ମନୋରଞ୍ଜନ

ବନ୍ଦ ହେବ ପାକିସ୍ତାନୀଙ୍କ ପ୍ରିୟ ସିନେମା ହଲ

ମୁମ୍ବାଇ: ପଞ୍ଜାବର ବହୁ ପୁରାତନ ତଥା ପାକିସ୍ତାନୀଙ୍କର ପସନ୍ଦର ସିନେମା ହଲ୍‌ ରାଜା ଟକିଜ୍‌ ବନ୍ଦ ହେବାକୁ ଯାଉଛି। କାରଣ ଏବେ ଏହାର ମାଲିକ ଏହାକୁ ବିକ୍ରି କରିବାକୁ ଯାଉଛନ୍ତି। ରାଜା ଟକିଜ୍‌ ନାଁରେ ପରିଚିତ ପ୍ରସିଦ୍ଧ ଧନି ରାମ ଥିଏଟର…

ଭାରତ ଉପରେ ଆକ୍ରମଣ କରୁଥିବା ବ୍ୟକ୍ତିଙ୍କୁ ଉପହାର ଦେବେ ବୀଣା

ମୁମ୍ବାଇ: ପାକିସ୍ତାନୀ ଅଭିନେତ୍ରୀ ବୀଣା ମଲିକ ପ୍ରତିଥର କିଛି ନା କିଛି ଭାରତ ବିରୋଧୀ କଥା କହି ଆସିଥାଆନ୍ତି ଚର୍ଚ୍ଚାକୁ। ବିଗ୍‌ ବସ୍‌ କଣ୍ଟେଷ୍ଟାଣ୍ଟ ଭାବେ ଭାରତରେ ସେ ବେଶ୍‌ ପରିଚିତ। ତେବେ ଏଥର ସେ ଉର୍ଦ୍ଦୁ ଭାଷାରେ ଏକ ଭାରତ…

ଦିନଥିଲା ସାଙ୍ଗଙ୍କଠାରୁ ଖାଦ୍ୟ ମାଗି ଖାଉଥିଲେ, ଏବେ ବଲିଉଡ୍‌ର ଜଣେ ଆଗଧାଡିର ଅଭିନେତା

ରାଜକୁମାର ରାଓ ବା ରାଜକୁମାର ଯାଦବ ହେଉଛନ୍ତି ବଲିଉଡ୍‌ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ସଫଳ କଳାକାର। ୨୦୧୦ରେ ‘ଲଭ ସେକ୍ସ ଔର ଧୋକା’ ଫିଲ୍ମ ଜରିଆରେ ସିନେ ଜଗତରେ ପାଦ ଦେଇଥିଲେ। ୨୦୧୩ ମସିହାର ‘କାଇ ପୋ ଚେ’ ଫିଲ୍ମ…

ଦୁଇ ଭଉଣୀଙ୍କ ପାଇଁ ଟାଟୁ କଲେ ହର୍ଷବର୍ଦ୍ଧନ

ବଲିଉଡ୍‌ ଅଭିନେତା ଅନିଲ କପୁରଙ୍କ ପୁଅ ତଥା ଅଭିନେତା ହର୍ଷବର୍ଦ୍ଧନ ଦୁଇ ଭଉଣୀଙ୍କ ନାଁରେ ଟାଟୁ କରିଛନ୍ତି। ନିଜ ଇନଷ୍ଟାଗ୍ରାମରେ ସେ ଏକ ଫଟୋ ଶେୟାର୍‌ କରି ଏହାର ଖୁଲାସା କରିଛନ୍ତି। ହର୍ଷବର୍ଦ୍ଧନ ଭଉଣୀ ସୋନମ ଏବଂ ରିଆ କପୁରଙ୍କ ନାଁରେ…

ଫିଲ୍ମ ପାଇଁ ଅଫର ପ୍ରେରଣାଦାୟୀ: ତବୁ

ମୁମ୍ବାଇ: ଫିଲ୍ମ ପାଇଁ ଅଫର ମିଳିବା ପ୍ରେରଣାଦାୟକ ବୋଲି ବଲିଉଡ୍‌ ଅଭିନେତ୍ରୀ ତବୁ ପ୍ରକାଶ କରିଛନ୍ତି। ସେ ଅଧିକ ଆଶା କରୁ ନ ଥିଲେ ମଧ୍ୟ ବର୍ତ୍ତମାନ ଯେଉଁ କାର୍ଯ୍ୟ ମିଳିଛି ସେଥିରେ ସେ ଖୁସି ଥିବା କହିଛନ୍ତି। ଭବିଷ୍ୟତ ପାଇଁ…

ଘରେ ଗଣେଶ ଚତୁର୍ଥୀ ପାଳନ କରି ଭାବୁକ ହେଲେ ସୋନାଲି

ମୁମ୍ବାଇ: ସାରା ଦେଶରେ ଗଣେଶ ଚତୁର୍ଥୀ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଥିବା ବେଳେ ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ଗଣପତି ବାପ୍ପାଙ୍କୁ ଖୁବ୍‌ ଆଗ୍ରହ ସହକାରେ ନିଜ ନଜ ଘରକୁ ନିମନ୍ତ୍ରଣ କରିଛନ୍ତି। ଆଉ ଏଥିରୁ ବାଦ୍‌ ଯାଇ ନାହାଁନ୍ତି ବଲିଉଡ୍‌ ନାୟିକା…

