ଗଜଲ ଗାଇ ପ୍ରଶଂସକଙ୍କ ହୃଦୟ ଜିତିଥିଲେ ସୁଶାନ୍ତ

ବଲିଉଡ୍‌ର ସ୍ବର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ଏକ ପୁରୁଣା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସୁଶାନ୍ତଙ୍କୁ ଗଜଲ ଗାଉଥିବାର ଦେଖିବାକୁ ମିଳୁଛି। ସୁଶାନ୍ତଙ୍କର ଏହି ଭିଡିଓକୁ ଭୋମ୍ପଲା ତାର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେୟାର କରିଛି। ଭିଡିଓଟି ଶେୟାର ହେବାର ଗୋଟିଏ ଦିନ ମଧ୍ୟ ହୋଇନାହିଁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ଦେକ୍ଷ ଲକ୍ଷ ଲୋକ ଦେଖିସାରିଛନ୍ତି। ଏହାକୁ ଦେଖିବା ପରେ ସୁଶାଂନ୍ତଙ୍କ ଏହି ପ୍ରତିଭାକୁ ତାଙ୍କ ପ୍ରଶଂସକମାନେ ପ୍ରଶଂସା କରିବାରେ ଲାଗିଛନ୍ତି।


All Right Reserved By Dharitri.Com

ମାଧୁରୀଙ୍କ ପାଇଁ କଶ୍ମୀର ଛାଡି ଦେବାକୁ ପ୍ରସ୍ତୁତ ଥିଲା ପାକିସ୍ତାନ !

ମୁମ୍ବାଇ: ବଳିଉଡ୍‌ର ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦିକ୍ଷିତ ଶୁକ୍ରବାର ୫୩ ବର୍ଷରେ ପଦାର୍ପଣ କରିଛନ୍ତି। ଏବେ ସେ ବଡ ପରଦାରେ ଏତେଟା ନଜର ଆସୁ...

ଗୋଟିଏ ଫ୍ରେମରେ ପଟୌଦି ଖାନଦାନ

ମୁମ୍ବାଇ,୨୯।୫: ସୋହା ଅଲ୍ଲୀ ଖାଁ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ଶର୍ମିଲା ଟେଗୋର, ସୈଫ ଅଲ୍ଲୀ ଖାଁ, କରୀନା, ତୈମୁର, ସାରା...

ଛାଡ଼ପତ୍ରର ୨ ବର୍ଷ ପରେ ଏମିତି କହିଲେ ଅରବାଜ୍‌

୧୮ ବର୍ଷର ସାଂସାରିକ ଜୀବନ ବିତାଇବା ପରେ ମଲାଇକା ଆରୋରା ଏବଂ ଏବଂ ଅରବାଜ୍‌ ଖାନ୍‌ ଅଲଗା ହୋଇଗଲେ। ଏମାନଙ୍କ ଛାଡ଼ପତ୍ରକୁ ୨ ବର୍ଷ ପୂରିଛି।...

ହ୍ରିତିକ୍‌-ଅମିତାଭ ପାଲଟିଲେ ଟିକ୍‌ଟକ୍‌ ଷ୍ଟାର ଯୁବରାଜଙ୍କ ଫ୍ୟାନ୍‌

ବମ୍ବେ: ସୋସିଆଲ ମିଡିଆରେ ନିଜର କଳା ପ୍ରଦର୍ଶନ କରି ଅନେକେ ରାତାରାତି ଷ୍ଟାର ପାଲଟି ଯାଉଛନ୍ତି। ସେପରି ଏକ ପ୍ଲାଟଫର୍ମ ଟିକ୍‌ଟକ୍‌ରେ ନିଜର ଏକ ଭିଡିଓ...

ଆତ୍ମବିଶ୍ୱାସ ବଢ଼ାଇଦିଏ ଗିଫ୍ଟ ଶାର୍ଟ

ନୟାଗଡ଼ରେ ସମ୍ଭବଙ୍କର ଜନ୍ମ। ପିତା ସୁରେନ୍ଦ୍ରନାଥ ଓ ମା’ କାବେରୀ ସ୍ବାଇଁଙ୍କ ପୁଅ ସମ୍ଭବ ଏବେ ଟ୍ରେଣ୍ଡିଂ ଷ୍ଟାର୍‌ ଭାବେ ପରିଚିତ। ନଜଦିକିୟାଁ, ଫଗୁଣ, ଏ...

‘କବିର ସିଂ’ଙ୍କୁ ପଛରେ ପକାଇଲା ‘ଓ୍ବାର’, ମାତ୍ର ୭ ଦିନରେ କଲା ୨୦୦ କୋଟି ବ୍ୟବସାୟ

ମୁମ୍ବାଇ: ଗତ ଶୁକ୍ରବାର ରିଲିଜ ହୋଇଥିଲା ଟାଇଗର ଶ୍ରଫ୍‌ ଏବଂ ହ୍ରିତିକ ରୋଶନ ଅଭିନୀତ ଫିଲ୍ମ ‘ଓ୍ବାର’। ଇତି ମଧ୍ୟରେ ଏହାର ସାତ ଦିନ ବିତି...

୫୬ ବର୍ଷରେ ଗୋବିନ୍ଦା: ମାଙ୍କ ଜିଦ୍‌ ଯୋଗୁ ନୀଲମ୍‌ଙ୍କୁ ଛାଡ଼ି ସୁନୀତାଙ୍କୁ କରିଥିଲେ ବିବାହ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଗୋବିନ୍ଦା ଶନିବାର ୫୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୩ ଡିସେମ୍ବର ୨୧ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଗୋବିନ୍ଦା...

ବିନା ମେକଅପ୍‌ରେ ଏହି ନାୟିକାଙ୍କୁ ଚିହ୍ନିବା ହେଲା ମୁସ୍କିଲ

ହାଇଦ୍ରାବାଦ: ରାତାରାତି ସୋସିଆଲ ମିଡିଆ ସେନଶେସନ ପାଲଟିଥିବା ପ୍ରିୟା ପ୍ରକାଶଙ୍କୁ ବିନା ମେକଅପରେ ଚିହ୍ନିବା ମୁସ୍କିଲ ହୋଇ ପଡିଛି। ନିକଟରେ ପ୍ରିୟା ବିନା ମେକଅପ୍‌ରେ ହାଇଦ୍ରାବାଦ...

Coronavirus Update



Archives

Model This Week

Why Dharitri

Leave a comment

Your email address will not be published. Required fields are marked *