ଏବେ ସୁଶାନ୍ତଙ୍କ ବାପାଙ୍କ ସହ ସମୟ କାଟୁଛି ‘ଫଡ୍ଜ’
ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି ପରିବାର। ପ୍ରଶଂସକମାନେ ମଧ୍ୟ ଏହାକୁ ଗ୍ରହଣ କରିବାକୁ ନାରାଜ। ଏଭଳି ସ୍ଥିତିରେ ସୁଶାନ୍ତଙ୍କୁ ସବୁଠାରୁ ପ୍ରିୟ ଥିବା ପୋଷାକୁକୁର ‘ଫଡ୍ଜ’କୁ ଛଡ଼ା ଯାଇ ନ ପାରେ। ସୁଶାନ୍ତଙ୍କ ସହ ଅଧିକ…
ରିୟା ଚର୍କବର୍ତ୍ତୀଙ୍କ ନାମରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଲେ ସୁଶାନ୍ତଙ୍କ ବାପା; ଦାୟର କଲେ ଏତଲା
ବମ୍ବେ: ଦିନକୁ ଦିନ ନୂଆ ମୋଡ଼ ନେଉଛି ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା। ଏବେ କଥିତ ପ୍ରେମିକା ରିୟା ଚର୍କବର୍ତ୍ତୀଙ୍କ ନାମରେ ସୁଶାନ୍ତଙ୍କ ବାପା କେ.କେ ସିଂହ ପାଟଣାର ରାଜୀବନଗର ଥାନାରେ ଏତଲା ଦାୟର କରିଛନ୍ତି। ରିୟା…
ବିହାର ବନ୍ୟାରେ ପୁଅଙ୍କ ସହ ଜୀବିକା ହରାଇଥିଲେ ଭୋଳା, ଜାଣିବା ପରେ ସୋନୁ କଲେ ଏମିତି
ବମ୍ବେ: ଅଭିନେତା ସୋନୁ ସୁଡ। କରୋନା କାଳରେ କୌଣସି ଭଗବାନଙ୍କଠାରୁ କମ୍ ନୁହନ୍ତି। କାରଣ ଭଗବାନ ହୁଏତ ଡେରିରେ ଶୁଣନ୍ତି, ହେଲେ ସୋନୁଙ୍କୁ କିଛି କହିଲେ ତାହା ଶୀଘ୍ର ହୋଇଯାଏ। ସୋସିଆଲ ମିଡିଆରେ ଏଭଳି କାର୍ଯ୍ୟକୁ ନେଇ ତାଙ୍କୁ ସୁପରମ୍ୟାନ୍ ଭାବେ…
ନିଜଠାରୁ ଦୁଇ ବର୍ଷ ବଡ଼ ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କ ପ୍ରେମରେ ପଡ଼ିଥିଲେ ଏହି ସୁପରଷ୍ଟାର, ଜଣାପଡ଼ିବା ପରେ..
ଦକ୍ଷିଣ ଭାରତୀୟ ସୁପରଷ୍ଟାର ଧନୁଷଙ୍କ ଆଜି ହାପି ବର୍ଥ ଡେ। ୧୯୮୩ ଜୁଲାଇ ୨୮ରେ ତାମିଲନାଡ଼ୁରେ ଜନ୍ମଗ୍ରହଣ କରିଥିଲେ ଏହି ଅଭିନେତା। ଧନୁଷ ବାପା କସ୍ତୁରୀ ରାଜା ଥିଲେ ଜଣେ ନିର୍ଦ୍ଦେଶକ। ଧନୁଷ ତାଙ୍କ ନିର୍ଦ୍ଦୋନାରେ ନିର୍ମିତ ଫିଲ୍ମ ‘ଥୁଲ୍ଲୁବାଧୋ ଇଲାମାଇ’ରୁ…
କରୀନାଙ୍କ ଏହି ସାଧାରଣ ଦେଖାଯାଉଥିବା ଡ୍ରେସ୍ର ଦାମ୍ ଜାଣିଲେ ଉଡିଯିବ ହୋସ୍
ମୁମ୍ବାଇ: ବଲିଉଡ୍ ବେବୋ କରୀନା କପୁର ଖାଁ ନିଜର ଫ୍ୟାଶନ ସେନ୍ସ ପାଇଁ ବେଶ୍ ଜଣାଶୁଣା। ରେଡ୍ କାର୍ପେଟ ହେଉ କି ଘରେ ତାଙ୍କ ଡ୍ରେସ୍ ସବୁବେଳେ ଷ୍ଟାଇଲିଷ୍ଟ ଓ ଭିନ୍ନ ରହିଥାଏ। ଏହାକୁ ନେଇ ସବୁବେଳେ ସେ ଚର୍ଚ୍ଚାରେ ରହିଥାନ୍ତି।…
ଆଇସିୟୁରେ ଭର୍ତ୍ତି ହେଲେ ଏହି ଅଭିନେତା: ଆର୍ଥିକ ସହାୟତା ମାଗିଲେ ଭାଇ
ଟିଭି ଶୋ’ ‘ମନ୍ କି ଆଓ୍ବାଜ୍ ପ୍ରତିଜ୍ଞା’ରେ ଅଭିନୟ କରି ଘରେ ଘରେ ପରିଚିତ ଅଭିନେତା ଅନୁପମ ଶ୍ୟାମ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ମୁମ୍ବାଇସ୍ଥିତ ଲାଇଫ୍ଲାଇନ୍ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପାଇଁ ଅନୁପମଙ୍କ ଭାଇ ଅନୁରାଗ ଆର୍ଥିକ…
ବିଗ୍ ବିଙ୍କୁ ଜଣେ ବ୍ୟକ୍ତି କହିଲେ ‘ଆପଣ କୋଭିଡ-୧୯ରେ ମରିଯାଆନ୍ତୁ’; ଆଉ ତା ପରେ..
