ଏହି କଳାକାରଙ୍କ ଭାଗ୍ୟ ବଦଳାଇଥିଲା ଗୋଟିଏ ଫୋନ୍‌ କଲ୍‌

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ବେବି’ରେ ଏକ ଗୁପ୍ତଚର ଭୂମିକାରେ ଅଭିନୟ କରିଥିଲେ ଅଭିନେତା କରଣ ଆନନ୍ଦ। ତେବେ ତାଙ୍କ ଅଭିନୟ ଜୀବନ ଅତ୍ୟନ୍ତ ସଂଘର୍ଷମୟ ଥିଲା। ବଲିଉଡ୍‌ରେ ନିଜର ପରିଚୟ ସୃଷ୍ଟି କରିବା ପାଇଁ କରଣଙ୍କୁ ଲମ୍ବା ସମୟ ଲାଗିଥିଲା। ହେଲେ ପରେ ସେ ସଲମାନ୍‌ ଖାନ୍‌, ଗୋବିନ୍ଦା, ଅକ୍ଷୟ କୁମାରଙ୍କ ପରି କଳାକାରଙ୍କ ସହ କାମ କରିଥିଲେ। ଏବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିପାରିଛନ୍ତି। ତାଙ୍କୁ ଯେଉଁ ସଫଳତା ମିଳିଛି ସେଥିପାଇଁ ସେ ଅଭିନେତ୍ରୀ ଭୂମି ପେଡେନେକରଙ୍କୁ ଶ୍ରେୟ ଦେଇଛନ୍ତି। ଭୂମିଙ୍କ ଏକ ଫୋନ୍‌ କଲ୍‌ କରଣଙ୍କ ଭାଗ୍ୟ ବଦଳାଇ ଦେଇଥିଲା।
କରଣଙ୍କର ଫିଲ୍ମ ଇଣ୍ଡଷ୍ଟ୍ରିରେ କେହି ଗର୍ଡଫାଦର ନାହାନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରି ବିଷୟରେ ବୁଝିବାକୁ ତାଙ୍କୁ ୫ ବର୍ଷ ଲାଗିଯାଇଥିଲା। ମୁମ୍ବାଇ ଆସିବା ପରେ ତାଙ୍କୁ ଟିଭି ଧାରାବାହିକରେ କାମ କରିବାର ସୁଯୋଗ ମିଳିଥିଲା। ହଠାତ୍‌ ଦିନେ ତାଙ୍କ ପାଖକୁ ଏକ ଫୋନ୍‌ କଲ୍‌ ଆସିଥିଲା। ଏକ ଫିଲ୍ମ ପାଇଁ ତାଙ୍କୁ ଫାଇନାଲ କରାଯାଇଥିବା କୁହାଯାଇଥିଲା। ଫ୍ରି ଥିଲେ ଅଡିଶନ ଦେବାକୁ ମଧ୍ୟ ଡକାଯାଇଥିଲା। ଏହି କଲ ୟଶ ରାଜ ପ୍ରଡକ୍ସନରୁ ଭୁମି ପାଡନେକର କରିଥିଲେ ବୋଲି ବିଜୟ କହିଛନ୍ତି। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ। ଛୋଟ ପରଦାରୁ ଦୂରେଇ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ।


All Right Reserved By Dharitri.Com

ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନଙ୍କ ହାତ ଧରିଲେ ଅଭିନେତ୍ରୀ ଝିଲିକ୍‌

ଭୁବନେଶ୍ୱର: ହାତକୁ ଦୁଇ ହାତ ହେଲେ ଅଭିନେତ୍ରୀ ଝିଲିକ୍‌ ଭଟ୍ଟାଚାର୍ଯ୍ୟ। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇଙ୍କ ପୁଅ ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନଙ୍କ ସହ ତାଙ୍କର...

