ନା କୋହଲୀ, ନା ଧୋନୀ: ଏହି କ୍ରିକେଟରଙ୍କୁ ପସନ୍ଦ କରନ୍ତି ସପ୍‌ନା ଚୌଧୁରୀ

ବମ୍ବେ: ନିଜର ନୃତ୍ୟକୁ ନେଇ କେବଳ ହରିୟାଣା ନୁହେଁ ବରଂ ଦେଶ ବାହାରେ ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି ସପନା ଚୌଧୁରୀ। ଦର୍ଶକଙ୍କୁ ମତୁଆଲା କରିବାର କଳା ତାଙ୍କୁ ବେଶ୍‌ ଭାବେ ଜଣା। ବ୍ୟକ୍ତିଗତ ଜୀବନରେ ସେ କ୍ରିକେଟ ଦେଖିବାକୁ ପସନ୍ଦ କରନ୍ତି। ଏକ ପ୍ରୋଗ୍ରାମରେ ଯୋଗଦେବା ସମୟରେ ସେ କାହାର ଖେଳ ଦେଖିବାକୁ ପସନ୍ଦ କରନ୍ତି ମଧ୍ୟ କହିଥିଲେ।

ସପନା ପସନ୍ଦ କରୁଥିବା କ୍ରିକେଟର ନା ଧୋନୀ, ନା କୋହଲୀ। ସେ ହେଉଛନ୍ତି ବିରେନ୍ଦ୍ର ସେହଓ୍ବାଗ୍‌। ପିଲାଟିବେଳୁ ସେ ସେହଓ୍ବାଗ୍‌ଙ୍କ ବଡ଼ ପ୍ରଶଂସକ ରହିଆସିଛନ୍ତି। ଆଜିବି ସେ ତାଙ୍କୁ ପସନ୍ଦ କରନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆୟୁଷ୍ମାନ୍‌ଙ୍କ ‘ଅନ୍ଧାଧୁନ୍‌’ର ପ୍ରଶଂସା କଲେ ଲତା: କହିଲେ ‘ଅଭିନୟ ଉଚ୍ଚକୋଟୀର’

ବମ୍ବେ: ବଲିଉଡ୍‌ର ଏଭଳି କିଛି ଅଭିନେତା ଅଛନ୍ତି, ଯେଉଁମାନଙ୍କ ପରିଚୟ ଦେବା ଆବଶ୍ୟକ ହୋଇ ନ ଥାଏ। ଗୋଟିଏ ପରେ ଗୋଟିଏ ହିଟ୍‌ ସିନେମା ଭେଟି...

ଶିଳ୍ପାଙ୍କ ନିର୍ବନ୍ଧ ମୁଦିିର ମୂଲ୍ୟ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡର ଫିଟ୍‌ନେସ୍‌ କୁଇନ୍‌ ଶିଳ୍ପା ସେଟ୍ଟୀ ଫିଲ୍ମ ଦୂନିଆରୁ ଦୂରେଇ ଅଛନ୍ତି ସତ, ହେଲେ ସବୁବେଳେ ସେ ଚର୍ଚ୍ଚାରେ ଥାନ୍ତି। ସେ ନିଜ ଫ୍ୟାନ୍ସମାନଙ୍କ ପାଇଁ...

କଙ୍ଗନାଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କଲେ ଉର୍ମିଳା

ମୁମ୍ବାଇ,୧୭ ।୯: ବଲିଉଡ୍ ନାୟିକା କଙ୍ଗନା ରାନାୱତ ଏବେ ଖୁବ୍ ଚର୍ଚ୍ଚାରେ । ପଙ୍ଗା ନେବାରେ ଖୁବ୍ ମାହିର ଏହି ଅଭିନେତ୍ରୀ । ଏବେ ତାଙ୍କର...

ପ୍ରଭାସଙ୍କ ପୋଷ୍ଟରକୁ କ୍ଷୀରରେ ଗାଧୋଇ ଦେଲେ ପ୍ରଶଂସକ

ହାଇଦ୍ରାବାଦ,୩୦।୮: ଏବେ ପୁଣି ଥରେ ବଡ ପରଦାରେ ଦେଖିବାକୁ ମିଳିଛି ସାଉଥ୍‌ ଷ୍ଟାର ପ୍ରଭାସଙ୍କ ଅଭିନୟ। ଏଥର ଫ୍ରାଇଡେ ରିଲିଜ୍‌ରେ ସାମିଲ ହୋଇଛି ପ୍ରଭାସଙ୍କ ବହୁ...

ଶେହନାଜ-ସିଦ୍ଧାର୍ଥଙ୍କ ଫଟୋ ଭାଇରାଲ, ୟୁଜର କହିଲେ ଏମିତି

ମୁମ୍ବାଇ : ‘ବିଗ୍‌ବସ-୧୩’ର ପ୍ରତିଯୋଗୀ ଶେହନାଜ ଗିଲ୍‌ ନିଜର ଶୋ’ ‘ମୁଝ୍‌ସେ ଶାଦୀ କରୋଗେ’ରେ ବର୍ତ୍ତମାନ ବ୍ୟସ୍ତ ଅଛନ୍ତି। ‘ବିଗ୍‌ବସ’ ଶେଷ ହେବା ପରେ ସେ...

ଡିମ୍ପଲଙ୍କୁ ୬୩ ବର୍ଷ: ୧୬ ବର୍ଷ ବୟସରେ ବବି ଫିଲ୍ମରେ ଅଭିନୟ କରି ରାତାରାତି ଷ୍ଟାରଡମ୍‌ କରିଥିଲେ ହାସଲ

ମୁମ୍ବାଇ,୮।୬: ବଲିଉଡ୍‌ ନାୟିକା ଡିମ୍ପଲ କପାଡ଼ିଆ ସୋମବାର ୬୩ ବର୍ଷରେ ପାଦ ଥାପିଛନ୍ତି। ୧୯୫୭ ଜୁନ୍‌ ୮ରେ ସେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କୁ...

ଏହି ୫ ଜଣଙ୍କ ସହିତ ଡେଟିଂରେ ଯାଇଛନ୍ତି ଅନୁଷ୍କା

ମୁମ୍ବାଇ,୧।୫: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ବୁଧବାର ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୮ ମେ ୧ରେ ଅଯୋଧ୍ୟାଠାରେ ଜନ୍ମଗ୍ରହଣ କରିଥିଲେ। କିକ୍ରେଟର ବିରାଟ...

ଗୁପ୍ତଚର ଭୂମିକାରେ କଙ୍ଗନା

ନୂଆଦିଲ୍ଲୀ: ଅଭିନେତ୍ରୀ କଙ୍ଗ୍‌ନା ରଣାଓ୍ବତ୍‌ ଅପକମିଂ ଆକ୍ସନ ଥ୍ରିଲର ‘ଧାକଡ଼’ରେ ଜଣେ ଗୁପ୍ତଚର ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ଏ ସମ୍ପର୍କରେ କଙ୍ଗ୍‌ନା କହନ୍ତି, ‘ଏହା...

Coronavirus Update


Archives

Model This Week

Why Dharitri