ଜୁଆ ଖେଳି ଗିରଫ ହେଲେ ଏହି ଲୋକପ୍ରିୟ ଅଭିନେତା

ଲୋକପ୍ରିୟ ତାମିଲ ଅଭିନେତା ଶାମଙ୍କୁ ତାମିଲନାଡୁର ରାଜଧାନୀ ଚେନ୍ନାଇର ଅପସ୍କେଲ ନନ୍‌ଗମ୍ବାକମ୍‌ ସ୍ଥିତ ଆପାର୍ଟମେଣ୍ଟରୁ ଜୁଆ ଖେଳିବା ଅଭିଯୋଗରେ ପୋଲିସ ଗିରଫ କରିଛି। ଶାମଙ୍କ ସହ ଉକ୍ତ ଆପାର୍ଟମେଣ୍ଟରୁ ଆଉ ୧୧ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି।
ଜଣେ ଛାତ୍ରଙ୍କ ଆତ୍ମହତ୍ୟା ପରେ ପୋଲିସ ଏହି ଘଟଣା ବିଷୟରେ ଜାଣିପାରିଥିଲା। ଜଣେ ପୋଲିସ ଅଧିକାରୀ କହିଛନ୍ତି, ଜଣେ ଛାତ୍ର ଅନ୍‌ଲାଇନ ଗେମ୍‌ରେ ଟଙ୍କା ହରାଇବା ପରେ ସେ ଆତ୍ମହତ୍ୟା କରିଥିଲେ। ଏହା ପରେ ଉକ୍ତ ଆପାର୍ଟମେଣ୍ଟାରେ ଅନ୍‌ଲାଇନ୍‌ ଗେମ୍‌ ଚାଲିଥିବା ଜଣାପଡ଼ିଛି। ତେବେ ତଦନ୍ତ ଜାରି ରହିଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ନି ଅମିଶାଙ୍କ ସହ ଖୁବଶୀଘ୍ର ରିଲିଜ୍ ହେବ ‘ଗଦର’ର ସିକ୍ୱିଏଲ

ମୁମ୍ବାଇ: ସନ୍ନି ଦେଓଲ ଓ ଅମିଶା ପଟେଲ ୨୦ ବର୍ଷ କରେ ପୁଣିଥରେ ଗଦର: ଏକ ପ୍ରେମ କଥାର ସିକ୍ୱିଏଲ ନେଇ ବଡ ପରଦାକୁ ଖୁବଶୀଘ୍ର...

ଶ୍ରୀଦେବୀଙ୍କ ମୃତ୍ୟୁ ଦୁର୍ଘଟଣା ନା ହତ୍ୟା: କେରଳ ଡିଜିପି ଦେଲେ ଚାଞ୍ଚଲ୍ୟକର ବୟାନ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଶ୍ରୀଦେବୀଙ୍କ ମୃତ୍ୟୁକୁ ବର୍ଷେ ପୂରିଗଲାଣି। ୨୪ ଫେବୃଆରୀ,୨୦୧୮ରେ ବାଥ୍‌ଟବ୍‌ରେ ବୁଡ଼ି ଶ୍ରୀଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ପରଲୋକରେ ପୂରା ବଲିଉଡ୍‌ ଜଗତରେ...

ଅନନ୍ୟାଙ୍କୁ ପସନ୍ଦ ନୁହେଁ ଧଳା ପୋଷାକ

ମୁମ୍ବାଇ: ବଲିଉଡ୍ ଷ୍ଟାର କିଡ୍ ତଥା ନବାଗତା ନାୟିକା ଅନନ୍ୟା ପାଣ୍ଡେ । ଶୀତରେ ବି ଝାଳ ବୋହିବାର ତାକତ ଅଛି ଏହି ନାୟିକାଙ୍କର ।...

ନେହାଙ୍କ ସହ ବ୍ରେକ୍‌ଅପ୍‌କୁ ନେଇ ମୁହଁ ଖୋଲିଲେ ହିମାଂଶ: ସମସ୍ତଙ୍କ ନଜରରେ ଖଳନାୟକ ହୋଇଯାଇଥିଲେ

ବଲିଉଡ୍‌ ସିଙ୍ଗର ନେହା କକ୍କର ଏବଂ ହିମାଂଶ କୋହଲିଙ୍କ ବ୍ରେକ୍‌ଅପ୍‌କୁ ଇତି ମଧ୍ୟରେ ଅନେକ ଦିନ ହୋଇସାରିଛି। ଉକ୍ତ ସମୟରେ ଉଭୟଙ୍କ ବ୍ରେକ୍‌ଅପ୍‌କୁ ନେଇ ଚର୍ଚ୍ଚା...

କ୍ରିକେଟକୁ ଭଲ ପାଆନ୍ତି ନାହିଁ ଖିଲାଡି ବୟଙ୍କ ପୁଅ

ମୁମ୍ବାଇ,୧୫।୭: କ୍ରିକେଟର କ୍ରେଜ୍‌ ଛୋଟଠାରୁ ବଡ ସମସ୍ତଙ୍କ ପାଖରେ ଥିବା ବେଳେ ଏଥିରୁ କିନ୍ତୁ ବାଦ୍‌ ପଡିଛନ୍ତି ବଲିଉଡ୍‌ ଖିଲାଡି ବୟ ଅକ୍ଷୟଙ୍କ ପୁଅ ଅରବ।...

ନିର୍ମାଣ ହେବ ସରୋଜ ଖାଁଙ୍କ ବାୟୋପିକ

ମୁମ୍ବାଇ,୪ ।୭: ବଲିଉଡ୍‌ର ବେଶ ନାଁ କରା କୋରିଓଗ୍ରାଫର ସରୋଜ ଖାଁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଶନିବାର ପାଳନ କରାଯାଇଛି । ଏହି ଅବସରରେ ଆଗାମୀ...

ଚର୍ଚ୍ଚାରେ ମଧୁବାଲାଙ୍କ ପରି ଦେଖାଯାଉଥିବା ଏହି ଅଭିନେତ୍ରୀ

ସେଲିବ୍ରିଟି ତଥା କଳାକାରଙ୍କ ଅବିକଳ ନକଲ ଦେଖାଯାଉଥିବା ବ୍ୟକ୍ତି ଅଥବା ମହିଳାଙ୍କ ଫଟୋ ଅନେକ ସମୟରେ ଭାଇରାଲ ହୋଇଥାଏ। ଏବେ ବଲିଉଡ୍‌ର ସବୁଠାରୁ ସୁନ୍ଦର ଅଭିନେତ୍ରୀ...

ବଲିଉଡ୍‌ରେ ୩୦ ବର୍ଷ: ଏଣ୍ଟ୍ରି କରିବା ସହଜ, ତିଷ୍ଠିବା କଷ୍ଟ

ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ଇଣ୍ଡଷ୍ଟ୍ରିରେ ୩୦ ବର୍ଷ ପୂରଣ କରିଛନ୍ତି । ଆଉ ଆଜି ସେ ଜଣେ ସଫଳ ଅଭିନେତା ଭାବେ...

Advertisement
Archives

Model This Week