ମନୋରଞ୍ଜନ

ଚଟାଣରେ ଶୋଇଥିଲେ ଏହି ପ୍ରସିଦ୍ଧ ଅଭିନେତା, ମା’ କହିଲେ..

ବଲିଉଡ୍‌ର ଆକ୍ସନ ହିରୋ ଟାଇଗର୍‌ ଶ୍ରଫଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ଟାଇଗର ତଳେ ଶୋଇଥିବା ଦେଖାଯାଇଛି। ଫଟୋଟିକୁ ତାଙ୍କ ମା’ ଆୟେଶା ଶ୍ରଫ୍‌ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ପୁଅକୁ ଏମିତି ତଳେ ଶୋଇଥିବା ଦେଖି…

ଟାଇଗର ଶ୍ରଫଙ୍କ ଏହି ଗୋଲାପୀ ସ୍ଲିଭଲେସ ହୁଡିର ଦାମ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ଟାଇଗର ଶ୍ରଫ ଅଭିନୟ ସାଙ୍ଗକୁ ତାଙ୍କର ନୃତ୍ୟ ଦକ୍ଷତା ପାଇଁ ପ୍ରଶଂସକଙ୍କ ପ୍ରିୟ। ତାଙ୍କ ନୃତ୍ୟ ମଧ୍ୟ ଆଶ୍ଚର୍ଯ୍ୟଜନକ। ଲକ୍‌ଡାଉନ୍‌ର ଦୀର୍ଘ ଦିନ ବ୍ୟବଧାନ ପରେ ପ୍ରାୟ ସମସ୍ତ କଳାକାର କାର୍ଯ୍ୟ ପାଇଁ ଘରୁ ବାହାରକୁ ଯାଉଛନ୍ତି। ବର୍ତ୍ତମାନ ଟାଇଗର ମଧ୍ୟ…

ସଲମାନ୍‌ଙ୍କୁ ‘ସଲ୍ଲୁ’ ନାମ ଦେଇଥିଲେ ଏହି ଅଭିନେତା

ବଲିଉଡ୍‌ର ସୁପରଷ୍ଟାର ସଲମାନ୍‌ ଖାନ୍‌। କେହି ତାଙ୍କୁ ଭାଇଜାନ୍‌ କହି ଡାକିଥାନ୍ତି ତ ଆଉ କେହି ସଲ୍ଲୁ। କିନ୍ତୁ ଭାଇଜାନ୍‌ଙ୍କୁ ସଲମାନ୍‌ ଡାକିଲେ ସେ ବେଶି ଖୁସି ହୋଇଥାନ୍ତି। କାରଣ ଏହି ନାମ ତାଙ୍କ ମା’-ବାପା ଦେଇଥିଲେ। ହେଲେ ସଲମାନ୍‌ଙ୍କ ନାମ…

କୋଭିଡ-୧୯ ସମୟରେ ବୋହୂ ସାଜିଲେ ହିନା..

ବ୍ରାଇଡାଲ୍‌ ଲୁକ୍‌ରେ ଅଭିନେତ୍ରୀ ହିନା ଖାନ୍‌। ନାଲି ରଙ୍ଗର ଲେହେଙ୍ଗା, ହାତରେ ଚୁଡ଼ା ପିନ୍ଧି, ମେହେନ୍ଦି ଲଗାଇ କୌଣସି ପରି ଠାରୁ କମ୍‌ ଲାଗୁ ନାହାନ୍ତି ସେ। ଇନ୍‌ଷ୍ଟାଗ୍ରାମରେ ଏହି ଲୁକ୍‌ର ଫଟୋ ଶେୟାର କରିବା ପରେ ତାଙ୍କୁ ପ୍ରଶଂସାରେ ପୋତି…

ସୁଶାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଆଉ ଏକ ସର୍‌ପ୍ରାଇଜ୍‌

ମୁମ୍ବାଇ: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହୋଇଥିଲେ ମଧ୍ୟ ଏହାକୁ ଏପର୍ଯ୍ୟନ୍ତ ଗ୍ରହଣ କରିପାରୁ ନାହାନ୍ତି ତାଙ୍କ ପ୍ରଶଂସକ। ନିକଟରେ ତାଙ୍କ ଶେଷ ଅଭିନୀତ ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହୋଇଥିବା ବେଳେ ଦର୍ଶକେ ଏହାକୁ ଦେଖିବାକୁ ଏକ ପ୍ରକାର…

କ୍ରିକେଟରଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାକୁ ଆସିଥିଲେ ସଙ୍ଗିତା

ମୁମ୍ବାଇ: ବଲିଉଡ୍‌ର ବିଗତ ଦିନର ନାୟିକା ସଙ୍ଗିତା ବିଜଲାନୀ ଏଥର ତାଙ୍କ ଜନ୍ମଦିନ ନିରାଡମ୍ବର ସହ ପାଳନ କରିଛନ୍ତି। ଜୁଲାଇ ୯ରେ ତାଙ୍କ ଜନ୍ମଦିନ ଥିବା ବେଳେ ଏଥର ସେ ତାଙ୍କ ପିତାଙ୍କ ସହ ମିଶି ଏହି ଦିନକୁ ସେଲିବ୍ରେଟ କରିଛନ୍ତି।…

