ସୁଶାନ୍ତଙ୍କ ମୃତ୍ୟୁର ୧୪ ଦିନ ପରେ ରିୟା ଚକ୍ରବର୍ତ୍ତୀ ନେଲେ ଏଭଳି ପଦକ୍ଷେପ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ଚାଞ୍ଚଲ୍ୟ ଖେଳିଯାଇଛି। ପ୍ରଶଂସକ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ନିରନ୍ତର ସୋସିଆଲ ମିଡିଆରେ ପ୍ରଚାର କରୁଛନ୍ତି। ଏହା ସହିତ କଳାକାରମାନଙ୍କୁ ମଧ୍ୟ ନେପୋଟିଜିମ୍‌ ପାଇଁ ଟାର୍ଗେଟ କରାଯାଉଛି। ଏ ନେଇ ହେଉଛି ଅନେକ ବଡ଼ ତାରକା ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ବନ୍ଦ କରିଦେଇଛନ୍ତି। ସୁଶାନ୍ତଙ୍କ ମୃତ୍ୟୁର ୧୪ ଦିନ ପରେ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ମଧ୍ୟ ଏକ ବଡ଼ ପଦକ୍ଷେପ ନେଇଛନ୍ତି।

ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ମଧ୍ୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। କେତେକ ତାଙ୍କୁ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଦାୟୀ ମଧ୍ୟ କରିଛନ୍ତିି। ଏହି କାରଣରୁ ରିୟାଙ୍କୁ ଟୁଇଟରରେ ଅନେକ ଥର ଟ୍ରୋଲ ହେବାକୁ ପଡ଼ିଛି। ଏଭଳି ସମସ୍ୟାର ମୁକାବିଲା ପାଇଁ ରିୟା ଏକ ବଡ ନିଷ୍ପତ୍ତି ନେଇଛନ୍ତି।

ରିୟା ଚକ୍ରବର୍ତ୍ତୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟର ସେଟିଂକୁ ବଦଳାଇ ଏଥିରେ ଥିବା କମେଣ୍ଟ ଅପ୍‌ଶନ୍‌ ବନ୍ଦ କରିଛନ୍ତି। ବର୍ତ୍ତମାନ କେହି ତାଙ୍କ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ପାରିବେ ନାହିଁ କିମ୍ବା କୌଣସି ପ୍ରକାର ପ୍ରଶ୍ନ ପଚାରିପାରିବେ ନାହିଁ । ତେବେ ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ରିୟା ସୋସିଆଲ ମିଡିଆରେ ସକ୍ରିୟ ନ ଥିଲେ।


All Right Reserved By Dharitri.Com

କୁମାୟୁନ୍‌ ସଂସ୍କୃତି ଉପରେ ୩୦୦ରୁ ଅଧିକ ଟିକ୍‌ଟକ୍‌ ଭିଡ଼ିଓ କରିଛନ୍ତି ଛାତ୍ରୀ: ୧୦ ଭିଡ଼ିଓକୁ ଦେଖା ସରିଲାଣି ୧ ନିୟୁତରୁ ଅଧିକ ଥର

ନୂଆଦିଲ୍ଲୀ,୪।୩: ଉତ୍ତରାଖଣ୍ଡ ପିଥୋରାଗଡ଼ର ନାପଡ଼ ଗାଁର ଜଣେ ପୋଷ୍ଟ ଗ୍ରାଜୁଏଟ୍‌ ଛାତ୍ରୀ ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛନ୍ତି। ତାଙ୍କ ଦ୍ୱାରା ପ୍ରସ୍ତୁତ...

ସ୍ବାମୀଙ୍କ ଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଲେ ଦିୟା

ବି ଟାଉନ୍‌ ଅଭିନେତ୍ରୀ ଦିୟା ମିର୍ଜା ବିବାହର ୫ ବର୍ଷ ପରେ ସ୍ବାମୀ ସାହିଲ ସାହିଲ ସାଂଘାଙ୍କଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଦୁଇଜଣଙ୍କ...

ହଜାରେ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇଲେ ସ୍ବରା

ମୁମ୍ବାଇ: କରୋନା ମହାମାରୀ ପାଇଁ ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ ଯୋଗୁ ପ୍ରବାସୀ ଶ୍ରମିକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଲେଣି। ଗୋଟିଏ ପଟେ...

ବ୍ରେକ୍‌ଅପ୍‌ ପରେ ମଧ୍ୟ ସିର୍ଦ୍ଧାର୍ଥଙ୍କୁ ଭୁଲି ପାରିନାହାନ୍ତି ତାରା

ମୁମ୍ବାଇ: ଖୁବ୍‌ଶୀଘ୍ର ରିଲିଜ ହେବାକୁ ଯାଉଛି ସିର୍ଦ୍ଧାର୍ଥ ମଲହୋତ୍ରା ଏବଂ ତାରା ସୁତାରିଆ ଅଭିନୀତ ଫିଲ୍ମ ‘ମରଜାଓ୍ବା’। ଏବେ ଉଭୟ ଏହାର ପ୍ରମୋଶନରେ ବ୍ୟସ୍ତ। ନିକଟ...

ପୁଣି ଥରେ ବୋହୂ ସାଜିଲେ ହେମା: ଫଟୋ ହେଲା ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଡ୍ରିମ୍‌ ଗର୍ଲଙ୍କ ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଝିଅ ଇସା ଦେଓଲ ଏହି ଫଟୋଟି ସୋସିଆଲ ମିଡିଆରେ ଅପଲୋଡ କରିବା...

ସୁଶାନ୍ତଙ୍କ ଆତ୍ମହତ୍ୟା ପରଠାରୁ ତାଙ୍କ ଭିଡିଓ ଦେଖୁଥିଲେ ପ୍ରଶଂସକ: ଶେଷରେ ହାରିଲେ ଜୀବନ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ତାଙ୍କ ପ୍ରଶଂସକମାନେ ଜଣଙ୍କ ପରେ ଜଣେ ଆତ୍ମହତ୍ୟା କରୁଛନ୍ତି। ଏବେ ଆଉ ଜଣେ ପ୍ରଶଂସକ ଆତ୍ମହତ୍ୟା...

କ୍ଷମା ମାଗିଲେ ଅମିତାଭ୍‌

ମୁମ୍ବାଇ: ବିଗ୍‌ ବି ଅମିତାଭ୍‌ ବଚ୍ଚନ ନିଜ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି। କୋଲକାତାଠାରେ ହୋଇଥିବା ୨୫ତମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ରେ ବିଗ୍‌ ବି ଏଥର ଯୋଗଦେଇପାରି...

ଆଶ୍ୱସ୍ତ ହେଲେ ସଲମାନ

ନୂଆଦିଲ୍ଲୀ,୨୯।୧୧: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ଗତବର୍ଷ ସଲମାନଙ୍କ ନାଁରେ ଏକ ମାମଲା କରାଯାଇଥିଲା। ଗତବର୍ଷ ସେ ଫିିଲ୍ମ ‘ଲଭ ୟାତ୍ରୀ’...

Coronavirus Update



Archives

Model This Week

Why Dharitri

Leave a comment

Your email address will not be published. Required fields are marked *