ମନୋରଞ୍ଜନ

୨୫୦ ଟଙ୍କାରୁ ୬ କୋଟି ପାରିଶ୍ରମିକ: କିଛି ଏଭଳି ଥିଲା ସୁଶାନ୍ତଙ୍କ ଜୀବନ ଯାତ୍ରା

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଉ ନାହାନ୍ତି ସତ। ହେଲେ ସେ ଛାଡ଼ିଯାଇଥିବା ସ୍ମୃତି ପ୍ରଶଂସକଙ୍କ ପାଇଁ ଅପାସୋରା ପାଲଟିଛି। ପରଦାରେ ନାୟକ ହିସାବରେ ସେ ଶତପ୍ରତିଶତ ଦେଇଆସୁଥିବା ବେଳେ ବ୍ୟକ୍ତିଗତ ଜୀବନରେ ମଧ୍ୟ ଅନେକଙ୍କ ପାଇଁ ପ୍ରେରଣା…

ସଲମାନଙ୍କ ପ୍ରଶଂସାରେ ଖୁସି ହେଲେ ସୁସ୍ମିତା

ମୁମ୍ବାଇ: ବଲିଉଡ୍‌ ନାୟିକା ସୁସ୍ମିତା ସେନ୍‌ ନିଜ ଫିଟ୍‌ନେସ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ଏବେ କିନ୍ତୁ ଆଉ ଏକ କାରଣ ପାଇଁ ଆସିଛନ୍ତି ଚର୍ଚ୍ଚାକୁ। ବେଶ୍‌ କିଛି ବର୍ଷ ପରେ ସେ ପୁଣିଥରେ ଅଭିନୟ ଦୁନିଆକୁ ଫେରିଛନ୍ତି। ତାହା…

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା: ଦିଲ୍‌ ବେଚାରାର ହିରୋଇନ୍‌ଙ୍କୁ ପୋଲିସର ପଚରାଉଚରା

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ ୨୬ ଜଣଙ୍କୁ ପଚରାଉଚରା କରିଥିବା ବେଳେ ସଞ୍ଜନା ସାଙ୍ଗୀକୁ ଡକାଇ ପଚରାଉଚରା କରିଛି। ଆସନ୍ତା ମାସରେ ରିଲିଜ୍‌ ହେବାକୁ ଯାଉଥିବା ଚଳଚ୍ଚିତ୍ର ଦିଲ୍‌ ବେଚରାର ହିରୋଇନ୍‌ ହେଉଛନ୍ତି ସଞ୍ଜନା। ସୁଶାନ୍ତ ଆତ୍ମହତ୍ୟା…

ବଲିଉଡ୍‌ରେ ୨୮ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଲେ ଡନ୍‌

ମୁମ୍ବାଇ: ବଲିଉଡ୍‌ର ବାଦ୍‌ଶାହା, କିଙ୍ଗ ଖାନ୍‌ ଅଫ୍‌ ବଲିଉଡ୍‌ ତଥା ଡନ୍‌ କଳାକାର ଶାହାରୁଖ ଖାଁଙ୍କର ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ୨୮ ବର୍ଷ ପୂରଣ ହୋଇଛି। ଏହାକୁ ନେଇ ସେ ତାଙ୍କ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେମାନଙ୍କ ଭଲପାଇବା ହିଁ ତାଙ୍କୁ ବଲିଉଡ୍‌ରେ…

ଜହ୍ନରେ ଜାଗା କିଣିଥିବା ପ୍ରଥମ ଅଭିନେତା ଥିଲେ ସୁଶାନ୍ତ !

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ କେବଳ ଯେ ବଲିଉଡ୍‌ ତାହା ନୁହେଁ ପୁରା ଦେଶ ଚକିତ ହୋଇଯାଇଛି। ଘଟଣାକୁ ଅନେକ ଦିନ ବିତିଥିଲେ ହେଁ ପ୍ରଶଂସକମାନେ ଏହାକୁ ଗ୍ରହଣ କରିବାକୁ ନାରାଜ। ଏସବୁ ମଧ୍ୟରେ ପ୍ରଶଂସକମାନେ ସୁଶାନ୍ତଙ୍କ…

ପୋଲିସ ଖୋଜୁଛି ସୁଶାନ୍ତଙ୍କ ଆତ୍ମହତ୍ୟା ପଛର କାରଣ: ଏଯାଏ ୨୬ଜଣଙ୍କୁ ଜେରା

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୨୬ ଜଣଙ୍କୁ ପଚରାଉଚରା କରିଛି। ରିୟା ଚକ୍ରବର୍ତ୍ତୀଙ୍କୁ ପ୍ରାୟ ୯ଘଣ୍ଟା ଧରି ପୋଲିସ ପଚରାଉଚରା କରିଥିଲା। ଏଥିରେ ରିୟା ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ। ସେ ପୋଲିସକୁ କହିଥିଲେ ଯେ ଜୁନ ୬ ତାରିଖରେ…