ଟିଭି ସିରିଏଲ୍‌ର ଏହି ଅଭିନେତା କରୋନା ପଜିଟିଭ୍‌: ୩ଦିନ ଯାଏଁ ବନ୍ଦ ରହିଲା ଶୁଟିଂ

ମୁମ୍ବାଇ,୭।୭: କରୋନା ଲକ୍‌ଡାଉନ ଯୋଗୁ ୩ମାସରୁ ସମସ୍ତ ଫିଲ୍ମ ଓ ସିରିୟଲ୍‌ ଶୁଟିଂ ବନ୍ଦ ରହିଛି। କରୋନା ସଙ୍କଟ ମଧ୍ୟରେ ତଥା ଅନ୍‌ଲକ-୨ରେ ମହାରାଷ୍ଟ୍ର ସରକାର...

୩ଶହ କୋଟି କ୍ଳବରେ ସାମିଲ ହେଲା ‘ଓ୍ବାର’

ମୁମ୍ବାଇ: ବଲିଉଡ୍‌ ମୁଭି ‘ଓ୍ବାର’ ବକ୍ସ ଅଫିସରେ ବେଶ୍‌ ଭଲ ପ୍ରଦର୍ଶନ କରିଛି। ଫିଲ୍ମଟି ଏବେ ୩ଶହ କୋଟି କ୍ଲବରେ ସାମିଲ ହୋଇଛି। ୨୦୧୯ର ଏହା...

ପ୍ରିୟଙ୍କାଙ୍କ ମନ ଆଉ ଘରେ ଲାଗୁନି

ମୁମ୍ବାଇ: କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବାରୁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ଲକ୍‌ଡାଉନ୍‌ ଯୋଗୁ ଘରେ ଅଛନ୍ତି।...

ଆଉ ୫ ବର୍ଷ ଆକ୍ସନ ଫିଲ୍ମ କରିବେ ଖୀଲାଡି ହିରୋ

ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଟ୍ରେଲର ଇତିମଧ୍ୟରେ ରିଲିଜ୍‌ ହୋଇଯାଇଛି। ଏଥିରେ ଖୀଲାଡି କିଙ୍ଗ୍‌ ଅକ୍ଷୟ କୁମାରଙ୍କୁ ଆକ୍ସନ ଅବତାରରେ ଦେଖିବାକୁ ମିଳୁଛି। ଫିଲ୍ମରେ...

ଏକ୍ସ ବୟଫ୍ରେଣ୍ଡଙ୍କ ଉପରେ ରାଗିଲେ କଙ୍ଗନା!

ମୁମ୍ବାଇ: ବଲିଉଡ୍‌ କୁଇନ୍‌ କଙ୍ଗନା ରାନାଓ୍ବତ କିଛି ନା କିଛି କାରଣ ପାଇଁ ଅଧିକାଂଶ ସମୟ ଥାଆନ୍ତି ଚର୍ଚ୍ଚାରେ। ବିଶେଷ କରି କିଛି ଘଟଣାକୁ ନେଇ...

ଆଲିଆ-ରଣବୀରଙ୍କ ବିବାହକୁ ନେଇ ମୁହଁ ଖୋଲିଲେ ସମ୍ପର୍କୀୟ

ଆଲିଆ ଭଟ୍ଟ-ରଣବୀର କପୁର ଟିକେ ମୌକା ପାଇଲେ ଏକାଠି ଲୋକଙ୍କ ନଜରକୁ ଆସୁଛନ୍ତି। ଏମିତିରେ ବି କିଛିଦିନ ତଳେ ଦୁହିଁଙ୍କ ବିବାହ ଖବର ନେଇ ଖୁବ୍‌...

ଗଲଓ୍ବାନ ଘାଟି ବିବାଦ ଉପରେ ନିର୍ମାଣ ହେବ ଫିଲ୍ମ

ଗଲଓ୍ବାନ ଘାଟିରେ ହୋଇଥିବା ଭାରତ ଏବଂ ଚୀନ୍‌ ମଧ୍ୟରେ ରକ୍ତାକ୍ତ ସଂଘର୍ଷର କାହାଣୀ ଏବେ ବଡ଼ ପରଦାରେ ଦେଖିବାକୁ ମିଳିବ। ଏଲ୍‌ଏସିରେ ୨୦ ଭାରତୀୟ ଯବାନଙ୍କ...

Coronavirus Update



Archives

Model This Week

Why Dharitri

Leave a comment

Your email address will not be published. Required fields are marked *