ମୋ ଜୀବନ ଶେଷ ହୋଇଗଲା: ରାକ୍ଷୀ

ମୁମ୍ବାଇ: ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତଙ୍କର ଆଉ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଖୁବ୍‌ ଜୋରରେ କାନ୍ଦିବା ସହ ଜୀବନ ଶେଷ ହୋଇଗଲା ବୋଲି କହୁଥିବା ଦେଖାଯାଇଛି। ହେଲେ ଏମିତି କହିବା ପଛରେ କିଛି କାରଣ…

ନିଆରା ଢଙ୍ଗରେ ଗଜାନନଙ୍କ ପୂଜା କରୁଛନ୍ତି ଶିଳ୍ପା

ବଲିଉଡ୍‌ ସେଲିବ୍ରିଟିମାନେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା କରୁଛନ୍ତି। ସେଲିବ୍ରିଟିଙ୍କ ମଧ୍ୟରୁ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ପୂର୍ବବର୍ଷ ଅପେକ୍ଷା ଏବର୍ଷ ଟିକେ ନିଆରା ଢଙ୍ଗରେ ପୂଜା କରୁଛନ୍ତି। ୧୦ ବର୍ଷ ଧରି ଶିଳ୍ପା ନିଜ ଘରେ ଧୂମ୍‌ଧାମରେ…

ମା’ଙ୍କ ନାଁରେ କ୍ୟାନସର୍‌ ହସ୍ପିଟାଲ୍‌ ନିର୍ମାଣ କରିବାକୁ ଚାହୁଁଛନ୍ତି ଏହି ଅଭିନେତା

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଉତ୍ତରପ୍ରଦେଶର ପ୍ରୟାଗରାଜ୍‌ସ୍ଥିତ ନିଜ ଗ୍ରାମରେ ଏକ କ୍ୟାନସର୍‌ ହସ୍ପିଟାଲ୍‌ ମା’ ନର୍ଗିଶଙ୍କ ନାମରେ ଖୋଲିବାକୁ ଚାହୁଁଛନ୍ତି। ନିଜ ଆଗାମୀ ଫିଲ୍ମ ‘ପ୍ରସ୍ତାନମ୍‌’ର ଶୁଟିଂବେଳେ ସେ ଏକଥା କହିଛନ୍ତି। ଏହାସହ ପ୍ରସିଦ୍ଧ ଫିଲ୍ମ ମୁନ୍ନା ଭାଇ ଏମବିବିଏସ୍‌ର…

୧୦ ହଜାର ପଇସା କେତେ ଟଙ୍କା: ଉତ୍ତର ଦେଇପାରିଲେନି ଗଣିତ ଶିକ୍ଷୟିତ୍ରୀ

ମୁମ୍ବାଇ,୨।୯: ଘରୋଇ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ଶୋ’ ‘କୌନ ବନେଗା କରୋଡପତି’ ଏହାର ଟିଆର୍‌ପିକୁ ନେଇ ବେଶ୍‌ ପରିଚିତ। କାରଣ ଏହା ଏକ ଲୋପକ୍ରିୟ ଶୋ’। ନିକଟରେ ଅଗଷ୍ଟ ୩୦ରେ ଏଥିରେ ଭାଗ ନେଇଥିଲେ ଜଣେ ଗଣିତ ଶିକ୍ଷୟିତ୍ରୀ। ଗ୍ରେଟର ନଏଡାର…

ଅକ୍ଷୟ କୁମାରଙ୍କୁ ଭେଟିବା ପାଇଁ ୧୮ ଦିନରେ ୯ ଶହ କିମି ଚାଲି ମୁମ୍ବାଇରେ ପହଞ୍ଚିଲେ ଯୁବକ: ସୋସିଆଲ୍‌ ମିଡ଼ିଆରେ ଫଟୋ ଶେୟାର

ମୁମ୍ବାଇ,୧।୯: ଖିଲାଡ଼ି କୁମାର ଅକ୍ଷୟ କୁମାରଙ୍କୁ ଭେଟିବା ପାଇଁ ଜଣେ ଯୁବକ ୧୮ ଦିନରେ ୯ ଶହ କିଲୋମିଟର ପାଦରେ ଚାଲି ଚାଲି ମୁମ୍ବାଇ ପହଞ୍ଚିଛନ୍ତି। ଖିଲାଡ଼ି କୁମାର ଯୁବକଙ୍କ ସହିତ ସେଲ୍‌ଫି ନେଇ ଏହାକୁ ସୋସିଆଲ୍‌ ମିଡ଼ିଆରେ ଶେୟାର କରିଛନ୍ତି।…

ବିୟୁଟି, ବ୍ରେନ୍‌ ଆଉ ଟ୍ୟାଲେଣ୍ଟର ପରଫେକ୍ଟ ମିଶ୍ରଣ କାବ୍ୟା କିରଣ

ମୁମ୍ବାଇ: ବଲିଉଡ୍‌ ସହ କିଛି ଆଞ୍ଚଳିକ ଭାଷାର ଫିଲ୍ମରେ କାମ କରିଥିବା ଅଭିନେତ୍ରୀ କାବ୍ୟା କିରଣ ଏବେ ବେଶ୍‌ ପରିଚିତ। ତାଙ୍କୁ ଏବେ ବିୟୁଟି, ବ୍ରେନ୍‌ ଆଉ ଟ୍ୟାଲେଣ୍ଟର ପରଫେକ୍ଟ ମିଶ୍ରଣ ବୋଲି କୁହାଯାଉଛି। କାବ୍ୟା ବିଶେଷ ଭାବେ ପ୍ରିଣ୍ଟ ଆଡ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?