ପୋଲିସ ଖୋଜୁଛି ସୁଶାନ୍ତଙ୍କ ଆତ୍ମହତ୍ୟା ପଛର କାରଣ: ଏଯାଏ ୨୬ଜଣଙ୍କୁ ଜେରା

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୨୬ ଜଣଙ୍କୁ ପଚରାଉଚରା କରିଛି। ରିୟା ଚକ୍ରବର୍ତ୍ତୀଙ୍କୁ ପ୍ରାୟ ୯ଘଣ୍ଟା ଧରି ପୋଲିସ ପଚରାଉଚରା କରିଥିଲା। ଏଥିରେ ରିୟା ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ। ସେ ପୋଲିସକୁ କହିଥିଲେ ଯେ ଜୁନ ୬ ତାରିଖରେ ସେ ସୁଶାନ୍ତଙ୍କ ଘରୁ ଯାଇଥିଲେ। ସେତେବେଳେ ସୁଶାନ୍ତ ନିଜେ ତାଙ୍କୁ ଯିବାକୁ କହିଥିଲେ। ସେ ପୋଲିସକୁ ଏହା ମଧ୍ୟ କହିଥିଲେ ସୁଶାନ୍ତ ଡିପ୍ରେଶନକୁ ଚାଲିଯାଇଥିଲେ। ଏ ନେଇ ସେ ଔଷଧ ଖାଉଥିଲେ। ମାତ୍ର କିଛିଦିନ ପୂର୍ବରୁ ଏହା ବନ୍ଦ କରିଦେଇଥିଲେ।
ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ବିହାରରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ରିୟା ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିବା ନେଇ ଦୋଷ ଲଦାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକତା କପୁରଙ୍କ ଏହି ଅଭିନେତ୍ରୀ କରିବେ ବିବାହ; ନିର୍ବନ୍ଧ ପରେ କହିଲେ ‘ଅପେକ୍ଷା କରିବା କଷ୍ଟ’

ବମ୍ବେ: ମନ ଚାହୁଁଥିବା ଜୀବନସାଥୀ ମିଳିଗଲେ ଖୁସିରେ ଆତ୍ମହରା ହୋଇଯିବା ସାଧାରଣ କଥା। ସେଭଳି କିଛି ଘଟିଛି ଟେଲି ଅଭିନେତ୍ରୀ ଶିରିନ ମିର୍ଜାଙ୍କ କ୍ଷେତ୍ରରେ। ଇତିମଧ୍ୟରେ...

ଶୁଟିଂ ସେଟ୍‌କୁ ଫେରିଲେ ଅମିତାଭ୍‌

ମୁମ୍ବାଇ: କରୋନା ମହାମାରୀ ମଧ୍ୟରେ ବଲିଉଡ୍‌ ସୁପରଷ୍ଟାର ଅମିତାଭ୍‌ ବଚ୍ଚନ ପୁନର୍ବାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଅମିତାଭ ୭୯ ବର୍ଷରେ ବି କାମରୁ ବିରତି ନେଇ...

ଦୈନିକ ୧୦ରୁ ୧୫ଟି ପାନ ଖାଇ ଓଠ ଲାଲ କରିଦେଉଥିଲେ ଆମିର: ଶୁଟିଂ ସେଟ୍‌ ପାଲଟିଥିଲା…

ବମ୍ବେ,୨୩।୧୨: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ଆମିର ଜଣେ। ତାଙ୍କ ଅଭିନୀତ ଫିଲ୍ମ ‘ପିକେ’ ଜବରଦସ୍ତ ହିଟ୍‌ ସାବ୍ୟସ୍ତ ହୋଇଥିଲା। ଦେଶ ତଥା ବିଦେଶର ଦର୍ଶକଙ୍କ...

ସ୍ବତନ୍ତ୍ର ଡୁଡ୍‌ଲ ଯୋଗେ ଭୁପେନ ହଜାରିକାଙ୍କୁ ମନେ ପକାଇଲା ଗୁଗ୍‌ଲ

ଲୋକପ୍ରିୟ ସଙ୍ଗୀତକାର ତଥା ଚଳଚ୍ଚିତ୍ର ନିର୍ମାତା ଭୁପେନ ହଜାରିକାଙ୍କ ଆଜି ୯୬ତମ ଜନ୍ମଜୟନ୍ତୀ। ଏହି ଅବସରରେ ଗୁଗଲ ସ୍ବତନ୍ତ୍ର ଡୁଡଲ ପ୍ରସ୍ତୁତ କରି ଭୁପେନଙ୍କୁ ଏକ...

‘ଟେକ୍ସଟ ଫର ୟୁ’ର ଶୁଟିଂ ଶେଷ କଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ଖୁବ୍ ଚର୍ଚ୍ଚାରେ । କେବଳ ବଲିଉଡ୍ ନୁହେଁ ହଲିଉଡ୍‌ରେ ବି ପ୍ରିୟଙ୍କା ନିଜ ପାଇଁ ତିଆରି...

ରାକେଶଙ୍କଠାରୁ ଅଲଗା ହୋଇଗଲେ ଶମିତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶମିତା ସେଟ୍ଟି ଓ ତାଙ୍କ ପୁରୁଷ ବନ୍ଧୁ ରାକେଶ ବାପଟ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି । ଶମିତା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ...

ଲଦାଖରୁ ଫେରି ଅମିତାଭ ଶେୟାର କଲେ ଫଟୋ, ଲେଖିଲେ ଏମିତି କିଛି…

ମୁମ୍ବାଇ: ଆଜିକାଲି ସାରା ଦେଶରେ ଶୀତର ଲହରୀ ଜାରି ରହିଛି। ଅନେକ ସ୍ଥାନରେ ବର୍ଷା ହେତୁ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି। ନିକଟରେ ବିଗ୍‌ ବି...

ରକୁଲ ଯାହା ଖୋଜୁଥିଲେ..

ରକୁଲ୍‌ ପ୍ରୀତ ସିଂ ଯାହା ଖୋଜୁଥିଲେ ତାହା ତାଙ୍କୁ ଏତେ ସହଜରେ ମିଳିଯିବ-ଏ କଥାକୁ ସେ ବିଶ୍ୱାସ କରିପାରୁନାହାନ୍ତି। କଥା କ’ଣ କି ସେ ଏବେ...

Advertisement
Archives

Model This Week