ମନୋରଞ୍ଜନ

ସୁଶାନ୍ତଙ୍କ ପ୍ରେମକୁ ନେଇ ଏମିତି କହିଲେ ଅଙ୍କିତା

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଆପଣ ସମସ୍ତେ ଜାଣିଥିବେ ଯେ ରିୟା ଚକ୍ରବର୍ତ୍ତୀଙ୍କ ସହ ସମ୍ପର୍କ ସ୍ଥାପନ ପୂର୍ବରୁ ସୁଶାନ୍ତ ଅଙ୍କିତା ଲୋଖଣ୍ଡେଙ୍କୁ ଡେଟ୍‌ କରୁଥିଲେ। ବର୍ତ୍ତମାନ ଅଙ୍କିତା ଲୋଖଣ୍ଡେ ଏବଂ ସୁଶାନ୍ତଙ୍କ…

ସୁଶାନ୍ତ କାହା ଫୋନ୍‌ ଉଠାଇବେ ସ୍ଥିର କରୁଥିଲେ ରିୟା, ଛାଇ ଭଳି ରଖୁଥିଲେ ନଜର

ବମ୍ବେ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମୃତ୍ୟୁ ମାମଲା ଦିନକୁ ଦିନ ରୋଚକ ମୋଡ ନେଉଛି। ଏବେ କାଠଗଡ଼ାରେ ଫସିଛନ୍ତି ପ୍ରେମିକା ରିୟା ଚର୍କବର୍ତ୍ତୀ। ସୁଶାନ୍ତଙ୍କ ବାପା କେ.କେ. ସିଂହ ରିୟାଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି। ରିୟା ଏହା ବିରୋଧରେ…

ମତ୍ର ୪ ବର୍ଷ ବୟସରୁ ବାପାଙ୍କ ସହ ବିବାହ ପାର୍ଟିରେ ଗୀତ ଗାଉଥିଲେ ସୋନୁ ନିଗମ: ଏମିତି ହେଲେ ଦାମୀ ସିଙ୍ଗର

ଗାୟକ ସୋନୁ ନିଗମ ୩୦ ଜୁଲାଇ ୧୯୭୩ ମସିହାରେ ହରିୟାଣାର ଫରିଦାବାଦରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନରୁ ସୋନୁଙ୍କ ନଜର ସଙ୍ଗୀତ ପ୍ରତି ଥିଲା। ସେ ତାଙ୍କ ବାପାଙ୍କଠାରୁ ଏହି କୌଶଳ ପାଇଥିଲେ। ଯଦିଓ ସେ ବର୍ତ୍ତମାନ ବଲିଉଡର ଜଣାଶୁଣା ଗାୟକଙ୍କ ମଧ୍ୟରୁ…

ଓଡ଼ିଆ ଝିଅ ଅପ୍‌ସରା ରାନୀଙ୍କ ଫିଲ୍ମ ‘ଥ୍ରୀଲର’ର ଟ୍ରେଲର୍‌ ରିଲିଜ୍‌: ଦେଖନ୍ତୁ..

ଭୁବନେଶ୍ୱର: ରିଲିଜ ହୋଇଛି ବହୁ ଚର୍ଚ୍ଚିତ ଅପସରା ରାନୀ ଓରଫ ଅଙ୍କିତା ମହାରଣାଙ୍କ ଫିଲ୍ମ ‘ଥ୍ରୀଲର’ର ଟ୍ରେଲର। ୨.୪୩ ମିନିଟ୍‌ର ଏହି ଟ୍ରେଲରକୁ ଭରପୁର ଭଲପାଇବା ମିଳୁଛି। ଦର୍ଶକେ ଏହାକୁ ବେଶ୍‌ ପସନ୍ଦ କରୁଛନ୍ତି। ନିର୍ଦ୍ଦେଶକ ରାମ ଗୋପାଲ ବର୍ମା ନିଜର…

ସୁଶାନ୍ତଙ୍କ ଆତ୍ମହତ୍ୟାର ହେବ ନାହିଁ ସିବିଆଇ ଯାଞ୍ଚ୍‌: ସୁପ୍ରିମ୍‌କୋର୍ଟ

ମୁମ୍ବାଇ, ୩୦।୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ସିବିଆଇ ଯାଞ୍ଚ୍‌ ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରି ଦେଇଛନ୍ତି। ଆତ୍ମହତ୍ୟାର ସିବିଆଇ ଯାଞ୍ଚ୍‌ ହେଉବୋଲି ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା। ତେବେ ଏହାର ଶୁଣାଣି କରି ସୁପ୍ରିମ୍‌କୋର୍ଟ ଏଭଳି…

ସୋସିଆଲ ମିଡିଆରେ କରାଯାଉଛି ବଦ୍‌ନାମ: ଥାନାର ଦ୍ୱାରସ୍ଥ ହେଲେ ପ୍ରକୃତି ମିଶ୍ର; ଜାଣନ୍ତୁ..