ବମ୍ବେ: କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅଛନ୍ତି ବିଗ୍ ବି ଅମିତାଭ ବଚ୍ଚନ। ଜୁଲାଇ ୧୧ରେ ଏହା ଜଣାପଡ଼ିବା ପରେ ପ୍ରଶଂସକମାନେ ତାଙ୍କ ଆରୋଗ୍ୟ କାମନା କରି ନାନାଦି ପୂଜା, ହୋମଯଜ୍ଞ, ଅଭିଶେକ କରୁଥିବା ନଜିରକୁ ଆସୁଛି। ହେଲେ ଏହି ସମୟରେ…
ଜୁଆ ଖେଳି ଗିରଫ ହେଲେ ଏହି ଲୋକପ୍ରିୟ ଅଭିନେତା
ଲୋକପ୍ରିୟ ତାମିଲ ଅଭିନେତା ଶାମଙ୍କୁ ତାମିଲନାଡୁର ରାଜଧାନୀ ଚେନ୍ନାଇର ଅପସ୍କେଲ ନନ୍ଗମ୍ବାକମ୍ ସ୍ଥିତ ଆପାର୍ଟମେଣ୍ଟରୁ ଜୁଆ ଖେଳିବା ଅଭିଯୋଗରେ ପୋଲିସ ଗିରଫ କରିଛି। ଶାମଙ୍କ ସହ ଉକ୍ତ ଆପାର୍ଟମେଣ୍ଟରୁ ଆଉ ୧୧ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ଜଣେ ଛାତ୍ରଙ୍କ ଆତ୍ମହତ୍ୟା ପରେ…
ପୁଅକୁ ଜନ୍ମଦିନରେ ‘ସ୍ବଚ୍ଛ ବାୟୁ’ ଉପହାର ଦେଲେ ଜୁହି ଚାଓ୍ବଲା
ବଲିଉଡ୍ ଇଣ୍ଡଷ୍ଟ୍ରିରେ କେତେକ ଷ୍ଟାର୍ କିଡ୍ ଲାଇମ୍ଲାଇଟ୍ରେ ରହିବାକୁ ପସନ୍ଦ କରୁଥିବା ବେଳେ ଆଉ କେତେକ ଏଥିରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି। ଅଭିନେତ୍ରୀ ଜୁହି ଚାଓ୍ବଲାଙ୍କ ପୁଲାମାନେ ମଧ୍ୟ ଲାଇମ୍ଲାଇନ୍ଠାରୁ ଖୁବ୍ ଦୂରରେ। ଜୁହି ଏବେ ନିଜ ପରିବାର ସହ…
କ୍ୱାରାଣ୍ଟାଇନ୍ ଶେଷ କରି ଜିମ୍ରେ ପହଞ୍ଚିଲେ ସୋନମ
ମୁମ୍ବାଇ: ନିକଟରେ ବଲିଉଡ୍ ଅଭିନେତ୍ରୀ ସୋନମ କପୁର ନିଜ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ଲଣ୍ଡନ ଫେରିଯାଇଛନ୍ତି। ଲଣ୍ଡନରେ ପହଞ୍ଚିବା ପରେ କରୋନା ସଙ୍କଟ ଯୋଗୁ ଦୁହିଁଙ୍କୁ ହୋମ୍ କ୍ୱାରାଣ୍ଟାଇନ୍ରେ ରହିବାକୁ ପଡ଼ିଛି। ତେବେ କ୍ୱାରାଣ୍ଟାଇନ୍ ଅବଧି ଶେଷ ହେବା ପରେ…
ଆଖିବୁଜିଲେ ବଲିଉଡ୍ର ଏହି ପ୍ରସିଦ୍ଧ ଅଭିନେତ୍ରୀ
ବଲିଉଡ ଅଭିନେତ୍ରୀ କୁମକୁମଙ୍କର ଦେହାନ୍ତ ହୋଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ୧୯୩୪, ଏପ୍ରିଲ ୨୨ରେ ବିହାରର ଶେଖପୁରାରେ ଜନ୍ମଗ୍ରହଣ କରିଥିବା କୁମକୁମଙ୍କ ପ୍ରକୃତ ନାମ ଜାଇବୁନିସା ଥିଲା। ତାଙ୍କ ପିତା ହୁସେନାବାଦର…
ଅଭିନେତ୍ରୀଙ୍କ ବ୍ଲାକ୍ ଆଣ୍ଡ୍ ହ୍ବାଇଟ୍ ଚ୍ୟାଲେଞ୍ଜ: ଭାଇରାଲ ହେଉଛି ଫଟୋ
ଲକ୍ଡାଉନ୍ ସମୟରେ ଘରେ ରହି ଲୋକେ ସୋସିଆଲ ମିଡିଆ ମାଧ୍ୟମରେ ବିଭିନ୍ନ ଚ୍ୟାଲେଞ୍ଜକୁ ଆସେପ୍ଟ କରୁଛନ୍ତି। ସେଥିମଧ୍ୟରୁ ଗୋଟିଏ ହେଉଛି ବ୍ଲାକ୍ ଆଣ୍ଡ୍ ହ୍ବାଇଟ୍ ଚ୍ୟାଲେଞ୍ଜ। ଏହି ଚ୍ୟାଲେଞ୍ଜକୁ ଆସେପ୍ଟ କରି ବିଶେଷ କରି ମହିଳାମାନେ ନିଜର ବ୍ଲାକ୍ ଆଣ୍ଡ୍ ହ୍ବାଇଟ୍…

