ଭାଇ ଅର୍ଜୁନଙ୍କୁ ମା’ ଦେଇଥିବା ସୁନ୍ଦର ଉପହାର କହିଲେ ଅଂଶୁଲା
ମୁମ୍ବାଇ: ବଲିଉଡ୍ ଅଭିନେତା ଅର୍ଜୁନ କପୁରଙ୍କ ଜୁନ୍ ୨୬ ଅର୍ଥାତ୍ ଆଜି ଜନ୍ମଦିନ। ଏହି ଅବସରରେ ସୋସିଆଲ ମିଡିଆରେ ଭଉଣୀ ଅଂଶୁଲା କପୁର ଅର୍ଜୁନଙ୍କୁ ସ୍ବତନ୍ତ୍ର ଶୁଭେଚ୍ଛା ଜଣାଇଛନ୍ତି। ଅଂଶୁଲା ଅର୍ଜୁନଙ୍କ ସହ ଏକ ଫଟୋ ଶେୟାର କରି ଭାବପ୍ରବଣ ବାର୍ତ୍ତା…
ଏହି କଳାକାରଙ୍କ ଭାଗ୍ୟ ବଦଳାଇଥିଲା ଗୋଟିଏ ଫୋନ୍ କଲ୍
ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ବେବି’ରେ ଏକ ଗୁପ୍ତଚର ଭୂମିକାରେ ଅଭିନୟ କରିଥିଲେ ଅଭିନେତା କରଣ ଆନନ୍ଦ। ତେବେ ତାଙ୍କ ଅଭିନୟ ଜୀବନ ଅତ୍ୟନ୍ତ ସଂଘର୍ଷମୟ ଥିଲା। ବଲିଉଡ୍ରେ ନିଜର ପରିଚୟ ସୃଷ୍ଟି କରିବା ପାଇଁ କରଣଙ୍କୁ ଲମ୍ବା…
ଘରେ ବିଜ୍ଞାପନ ଶୁଟିଂ କଲେ ଦୀପିକା
ରାମାନନ୍ଦ ସାଗରଙ୍କ ରାମାୟଣରେ ସୀତା ଭୂମିକାରେ ଅଭିନୟ କରିଥିଲେ ଅଭିନେତ୍ରୀ ଦୀପିକା ଚିଖଲିୟା। ବର୍ତ୍ତମାନ କରୋନା ଭୟରେ ଦୀପିକା ଘରେ ଶୁଟିଂ କରୁଛନ୍ତି। ନିକଟରେ ସେ ଘରେ ଏକ ବିଜ୍ଞାପନର ଶୁଟିଂ କରିଛନ୍ତି। ଏ ନେଇ ନିଜେ ଦୀପିକା ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟକରି…
ସୁଶାନ୍ତଙ୍କ ବିବାହ ସମ୍ପର୍କରେ ଶେଷଥର କଥା ହୋଇଥିଲେ ତାଙ୍କ ପିତା, କହିଲେ ବୋହୂ ହୋଇଥାନ୍ତେ…
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ଆତ୍ମହତ୍ୟା ଖବରକୁ ଆଜି ପର୍ଯ୍ୟନ୍ତ କେହି ସହଜରେ ବିଶ୍ୱାସ କରିପାରୁନାହାନ୍ତି। ଆଉ ତାଙ୍କୁ ଜନ୍ମ ଦେଇଥିବା ପିତା କେମିତି ବା ବିଶ୍ୱାସ କରନ୍ତେ। ସୁଶାନ୍ତଙ୍କ ପାଇଁ ତାଙ୍କ ଆଖିରୁ ଲୁହ ଶୁଖୁନି। କେବଳ…
କ’ଣ ଖେଳିବାକୁ ଭଲପାଆନ୍ତି ଆପଣଙ୍କ ପସନ୍ଦର କଳାକାର, ଜାଣନ୍ତୁ …
କଳାକାରଙ୍କ ବ୍ୟକ୍ତିଗତ ଜୀବନ କିପରି ଚାଲିଛି ସେ ବିଷୟରେ ଜାଣିବା ପାଇଁ ପ୍ରଶଂସକମାନେ ସବୁବେଳେ ଆଗହୀ। ସେମାନେ କ’ଣ ଖାଉଛନ୍ତି, କେତେ ଶିକ୍ଷିତ, ସେମାନଙ୍କର ପ୍ରିୟ ଖେଳ କ’ଣ ଆଦି। ତେବେ ବଲିଉଡ୍ର ଅନେକ କଳାକାର ରହିଛନ୍ତି ଯେଉଁମାନଙ୍କର କ୍ରିଡା ପ୍ରତି…
ଐଶ୍ୱର୍ଯ୍ୟା ରାୟଙ୍କ ଫୋନ୍ ଚେକ୍ କରନ୍ତି କି ସ୍ବାମୀ ଅଭିଷେକ
ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ସର୍ବଦା ଚର୍ଚ୍ଚାରେ ଥାନ୍ତି। ଫିଲ୍ମରେ ସେତେଟା ସକ୍ରିୟ ନ ଥିଲେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଥାଏ। ଶାଶୁ ଜୟା ବଚ୍ଚନଙ୍କ ତାଙ୍କ ସମ୍ପର୍କ ଭଲ ପଡେ ନାହିଁ, ସ୍ବାମୀ…
ଜାଣନ୍ତୁ ପିତାଙ୍କଠାରୁ ଏହି କଥା ଶିଖିଥିଲେ ସୁଶାନ୍ତ, ଯାହା ଶୁଣି ତାଳି ମାରିଥିଲେ ପ୍ରଶଂସକ