ଫିଲ୍ମ ‘ଥ୍ରୀଲର’ରେ ନଜର ଆସିବେ ଓଡ଼ିଆ ହିରୋଇନ: ଟ୍ରୋଲ୍‌ ହେଲେ ରାମ ଗୋପାଲ

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ‘ଥ୍ରୀଲର’ ନାମକ ଏକ ନୂଆ ଫିଲ୍ମ ଦର୍ଶକଙ୍କ ପାଇଁ ନେଇ ଆସୁଛନ୍ତି। ସେ ଓଡ଼ିଶାର ଜଣେ ନୂଆ ଅଭିନେତ୍ରୀ ଅପ୍‌ସରା ରାନୀଙ୍କୁ ସାଇନ୍‌ କରିଛନ୍ତି। ଏନେଇ ବର୍ମା ନିଜ ଟୁଇଟର୍‌ରେ ପୋଷ୍ଟ କରି…

ଅନ୍ଧବିଶ୍ୱାସର ଶିକାର ହୋଇ ବିବାହ କରି ନ ଥିଲେ ଏହି ଅଭିନେତା

ବଲିଉଡ ଅଭିନେତା ସଞ୍ଜୀବ କୁମାର ଜଣେ ଅତୁଳନୀୟ ଅଭିନେତା ଥିଲେ। ୧୯୩୮ ମସିହା ଜୁଲାଇ ୯ରେ ଗୁଜୁରାଟର ସୁରଟରେ ଜନ୍ମଗ୍ରହଣ କରିଥିବା ସଞ୍ଜୀବ ଜଣେ ଚମତ୍କାର କଳାକାର ତଥା ଅତି ଭଦ୍ର ବ୍ୟକ୍ତି ମଧ୍ୟ ଥିଲେ। ଶୋଲେ ଫିଲ୍ମରେ ଠାକୁରଙ୍କ ଚରିତ୍ର…

ଅଭିନେତା ଜଗଦୀପଙ୍କ ପରଲୋକ

ମୁମ୍ବାଇ,୯।୭: ବଲିଉଡ୍‌ର ଜଣାଶୁଣା ଅଭିନେତା ଜଗଦୀପଙ୍କ ମୁମ୍ବାଇରେ ପରଲୋକ ହୋଇଯାଇଛି। ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ପୂର୍ବରୁ ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ଫିଲ୍ମ ‘ଶୋଲେ’ରେ ସୁର୍‌ମା ଭୋପାଲି ଭୂମିକାରେ ସେ ଅଭିନୟ କରି ଦର୍ଶକଙ୍କ ମନ ଜିଣି…

ସୁଶାନ୍ତଙ୍କ ଭଳି ଅବିକଳ ଦେଖାଯାଉଛନ୍ତି ଏହି ଯୁବକ

ମୁମ୍ବାଇ: ବଲିଉଡ୍‌ ଭର୍ସାଟାଇଲ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏବେ ଚିର ନିଦ୍ରାରେ। ତାଙ୍କ ମୃତ୍ୟୁକୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶଂସକ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଅନେକ ସମୟରେ ପ୍ରଶଂସକମାନେ ସୁଶାନ୍ତଙ୍କ ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆରେ…

ବିରାଟ-ଅନୁଷ୍କା ବ୍ୟସ୍ତ ରହିବା ପରେ ମଧ୍ୟ ପରସ୍ପର ପାଇଁ ଏପରି ସମୟ ବାହାର କରନ୍ତି..

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରୁ ପାର୍ଟନରଙ୍କ ପାଇଁ ସମୟ ବାହାର କରିବା  କଷ୍ଟକର ହୋଇପଡିଲାଣି । କାରଣ ଏବେ ଅଧିକାଂଶ ଘରେ ମହିଳାମାନେ ଅଫିସକୁ ଯାଉଛନ୍ତି। ଏହା  ଭଲ କଥା, କିନ୍ତୁ ଉଭୟ ସ୍ତ୍ରୀ-ସ୍ବାମୀଙ୍କ କାର୍ଯ୍ୟବ୍ୟସ୍ତତା ହେତୁ ସେମାନେ ଏକାଠି ରହିବା ଲାଗି…

ମାତ୍ର ୪ ବର୍ଷ ଫିଲ୍ମ କ୍ୟାରିୟରରେ ସୁପରଷ୍ଟାର ହୋଇଛନ୍ତି ଏହି ଅଭିନେତ୍ରୀ

ଦକ୍ଷିଣ ଭାରତୀୟ ସିନେମାରେ ଅନେକ ହିଟ୍‌ ଅଭିନେତ୍ରୀ ଅଛନ୍ତି। ଯେଉଁଥିରେ ଅନୁଷ୍କା ସେଟ୍ଟୀଠାରୁ ସାମନ୍ତା ଆକ୍କିନେନି ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ। ମାତ୍ର ଜଣେ ଏପରି ଅଭିନେତ୍ରୀ ଅଛନ୍ତି ଯିଏ ଶୀଘ୍ର ଟଲିଉଡରେ ନାମ ଅର୍ଜନ କରିଛନ୍ତି। ସେ ହେଉଛନ୍ତି ରଶ୍ମିକା ମନ୍ଦାନା। ୨୦୧୬…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri