ମନୋରଞ୍ଜନ

ହ୍ରିତିକ-ଟାଇଗରଙ୍କ ପାଇଁ ବନ୍ଦ ରହିଲା ପର୍ତ୍ତୁଗାଲ ସହର

ମୁମ୍ବାଇ: ବଲିଉଡ୍‌ ନାୟକ ହ୍ରିତିକ ରୋଶନ ଓ ଟାଇଗର ର୍ଶଫଙ୍କ ପାଇଁ ୨ ଦିନ ପର୍ତ୍ତୁଗାଲର ପୋରଟୋ ସହର ବନ୍ଦ ରହିଥିବା ଜଣାପଡିଛି। ତେବେ ଏହା ଅନ୍ୟ କୌଣସି କାରଣ ପାଇଁ ନୁହେଁ ବରଂ ଫିଲ୍ମ ‘ଓ୍ବାର’ର ଶୁଟିଂ ପାଇଁ ଏମିତି…

ଚଳିତ ବର୍ଷ କପୁର ପରିବାର ପାଳିବେନି ଗଣେଶ ଚତୁର୍ଥୀ

ମୁମ୍ବାଇ: ପ୍ରତି ବର୍ଷ କପୁର ପରିବାର ବହୁ ଆଡ଼ମ୍ବରରେ ଗଣେଶ ଚତୁର୍ଥୀ ପାଳନ କରୁଥିବା ବେଳେ ଚଳିତ ବର୍ଷ କିନ୍ତୁ ଏମାନେ ଏହି ପର୍ବ ପାଳନ କରିବେ ନାହିଁ ବୋଲି ଜଣାପଡ଼ିଛି। ପ୍ରତିବର୍ଷ ଆର୍‌କେ ଷ୍ଟୁଡିଓରେ ଧୁମ୍‌ଧାମ୍‌ରେ ଗଣେଶ ପୂଜାର ଆୟୋଜନ…

ଅଭିନନ୍ଦନଙ୍କ ଉପରେ କମେଡି ଫିଲ୍ମ ନିର୍ମାଣ କରିବ ପାକିସ୍ତାନ

ମୁମ୍ବାଇ: ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ସାହାସିକତା ଏବଂ ବାଲାକୋଟ ଆକ୍ରମଣକୁ ନେଇ ବଲିଉଡ ଅଭିନେତା ବିବେକ ଓବରୟ ଏକ ଫିଲ୍ମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ପାକିସ୍ତାନ ମଧ୍ୟ ଏହି କାହାଣୀ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ…

ବଲିଉଡ୍‌ରେ କ୍ୟାରିୟର କରି ନ ପାରି ଆତ୍ମହତ୍ୟା କଲେ ମଡେଲ ପର୍ଲ

ମଡେଲ ପର୍ଲ ପଞ୍ଜାବୀ ମୁମ୍ବାଇସ୍ଥିତ ନିଜ ଆପାର୍ଟମେଣ୍ଟ ଛାତରୁ ଡେଇଁ ଗୁରୁବାର ରାତିରେ ଆତ୍ମହତ୍ୟା କରିଛନ୍ତି। ୨୦ ବର୍ଷୀୟା ପର୍ଲ ବଲିଉଡ୍‌ରେ କ୍ୟାରିୟର କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ବହୁ ଦିନ ହେବ ଫିଲ୍ମ ଜଗତରେ ସଂଘର୍ଷ କରିଆସୁଥିଲେ। ମାତ୍ର ସଫଳତା…

ଦର୍ଶକଙ୍କୁ ନିରାଶ କଲା ପ୍ରଭାସଙ୍କ ‘ସାହୋ’

ମୁମ୍ବାଇ: ଚଳଚ୍ଚିତ୍ର ବାହୁବଲୀର ସଫଳତା ପରେ ସୁପରଷ୍ଟାର ପ୍ରଭାସଙ୍କଠାରୁ ଅନେକ କିଛି ଆଶା କରୁଥିଲେ ଦର୍ଶକ। ଶୁକ୍ରବାର ‘ସାହୋ’ ରିଲିଜକୁ ନେଇ ମଧ୍ୟ ଅନେକ ଉତ୍କଣ୍ଠା ଭରି ରହିଥିଲା। ହେଲେ ଶେଷରେ ଦର୍ଶକଙ୍କୁ ନିରାଶ କରିଛି ‘ସାହୋ’। ଫିଲ୍ମର କାହାଣୀ ଓ…

ଦୀପିକାଙ୍କ ଡ୍ରେସ୍‌ ଦେଖି ଫ୍ୟାନ୍‌ମାନେ କ’ଣ ଅନୁମାନ କରୁଛନ୍ତି ଜାଣନ୍ତି…

ଦୀପିକା ପାଦୁକୋନ୍‌ – ରଣବୀର ସିଂ କିଛିଦିନ ହେଲା ଲଣ୍ଡନରେ ଫିଲ୍ମ ‘୮୩’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଫିଲ୍ମରେ ରଣବୀର କପିଳ ଦେବଙ୍କ ଭୂମିକାରେ ନଜର ଆସିବାକୁ ଥିବାବେଳେ ଦୀପିକା କପିଳ ଦେବଙ୍କ ସ୍ତ୍ରୀ ଭୂମିକାରେ ନଜର ଆସିବେ। ଶୁଟିଂ ବ୍ୟତୀତ…

ପ୍ରଭାସଙ୍କ ପୋଷ୍ଟରକୁ କ୍ଷୀରରେ ଗାଧୋଇ ଦେଲେ ପ୍ରଶଂସକ

ହାଇଦ୍ରାବାଦ,୩୦।୮: ଏବେ ପୁଣି ଥରେ ବଡ ପରଦାରେ ଦେଖିବାକୁ ମିଳିଛି ସାଉଥ୍‌ ଷ୍ଟାର ପ୍ରଭାସଙ୍କ ଅଭିନୟ। ଏଥର ଫ୍ରାଇଡେ ରିଲିଜ୍‌ରେ ସାମିଲ ହୋଇଛି ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ସାହୋ’। ଆଉ ଏହା ରିଲିଜ୍‌ ହେବା ପରେ ହାଇଦ୍ରାବାଦରେ କେତେଜଣ ଯୁବକ…

ରିିଲିଜ୍‌ ହେଲା ‘ସାହୋ’,ଫିଲ୍ମ ହଲ୍‌ରେ ଜମୁଛି ଭିଡ

ଅପେକ୍ଷାର ଅନ୍ତ ଘଟିଛି। ବାଳୁବଳୀ ଷ୍ଟାର ପ୍ରଭାସ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ସାହୋ’ ଫିଲ୍ମ ଫ୍ରାଇଡେରେ ରିଲିଜ୍‌ ହୋଇଛି। ୩୫୦ କୋଟି ଟଙ୍କାରେ ନିର୍ମିତ ଏହି ଫିଲ୍ମଟି ବକ୍ସଅଫିସ୍‌ରେ ସୁପରହିଟ୍‌ ହେବା ଆଶା କରାଯାଉଛି। ପ୍ରଥମ ଦିନରେ ୧୫-୧୬କୋଟି…

‘ଗୁଞ୍ଜନ ସକ୍ସେନା-ଦି କାର୍‌ଗିଲ ଗର୍ଲ’ରେ ଜାହ୍ନବୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ‘ଗୁଞ୍ଜନ ସକ୍ସେନା-ଦି କାର୍‌ଗିଲ ଗର୍ଲ’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି। କାର୍‌ଗିଲ ଯୁଦ୍ଧରେ ସାମିଲ ହୋଇଥିବା ଭାରତୀୟ ବାୟୁସେନାର ପ୍ରଥମ ମହିଳା ଅଫିସରଙ୍କ ଜୀବନୀକୁ ଭିତ୍ତିକରି ଫିଲ୍ମ ନିର୍ମାଣ ହୋଇଥିବା ନିର୍ମାତା ଘୋଷଣା…

ସ୍ବାମୀଙ୍କ ସହ କାହିଁକି କାମ କରନ୍ତିନି ବିଦ୍ୟା

ମୁମ୍ବାଇ: ବଲିଉଡ୍‌ ଡାର୍ଟି ଗର୍ଲ ବିଦ୍ୟା ବଲାନ୍‌ଙ୍କ ସ୍ବାମୀ ସିଦ୍ଧାର୍ଥ ମଧ୍ୟ ବଲିଉଡ୍‌ର ଜଣେ ଭଲ ପ୍ରଯୋଜକ। ହେଲେ ନାୟିକା ଭାବେ ବିଦ୍ୟା ସିଦ୍ଧାର୍ଥଙ୍କ ସହ କାମ କରିବାକୁ ପସନ୍ଦ କରନ୍ତି ନାହିଁ। ତେବେ ଏହାର କାରଣ ସମ୍ପର୍କରେ ବିଦ୍ୟା ନିକଟରେ…

‘ମିଶନ ମଙ୍ଗଲ’କୁ ମହାରାଷ୍ଟ୍ର ସରକାରଙ୍କ ଉପହାର

ମୁମ୍ବାଇ: ବଲିଉଡ୍‌ ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇଛି ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’। ଏହା ଏବେ ୧୫୦ କୋଟି ଆୟ କରିଥିବା ବେଳେ ଆଗକୁ ମଧ୍ୟ ଭଲ ଆୟ କରିବ ବୋଲି କୁହାଯାଉଛି। ତେବେ…

ପ୍ରଭାସଙ୍କ ଫୋନ୍‌ ଉଠାଉନାହାନ୍ତି ଅନୁଷ୍କା

ଫିଲ୍ମ ‘ବାହୁବଳୀ’ରେ ଦମ୍‌ଦାର ଅଭିନୟ କରି ଲୋକପ୍ରିୟତା ଅର୍ଜନ କରିଥିବା ପ୍ରଭାସଙ୍କ ଅଗାମୀ ଫିଲ୍ମ ‘ସାହୋ’ ରିଲିଜ୍‌ ଅପେକ୍ଷାରେ ଅଛି। ଫିଲ୍ମର ପ୍ରମୋଶନ ପାଇଁ ଜୋରସୋରରେ ଲାଗି ପଡିଛନ୍ତି ପ୍ରଭାସ। ଏହି ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚା ନାହିଁ, ତାଙ୍କ ବିବାହକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?