ମନୋରଞ୍ଜନ

‘ଆର୍‌ଏକ୍ସ ୧୦୦’ର ହିନ୍ଦୀ ରିମେକ୍‌ ଅକ୍ଟୋବରରେ: ତାରା

ମୁମ୍ବାଇ: ବଲିଉଡ୍‌ ନାୟିକା ତାରା ସୁତାରିୟା ଏବେ ତାଙ୍କ ଅପ୍‌କମିଂ ଫିଲ୍ମକୁ ନେଇ ଉତ୍ସାହିତ ଅଛନ୍ତି। ଏବେ ସେ ତେଲଗୁ ହିଟ୍‌ ଫିଲ୍ମ ‘ଆର୍‌ଏକ୍ସ ୧୦୦’ର ହିନ୍ଦୀ ରିମେକରେ କାମ କରିବାକୁ ଯାଉଛନ୍ତି। ନିକଟରେ ଏକ ଷ୍ଟୋର ଲଞ୍ଚ କାର୍ଯ୍ୟକ୍ରମରେ ଯୋଗ…

ବ୍ରେକ୍‌ଅପ୍‌ର ୩ ବର୍ଷ ପରେ ଏକାଠି ହେଲେ କ୍ୟାଟ୍ରିନା-ରଣବିର

ବଲିଉଡ୍‌ରେ ଏମିତି କିଛି ଯୋଡ଼ି ଅଛନ୍ତି ଯେ କି, ବ୍ରେକ୍‌ଅପ୍‌ ପରେ ପୁଣି ଏକାଠି ହୋଇଛନ୍ତି। ସେ ରିଲ୍‌ରେ ହେଉ କି ରିୟଲରେ। ଏହି ଯୋଡ଼ିଙ୍କ ମଧ୍ୟରୁ କ୍ୟାଟ୍ରିନା କୈଫ୍‌-ରଣବିର କପୁର ଅନ୍ୟତମ। ରଣବିର ପୂର୍ବରୁ କ୍ୟାଟ୍‌ଙ୍କ ସହ ପ୍ରେମସମ୍ପର୍କ ଥିବାବେଳେ…

ଲଭ୍‌ ଟ୍ବିଷ୍ଟରେ ନବାଗତ ଯୋଡି ‘ଦେବ୍‌-ମନସ୍ମିତା’

ପ୍ରେମର ରାସ୍ତାରେ ଚାଲିବା ଏତେ ସହଜ ନୁହେଁ। ଏହି ରାସ୍ତା ଅନେକ ଜାଗାରେ କଣ୍ଟକିତ। ପ୍ରେମ କରିବା ସମୟରେ କେତେବେଳେ ମନରେ ଖୁସିର ମାହୋଲ ସୃଷ୍ଟି ହୁଏ ତ ପୁଣି କେତେବେଳେ ଦୁଃଖ ଅବସାଦର କଳା ବାଦଲ ହଠାତ୍‌ ମାଡିଆସିଥାଏ। ସେପରି…

ଓଡ଼ିଆ ଯାତ୍ରା ଜଗତର ଦୁଇ ଅରୁଣ: ନାଟକ ଲେଖିବା ଯାହାଙ୍କ ନିଶା

ଓଡ଼ିଆ ଯାତ୍ରା ଜଗତର ଦୁଇ ସ୍ବନାମଧନ୍ୟ ନାଟ୍ୟକାର ଅରୁଣ ବାରିକ ଓ ଅରୁଣ ନାୟକ। ନାଟକ ଲେଖିବା ଏମାନଙ୍କର ପ୍ରାୟତଃ ଏକ ନିଶା। ପ୍ରତିବର୍ଷ ଏମାନେ ଶବ୍ଦରେ ଦର୍ଶକଙ୍କ ମନୋରଞ୍ଜନ କରନ୍ତି। କୁଳାଙ୍ଗାର, ଘୁଙ୍ଗୁର କାନ୍ଦୁଛି, କହଲୋ ବଉଳ କିଏ ତୋ…

ଯାତ୍ରା ଜଗତର ସୁକଣ୍ଠି ଗାୟିକା

ଆସନ୍ତାକାଲିକୁ ଦେଖିଛି କିଏ? ତେବେ ସମସ୍ତେ ସବୁବେଳେ ନିଜକୁ ପ୍ରସ୍ତୁତ କରୁଥାନ୍ତି ସେହି ଆସନ୍ତାକାଲିକୁ ସାମ୍ନା କରିବା ପାଇଁ। ଠିକ୍‌ ଯେମିତି ଓଡ଼ିଆ ଯାତ୍ରା ଜଗତର ଉଦ୍ଦୀୟମାନା ଗାୟିକା ପ୍ରମିଳା ଜେନା ଓରଫ୍‌ ପମି। ସେ ତ କେବଳ ଗୀତ ଗାଉଥିଲେ।…

କନିଆଁ ରୂପରେ ଆଲିଆ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ କନିଆଁ ବେଶରେ ନିଜ ପ୍ରଶଂସକଙ୍କୁ ଚମକାଇ ଦେଇଛନ୍ତି। ‘ରାଜି’ ଫିଲ୍ମର ଏହି ଅଭିନେତ୍ରୀ ଶନିବାର ଏକ ବିଜ୍ଞାପନ ଶୁଟିଂ ସେଟ୍‌ରୁ ନିଜର ଦୁଇଟି ଫଟୋକୁ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ କନିଆଁ ସାଜି ପ୍ରଶଂସକଙ୍କ…

