ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ମିଳିଲା ଏହି ବଡ଼ ସଫଳତା, ଜାଣନ୍ତୁ…

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବହୁ ପ୍ରତିକ୍ଷିତ ମୋଡ ଆସିଛି। ଦୀର୍ଘ ଦିନ ଧରି ମାମଲାର ସିବିଆଇ ଯାଞ୍ଚ କରାଯାଉ ବୋଲି ଦାବି ହୋଇ ଆସୁଥିଲା। ଶେଷରେ ତାହା ହିଁ ହୋଇଛି। ବିହାର ସରକାର ଏଥିନେଇ ସୁପାରିସ କରିଥିବା ବେଳେ କେନ୍ଦ୍ର ସରକାର ଏହାକୁ ମଞ୍ଜୁର କରିଛନ୍ତି।

ଜୁନ ୧୪ ତାରିଖରେ ସନ୍ଦେହଜନକ ଭାବେ ସୁଶାନ୍ତଙ୍କ ମୃତ୍ୟୁ ଘଟିଥିଲା। ସେ ଆତ୍ମହତ୍ୟା କରିଥିବା ନେଇ କୁହାଯାଇଥିଲା। ହେଲେ ପରିବାରଲୋକେ ଏହାକୁ ଗ୍ରହଣ କରିପାରି ନ ଥିଲେ। ମୃତ୍ୟୁର ଏକ ମାସ ପରେ ନିକଟରେ ସୁଶାନ୍ତଙ୍କ ବାପା ପାଟଣା ଥାନାରେ ପ୍ରେମିକା ରିୟାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ବିହାର ପୋଲିସ ମାମଲା ରୁଜୁ କରିବା ପରେ ବମ୍ବେ ଆସି ତଦନ୍ତ କରିଥିଲା। ହେଲେ ବମ୍ବେ ପୋଲିସ ଏହାକୁ ଏକରକମ ବିରୋଧ କରିଥିଲା। ଏହାକୁ ନେଇ ମୃତ୍ୟୁର ସିବିଆଇ ଯାଞ୍ଚ କରାଯାଉ ବୋଲି ଦାବି ଉଠିଥିଲା। ସୁଶାନ୍ତଙ୍କ ବାପା ମଧ୍ୟ ବମ୍ବେ ପୋଲିସର ଯାଞ୍ଚ ଉପରେ ସନ୍ଦେହ ସୃଷ୍ଟି ହେଉଥିବା କହିଥିଲେ। ମଙ୍ଗଳବାର ବିହାର ସରକାର ଏନେଇ ସୁପାରିସ କରିଥିଲେ। ବୁଧବାର ଉକ୍ତ ଆବେଦନକୁ କେନ୍ଦ୍ର ସରକାର ଗ୍ରହଣ କରିନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୭ ବର୍ଷରେ ଏତେ ବଦଳିଗଲେଣି ରଶ୍ମୀ, ଚକିତ କରୁଛି ମେକ୍‌ଓଭର

ବମ୍ବେ: ପ୍ରଥମେ ଫିଲ୍ମ ‘କନ୍ୟାଦାନ’ରୁ ନିଜର ଡେବ୍ୟୁ କରିବା ପରେ ଲୋକପ୍ରିୟ ଟେଲି ଧାରାବାହିକ ‘ଉତରନ୍‌’ରୁ ଷ୍ଟାର ପାଲଟିଥିଲେ ଅଭିନେତ୍ରୀ ରଶ୍ମୀ ଦେଶାଇ। ଏବେ ରଶ୍ମୀ...

ଆଲିଆଙ୍କ ଦୀପାବଳି ଲୁକ୍‌

ମୁମ୍ବାଇ: ଆଲୋକର ପର୍ବ ଦୀପାବଳି ଅବସରରେ ବଲିଉଡ୍‌ ଅଭିନେତ୍ରୀମାନେ କିଏ କ’ଣ କେମିତି ଡ୍ରେସ୍‌ ଗହଣା ପିନ୍ଧି ସୁନ୍ଦର ଦିଶିବେ ସେ ନେଇ ପ୍ରସ୍ତୁତି ଆରମ୍ଭ...

