ଇବ୍ରାହିମ ଅଲ୍‌କାଜିଙ୍କ ପରଲୋକ

ନୂଆଦିଲ୍ଲୀ,୫।୮: ଥିଏଟର ଲିଜାଣ୍ଡ ଇବ୍ରାହିମ୍‌ ଆଲ୍‌କାଜିଙ୍କ ମଙ୍ଗଳବାର ନୂଆଦିଲ୍ଲୀର ଏସ୍‌କର୍ଟ ହସ୍ପିଟାଲରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୯୫ ବର୍ଷ ହୋଇଥିଲା। ଭାରତରେ ଥିଏଟର ଜଗତରେ ଇବ୍ରାହିମ୍‌ ବିପ୍ଲବ ଆଣିଥିଲେ। ୪୦ ଦଶକରେ ମୁମ୍ବାଇରେ ଜଣେ ବିଶିଷ୍ଟ ଥିଏଟର ଆର୍ଟିଷ୍ଟ ଭାବେ ତାଙ୍କର ନାମ ଥିଲା। ୩୭ ବର୍ଷ ବୟସରେ ସେ ଦିଲ୍ଲୀ ଯାଇ ନ୍ୟାଶନାଲ ସ୍କୁଲ ଅଫ୍‌ ଡ୍ରାମାର ନିର୍ଦ୍ଦେଶକ ଭାବେ ଦୀର୍ଘ ୧୫ ବର୍ଷ ଦାୟିତ୍ୱ ଗ୍ରହଣ କରିଥିଲେ। ଫାଇନ୍‌ ଆର୍ଟ ଓ ଥିଏଟର ପ୍ରତି ତାଙ୍କର ବିଶେଷ ଆକର୍ଷଣ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହେବାକୁ ଯାଉଥିବା ଖବର ମିଥ୍ୟା

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ କାଜୋଲ ମା’ ହେବାକୁ ଯାଉଛନ୍ତି। ସେ ନିଜର ତୃତୀୟ ସନ୍ତାନକୁ ଜନ୍ମ ଦେବାକୁ ଯାଉଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର...

ଆଖିବୁଜିଲେ ଜାତୀୟ ପୁରସ୍କାର ବିଜେତା ଏହି ଅଭିନେତା

ଜାତୀୟ ପୁରସ୍କାର ବିଜେତା କନ୍ନଡ ଅଭିନେତା ସଞ୍ଚାରୀ ବିଜୟ ସୋମବାର ପରଲୋକ ଘଟିଛି। ଶନିବାର ରାତିରେ ବେଙ୍ଗାଲୁରୁ ନିକଟରେ ବିଜୟଙ୍କର ଗାଡି ଦୁର୍ଘଟଣା ଘଟିଥିଲା। ଏଥିରେତାଙ୍କ...

ବଲିଉଡ୍‌ର ଦାମୀ ଉପହାର

ଉପହାରଟିଏ ପାଇଲେ ସମସ୍ତେ ଖୁସି ହୁଅନ୍ତି। ତାହା ଛୋଟିଆ ହେଲେ ବି ମନରେ ଭରିଥାଏ ଅପାର ଆନନ୍ଦ। ସାଧାରଣ ଲୋକଙ୍କଠୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ...

ରିଲିଜ୍ ହେଲା ଇମ୍ରାନ ହାସମିଙ୍କ ଫିଲ୍ମର ଟ୍ରେଲର୍‌

ମୁମ୍ବାଇ: କିଛି ଦିନର ବିରତି ପରେ ଏବେ ପୁଣିଥରେ ବଡ ପରଦାକୁ ଫେରୁଛନ୍ତି ଇମ୍ରାନ ହାସମି । ଏଥର ସେ ତାଙ୍କ ଫିଲ୍ମ “ହରାମି”ରେ ନଜର...

ରୋମାଣ୍ଟିକ ମୁଡରେ ବିରୁଷ୍କା

ମୁମ୍ବାଇ: ବଲିଉଡ ପାୱାର କପୁଲ ଅନୁଷ୍କା ଶର୍ମା ଓ ବିରାଟ କୋହଲି ନିକଟରେ ଇଣ୍ଡିଆ ସ୍ପୋର୍ଟସ ଅନର ଆୱାର୍ଡରେ ପହଞ୍ଚିଥିଲେ । ଉଭୟ ସେମାନଙ୍କ ଲୁକକୁ...

୧୦୦୦ କୋଟି କ୍ଲବ୍‌ରେ ସାମିଲ ହେଲା ‘ପଠାନ’

ମୁମ୍ବାଇ: ସୁପରଷ୍ଟାର ଶାହାରୁଖ ଖାନଙ୍କ ଫିଲ୍ମ ‘ପଠାନ’ ଗୋଟିଏ ପରେ ଗୋଟିଏ ନୂଆ ମାଇଲଖୁଣ୍ଟ ହାସଲ କରୁଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଶାହରୁଖ ଖାନଙ୍କ ଫିଲ୍ମ...

‘କଲ୍‌ ହୋ ନା ହୋ’କୁ ପୂରଣ ହେଲା ୧୬ ବର୍ଷ

ମୁମ୍ବାଇ: ନିଖିଲ ଆଡଭାନୀଙ୍କ ନିର୍ଦ୍ଦେଶିତ ରୋମାଣ୍ଟିକ୍‌ ଡ୍ରାମା ଫିଲ୍ମ ‘କଲ୍‌ ହୋ ନା ହୋ’କୁ ପୂରଣ ହୋଇଛି ୧୬ ବର୍ଷ। ଏହି ଉପଲକ୍ଷେ ବଲିଉଡ୍‌ ନିର୍ଦ୍ଦେଶକ...

କ୍ରିକେଟର୍‌ମାନେ କେଉଁ କୁଳର ନୁହନ୍ତି, କାହିଁକି ଏମିତି କହିଲେ କଙ୍ଗନା

ଆମେରିକୀୟ ପପ ତାରକା ରିହାନା କୃଷକ ଆନ୍ଦୋଳନକୁ ସମର୍ଥନ କରିବା ପରେ ଅନେକ ବିଶ୍ୱସ୍ତରୀୟ ସେଲିବ୍ରିଟି ଏହାକୁ ସମର୍ଥନ କରିଛନ୍ତି। ବିଶ୍ୱସ୍ତରୀୟ ସେଲିବ୍ରିଟିମାନେ କୃଷକ ଆନ୍ଦୋଳନକୁ...

Advertisement
Archives

Model This Week