‘ସିନେମାର କାହାଣୀ ଭଳି ମୋ ଜୀବନ’

ମୁମ୍ବାଇ: କୋଲକାତାର ରେଳଷ୍ଟେଶନ୍‌ରେ ସିନେମା ଗୀତ ଗାଇ ଭିକ ମାଗୁଥିବା ରାନୁ ମଣ୍ଡଳ ବର୍ତ୍ତମାନ ମୁମ୍ବାଇ ସଂଗୀତ ଜଗତର ଅନ୍ୟତମ ସେଲିବ୍ରିଟି। ତାଙ୍କ ଗାୟନ ଶୈଳୀକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ହେଉଥିବାବେଳେ ତାଙ୍କ ଜୀବନୀକୁ ନେଇ ଫିଲ୍ମ…

ସୋସିଆଲ ମିଡିଆରୁ ଦୂରେଇ ରହୁଛନ୍ତି ପରିଣୀତି

ମୁମ୍ବାଇ: ଚଳଚ୍ଚିତ୍ର ‘ଜବରିୟା ଯୋଡ଼ି’ ପରେ ଏବେ ଅଭିନେତ୍ରୀ ପରିଣୀତି ଚୋପ୍ରା ଫିଲ୍ମ ‘ଦ ଗର୍ଲ ଅନ୍‌ ଦ ଟ୍ରେନ୍‌’ର ଶୁଟିଂରେ ବ୍ୟସ୍ତ। ଫିଲ୍ମରେ ତାଙ୍କ ସହ ଅଦିତି ରାଓ ହୈଦରୀ ଓ କିର୍ତ୍ତୀ କୁଲ୍ହାରୀ ନଜର ଆସିବେ। ଫିଲ୍ମରେ ଜଣେ…

୧୫ କୋଟି ଟଙ୍କା କ୍ଷତି ସହିବେ ଭଂସାଲୀ

ମୁମ୍ବାଇ: ବଲିଉଡ୍‌ର ନାମୀ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲୀ ଏବେ ୧୫ କୋଟି ଟଙ୍କା କ୍ଷତି ସହିବେ ବୋଲି ଜଣାପଡିଛି। କାରଣ ସେ ତାଙ୍କ ଆଗାମୀ ଫିଲ୍ମ ‘ଇଂଶାଅଲ୍ଲାହ’କୁ ଏବେ କୋଲ୍ଡ ଷ୍ଟୋରରେ ପକାଇ ଦେଇଛନ୍ତି। ସଲମାନ ଖାଁ ଓ ଆଲିଆ…

ମାଟି ପାତ୍ର ଚା’ର ମଜା ନେଲେ ଅନନ୍ୟା-କାର୍ତ୍ତିକ

ମୁମ୍ବଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ ଏବେ ତାଙ୍କ ଅପ୍‌ କମିଂ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ ପାଇଁ ବ୍ୟସ୍ତ ଅଛନ୍ତି। ଲକ୍ଷ୍ନୌରେ ଏବେ ଏହି ଫିଲ୍ମର ଶୁର୍ଟି ଚାଲିଥିବା ବେଳେ ଏଥିରୁ ଟିକେ ସମୟ ବାହାର କରି ସେ…

କାନାଡାରୁ ଭାରତ ଆସିବାବେଳେ ମାତ୍ର ୫ ହଜାର ଟଙ୍କା ଆଣି ଆସିଥିଲେ ଏହି ଅଭିନେତ୍ରୀ, ଏବେ କୋଟିପତି

କାନାଡାର ଜଣେ ଅଭିନେତ୍ରୀ ଯେତେବେଳେ ଭାରତ ଆସିଥିଲେ ସେତେବେଳେ ସାଥୀରେ ଚଳିବା ପାଇଁ କିଛି ଟଙ୍କା ଆଣିଥିଲେ। ଯେଉଁ ଟଙ୍କାରେ ଚଳିବା ତାଙ୍କ ପାଇଁ କଷ୍ଟକର ହୋଇପଡୁଥିଲା। କିଛିଦିନ ପରେ ସେ ବଲିଉଡ୍‌ ଫିଲ୍ମରେ ଅଭିନୟ କରିବା ସୁଯୋଗ ପାଇଲେ। ସେବେଠାରୁ…

‘ଓ୍ବାର’ରେ ହ୍ରିତିକ୍‌, ଟାଇଗର

ମୁମ୍ବାଇ: ଆଗାମୀ ଫିଲ୍ମ ‘ଓ୍ବାର’ ପାଇଁ ବଲିଉଡ ଷ୍ଟାର ହ୍ରିତିକ୍‌ ରୋଶନ ଏବଂ ଟାଇଗର ଶ୍ରଫ୍‌ଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଦୃଶ୍ୟ ବେଶ୍‌ ଆମୋଦଦାୟକ। ଏଥି ନିମନ୍ତେ ପର୍ତ୍ତୁଗାଲର ପୋର୍ଟୋ ନଗରୀକୁ ଦୁଇଦିନ ପାଇଁ ଜନସାଧାରଣଙ୍କ ଚଳାଚଳ ବନ୍ଦ କରିଦିଆଯାଇଥିଲା। ସିଦ୍ଧାର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?