“ରନୱେ ୩୪”ରେ କମାଲ କରିବେ ଅଜୟ ଦେବଗନ

ମୁମ୍ବାଇ: କିଛିଦିନ ପରେ ପୁଣିଥରେ ବଡ ପରଦାରେ ଦେଖିବାକୁ ମିଳିବ ଅଜୟ ଦେବଗନଙ୍କୁ । ତାଙ୍କ ଅଭିନୀତ ଫିଲ୍ମ “ରନୱେ ୩୪”ର ପୋଷ୍ଟର ରିଲିଜ ହୋଇଛି...

ଅନ୍ୟ ମହିଳାଙ୍କ ସହ ଦେଖିନେଲେ ବୋଲି ସ୍ତ୍ରୀଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ! ଗାଡ଼ି ଚଢ଼ାଇଦେଲେ ପ୍ରଯୋଜକ

ବମ୍ବେ: ଅନ୍ୟ ଯୁବତୀଙ୍କ ସହ ରୋମାଣ୍ଟିକ୍‌ ହେଉଥିବା ବେଳେ ଦେଖିନେଲେ ବୋଲି ସ୍ତ୍ରୀଙ୍କୁ ଗାଡ଼ି ଚଢ଼ାଇ ମାରିବାକୁ ଉଦ୍ୟମ କରିଛନ୍ତି ବଲିଉଡ୍‌ର ଜଣେ ପ୍ରଯୋଜକ। ସେ...

ଆସୁଛି ‘କୌନ୍‌ ବନେଗା କରୋଡ଼ପତି-୧୫’, ଫଟୋ ଶେୟାର କରି କହିଲେ ବିଗ୍‌ ବି

ମୁମ୍ବାଇ: ଶତାବ୍ଦୀର ମେଗାଷ୍ଟାର ଅମିତାଭ ବଚ୍ଚନ ତାଙ୍କର ବ୍ଲକବଷ୍ଟର ତଥା ଲୋକପ୍ରିୟ ଟିଭି କୁଇଜ ଶୋ’ ‘କୌନ୍‌ ବନେଗା କରୋଡପତି’ ପାଇଁ ଜଣାଶୁଣା। ବିଗ୍‌ ବି’...

ପୁଅର ଫିଲ୍ମ ଦେଖି କାନ୍ଦି ପକାଇଥିଲେ ଜାଭେଦ୍‌ ଅଖତର…

ମୁମ୍ବାଇ,୧୭।୧: ଗୀତିକାର ଜାଭେଦ୍‌ ଅଖତର୍‌ଙ୍କୁ ରବିବାର ୭୬ ବର୍ଷ ପୂରଣ ହୋଇଛି। ସେ ୭୭ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୪୫ ଜାନୁୟାରୀ ୧୭ରେ ଗ୍ବାଲିୟରଠାରେ...

ଆଶାରେ ଅଂଶୁମାନ

ଅଂଶୁମାନ ସାମନ୍ତରାୟ। ଦେଖୁ ଦେଖୁ ୟା ଭିତରେ ୮ଟି ଓଡ଼ିଆ ସିନେମାରେ ଅଭିନୟ କରିସାରିଲେଣି। ଏବେ ସେ ହିନ୍ଦୀ ସିନେମାରେ ନିଜ କ୍ୟାରିୟରକୁ ଆଗେଇ ନେବାକୁ...

ଫେରିବେ କି ସିଦ୍ଧୁ! ଅର୍ଚ୍ଚନା କହିଲେ…

ବମ୍ବେ: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂ ସିଦ୍ଧୁ। ଏହାପରେ କମେଡିଆନ୍‌ କପିଲ ଶର୍ମାଙ୍କ ଶୋ’ ସହ ଜଡ଼ିତ ମେମେ ସୋସିଆଲ...

Advertisement
Archives

Model This Week