ଫିଲ୍ମର ଟିଜର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସନ୍ନି ଦେଓଲଙ୍କ ପୁଅ କରନ ଦେଓଲଙ୍କ ଅଭିନିତ ଫିଲ୍ମ ‘ପଲ ପଲ ଦିଲ୍‌ କେ ପାସ’ର ଟିଜର ରିଲିଜ୍‌ ହୋଇଛି। ଏହା କରନଙ୍କର ଡେବ୍ୟୁ ଫିଲ୍ମ ହୋଇଥିବା ବେଳେ ଏଥିରେ କରନଙ୍କ ଅପୋଜିଟରେ ଅଛନ୍ତି ସହର ବାମ୍ବା।…

ମାଧୁରୀ-ସଲମାନଙ୍କ ଅଭିନୀତ ଫିଲ୍ମର ହୋଇପାରେ ସ୍ପେଶାଲ ସ୍କ୍ରିନିଂ

ମୁମ୍ବାଇ: ବଲିଉଡ୍‌ ନାୟିକା ମାଧୁରୀ ଦୀକ୍ଷିତ ଓ ନାୟକ ସଲମାନଙ୍କ ଅଭିନୀତ ଫିଲ୍ମ ‘ହମ୍‌ ଆପକେ ହୈ କୌନ’କୁ ପୂରିଛି ୨୫ ବର୍ଷ। ଏବେ ଏହି ହିଟ୍‌ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ କରିବାକୁ ନିର୍ମାତା ସ୍ଥିର କରିଥିବା ଶୁଣିବାକୁ ମିଳିଛି। ଏହି…

ଧାରା ୩୭୦ ହଟିବା ନେଇ ନିଜ ନିଜର ଖୁସି ପ୍ରକାଶ କଲେ ବଲିଉଡ୍‌ କଳାକାର

ମୁମ୍ବାଇ,୫।୮: ଜମ୍ମୁ-କଶ୍ମୀରରୁ ୭୨ ବର୍ଷ ପୁରାତନ ଧାରା ୩୭୦ ହଟିବା ନେଇ ବଲିଉଡ୍‌ର ଖ୍ୟାତି ସମ୍ପନ୍ନ ବ୍ୟକ୍ତି ବିଶେଷ ଟୁଇଟ୍‌ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି। ଅଭିନେତା ପରେଶ ରାଓ୍ବଲ କହିଛନ୍ତି ଭାରତ ମାତା ଶେଷରେ ସ୍ବାଧୀନତା ହାସଲ କରିଛି।…

ଏୟାର ହୋସ୍‌ଟେସ ହେବେ ଶ୍ରଦ୍ଧା

ଅଭିନେତ୍ରୀ ଶ୍ରଦ୍ଧା କପୁର ନିଜ ଅଭିନୟ କ୍ୟାରିୟର ମଧ୍ୟରେ ଅନେକ ଚରିତ୍ରରେ ଦର୍ଶକଙ୍କ ସାମ୍ନାକୁ ଆସିସାରିଛନ୍ତି। ଏବେ ତାଙ୍କୁ ରୂପେଲି ପରଦାରେ ଏୟାର ହୋସେ୍‌ଟେସ୍‌ ଚରିତ୍ରରେ ଦେଖିବାକୁ ମିଳିବ। ଫିଲ୍ମ ‘ବାଗି-୩’ରେ ତାଙ୍କ ଚରିତ୍ର ଏପରି ରହିଛି। ଏଥିପାଇଁ ଶ୍ରଦ୍ଧାଙ୍କୁ ପ୍ରଶିକ୍ଷଣ…

ଯବାନଙ୍କ ପାଇଁ ରୁଟି ପ୍ରସ୍ତୁତ କଲେ ବିକି କୌଶଲ

ଅଭିନେତା ବିକି କୌଶଲ ଭାରତୀୟ ଯବାନଙ୍କ ପାଇଁ ରୁଟି ପ୍ରସ୍ତୁତ କରିଛନ୍ତି। ଭାରତ-ଚାଇନା ବର୍ଡରରେ ଗସ୍ତ କରି ସୋସିଆଲ ମିଡିଆରେ ଫଟୋ ଶେୟାର୍‌ କରିଛନ୍ତି ବିକି। ୧୪ ହଜାର ଫୁଟ୍‌ ଉଚ୍ଚରେ କାର୍ଯ୍ୟରତ ଯବାନଙ୍କୁ ଭେଟି ମେସାନଙ୍କୁ ରୁଟି ପ୍ରସ୍ତୁତ କରି…

‘ସାରେ ଜହାଁ ସେ ଅଚ୍ଛା’ରେ ଆମିର, ଶାହରୁଖ୍‌

ମୁମ୍ବାଇ: ସୁପରଷ୍ଟାର ଆମିର ଖାନ୍‌ ଏବଂ ଶାହରୁଖ୍‌ ଖାନ୍‌ ‘ସାରେ ଜହାଁ ସେ ଅଚ୍ଛା’ ଫିଲ୍ମରେ ଅଭିନୟ କରିବାକୁ ଆଗ୍ରହୀ ଥିବା ପ୍ରଯୋଜନା ସୂତ୍ରରୁ ଜାଣିବାକୁ ମିଳିଛି। ଉକ୍ତ ଫିଲ୍ମ ମହାକାଶଚାରୀ ରାକେଶ ଶର୍ମାଙ୍କ ଜୀବନୀକୁ ନେଇ ନିର୍ମାଣ ହେବାକୁ ଯାଉଥିବାବେଳେ…

ବିବାହ ବନ୍ଧନରେ ରାକ୍ଷୀ

ମୁମ୍ବାଇ: ନିଜର ମନ୍ତବ୍ୟକୁ ନେଇ ସର୍ବଦା ବିବାଦ ଘେରକୁ ଆସୁଥିବା ରାକ୍ଷୀ ସାଓ୍ବନ୍ତ ବିବାହ କରିଛନ୍ତି। ଏନ୍‌ଆର୍‌ଆଇ ରିତେଶଙ୍କୁ ସେ ବିବାହ କରିସାରିଥିବା ନିକଟରେ ସ୍ବିକାର କରିଛନ୍ତି। ରାକ୍ଷୀ ନିଜ ଇନ୍‌ଷ୍ଟା ପୃଷ୍ଠାରେ ବୋହୁ ବେଶର କିଛି ଫଟୋ ଶେୟାର କରିବା…

ପରଦାରେ ବନ୍ଧୁତ୍ୱ: କନ୍ଦାଇଥିଲା ‘ଥ୍ରି-ଇଡିଅଟ୍ସ’, ଜିଇଁବା ଶିଖାଇଥିଲା ‘ଜିନ୍ଦେଗୀ ନା ମିଲେଗି ଦୁବାରା’

ମୁମ୍ବାଇ: ଆଜି ବନ୍ଧୁତ୍ୱ ଦିବସ। ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ବନ୍ଧୁ ଓ ବନ୍ଧୁତ୍ୱର ପରିଭାଷା ସ୍ବତନ୍ତ୍ର। ଏହି ନିଆରା ସମ୍ପର୍କକୁ ପରଦାରେ ଦେଖାଇବା ଲାଗି ନିର୍ମାଣ ହୋଇଛି ଅନେକ ଫିଲ୍ମ। ସେଥିମଧ୍ୟରେ ରହିଛି ‘ଥ୍ରି ଇଡିଅଟ୍‌ସ’, ‘କାଇ ପୋ ଚେ’, ‘ଗୁଣ୍ଡେ’,…

କପିଲଙ୍କ ପ୍ରଥମ ପାରିଶ୍ରମିକ ଥିଲା ୧୫ଶହ ଟଙ୍କା, ଏବେ ସଲମାନ ତାଙ୍କ ଶୋ’ର ପ୍ରଯୋଜକ

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମା ଟେଲି ଜଗତର ଜଣେ ଲୋକପ୍ରିୟ ଚେହେରା। ନିଜର ସହକର୍ମୀ ସୁନିଲ ଗ୍ରୋଭରଙ୍କ ସହ ହୋଇଥିବା ମନୋମାଳିନ୍ୟକୁ ନେଇ ଭାଙ୍ଗି ପଡ଼ିଥିବା କପିଲ ଏବେ ପୁଣି ଫର୍ମକୁ ଫେରିଛନ୍ତି। ସୋନି ଚ୍ୟାନେଲ୍‌ରେ ପ୍ରସାରିତ ଶୋ’ କମେଡି…

ବଲିଉଡ୍‌ ଗୀତରେ ନାଚିଲେ ଟ୍ରମ୍ପ: ଭିଡିଓ ଭାଇରାଲ

ମୁମ୍ବାଇ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଲିଉଡ୍‌ ଗୀତରେ ଧୁମ୍‌ ନାଚିଥିବା ଦେଖିବାକୁ ମିଳିଛି। ଏବେ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି। ତେବେ ଭିଡିଓଟିକୁ ହ୍ବାଇଟ୍‌ ହାଉସର ଜଣେ ଅଧିକାରୀ ସୋସିଆଲ ଭିଡିଆରେ ଶେୟାର କରିବା ପରେ ଏହା…

ଆଉ ଜଣେ ନୂଆ ନିର୍ଦ୍ଦେଶକ

ଓଡ଼ିଆ ଯାତ୍ରା ଜଗତକୁ ଆଉ ଜଣେ ନୂଆ ନିର୍ଦ୍ଦେଶକଙ୍କ ପ୍ରବେଶ ଘଟିଛି। ସେ ହେଉଛନ୍ତି ଶିଶିର ମହାନ୍ତି। ‘ଧଉଳି ଗଣନାଟ୍ୟ’ ଦ୍ୱାରା ପ୍ରସ୍ତୁତ ତଥା ନୀହାର ମହାନ୍ତିଙ୍କ ରଚିତ ୨୦୧୯-୨୦ବର୍ଷର ନୂଆ ନାଟକ ‘କାଳିଦାସଙ୍କର ନୂଆ କାହାଣୀ’ରେ ନିର୍ଦ୍ଦେଶନା ଦେଇ ସେ…

କେବଳ ଭଲ ଅଭିନେତ୍ରୀ ନୁହନ୍ତି, ଭଲ ଭଉଣୀ ମଧ୍ୟ

‘ବାଘାଯତୀନ ଲୋକନାଟ୍ୟ’ର ଲୋକପ୍ରିୟ ନାଟକ ଅରୁଣ ନାୟକଙ୍କ ରଚିତ ତଥା ମହେଶ ହାଜରାଙ୍କ ନିର୍ଦ୍ଦେଶିତ ‘ମୃତ୍ୟୁଦଣ୍ଡ’ ତଥା ‘ତୋ ନଁାକୁ ମୋ ନଁାରେ ଦେଇଛି ଯୋଡ଼ି’ ଦେଖିଥିବା ଦର୍ଶକମାନେ ନିଶ୍ଚୟ ମନେପକେଇ ପାରିବେ ପିଙ୍କିଙ୍କୁ। ଦୁଇଟି ନାଟକରେ ତାଙ୍କର ଥିଲା ଭଉଣୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?