ଶ୍ରୀଦେବୀଙ୍କ ମୃତ୍ୟୁ ଖବର ଶୁଣି ଭୋ ଭୋ ହୋଇ କାନ୍ଦିଥିଲେ ଏହି ଲୋକପ୍ରିୟ ରାଜନେତା

ରାଜ୍ୟସଭା ସଦସ୍ୟ ଅମର ସିଂଙ୍କ ୬୪ ବର୍ଷ ବୟସରେ ଗତ ଶନିବାର ନିଧନ ଘଟିଛି। ବଲିଉଡ୍‌ କାଳାକାରଙ୍କ ସହ ତାଙ୍କ ସମ୍ପର୍କ ବେଶ୍‌ ଭଲ ଥିଲା। ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀ ଏବଂ ତାଙ୍କ ସ୍ବାମୀଙ୍କ ସହ ଅମର ସିଂଙ୍କ ଦୃଢ ସମ୍ପର୍କ ଥିଲା। ଏହି କାରଣରୁ ଶ୍ରୀଦେବୀଙ୍କ ମୃତ୍ୟୁ ଖବର ଶୁଣି ଅମର ଭୋ ଭୋ ହୋଇ କାନ୍ଦିଥିଲେ। କହିଥିଲେ ମୁଁ ଯଦି ଦୁବାଇରେ ଥାନ୍ତି ଏମିତି ଦୁର୍ଘଟଣା ଘଟି ନ ଥାନ୍ତା। ଶ୍ରୀଦେବୀ ମୃତ୍ୟୁ ଖବର ପ୍ରଥମେ ଅମର ସିଂ ଦେଇଥିଲେ ବୋନି କପୁର। ଶ୍ରୀଦେବୀ ଏବଂ ଅମରଙ୍କ ମଧ୍ୟରେ ଭଲ ବନ୍ଧୁତା ଥିଲେ। ଥରେ ସେ ଅଡି ବସିଥିଲେ ଯଦି ଅମର ମୋ ଫିଲ୍ମ ନ ଦେଖିବ ତେବେ ତାହା ରିଲିଜ୍‌ ହେବ ନାହିଁ। ୨୦୧୮, ଫେବୃୟାରୀ ୨୪ରେ ବାଥ୍‌ଟବ୍‌ରେ ବଡି ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ପିତାଙ୍କ ପାଇଁ ଏଥର ଜନ୍ମଦିନ ପାଳନ କରିବେ ନାହିଁ ସଲମାନ!

ମୁମ୍ବାଇ: ବଲିଉଡ୍‌ ଭାଇଜାନ ସଲମାନ ଖାଁ ଆସନ୍ତା ୨୭ତାରିଖରେ ତାଙ୍କର ୫୪ ତମ ଜନ୍ମଦିନ ପାଳନ କରି ଥାଆନ୍ତେ। ସବୁଥର ସେ ତାଙ୍କ ଫାର୍ମ ହାଉସରେ...

ଅଭିନେତ୍ରୀ ମଲାଇକା ଆରୋରା କରୋନା ଆକ୍ରାନ୍ତ

ମୁମ୍ବାଇ, ୬।୯: ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ପରେ ରବିବାର ହିଁ ଅଭିନେତ୍ରୀ ମଲାଇକା ଆରୋରାଙ୍କର ମଧ୍ୟ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମଲାଇକା...

କବୀର ସିଂର ଦୁଇ ବର୍ଷ ପରେ ସାହିଦ୍‌ ଶେୟାର କଲେ ଏମିତି ଭିଡିଓ, ପ୍ରଶଂସକ କହିଲେ…

ବଲିଉଡ୍‌ ଅଭିନେତା ସାହିଦ କପୁର ଏଯାବତ୍‌ ତାଙ୍କ କ୍ୟାରିୟରରେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ତେବେ  ‘କବୀର ସିଂ’ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି କରିଥିଲା।...

ବିଜ୍ଞାନକୁ ଛାଡ଼ିି ରହିବା ମୋ ପାଇଁ କଷ୍ଟଦାୟକ

ଚନ୍ଦ୍ର ଓ ମଙ୍ଗଳକୁ ଯାନ ପଠାଇ ଭାରତ ମହାକାଶ ବିଜ୍ଞାନରେ ଆଗୁଆ ରାଷ୍ଟ୍ରମାନଙ୍କର ସମକକ୍ଷ ହୋଇପାରିଛି। ବିଶ୍ୱରେ ଆଣିିଛି ଏକ ନୂଆ ପରିଚୟ। ଭାରତର ମହାକାଶ...

କେଜିଏଫ୍‌ ଚାପ୍ଟର ୨: ସଞ୍ଜୁ ବାବାଙ୍କ ଶୁଟିଂ ଶେଷ

ହାଇଦ୍ରାବାଦ୍‌,୨୦।୧୨: ନିର୍ଦ୍ଦେଶକ ପ୍ରଶନ୍ଥ ନୀଲଙ୍କ ଫିଲ୍ମ କେଜିଏଫ୍‌ : ଚାପ୍ଟର ୨ ଫିଲ୍ମରେ ବଲିଉଡ୍‌ ଆକ୍ଟର ସଞ୍ଜୟ ଦତ୍ତଙ୍କ ଶୁଟିଂ ଶେଷ ହୋଇଯାଇଛି। ଫିଲ୍ମର କ୍ଲାଇମାକ୍ସ...

ଶ୍ୱଶୁରଙ୍କ ପାଇଁ ଭାବପ୍ରବଣ ହେଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଅଭିନେତା ରିତେଶ ଦେଶମୁଖ ତାଙ୍କ ସ୍ବର୍ଗତ ପିତା ବିଳାଶ ରାଓ ଦେଶମୁଖଙ୍କ ୭୬ତମ ଜନ୍ମଦିନ ଅବସରରେ ଏକ ପୋଷ୍ଟ ଶେୟାର କରିଛନ୍ତି। ପିତାଙ୍କ ସ୍ମୃତିରେ ସେ...

ଭାରତରୁ ମାଲାୟାଲମ୍‌ ଫିଲ୍ମ ‘ଜଲିକଟ୍ଟୁ’ ୯୩ତମ ଓସ୍କାର ଆଓ୍ବାର୍ଡ ପାଇଁ ମନୋନୀତ

ମୁମ୍ବାଇ: ୯୩ତମ ଓସ୍କାର ଆଓ୍ବାର୍ଡ ପାଇଁ ଭାରତ ପକ୍ଷରୁ ମାଲାୟାଲମ୍‌ ଫିଲ୍ମ ‘ଜଲିକଟ୍ଟୁ’କୁ ମନୋନୀତ କରାଯାଇଛି। ଭାରତରୁ ଜଲିକଟ୍ଟୁ ବ୍ୟତୀତ ଅନ୍ୟ ଅନେକ ପିଲ୍ମ ଓସ୍କାର...

ଫିଲ୍ମରେ ସୋନୁ ସୁଦ୍‌ ପିଟା ଖାଉଥିବା ଦେଖି ପ୍ରଶଂସକ ନେଲେ ଏମିତି ନିଷ୍ପତ୍ତି

କରୋନା ସମୟରେ ବଲିଉଡ୍‌ ଅଭିନେତା ସୋନୁ ସୁଦଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି। ସେ ଏହି ସମୟରେ ଲୋକଙ୍କ ପାଇଁ ଭଗବାନ ସାଜିଛନ୍ତି। ତେଣୁ...

Advertisement
Seven Jackpot


Archives

Model This Week