ଆଖିବୁଜିଲେ ବଲିଉଡ୍‌ର ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ କୁମକୁମଙ୍କର ଦେହାନ୍ତ ହୋଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ୧୯୩୪, ଏପ୍ରିଲ ୨୨ରେ ବିହାରର ଶେଖପୁରାରେ ଜନ୍ମଗ୍ରହଣ କରିଥିବା କୁମକୁମଙ୍କ ପ୍ରକୃତ ନାମ ଜାଇବୁନିସା ଥିଲା। ତାଙ୍କ ପିତା ହୁସେନାବାଦର ନବାବ ଥିଲେ।
କୁମ୍‌କୁମ ୧୯୬୩ରେ ପ୍ରଥମେ ଭୋଜପୁରୀ ଚଳଚ୍ଚିତ୍ର “ଗଙ୍ଗା ମାୟା ତୋହେ ପିଆରି ଚଢାୟିବୋରେ ଅଭିନୟ କରିଥିଲେ। ସେ ତାଙ୍କ କ୍ୟାରିୟରରେ ପ୍ରାୟ ୧୧୫ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ବମ୍ବେ (୧୯୬୪), ମଦର ଇଣ୍ଡିଆ (୧୯୫୭), ସନ ଅଫ ଇଣ୍ଡିଆ (୧୯୬୨), କୋହିନୋର (୧୯୬୦), ଉଜାଲା, ନୟା ଦୌର, ଶ୍ରୀମାନ ଫଣ୍ଟୁଶ, ଏକ ସପେରା ଏକ ଲୁଟେରାରେ ଚମତ୍କାର ଅଭିନୟ କରିଥିଲେ। ସେ କିଶୋର କୁମାର ଏବଂ ଗୁରୁ ଦତ୍ତଙ୍କ ଭଳି ଅନେକ ପ୍ରସିଦ୍ଧ କଳାକାରଙ୍କ ସହ କାମ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ମେସେଜ୍‌ରୁ ପ୍ରେମରେ ପଡ଼ିଥିଲେ ସୁସ୍ମିତା, ଜାଣିଲେ…

ମୁମ୍ବାଇ: ମଡେଲ ରେହମନ ଶଲ ଏପର୍ଯ୍ୟନ୍ତ ଅନେକ ଫ୍ୟାଶନ ଶୋ’ରେ ପ୍ରସିଦ୍ଧ ଡିଜାଇନରମାନଙ୍କ ପାଇଁ ର଼୍ୟାମ୍ପ ଓ୍ବାକ୍‌ କରିଛନ୍ତି। ତେବେ ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ ତଥା...

ସାରାଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ କାର୍ତ୍ତିକ

ମୁମ୍ବାଇ: ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ‘ଭୁଲ୍‌ ଭୁଲେୟା-୨’ ଆଜି ହଲ୍‌କୁ ଆସିଛି। ଏହା ସହିତ ‘ଶେହଜାଦ୍‌’ ସମେତ ଅନେକ ଫିଲ୍ମ ଚଳିତ ବର୍ଷ ଲାଇନରେ ଅଛି।...

ବିବାହ ବନ୍ଧନରେ ବାନ୍ଧି ହେବେ ସୋନାକ୍ଷୀ

ମୁମ୍ବାଇ: ବଲିଉଡ୍‌ରେ ବିବାହ ଋୁତୁ ଆରମ୍ଭ ହୋଇ ଯାଇଛି । ନିକଟରେ କିଛି ସେଲିବ୍ରିଟି ହାତକୁ ଦି’ ହାତ ହୋଇଛନ୍ତି। ଆଉ କିଛି ସେଲିବ୍ରିଟିଙ୍କ ବିବାହକୁ...

ପାନ ମସଲା ବିଜ୍ଞାପନ, ଅମିତାଭ-ରଣବୀର-ଅଜୟ-ଶାହାରୁଖଙ୍କ ବିରୋଧରେ ମାମଲା…

ମୁମ୍ବାଇ, ୨୧।୫ : ବଲିଉଡର ପ୍ରସିଦ୍ଧ ଅଭିନେତା ବିଗ ବି ଅମିତାଭ ବଚ୍ଚନ, ଅଜୟ ଦେବଗନ, କିଙ୍ଗ ଖାନ ଶାହାରୁଖ ଏବଂ ରଣଭୀର ସିଂଙ୍କ ବିରୋଧରେ...

ସ୍ପଷ୍ଟ କଲେ ରାଜୀବ- ଚାରୁ, ସମ୍ପର୍କରେ ଆସିନି ତିକ୍ତତା

ମୁମ୍ବାଇ: ବିବାହର ଏକ ମାସ ପରେ ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ଏବଂ ସ୍ତ୍ରୀ ଚାରୁ ଅସୋପାଙ୍କ ସମ୍ପର୍କରେ ତିକ୍ତତା ଆସିଥିବା ନେଇ...

ସମୟାନୁବର୍ତ୍ତୀ ଜାହ୍ନବୀ

ଜାହ୍ନବୀ କପୁରଙ୍କ ପାଖରେ ଏବେ ବିଶ୍ରାମ ନେବାକୁ ଟାଇମ ନାହିଁ। କାରଣ ଏକାଥରେ ତାଙ୍କର ଦୁଇଟି ଫିଲ୍ମ- ‘ଗୁଞ୍ଜନ ସାକ୍‌ସେନା-ଦ କାର୍‌ଗିଲ ଗର୍ଲ’ ଏବଂ ‘ତକ୍‌ତ’ର...

ଟ୍ରାଫିକ ପୋଲିସଙ୍କ ସହ ଫଟୋ ଉଠାଇ ଟ୍ରୋଲ ହେଲେ ମଲାଇକା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ଫିଟ୍‌ନେସ୍ କୁଇନ୍ ମଲାଇକା ଆରୋରା କିଛି ନା କିଛି କାରଣ ପାଇଁ ଅନେକ ସମୟରେ ଆସିଯାଆନ୍ତି ଚର୍ଚ୍ଚାକୁ । ସୋସିଆଲ...

ମିସ୍‌ ୟୁନିଭର୍ସ ଅର୍ଗାନାଇଜେଶନର ନୂଆ ମାଲିକାଣୀ ଆନେ

ବ୍ୟାଙ୍କକ୍‌: ଥାଇଲାଣ୍ଡର ଟ୍ରାନ୍ସଜେଣ୍ଡର ମହିଳା ବ୍ୟବସାୟୀ ଆନେ ଜାକାପୋଙ୍ଗ ଜାକ୍ରାଜୁଟାଟିପ୍‌ ୨୦ ନିୟୁତ ଡଲାର ମୂଲ୍ୟରେ ମିସ୍‌ ୟୁନିଭର୍ସ ଅର୍ଗାନାଇଜେଶନ୍‌ କିଣି ଇତିହାସ ସୃଷ୍ଟି କରିଛନ୍ତି।...

Advertisement
Archives

Model This Week