ରିୟାଙ୍କ ମାୟାଜାଲରୁ ମୁକୁଳାଇବା ଲାଗି ଭଉଣୀଙ୍କୁ ଅନୁରୋଧ କରିଥିଲେ ସୁଶାନ୍ତ

ମୁମ୍ବାଇ, ୫।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଅଧିକ ରହସ୍ୟମୟ ହେବାରେ ଲାଗିଛି। ସମ୍ପ୍ରତି ସୁଶାନ୍ତଙ୍କ ବଡ଼ ଭଉଣୀ ରାନୀଙ୍କ ମନ୍ତବ୍ୟ ଆତ୍ମହତ୍ୟାକୁ ହତ୍ୟା ଭଳି ପ୍ରତିପାଦିତ କରିଛି। ରାନୀ କହିଛନ୍ତି ଯେ, ସୁଶାନ୍ତ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କଠାରୁ ମୁକ୍ତିି ଚାହୁଁଥିଲେ। ସେ ରାନୀଙ୍କୁ ଫୋନ୍‌ରେ ଅନୁରୋଧ କରିିଥିଲେ ଯେ, ମତେ ରିୟାଙ୍କର ମାୟାଜାଲରୁ ମୁକ୍ତି କର। ରାନୀ ବରିଷ୍ଠ ଆଇପିଏସ୍‌ ଓ.ପି.ସିଂଙ୍କ ସ୍ତ୍ରୀ। ରାନୀଙ୍କ ଏଭଳି ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ସୁଶାନ୍ତଙ୍କୁ ଦେଖା କରିବାକୁ ହରିୟାଣାରୁ ମୁମ୍ବାଇ ଯାଇଥିବା ରାନୀଙ୍କୁ ରିୟା ଘରେ ରହିବାକୁ ଅନୁମତି ଦେଇ ନ ଥିଲେ। ଏହା ପରେ କିଛି ବଡ଼ ଧରଣର ଘଟଣା ଘଟିବାକୁ ଯାଉଥିବା ରାନୀ ସନ୍ଦେହ କରିଥିଲେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗନାଙ୍କୁ ଶୁଭେଚ୍ଛା ଜଣାଇଲେ ଆଲିଆ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ ଘୋଷଣା ପରେ ତାଙ୍କ ପ୍ରଶଂସକଙ୍କ ମହଲରେ ଆନନ୍ଦର ଲହରି ଖେଳିଯାଇଛି।...

ବିବାଦୀୟ ବାର ଡ୍ୟାନ୍ସର ସ୍ୱିଟିଙ୍କ ବାୟୋପିକ୍ ନିର୍ମାଣ କରିବେ ସଞ୍ଜୟ ଗୁପ୍ତା!

ମୁମ୍ବାଇ: ଫରଦିନ ଖାଁ ଓ ରିତେଶ ଦେଶମୁଖଙ୍କ ଅଭିନୀତ ଫିଲ୍ମ ‘ବିସ୍ଫୋଟ’ର କାମ ଶେଷ ହେବା ପରେ ଏବେ ସଞ୍ଜୟ ଗୁପ୍ତା ଆଉ ଏକ ଫିଲ୍ମ...

ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ପ୍ରଭାବିତ କରିବାକୁ ୭ଟି ଫ୍ରିଜ୍‌ ପଠାଇଥିଲେ ଖେଳାଳି

ନିଜ ସମୟର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରେ ଜଣେ ଥିଲେ ଶର୍ମିଲା ଟାଗୋର। ସେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ମନସୁର ଅଲ୍ଲୀ ଖାନ୍‌ ପଟୌଦୀଙ୍କୁ...

ସବୁ ଭିକାରିଙ୍କ ପାଖରେ ରହିଛି ଏହି ଅଭିନେତାଙ୍କ ପର୍ସନାଲ ଫୋନ୍‌ ନମ୍ବର

ମୁମ୍ବାଇ: ମାୟାଗନରୀ କହିଲେ ବୁଝାଏ ବଲିଉଡ୍‌ କଳାକାରଙ୍କ ନଗରୀ। ଆଉ ଏହା ହେଉଛି ମୁମ୍ବାଇରେ। ଏଠାରେ ଥିବା ସବୁ ସେଲିବ୍ରିଟି କୋଟିପତି। ଏଠି ଗରିବ ବୋଲି...

ଏକଦା ଶାହାରୁଖ କହିଥିଲେ ମୁଁ ଚାହୁଁଛି ମୋ ପୁଅ ସବୁ ଖରାପ କାମ କରୁ : ଡ୍ରଗ୍ସ ନେଉ, ଝିଅଙ୍କ ପଛେ ଗୋଡ଼ାଉ…

ଡ୍ରଗ୍ସ ମାମଲାରେ ବଲିଉଡର ଭେଟେରାନ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅଧିକାରୀ ପଚରାଉଚରା କରୁଛନ୍ତି। ମୁମ୍ବାଇରୁ ଗୋଆ ଯାଉଥିବା...

ହ୍ୟାରି ପୋଟରର ‘ହ୍ୟାଗରିଡ’ଙ୍କ ପରଲୋକ

ରୁଥେରଗ୍ଲେନ,୧୫ ।୧୦: ହ୍ୟାରି ପୋଟର ଫ୍ରାଞ୍ଚାଇଜିରେ ହ୍ୟାଗରିଡ ଭୂମିକାରେ ନଜର ଆସିଥିବା ହଲିଉଡ ଅଭିନେତା ରୋବି କୋଲଟ୍ରାନେଙ୍କର ପରଲୋକ ହୋଇଛି । ୭୨ ବର୍ଷ ବୟସରେ...

ଦର୍ଶକଙ୍କ ମନର କଥାକୁ ନାଟକରେ ପ୍ରତିଫଳିତ କରିଥାଏ

ସତେଯେମିତି ପିଲାଟିଦିନରୁ ତାଙ୍କୁ ଅଭିନୟ ନିଶା ଘାରିଥିଲା। ସେତେବେଳେ ଗଁ। ଗହଳିରେ ନାଟକ, ନୃତ୍ୟନାଟିକା, ପାଲା, ଧୁଡୁକି, ଦାସକାଠିଆ ଆଦି ଦେଖିବା ତାଙ୍କର ଏକ ଅଭ୍ୟାସ...

ଚଳିତ ବର୍ଷ ଜନ୍ମଦିନ ପାଳିବେନି ସଲମାନ

ମୁମ୍ବାଇ,୧୭।୧୨-ବଲିଉଡ ସୁପରଷ୍ଟାର ସଲମାନ ଖାନ ଚଳିତ ବର୍ଷ ନିଜର ଜନ୍ମଦିନ ପାଳନ କରିବେ ନାହିଁ। ପ୍ରତିବର୍ଷ ଡିସେମ୍ବର ୨୭ ରେ ସଲମାନ ଜନ୍ମଦିନ ପାଳନ କରନ୍ତି।...

Advertisement
Archives

Model This Week