ଭୁବନେଶ୍ୱର,୩୦।୭(ବ୍ୟୁରୋ): ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପକୃତି ମିଶ୍ର। ସୋସିଆଲ ମିଡିଆରେ ତାଙ୍କୁ ବଦନାମ କରାଯାଉଥିବା ଅଭିଯୋଗ ଆଣି ମଞ୍ଚେଶ୍ୱର ଥାନାରେ ସେ ଏକ ଓ୍ବେବ୍‌ ଚ୍ୟାନେଲ୍‌ ବିରୋଧରେ ମାନହାନି ମାମଲା ରୁଜୁ କରିଛନ୍ତି। ଚ୍ୟାନେଲ୍‌ରେ ତାଙ୍କୁ ନେଇ ଆପତ୍ତିଜନକ ପୋଷ୍ଟ…

ସୁଶାନ୍ତଙ୍କୁ ଭୂତ କଥା କହି ଭୟଭୀତ କରାଉଥିଲେ ଗର୍ଲଫ୍ରେଣ୍ଡ୍‌ ରିୟା

ମୁମ୍ବାଇ, ୩୦।୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ରହସ୍ୟ ଧୀରେଧୀରେ ଅଡୁଆ ସୂତା ଭଳି ଜଟିଳ ହେବାରେ ଲାଗିଛି। ଏବେ ସୁଶାନ୍ତଙ୍କ ଭଉଣୀ ମିତୁ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଆଡ଼କୁ ଅଙ୍ଗୁଳି ଦେଖାଇଛନ୍ତି। ରିୟା ଭୂତ କଥା କହି…

ଓଲିଉଡ୍‌ ଚକୋଲେଟ୍‌ ହିରୋଙ୍କ ଆଜି ‘ହାପି ବର୍ଥ ଡେ’

ଭୁବନେଶ୍ୱର: ଓଲିଉଡ୍‌ ଅଭିନେତା ବାବୁସାନଙ୍କ ଆଜି ଅର୍ଥାତ ଗୁରୁବାର ହାପି ବର୍ଥ ଡେ’। ଏହି ଅବସରରେ ଅଭିନେତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଏବଂ ଅପରାଜିତା ମହାନ୍ତିଙ୍କ ଏକମାତ୍ର ପୁଅ ହେଉଛନ୍ତି ବାବୁଶାନ।…

୩ ଲକ୍ଷ ଲୋକଙ୍କୁ ଚାକିରି ଦେବେ ଏହି ଅଭିନେତା, ଜନ୍ମଦିନରେ କଲେ ଘୋଷଣା

ବଲିଉଡ୍‌ ଅଭିନେତା ସୋନୁ ସୁଦ ଆଜି ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ଏକ ବଡ ଘୋଷଣା କରିଛନ୍ତି। ସେ ୩ ଲକ୍ଷ ଲୋକଙ୍କୁ ଚାକିରି ଦେବା ନେଇ ଘୋଷଣା କରିଛନ୍ତି। ଏଥିପାଇଁ ସେ http://PravasiRojgar.com ନାମରେ ଏକ…

ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ପ୍ରତିକ୍ରିୟା ରଖୁଛନ୍ତି ରାଜନେତା

ମୁମ୍ବାଇ,୩୦।୭: ସୁଶାନ୍ତ ସିଂ ରାଜପୁତ। ଏବେ ଏହି ନାଁଟି ଘରେ ଘରେ ପରିଚିତ। ବଲିଉଡ୍‌ ନାୟକ ଭାବେ ସେ ଯେତିକି ପରିଚୟ ପାଇଥିଲେ ଏବେ ତାଙ୍କ ମୃତ୍ୟୁ ମାମଲାକୁ ନେଇ ସେ ଆସିଛନ୍ତି ବେଶ୍‌ ଚର୍ଚ୍ଚାକୁ। ଗୋଟିଏ ପଟେ ମୁମ୍ବାଇ ପୋଲିସ…

‘ଲୋକଙ୍କ ହୃଦୟ ଜିତିବି’

ମୁମ୍ବାଇ: ଟେଲି ଅଭିନେତ୍ରୀ ହୀନା ଖାନ୍‌ଙ୍କୁ କିଏ ନ ଜାଣେ। କିଛିଦିନ ହେବ ସେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଲକ୍‌ଡାଉନ୍‌ରେ ହୀନା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ମଧ୍ୟ ଅଛନ୍ତି। ସେ ତାଙ୍କ ଭିନ୍ନ ଶୈଳୀରେ ଫ୍ୟାନ୍‌ମାନଙ୍କ ଏଣ୍ଟରଟେନମେଣ୍ଟ କରୁଥିବା ଦେଖିବାକୁ…

ସୋସିଆଲ ମିଡିଆରେ କଙ୍ଗନାଙ୍କ ଗିରଫ ଦାବି !

ମୁମ୍ବାଇ: ବଲିଉଡ୍‌ କୁଇନ୍‌ କଙ୍ଗନା ରାନାଓ୍ବତ ଏବେ ଖୁବ୍‌ ଚର୍ଚ୍ଚାରେ। ବିଶେଷ କରି ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ଚର୍ଚ୍ଚାରେ ରହୁଛନ୍ତି ଏହି ଅଭିନେତ୍ରୀ। ସୁଶାନ୍ତଙ୍କ ମୃତ୍ୟୁକୁ ମୁମ୍ବାଇ ପୋଲିସ ଆତ୍ମହତ୍ୟା କହୁଥିବା ବେଳେ କଙ୍ଗନା କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?