ଆଖିବୁଜିଲେ ବଲିଉଡ୍‌ର ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ କୁମକୁମଙ୍କର ଦେହାନ୍ତ ହୋଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ୧୯୩୪, ଏପ୍ରିଲ ୨୨ରେ ବିହାରର ଶେଖପୁରାରେ ଜନ୍ମଗ୍ରହଣ କରିଥିବା କୁମକୁମଙ୍କ ପ୍ରକୃତ ନାମ ଜାଇବୁନିସା ଥିଲା। ତାଙ୍କ ପିତା ହୁସେନାବାଦର ନବାବ ଥିଲେ।
କୁମ୍‌କୁମ ୧୯୬୩ରେ ପ୍ରଥମେ ଭୋଜପୁରୀ ଚଳଚ୍ଚିତ୍ର “ଗଙ୍ଗା ମାୟା ତୋହେ ପିଆରି ଚଢାୟିବୋରେ ଅଭିନୟ କରିଥିଲେ। ସେ ତାଙ୍କ କ୍ୟାରିୟରରେ ପ୍ରାୟ ୧୧୫ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ବମ୍ବେ (୧୯୬୪), ମଦର ଇଣ୍ଡିଆ (୧୯୫୭), ସନ ଅଫ ଇଣ୍ଡିଆ (୧୯୬୨), କୋହିନୋର (୧୯୬୦), ଉଜାଲା, ନୟା ଦୌର, ଶ୍ରୀମାନ ଫଣ୍ଟୁଶ, ଏକ ସପେରା ଏକ ଲୁଟେରାରେ ଚମତ୍କାର ଅଭିନୟ କରିଥିଲେ। ସେ କିଶୋର କୁମାର ଏବଂ ଗୁରୁ ଦତ୍ତଙ୍କ ଭଳି ଅନେକ ପ୍ରସିଦ୍ଧ କଳାକାରଙ୍କ ସହ କାମ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁବାର ହେବ ଏହି ଅଭିନେତ୍ରୀଙ୍କ ଭାଗ୍ୟ ପରୀକ୍ଷା

ଲୋକସଭା ନିର୍ବାଚନର ଫଳାଫଳ ଗୁରୁବାର ଜଣାପଡ଼ିବ। ଏନେଇ ରାଜନୈତିକ ବାତାବରଣ ବେଶ୍‌ ସରଗରମ ହୋଇଉଠିଛି। ଏ କ୍ଷେତ୍ରରେ ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ଅଭିନେତ୍ରୀଙ୍କର ମଧ୍ୟ ଭାଗ୍ୟ...

ବିବାହର ୮ ବର୍ଷ ପରେ ଇମ୍‌ରାନ-ଅବନ୍ତିକାଙ୍କ ସମ୍ପର୍କରେ ଫାଟ !

ମୁମ୍ବାଇ: ଦୀର୍ଘଦିନରୁ ଫିଲ୍ମ ଜଗତରୁ ନିଜକୁ ଦୂରେଇ ରଖିଥିବା ସୁପରଷ୍ଟାର ଆମିର ଖାନ୍‌ଙ୍କ ଭଣଜା ତଥା ଅଭିନେତା ଇମ୍‌ରାନ ଖାନ୍‌ଙ୍କୁ ନେଇ ନୂଆ ଚର୍ଚ୍ଚା। କାରଣଟି...

ଅମିତାଭ୍‌ଙ୍କ ଦୀପାବଳି ପାର୍ଟିରେ ଐଶ୍ଚର୍ଯ୍ୟାଙ୍କ ମ୍ୟାନେଜରଙ୍କ ଲେହେଙ୍ଗାରେ ଲାଗିଲା ନିଆଁ : ବଞ୍ଚାଇଲେ ଶାହରୁଖ୍‌

ମୁମ୍ବାଇ,୩୦।୧୦: ଦୀପାବଳି ଅବସରରେ ବିଗ୍‌ ବି ଅମିତାଭ୍‌ ବଚ୍ଚନ ଏକ ବଡ଼ ଧରଣର ପାର୍ଟି ଦେଇଥିଲେ। ଏହି ପାର୍ଟିରେ ଏକ ଅଘଟଣ ଘଟିଥିଲା। ସମସ୍ତେ ବାଣଫୁଟାଇବାରେ...

ପିଲାଦିନେ ଫ୍ରିଜ୍‌ ଭିତରେ ଲୁଚୁଥିଲେ ଏହି ଅଭିନେତା, ନିକଟରେ ପାଇଛନ୍ତି ଜାତୀୟ ପୁରସ୍କାର

ପିଲାଦିନେ ବହୁତ ଦୁଷ୍ଟ ଥିଲେ ଜଣେ ଅଭିନେତା। ଯିଏ କି, ନିକଟରେ ଜାତୀୟ ପୁରସ୍କାର ପାଇଛନ୍ତି। ସେ ଆଉ କେହି ନୁହନ୍ତି, ଅଭିନେତା ବିକି କୌଶଲ।...

ଇମୋଶନାଲ ହେଲେ ପରିଣିତି

ମୁମ୍ବାଇ: ବଲିଉଡ୍‌ ନାୟିକା ପରିଣିତି ଚୋପ୍ରା ସବୁବେଳେ ତାଙ୍କ ମନକଥା ଖୋଲି କହିଥାଆନ୍ତି। ନିକଟରେ ସେ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିବା ସହ...

ରାମାୟଣ ପ୍ରସାରଣର ବିଶ୍ୱ ରେକର୍ଡ ଦାବି ନେଇ ବିବାଦ: ସ୍ପଷ୍ଟୀକରଣ ଦେଲା ଦୂରଦର୍ଶନ

ମୁମ୍ବାଇ: ଲକ୍‌ଡାଉନ୍‌ ସମୟରେ ରାମାନନ୍ଦ ସାଗରଙ୍କ ରାମାୟଣ ଟିଆରପି ରେଟିଂରେ ଅନେକ ରେକର୍ଡ ସୃଷ୍ଟି କରିଛି। ଏହା ମଧ୍ୟ କୁହାଯାଇଥିଲା ଯେ, ରାମାୟଣ ହେଉଛି ବିଶ୍ୱର...

ଅଡିଶନ୍‌ କଥା ଭୁଲିପାରିବି ନାହିଁ

ଥରେ ମନେପକାନ୍ତୁ ନା ସୁପରହିଟ୍‌ ଫିଲ୍ମ ‘ଦଙ୍ଗଲ’ର ବବିତା ଫୋଗଟ ଚରିତ୍ରକୁ। ଏହି ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ନବାଗତା ସାନ୍ୟା ମାଲହୋତ୍ରା। ହେଲେ ଏପରି ଭୂମିକାଟିଏ...

ଏହି ଗୀତରେ ରବିନାଙ୍କ ସହ ରୋମାଣ୍ଟିକ୍‌ ଡ୍ୟାନ୍ସ କଲେ ପ୍ରଭାସ

ବାହୁବଳୀ ଷ୍ଟାର ପ୍ରଭାସଙ୍କ କୋଟିଏରୁ ଊର୍ଦ୍ଧ୍ୱ ଫ୍ୟାନ୍‌ ରହିଛନ୍ତି। କିନ୍ତୁ ପ୍ରଭାସ ରବିନା ଟଣ୍ଡନଙ୍କ ବଡ଼ ଫ୍ୟାନ୍‌। ଏହି କଥା ପ୍ରଭାସ ଡ୍ୟାନ୍ସ ଶୋ’ ‘ନଚ୍‌...

Coronavirus Update


Archives

Model This Week

Why Dharitri