ଘରେ ବିଜ୍ଞାପନ ଶୁଟିଂ କଲେ ଦୀପିକା

ରାମାନନ୍ଦ ସାଗରଙ୍କ ରାମାୟଣରେ ସୀତା ଭୂମିକାରେ ଅଭିନୟ କରିଥିଲେ ଅଭିନେତ୍ରୀ ଦୀପିକା ଚିଖଲିୟା। ବର୍ତ୍ତମାନ କରୋନା ଭୟରେ ଦୀପିକା ଘରେ ଶୁଟିଂ କରୁଛନ୍ତି। ନିକଟରେ ସେ ଘରେ ଏକ ବିଜ୍ଞାପନର ଶୁଟିଂ କରିଛନ୍ତି। ଏ ନେଇ ନିଜେ ଦୀପିକା ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟକରି ଏହି ସୂଚନା ଦେଇଛନ୍ତି। ନିଜର ୨ଟି ଫଟୋ ଶେୟାର କରି ଦୀପିକା ଲେଖିଛନ୍ତି, ବାସ୍ତବ ଦୁନିଆକୁ ସାମ୍ନା କରିବାର ଦିନ ଫେରିଆସିଛି। ଗତକାଲି ମୁଁ ଘରେ ଏକ ବିଜ୍ଞାପନର ଶୁଟିଂ କରିଛି। ମୋ ଘର ମୋର ଷ୍ଟୁଡିଓ ଏବଂ ଫ୍ୟାମିଲ ମେକ୍‌ଅପ୍‌ ଏବଂ ଡେସିଂରେ ସହଯୋଗ କରିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫିଟ୍‌ନେସ୍‌ ପାଇଁ ସିରିୟସ୍‌

ବାବୁସାନ ମହାନ୍ତି। ଓଡ଼ିଆ ସିନେ ଜଗତର ଜଣେ ଆଗଧାଡ଼ିର ଅଭିନେତା। କେବଳ ଜଣେ ଅଭିନେତା ନୁହେଁ ଜଣେ ଭଲ ଗାୟକ ମଧ୍ୟ। ନିଜର ଅଭିନୀତ ଅନେକ...

ଏକଦା ବିପାଶାଙ୍କୁ ‘କଳା ବିରାଡ଼ି’ କହିଥିଲେ କରିନା, ରାଗରେ ମାରିଦେଇଥିଲେ ଚାପୁଡ଼ା; ଆଉ ତା’ ପରେ…

ବମ୍ବେ: ପୁଣି ଥରେ ମା’ ହେବାକୁ ନେଇ ଚର୍ଚ୍ଚାରେ ଥିବା ବେବୋଙ୍କ ଅତୀତ ବେଶ୍‌ ବିବାଦୀୟ। ଏକଦା ବ୍ଲାକ୍‌ ବିଉଟି ବିପାଶାଙ୍କ ସହ ତାଙ୍କର ଜୋରଦାର...

କାର୍ତ୍ତିକ-ସାରାଙ୍କ ବ୍ରେକ୍‌ଅପ୍‌

ମୁମ୍ବାଇ: ବଲିଉଡ୍‌ ଷ୍ଟାର୍‌ ସାରା ଅଲି ଖାନ୍‌ ଏବଂ କାର୍ତ୍ତିକ ଆର୍ୟନ୍‌ଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଦୁଃଖ ଖବର। ବଲିଉଡ୍‌ର ଏହି କ୍ୟୁଟ୍‌ ଲଭ୍‌-ବାର୍ଡଙ୍କ ବ୍ରେକ୍‌ଅପ୍‌...

ବଲିଉଡ୍‌ ଅଭିନେତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ବଲିଉଡ୍‌ ତଥା ଟିଭି ଅଭିନେତ୍ରୀ ମାଲଭି ମଲହୋତ୍ରାଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।...

ସାମ୍ନାକୁ ଆସିଲା ରିୟାଙ୍କ କଲ୍‌ ଡିଟେଲ୍ସ: ଏଥିରେ ରହିଛି ଚାଞ୍ଚଲ୍ୟକର ଖୁଲାସା

ମୁମ୍ବାଇ: ବଲିଉଡ୍‌ ଭର୍ସାଟାଇଲ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାର ତଦନ୍ତ ଯେମିତି ଯେମିତି ଆଗକୁ ବଢ଼ୁଛି ସେମିତି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି।...

ପ୍ୟାର କିୟା କୋଇ ଚୋରି ନେହିଁ ହୈ…

ମୁମ୍ବାଇ: ଦିନେ ବଲିଉଡରେ ସୁନ୍ଦରୀ ଅଭିନେତ୍ରୀ ଭାବେ ସ୍ବତନ୍ତ୍ର ପରିଚିତି ହାସଲ କରିଥିବା ମଧୁବାଲାଙ୍କ ଜନ୍ମଦିନ ରବିବାର ପାଳିତ ହେଉଛି। ୧୯୩୩ ଫେବୃୟାରୀ ୧୪ରେ ଦିଲ୍ଲୀଠାରେ...

ବିବାଦୀୟ ଟୁଇଟ୍‌ ଡିଲିଟ୍‌ କଲେ ବିବେକ

ମୁମ୍ବାଇ,୨୧।୫: ବିଲିଉଡ୍‌ ଅଭିନେତା ବିବେକ ଓବରଏ ଟୁଇଟର୍‌ରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଏକ ବିବାଦୀୟ ଫଟୋ ପୋଷ୍ଟ କରି ଆସିଥିଲେ ବିବାଦକୁ। ହେଲେ ମଙ୍ଗଳବାର...

ବଲିଉଡ୍‌ ମୁଭି ‘ଶିକାରା’ଦେଖି କାନ୍ଦି ପକାଇଲେ ଆଡଭାନୀ

ନୂଆଦିଲ୍ଲୀ,୮।୨: ବଲିଉଡ୍‌ର ନାମୀ ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରାଙ୍କ ଫିଲ୍ମ ‘ଶିକାରା’ ରିଲିଜ୍‌ ହୋଇ ସାରିଛି। କଶ୍ମୀର ପଣ୍ଡିତଙ୍କ କାହାଣୀକୁ ନେଇ ତିଆରି ହୋଇଥିବା ଏହି...

Advertisement


Archives

Model This Week

Why Dharitri