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ୍ ଜୁନ୍ ୧୪ରେ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁକୁ ୧୩ ଦିନ ବିତିଗଲାଣି ତଥାପି ପ୍ରଶଂସକମାନେ ଏହି ଖବରକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। କିଛି ପ୍ରଶଂସକ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ସହ ଜଡ଼ିତ ଫଟୋ, ଭିଡିଓ ଶେୟାର…
ମୁଲାୟମ ସିଂ ଯାଦବଙ୍କ ଉପରେ ଆସୁଛି ଫିଲ୍ମ: ପୋଷ୍ଟର ରିଲିଜ୍
ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ରାଜନୀତିରେ ଜଣେ ଅଗ୍ରଣୀ ନେତା ଭାବେ ପରିଚିତ ମୁଲାୟମ ସିଂ ଯାଦବଙ୍କ ଉପରେ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଶୁଭେନ୍ଦୁ ରାଜ ଘୋଷ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରର ନାମ ‘ମେନ ମୁଲାୟମ…
କରୋନାକୁ ହରାଇ ଘରକୁ ଫେରିଲେ ଦୀପିକାଙ୍କ ମା’
ଟେଲି ଅଭିନେତ୍ରୀ ଦୀପିକା ସିଂଙ୍କ ମା’ ଏବଂ ଜେଜେ ମା’ କରୋନା ଆକ୍ରାନ୍ତ ହୋଇଥିଲେ। ଏବେ ତାଙ୍କ ମା’ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ଦୀପିକା ଇନ୍ଷ୍ଟାଗ୍ରାମ୍ରେ ମା’ ଏବଂ ଜେଜେ ମା’ଙ୍କ ଏକ ଫଟୋ…
ମାତ୍ର ୫ ଟଙ୍କା ପାଇଁ ଗୀତ ଗାଉଥିଲେ ସୋନୁ ନିଗମ
ସିଙ୍ଗର ସୋନୁ ନିଗମ ବଲିଉଡ୍ରେ ମ୍ୟୁଜିକ୍ ମାଫିଆ ବିଷୟରେ କହିବା ପରଠାରୁ ଏକ ଭିନ୍ନ ପ୍ରକାର ବିବାଦ ଆରମ୍ଭ ହୋଇଯାଇଛି। ସୋନୁ ଯେଉଁପରି ଭାବେ ଟି ସିରିଜ୍ର ନିର୍ଦ୍ଦେଶକ ଭୁଷଣ କୁମାରଙ୍କ ଉପରେ ଦୋଷ ଲଗାଇଛନ୍ତି, ଏହାକୁ ନେଇ ବିବାଦ ଆହୁରି…
ଆତ୍ମହତ୍ୟାର କିଛି ଘଣ୍ଟା ପୂର୍ବରୁ ଏହି ଭିଡିଓ ଶେୟାର କରିଥିଲେ ଟିକ୍ଟକ୍ ଗର୍ଲ ସିୟା
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ବଲିଉଡ୍ଠାରୁ ଆରମ୍ଭକରି ସାରା ଦେଶର ଲୋକଙ୍କୁ ଥରାଇ ଦେଇଛି। ତାଙ୍କ ମୃତ୍ୟୁକୁ ସପ୍ତାହେ ପରେ ହୋଇଥିଲେ ମଧ୍ୟ ପ୍ରଶଂସକ ଏହାକୁ ଗ୍ରହଣ କରିପାରୁ ନାହାନ୍ତି। ସୁଶାନ୍ତଙ୍କ ଆତ୍ମହତ୍ୟାର ୧୦ ଦିନ ପରେ…
ଗଜଲ ଗାଇ ପ୍ରଶଂସକଙ୍କ ହୃଦୟ ଜିତିଥିଲେ ସୁଶାନ୍ତ
ବଲିଉଡ୍ର ସ୍ବର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ଏକ ପୁରୁଣା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସୁଶାନ୍ତଙ୍କୁ ଗଜଲ ଗାଉଥିବାର ଦେଖିବାକୁ ମିଳୁଛି। ସୁଶାନ୍ତଙ୍କର ଏହି ଭିଡିଓକୁ ଭୋମ୍ପଲା ତାର ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଶେୟାର କରିଛି।…
Archives


