ମନୋରଞ୍ଜନ

ପ୍ରେମରେ ପଡ଼ିଛନ୍ତି ତମନ୍ନା

ଓଡ଼ିଆ ଅଭିନେତ୍ରୀ ତମନ୍ନା ଏବେ ପ୍ରେମରେ ଉବୁଟୁବୁ। ପୁଣି ସେ ଏପରି ଯୁବକଙ୍କ ପ୍ରେମରେ ପଡିଛନ୍ତି ଯିଏ ଏକ ଅଦ୍ଭୁତ ଶକ୍ତିର ଅଧିକାରୀ। ସେହି ଶକ୍ତି ମଧ୍ୟ ତାଙ୍କୁ ଅନେକ ଅନୁପ୍ରାଣିତ କରିଛି। ହେଲେ ଏହି ପ୍ରେମ ଯାତ୍ରାରେ ତମନ୍ନା ସଫଳ…

ସାରା ଯାହା ଚାହୁଁଥିଲେ

ସାରା ଅଲ୍ଲୀ ଖାନ ଯାହା ଚାହୁଁଥିଲେ ତାହା ଯେ ଏମିତି ହଠାତ୍‌ ପୂରଣ ହୋଇଯିବ ତାହା ସେ ବିଶ୍ୱାସ କରିପାରୁନାହାନ୍ତି। ବଲିଉଡ୍‌ରେ ଏଣ୍ଟ୍ରି କରିବା ପୂର୍ବରୁ ତାଙ୍କ ଆଶା ଥିଲା ଯେ ସେ କେମିତି ହ୍ରିତିକ ରୋଶନଙ୍କ ସହ ଅଭିନୟ କରିବେ।…

କ୍ୟାପ୍‌ ପିନ୍ଧିବା ଅନ୍ତରାଳେ..

ଅର୍ଜୁନ କପୁର ଗତ କିଛିମାସ ହେବ ଏକ କ୍ୟାପ୍‌ ପିନ୍ଧୁଥିଲେ। କେହି ଯଦି କେବେ ସେହି କ୍ୟାପ୍‌କୁ କାଢ଼ିବାକୁ କହୁଥିଲେ ସେ ଆଦୌ କାଢ଼ୁ ନ ଥିଲେ। ହେଲେ ନିକଟରେ ଏହି କ୍ୟାପ୍‌ ପିନ୍ଧିବା ରହସ୍ୟ ଉପରୁ ନିଜେ ପରଦା ହଟାଇଛନ୍ତି।…

ଡବଲ ମଜା

ଆଲିୟାଙ୍କ ମନ ଏବେ ଆକାଶରେ ଉଡୁଛି। କାରଣ କ’ଣ ଜାଣନ୍ତି ? ନିଜ ରିଲ୍‌ ଲାଇଫରେ ସେ ପ୍ରଥମ ଥର ପାଇଁ ତାଙ୍କର ବାପା ମହେଶ ଭଟ୍ଟଙ୍କ ସହ କାମ କରୁଛନ୍ତି। ଅର୍ଥାତ୍‌, ୧୯୯୧ର ସୁପରହିଟ୍‌ ଫିଲ୍ମ ତଥା ସଞ୍ଜୟ ଦତ୍ତଙ୍କ…

ଅନୁତାପ କରୁଛନ୍ତି ଜାହ୍ନବୀ

ସାମାନ୍ୟ ବୁଝାମଣା ଅଭାବରୁ ବେଳେବେଳେ ସୁବର୍ଣ୍ଣ ସୁଯୋଗ ହାତଛଡା ହୋଇଯାଇଥାଏ। ପରେ ଏ ନେଇ ଯେତେ ଚିନ୍ତା କଲେ କିଛି ଲାଭ ହୁଏନା। ଦେଖୁନାହାନ୍ତି, ଜାହ୍ନବୀ କପୁର କେମିତି ଏକ ଅଫରକୁ ଏବେ ବି ମନେ ପକାଇ ଅନୁତାପ କରୁଛନ୍ତି। ବଲିଉଡ୍‌ରେ…

ରିଲିଜ୍‌କୁ ଅପେକ୍ଷା

ସତରେ ୟାକୁ ହିଁ କହନ୍ତି ହାତୀ ମୁଣ୍ଡରେ ସୁନା କଳସ ଢାଳିବା। ବ୍ଲକବଷ୍ଟର ‘ବାହୁବଲୀ’ପରେ ପ୍ରଭାସ ପୁଣି ଏବେ ଚର୍ଚ୍ଚାରେ। କାରଣ ଆଉ ଏକ ବିଗ୍‌ ବଜେଟ୍‌ ଫିଲ୍ମ ଚଳିତ ବର୍ଷ ଅଗଷ୍ଟ ୩୦ରେ ରିଲିଜ ହେବାକୁ ଯାଉଛି, ଯାହାର ନାୟକ…

ଘାରିଛି ହଲିଉଡ୍‌ ନିଶା

ରାଧିକା ଆପ୍ତେଙ୍କୁ ଏବେ ହଲିଉଡ୍‌ ନିଶା ଘାରିଛି। ବର୍ତ୍ତମାନ ସେ ଏକ ହଲିଉଡ୍‌ ସ୍ପାଏ ଥ୍ରୀଲର ‘ଲିବର୍ଟି : ଏ କଲ୍‌ ଟୁ ସ୍ପାଏ’ରେ ଅଭିନୟ କରୁଛନ୍ତି। ଆଉ ଏହାକୁ ନେଇ ବେଶ୍‌ ଆଶା ବାନ୍ଧିଛନ୍ତି ସେ। ଏହି ଫିଲ୍ମ ବିଷୟରେ…

ଝିଅ ପାଇଁ ଦ୍ୱାର ବନ୍ଦ କରିଦେଲେ ସଞ୍ଜୟ!

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ କେବେ ବି ତାଙ୍କ ପର୍ସନାଲ ଲାଇଫକୁ ନେଇ କିଛି ଚର୍ଚ୍ଚା କରିବା ନଜର ଆସିନାହିଁ। ସେ ସବୁବେଳେ ଏହାଠାରୁ ଦୂରେଇ ରହିଥାଆନ୍ତି। ତେବେ ତାଙ୍କ ଝିଅ ତ୍ରିଶଳା ଜନ୍ମରୁ ହିଁ ଆଇଅଜାଙ୍କ ସହ ମିଶି…

ଉପରାଷ୍ଟ୍ରପତି ଦେଖିଲେ ‘ବାଟଲା ହାଉସ୍‌’ର ସ୍ପେଶାଲ ସ୍କ୍ରିନିଂ

ମୁମ୍ବାଇ,୪।୮: ବଲିଉଡ୍‌ ଅଭିନେତା ଜନ୍‌ ଆବ୍ରାହମଙ୍କ ଅଭିନୀତ ଦେଶଭକ୍ତିର ଫିଲ୍ମ ‘ବାଟଲା ହାଉସ’ର ସ୍ପେଶାଲ ସ୍କ୍ରିନିଂ ଶନିବାର ଦିଲ୍ଲୀଠାରେ କରାଯାଇଛି। ଅଗଷ୍ଟ ୧୫ରେ ଏହା ରିଲିଜ୍‌ ହେବାକୁ ଥିବା ବେଳେ ଏହା ପୂର୍ବରୁ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଏହାର ସ୍ପେଶାଲ ସ୍କ୍ରିନିଂ…

‘କ୍ୱାଥା’ରେ ଅଭିନୟ କରିବେ ଇସାବେଲ୍‌

ମୁମ୍ବାଇ: ଅଭିନେତ୍ରୀ କାଟ୍ରିନା କୈଫଙ୍କ ଭଉଣୀ ଇସାବେଲ୍‌ ‘କ୍ୱାଥା’ ଫିଲ୍ମରେ ଅଭିନୟ ଜୀବନ ଆରମ୍ଭ କରିବେ। ତାଙ୍କ ସହ ଅଭିନୟ କରିବେ ସଲମାନ୍‌ ଖାନ୍‌ଙ୍କ ଭିଣୋଇ ଆୟୁଷ ଶର୍ମା। କରନ୍‌ ଲଳିତ ବୁଟାନୀଙ୍କ ନିର୍ଦ୍ଦେଶିତ ‘କ୍ୱାଥା’ଭାରତୀୟ ସେନା ସହ ଜଡ଼ିତ ଏକ…

ଲାଇମ୍‌ ଲାଇଟ୍‌ରୁ ଦୂରେଇ ଯାଇଥିଲେ ଏହି ଅଭିନେତ୍ରୀ, ଫେରିବା ପରେ ଚିହ୍ନି ହେଉନି

ଟେଲି ଅଭିନେତ୍ରୀ ଶମା ସିକନ୍ଦର ୪ ଅଗଷ୍ଟରେ ୩୮ତମ ଜନ୍ମଦିବସ ପାଳନ କରିବେ। ଶମା ନିଜର ହଟ୍‌ ଲୁକ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିଛିଦିନ ତଳେ ଶମା ସମୁଦ୍ରକୂଳରେ ବିକ୍‌ନୀ ପିନ୍ଧି ବୁଲୁଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।…

କାର୍ତ୍ତିକଙ୍କୁ ଦେଖା କରିବାକୁ ଲୁଚିଛପି ଲକ୍ଷ୍ନୌ ପହଞ୍ଚିଲେ ସାରା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲି ଖାଁ ଓ କାର୍ତ୍ତିକ ଆର୍ଯ୍ୟନଙ୍କ ସମ୍ପର୍କକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି। ଯଦିଓ ଏମାନଙ୍କ ତରଫରୁ ଏହା ସ୍ପଷ୍ଟ କରାଯାଇନାହିଁ ତଥାପି ଏମାନଙ୍କ ଲୁଚାଛପା ମିଳାମିଶା ନଜରକୁ ଆସିବା ପରେ ଆଲୋଚନା ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?