ସୁଶାନ୍ତଙ୍କ ମୃତ୍ୟୁର ୧୪ ଦିନ ପରେ ରିୟା ଚକ୍ରବର୍ତ୍ତୀ ନେଲେ ଏଭଳି ପଦକ୍ଷେପ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ଚାଞ୍ଚଲ୍ୟ ଖେଳିଯାଇଛି। ପ୍ରଶଂସକ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ନିରନ୍ତର ସୋସିଆଲ ମିଡିଆରେ ପ୍ରଚାର କରୁଛନ୍ତି। ଏହା ସହିତ କଳାକାରମାନଙ୍କୁ ମଧ୍ୟ ନେପୋଟିଜିମ୍‌ ପାଇଁ ଟାର୍ଗେଟ କରାଯାଉଛି। ଏ ନେଇ ହେଉଛି ଅନେକ…

‘ରାମାୟଣ’ ଧାରାବାହିକରେ କୁମ୍ଭୀର ସହ ଏମିତି ହୋଇଥିଲା ହନୁମାନଙ୍କ ଲଢ଼େଇ, ଜାଣନ୍ତୁ କିପରି ଓକେ ହେଲା ଶଟ୍‌

ମୁମ୍ବାଇ: ରାମାୟଣ ଧାରାବାହିକ ତ ଅଧିକାଂଶ ଲୋକ ଦେଖିଥିବେ। ମାତ୍ର ଏହାର ଗୋଟିଏ ଗୋଟିଏ ସିନ୍‌ ବା ଦୃଶ୍ୟ ଶୁଟିଂ ପାଇଁ କଳାକାରଙ୍କୁ ଯେ କେତେ କଷ୍ଟ ସହିବାକୁ ପଡ଼େ ତାହା ଖୁବ୍‌ କମ୍‌ ଲୋକ ଜାଣିଥାନ୍ତି। ତେବେ ରାମାୟଣ ଧାରାବାହିକରେ…

ପୋଲିସର ବଡ଼ ଖୁଲାସା: ଥରେ ନୁହେଁ ଦୁଇଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ ସୁଶାନ୍ତ

ବମ୍ବେ: ପ୍ରଥମେ ଧାରାବାହିକରୁ ସଫଳ ନାୟକର ପରିଚୟ ପାଇବା ପରେ ଫିଲ୍ମରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ। ଫିଲ୍ମ ‘କାଇ ପୋ ଚେ’ ଜରିଆରେ ସେ ବଲିଉଡ୍‌ରେ ପାଦ ଥାପିଥିଲେ। ପରେ ସେ ଭାରତୀୟ…

ମାମି ଫିଲ୍ମ ଫେଷ୍ଟିଭାଲ ବୋର୍ଡ଼ରୁ କରନ ଜୋହରଙ୍କ ଇସ୍ତଫା

ମୁମ୍ବାଇ: ଫିଲ୍ମ ଫେଷ୍ଟିଭାଲ ବୋର୍ଡ ମୁମ୍ବାଇ ଏକାଡେମୀ ଅଫ୍‌ ମୁଭିଂ ଇମେଜ (ଏମଏଏମଆଇ)ର ସଦସ୍ୟ ପଦରୁ ଶନିବାର ବଲିଉଡ ଚଳଚ୍ଚିତ୍ର ନିର୍ଦ୍ଦେଶକ କରନ ଜୋହର ଇସ୍ତଫା ଦେଇଛନ୍ତି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରଠାରୁ ଚାପରେ ଥିଲେ କରନ। କରନ…

ଇର୍‌ଫାନଙ୍କୁ ମନେ ପକାଇ ଭାବୁକ ହେଲେ ନୀଲ ନୀତିନ୍‌ ମୁକେଶ

ମୁମ୍ବାଇ: ବଲିଉଡ୍‌ରେ ପ୍ରତିବର୍ଷ ଫିଲ୍ମ ରିଲିଜ୍‌ ହୋଇଥାଏ। ଏହି ଫିଲ୍ମଗୁଡ଼ିକ ମଧ୍ୟରୁ କିଛି ଫିଲ୍ମ ଏଥିରେ ଅଭିନୟ କରିଥିବା ଷ୍ଟାର୍‌ମାନଙ୍କ ପାଇଁ ସ୍ବତନ୍ତ୍ର ହୋଇଥାଏ। କାରଣ ଷ୍ଟାରମାନେ ସବୁବେଳେ କିଛି ନା କିଛି ଭିନ୍ନ ଧରଣର ଫିଲ୍ମ କରିବାକୁ ପସନ୍ଦ କରିଥାନ୍ତି।…

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଟାର୍ଗେଟରେ ଏକତା କପୁର: ପ୍ରତିକ୍ରିୟା ରଖିଲେ ମିକା ସିଂ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଅନେକ ବଲିଉଡ ଅଭିନେତା ଏବଂ ଚଳଚ୍ଚିତ୍ର ନିର୍ମାତାଙ୍କୁ ଟାର୍ଗେଟ କରାଯାଉଛି। ସୁଶାନ୍ତଙ୍କ ପ୍ରଶଂସକ ତଥା ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଅଭିଯୋଗ କରିଛନ୍ତି ଯେ, ବଲିଉଡରେ ନେପୋଟିଜିମ ଏବଂ ଦଳଗତତା ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri