ମନୋରଞ୍ଜନ

ମୁନାଭାଇଙ୍କ ସହ ଅଭିନୟ ଥିଲା ଏକ ଭିନ୍ନ ଅନୁଭବ

ପୁଚୁକି ଗାଲି ଗୀତରେ ପିଲା ବେଳେ ମୁଁ ଅନେକ ଡ୍ୟାନ୍ସ କରିଛି। ଛୋଟ ବେଳୁ ଏମିତି କିଛି ଗୀତ ଦେଖିଦେଖି ହିରୋ ହେବାର ନିଶା ମୋ ମୁଣ୍ଡକୁ ଢ଼ୁକିିଥିଲା। ସିଧାସଳଖ କହିବାକୁ ଗଲେ ଓଲିଉଡ଼ର ସୁପର୍‌ଷ୍ଟାର ସିଦ୍ଧାନ୍ତ ମହାପାତ୍ର ତଥା ମୁନା…

‘ଲଭ୍‌ ଆଜକଲ୍‌ ୨’ ରିଲିଜ ପାଇଁ ବ୍ୟସ୍ତ ସାରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ୍‌ ବର୍ତ୍ତମାନ ଇମ୍‌ତିଆଜ୍‌ ଅଲିଙ୍କ ‘ଲଭ୍‌ ଆଜ୍‌କଲ୍‌ ୨’ ରିଲିଜ ପାଇଁ ବ୍ୟସ୍ତ ରହୁଛନ୍ତି। ସେ ଏଥିରେ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ସହିତ ସ୍କ୍ରିନ୍‌ ଶେୟାର କରିବେ। ସାରା ମଧ୍ୟ ଡାଭିଡ ଧାଓ୍ବନଙ୍କ ରିମେକ୍‌ ଫିଲ୍ମ…

ଏବେ ଆଉ ବଡ଼ ଭୂମିକାରେ ଅଭିନୟ କରିବାକୁ ଚାହୁଁ ନାହାଁନ୍ତି ମନିଷା

ମୁମ୍ବାଇ: ବଲିଉଡ୍‌ ନାୟିକା ମନିଷା କୋଇରାଲା ବେଶ୍‌ କିଛି ସମୟ ବ୍ୟବଧାନରେ ପୁଣି ଥରେ ବଡ ପରଦାରେ ନଜର ଆସିବେ ବୋଲି ଜଣାପଡିଛି। ହେଲେ ଦିନେ ବଲିଉଡ୍‌ର ଆଗ ଧାଡିର ନାୟିକା ଥିବା ମନିଷା ଏବେ ଆଉ ବଡ ଭୂମିକାରେ ଅଭିନୟ…

ପୂର୍ବରୁ ଏମିତି ଥିଲେ, ଏବେ ବଦଳିଗଲାଣି ଏହି ଅଭିନେତ୍ରୀଙ୍କ ଚେହେରା

ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଥିବାବେଳେ ଫ୍ୟାନ୍‌ମାନଙ୍କ ପାଇଁ ଫଟୋ ଏବଂ ଭିଡିଓ ଶେୟାର କରୁଛନ୍ତି। ସୋସିଆଲ ମିଡିଆରେ ଏମିତି ଏକ ଫଟୋ ଶେୟାର କରିଛନ୍ତି, ଯାହା ବର୍ତ୍ତମାନର ନୁହେଁ। କିଛିଦିନ ତଳର। ଏଥିରେ ସେ…

କାହାର ଗୀତ ନକଲ କଲେ ମିଳୁଥିବା ସଫଳତା ଅଧିକ ଦିନ ରହି ନ ଥାଏ: ଲତା ମଙ୍ଗେସକର

ମୁମ୍ବାଇ,୪।୯: ରାନୁ ମଣ୍ଡଳଙ୍କୁ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ସେ ଲତା ମଙ୍ଗେସକରଙ୍କ ସୋର୍‌ ଫିଲ୍ମର ଗୀତ ଏକ ପ୍ୟାର କା ନଗମା ହୈ… ରେଳ ଷ୍ଟେଶନରେ ଗାଇ ପ୍ରସିଦ୍ଧି ସାଉଁଟିଛନ୍ତି। ତେବେ ଏହାକୁ ନେଇ ପ୍ରଥମ…

ପିତାଙ୍କ ଜନ୍ମଦିନରେ ସ୍ପେଶାଲ ଫଟୋ ଶେୟାର କଲେ ରିଦ୍ଧିମା

ମୁମ୍ବାଇ: ବଲିଉଡ୍‌ ଦୁନିଆର ରୋମାଣ୍ଟିକ୍‌ ନାୟକ ରିଷି କପୁର ୬୭ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଝିଅ ରିଦ୍ଧିମା କପୁର ସାହନି ପିତା ରିଷିଙ୍କର ଏକ ସ୍ପେଶାଲ ଫଟୋ ଶେୟାର କରିଛନ୍ତି। ଯାହା ତାଙ୍କ ପ୍ରଶଂସକଙ୍କୁ ଖୁବ୍‌ ପସନ୍ଦ ଆସିଛି।…

ଗଣେଶଙ୍କୁ ପୂଜା କରି ଟ୍ରୋଲ ହେଲେ ସାରା

ମୁମ୍ବାଇ: ସାରା ଦେଶରେ ଏବେ ଗଣପତିଙ୍କ ପୂଜାକୁ ନେଇ ଉତ୍ସବର ମାହୋଲ। ବଲିଉଡ କଳାକାରମାନେ ମଧ୍ୟ ଏହାକୁ ବେଶ ଧୁମ୍‌ଧାମରେ ପାଳନ କରୁଛନ୍ତି। ଏପରିସ୍ଥଳେ ଗଣେଷଙ୍କୁ ପୂଜି ଟ୍ରୋଲ୍‌ ହୋଇଛନ୍ତି ସୈଫ ଲଳନା ସାରା ଅଲ୍ଲୀ ଖାନ୍‌। ନିଜର ଇନ୍‌ଷ୍ଟା ଆକାଉଣ୍ଟରେ…

କେବିସି ମଞ୍ଚରେ ଭାବୁକ କଲା ଅର୍ପିତାଙ୍କ କାହାଣୀ: ଦିବ୍ୟାଙ୍ଗ ଶିଶୁଙ୍କ ଲାଗି କାମ କରିବାକୁ କଥା ଦେଲେ ଅମିତାଭ

ମୁମ୍ବାଇ: ଇତିମଧ୍ୟରେ ତୃତୀୟ ସପ୍ତାହରେ ପହଞ୍ଚିଛି ସୋନି ଚ୍ୟାନେଲରେ ପ୍ରସାରିତ ଶୋ’ ‘କୌନ ବନେଗା କରୋଡପତି’। ଖେଳ ଆରମ୍ଭର ପ୍ରଥମ ଦିନରୁ କେବିସି ଚର୍ଚ୍ଚାରେ ରହିଆସଥିବା ବେଳେ ମଞ୍ଚରେ ବିଭିନ୍ନ କ୍ଷେତ୍ରରୁ ଆସିଥିବା ମହିଳାଙ୍କ ସଂଘର୍ଷର କାହାଣୀ ଶୁଣିବାକୁ ମିଳୁଛି। ଏହି…

ନିକ୍‌ଙ୍କ ବୟସ କମାଇ ଟ୍ରୋଲ୍‌ ହେଲେ ପ୍ରିୟଙ୍କା

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସ୍ବାମୀ ନିକ୍‌ ଜୋନାସ୍‌ଙ୍କ ବୟସ କମ୍‌ ଲେଖି ଟ୍ରୋଲ୍‌ ହୋଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ନିକ୍‌ ଟକିଲା ବ୍ରାଣ୍ଡ୍‌ ଭିଲା ଲଞ୍ଚ୍‌ କରିଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରିୟଙ୍କା। ଫଟୋଟି ଶେୟାର କରି ୨୭…

‘ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌’ରେ ପ୍ରଥମ ଅଭିନୟ

ମୁମ୍ବାଇ: ‘ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌’ରେ ଅଭିନୟ ଜୀବନ ଆରମ୍ଭ କରିଛନ୍ତି ସନ୍ନି ଦେଓଲଙ୍କ ପୁତ୍ର କରନ ଦେଓଲ। କରନ ଶୁଟିଂସେଟ୍‌ରେ ଥିବାବେଳେ ତାଙ୍କ ଜେଜେବାପା ତଥା ବିଶିଷ୍ଟ ଅଭିନେତା ଧର୍ମେନ୍ଦ୍ର ଅଚାନକ ସେଠାରେ ପହଞ୍ଚତ୍ୟାଇଥିଲେ। ଜେଜେବାପାଙ୍କୁ ଅତର୍କିତ ଦେଖି…

ପୁଣି ଚର୍ଚ୍ଚାରେ ପ୍ରିୟଙ୍କାଙ୍କ ଭାଇ ସିଦ୍ଧାର୍ଥ: ନିର୍ବନ୍ଧ ଭାଙ୍ଗିବାର କିଛି ଦିନ ପରେ ‘ମିଷ୍ଟ୍ରି ଗର୍ଲ’ଙ୍କ ସହ ନଜର ଆସିଲେ

ମୁମ୍ବାଇ: ବଲିଉଡ ତଥା ହଲିଉଡ୍‌ ଡିଭା ପ୍ରିୟଙ୍କା ଚୋପ୍ରା ଜୋନାସଙ୍କ ଭାଇ ସିଦ୍ଧାର୍ଥ ଚୋପ୍ରାଙ୍କ ବ୍ୟକ୍ତିଗତ ଜୀବନ ପୁଣି ଚର୍ଚ୍ଚାରେ। ସୋମବାର ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଘରେ ରଖାଯାଇଥିବା ଗଣେଷ ପୂଜା ଆୟୋଜନରେ ଯୋଗ ଦେଇଥିଲେ ସିଦ୍ଧାର୍ଥ। ତେବେ ତାଙ୍କ ସାଙ୍ଗରେ…

ମଲାଇକାଙ୍କ ସହ ଛୁଟି କଟାଉଛନ୍ତି ଅର୍ଜୁନ, ଇନ୍‌ଷ୍ଟା ଷ୍ଟୋରୀରେ ଲେଖିଲେ ଏଭଳି କିଛି..

ମୁମ୍ବାଇ: ବଲିଉଡ୍‌ର ନୂଆ ଲର୍ଭବର୍ଡ କହିଲେ ମଲାଇକା ଅରୋରା ଏବଂ ଅର୍ଜୁନ କପୁରଙ୍କୁ ଅନେକେ ବୁଝନ୍ତି। କଥାଟି ଅନେକାଂଶରେ ସତ ମଧ୍ୟ। ଉଭୟଙ୍କୁ ବିଭିନ୍ନ ସମୟରେ ଏକାଠି ଦେଖିବାକୁ ମିଳେ। ଏପରିକି ବିଦେଶ ଭ୍ରମଣରେ ବି ସେମାନେ ଏକତ୍ର ଯାଇଥାନ୍ତି। ଠିକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?