ମନୋରଞ୍ଜନ

୧୬ ବର୍ଷ ଭିତରେ ଏମିତି ବଦଳି ଯାଇଛନ୍ତି ପୂର୍ବତନ ବିଶ୍ୱ ସୁନ୍ଦରୀ, ବିନା ମେକ୍‌ଅପ୍‌ରେ ଶେୟାର କଲେ ଫଟୋ

ସୋସିଆଲ ମିଡିଆରେ ବଲିଉଡ୍‌ ଅଭିନେତ୍ରୀମାନେ ବିନା ମେକ୍‌ଅପ୍‌ର ଫଟୋ ଶେୟାର କରି ଚର୍ଚ୍ଚାରେ ରହୁଛନ୍ତି। ସେମାନଙ୍କୁ ମଧ୍ୟରୁ ଜଣେ ପୂର୍ବତନ ବିଶ୍ୱସୁନ୍ଦରୀ ଫ୍ୟାନ୍‌ମାନଙ୍କ ପାଇଁ ଏକ ଫଟୋ ଶେୟାର କରିଛନ୍ତି । ଆଉ କେହି ନୁହନ୍ତି, ସେ ହେଉଛନ୍ତି ଲାରା ଦତ୍ତ।…

ଭୁଲି ପାରୁନାହାନ୍ତି ସୁକାନ୍ତି

”ଶେଖର! ତୁମେ ଜାଣିନ, ମୋ ଭାଇକୁ ମୁଁ କେତେ ଭଲ ପାଏ। ତୁମ ସହ ଯିବା ତ ଅଲଗା କଥା, ଯଦି ଭଗବାନ ଆସି ମୋତେ ତାଙ୍କ ସହ ଯିବାକୁ କହନ୍ତି, ତେବେ ମୋ ଭାଇକୁ ଛାଡି ଯାଇପାରିବି ନାହିଁ।“ ଏପରି…

ଇସ୍କ ତୋର ସ୍ଲୋଲି ସ୍ଲୋଲି

ମନ୍‌ ମୁଭିଜ ଏବଂ ଏସ୍‌. ତନୁ କ୍ରିଏଶନ୍ସ ବ୍ୟାନରରେ ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ସିନେମା, ଯାହାର ଟାଇଟଲ ରହିଛି ‘ଇସ୍କ ତୋର ସ୍ଲୋଲି ସ୍ଲୋଲି’। ନବାଗତ ପ୍ରଯୋଜକ ଏସ. ତନୁ କ୍ରିଏଚର ଫିଲ୍ମଟିର ପ୍ରଯୋଜନା କରୁଛନ୍ତି। ଅନ୍ୟପକ୍ଷରେ ପ୍ରଥମଥର…

ଫିଟ୍‌ନେସ୍‌ ଅନ୍ତରାଳେ..

‘ଭୈରବ’ ଚଳଚ୍ଚିତ୍ରରୁ ଓଡ଼ିଆ ସିନେମା କ୍ୟାରିୟର ଆରମ୍ଭ କରିଥିଲେ ଆହାନା। ତା’ପରେ ‘ବ୍ଲାକ୍‌ମେଲ୍‌’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ନିଜକୁ ଫିଟ୍‌ ରଖିବା ପଛରେ କି ରହସ୍ୟ ରହିଛି ସେ ବିଷୟରେ ଆହାନା କହନ୍ତି… ଆଜିକାଲିର ବ୍ୟସ୍ତ ଜୀବନଶୈଳୀରେ ଆମକୁ…

କଥା ୩୩ କୋଟିର

ବରୁଣ ଧାଓ୍ବନ ଏବେ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର-ଥ୍ରୀଡି’ରେ ଅଭିନୟ କରୁଛନ୍ତି। ଏହି ଫିଲ୍ମ ପାଇଁ ସେ କୁଆଡ଼େ ପାରିଶ୍ରମିକ ଭାବେ ୩୩ କୋଟି ଟଙ୍କା ନେଇଛନ୍ତି। ହେଲେ ଏଭଳି କଥାକୁ ସେ ଖଣ୍ଡନ କରି କହିଛନ୍ତି, ମୋର ଯାହା ପାରିଶ୍ରମିକ ନେବା କଥା…

କଟ୍‌-ଓକେ କହିବେ ଇରା

ଆଉ ଜଣେ ଷ୍ଟାର କିଡ୍‌ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ସଜବାଜ ହେଉଛନ୍ତି। ହେଲେ ସେ ଅଭିନୟ କରିବେ ନାହିଁ। କ୍ୟାମେରା ପଛରେ ରହି ନିଜ ଦାୟିତ୍ୱ ତୁଲାଇବେ। ବିଶେଷଭାବରେ ପ୍ରଯୋଜନା ସହ ନିର୍ଦ୍ଦେଶନା କ୍ଷେତ୍ରରେ କ୍ୟାରିୟର କରିବାକୁ ମାଇଣ୍ଡ ମେକ୍‌ଅପ କରିଛନ୍ତି।…

ସେହି ତିନି ବର୍ଷ

ବିଦ୍ୟା ବାଲାନ ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ। ‘ଡାର୍ଟି ପିକ୍ଚର୍ସ’ ଏବଂ ‘କାହାନୀ’ ପରି ଚଳଚ୍ଚିତ୍ର ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଥିଲା। ବିଦ୍ୟାଙ୍କ ଅଭିନୟ ଜୀବନର ପ୍ରଥମାର୍ଦ୍ଧ ସଂଘର୍ଷମୟ ଥିଲା। ଏକତା କପୁରଙ୍କ ଟେଲିଭିଜନ ଶୋ’ ‘ହମ୍‌ ପାଞ୍ଚ୍‌’ରୁ ଆରମ୍ଭ ହୋଇଥିଲା…

ଚେସ୍‌ ପ୍ରିୟ କ୍ୟାଟ୍ରିନା

ଅଭିନେତ୍ରୀ ହେବା ପୂର୍ବରୁ କ୍ୟାଟ୍ରିନା ଚେସ୍‌ ଖେଳିବାକୁ ପସନ୍ଦ କରୁଥିଲେ। ଏପରି କି ଜଣେ ଭଲ ଚେସ୍‌ ଖେଳାଳି ଭାବରେ ସେ ଅନେକ ଥର ପୁରସ୍କୃତ ହୋଇଛନ୍ତି। ଏଥିପାଇଁ ଥରେ ଆମୀର ଖାନ୍‌ ତାଙ୍କୁ କହିଥିଲେ ‘ତମେ ଯଦି ଆକ୍ଟିଂ କରି…

ଫିଟ୍‌ ଇଣ୍ଡିଆ ମୁଭମେଣ୍ଟକୁ ନେଇ ପ୍ରସ୍ତୁତ ବଲିଉଡ୍‌

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଫିଟ୍‌ ଇଣ୍ଡିଆ ମୁଭମେଣ୍ଟର ଶୁଭାରମ୍ଭ କରିଛନ୍ତି। ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଏହାର ଶୁଭାରମ୍ଭ କରାଯାଇଥିବା ବେଳେ ଦେଶକୁ ସୁସ୍ଥ ରଖିବାକୁ ମୋଦି ଏଥିରେ ବାର୍ତ୍ତା ଦେଇଛନ୍ତି। ତେବେ ମୋଦିଙ୍କର ଏହି ଫିଟ୍‌ନେସକୁ ନେଇ…

ନିଜ ଦୁଃଖକୁ ଚାପି ବ୍ୟଙ୍ଗ ପରିବେଷଣ କରେ

ବ୍ୟଙ୍ଗକବି ଗୁଣରଞ୍ଜନ ସାଲିମା। ଏକାଧାରରେ ସେ ଜଣେ ଗୀତିକାର, ବ୍ୟଙ୍ଗକବି ଓ ମଞ୍ଚ ସଂଯୋଜକ। ସମ୍ବଲପୁର ମହାନଗର ନିଗମର ମୁଖ୍ୟ କିରାଣି ଭାବେ କାର୍ଯ୍ୟରତ ଗୁଣରଞ୍ଜନ ସ୍କୁଲ ଜୀବନରୁ ହିଁ ସମ୍ବଲପୁରୀ କବିତା ଲେଖିବା ଆରମ୍ଭ କରିଥିଲେ। ସ୍କୁଲ ମୁଖପତ୍ର ‘ବୈଜନ୍ତୀ’ରେ…

ବଲିଉଡ୍‌ ସହ ରାନୁ ମଣ୍ଡଳଙ୍କ ଥିଲା ବହୁ ପୁରୁଣା ସମ୍ପର୍କ, ଜାଣନ୍ତୁ କେମିତି

ରେଳ ଷ୍ଟେଶନରେ ଗୀତ ଗାଇ ପେଟ ପୋଷୁଥିବା ରାନୁଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳିଯାଇଛି। ସେ ଏବେ ସେଲିବ୍ରିଟି ପାଲଟି ଯାଇଛନ୍ତି। ନିକଟରେ ସେ ବଲିଉଡ୍‌ରେ ଗୀତ ଗାଇବା ପରେ ତାଙ୍କ ଜୀବନକୁ ନେଇ ଆହୁରି ଚର୍ଚ୍ଚା ଉଠିଛି। ବଲିଉଡ୍‌ ସହ ରାନୁଙ୍କ…

ଅଭିନୟରେ ଫେଲ ହେବା ପରେ ନିର୍ଦ୍ଦେଶନାରେ ପାଦ ରଖିଲେ ଫୈଜଲ

ବଲିଉଡ୍‌ର ମିଷ୍ଟର ପରଫେକ୍ଟ ଆମିର ଖାନ୍‌ଙ୍କ ଭାଇ ଫୈଜଲ ଖାନ୍‌ ଖୁବ୍‌ଶୀଘ୍ର ବଡ଼ ପରଦାକୁ ଫେରୁଛନ୍ତି। ଏଥର ଅଭିନେତା ନୁହେଁ ବରଂ ନିର୍ଦ୍ଦେଶକଭାବେ ସେ ବଲିଉଡ୍‌କୁ ଫେରୁଛନ୍ତି। ଆକ୍ସନ ଥ୍ରୀଲର ଫିଲ୍ମ ‘ଫ୍ୟାକ୍ଟ୍ରି’ର ନିର୍ଦ୍ଦେଶନା ଦେବେ। ଏହାର ଏକ ଗୀତ ‘ଇଶ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?