ମାତ୍ର ୪ ବର୍ଷ ଫିଲ୍ମ କ୍ୟାରିୟରରେ ସୁପରଷ୍ଟାର ହୋଇଛନ୍ତି ଏହି ଅଭିନେତ୍ରୀ

ଦକ୍ଷିଣ ଭାରତୀୟ ସିନେମାରେ ଅନେକ ହିଟ୍‌ ଅଭିନେତ୍ରୀ ଅଛନ୍ତି। ଯେଉଁଥିରେ ଅନୁଷ୍କା ସେଟ୍ଟୀଠାରୁ ସାମନ୍ତା ଆକ୍କିନେନି ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ। ମାତ୍ର ଜଣେ ଏପରି ଅଭିନେତ୍ରୀ ଅଛନ୍ତି ଯିଏ ଶୀଘ୍ର ଟଲିଉଡରେ ନାମ ଅର୍ଜନ କରିଛନ୍ତି। ସେ ହେଉଛନ୍ତି ରଶ୍ମିକା ମନ୍ଦାନା। ୨୦୧୬ ରେ ରଶ୍ମିକା ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ। ତେଲୁଗୁ ଏବଂ କନ୍ନଡ ଚଳଚ୍ଚିତ୍ରର ଟ୍ରେଣ୍ଡରେ ରହିଥିବା ରଶ୍ମିକା ଅନେକ ହିଟ ଫିଲ୍ମରେ କାମ କରିଛନ୍ତି। ଯେଉଁଥିରେ ଅଞ୍ଜନୀ ପୁତ୍ର ଏବଂ ଗୀତା ଗୋବିନ୍ଦମ ଭଳି ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ। ଅଭିନୟ ସହିତ ରଶ୍ମିକା ମଧ୍ୟ ଫ୍ୟାଶନକୁ ନେଇ ଚର୍ଚ୍ଚାରେ। ସେ ପ୍ରଶଂସକମାନଙ୍କ ପାଇଁ ଫଟୋଶୁଟ ଶେୟାର କରନ୍ତି। ଯେଉଁଥିରେ ତାଙ୍କରସର୍ବୋତ୍ତମ ଲୁକ ନଜର ଆସିଥାଏ।

ଯଦିଓ ଅଳ୍ପ ଲୋକ ରଶ୍ମିକାଙ୍କୁ ଜାଣିଛନ୍ତି, ମାତ୍ର ତାଙ୍କ ଆଲୋଚନା ବଲିଉଡରେ ମଧ୍ୟ ହେଉଛି। ଗୋଆ ନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଯୋଗ ଦେଇଥିବା ରଶ୍ମିକା ଏକ ଫୁଲର ପୋଷାକ ପିନ୍ଧିଥିଲେ। ଯାହା ଦର୍ଶାଏ ସେ ଫ୍ୟାଶନରେ ଜଣେ ବଡ ହିରୋଇନଙ୍କଠାରୁ କମ ନୁହଁନ୍ତି। ଶାଢ଼ିରେ ରଶ୍ମିକାଙ୍କ ଲୁକ ବହୁତ ପ୍ରଭାବଶାଳୀ ଦେଖାଯାଏ।

ରଶ୍ମିକା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ନାମ। ସାଉଥ ସୁପରଷ୍ଟାର ମହେଶ ବାବୁ ବିପରୀତ ଚଳଚ୍ଚିତ୍ର ସାରିଲେରୁ ନେକେଭେରୁରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରଟି ଏକ ବ୍ଲକବଷ୍ଟର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅମିତାଭଙ୍କ କଣ୍ଠରେ ଶୁଭୁଥିବା କରୋନା ହ୍ୟାଲୋ ଟ୍ୟୁନକୁ ହଟାଇବାକୁ ଦାବି: ଦିଲ୍ଲୀ ହାଇକୋର୍ଟରେ ମାମଲା

ନୂଆଦିଲ୍ଲୀ,୭ ।୧: ମୋବାଇଲ ଫୋନରେ ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କ କଣ୍ଠରେ କରୋନା ଭାଇରସ ସଚେତନତା ବାର୍ତ୍ତ ଥିବା ହ୍ୟାଲୋ ଟ୍ୟୁନକୁ ହଟାଇବା ପାଇଁ ଦାବି...

ବଲିଉଡ୍‌ର ସିଙ୍ଗଲ୍‌ ମଦର୍‌

ଆଜି ସାରା ବିଶ୍ୱରେ ମାତୃ ଦିବସ ପାଳନ କରାଯାଉଛି। ପିଲାମାନଙ୍କୁ ଏକାକୀ ମା’ ଭାବରେ ବଞ୍ଚାଇବା ଏତେ ସହଜ ନୁହେଁ। ବଲିଉଡ୍‌ରେ ଅନେକ ସେଲିବ୍ରିଟି ଅଛନ୍ତି,...

ଟେବୁଲ ଟେନିସ ଖେଳିଲେ ଆମିର

ମୁମ୍ବାଇ: ବଲିଉଡ୍‌ ମିଷ୍ଟର ପରଫେକ୍ଟନିଷ୍ଟ ଆମିର ଖାଁ ନିକଟରେ କିରନ ରାଓଙ୍କ ସହ ବିବାହ ବିଚ୍ଛେଦ ଖବରକୁ ନେଇ ଚର୍ଚ୍ଚାରେ ରହିଥିଲେ। ଏହି ଖବର ପରେ...

ବର୍ଷ ଶେଷରେ ବିବାଦରେ କପିଲ ଶର୍ମା ଶୋ’

ମୁମ୍ବାଇ: ଟେଲିଭିଜନ ରିୟଲିଟି ଶୋ’ ‘ଦ କପିଲ ଶର୍ମା ଶୋ’ ହାଇଏଷ୍ଟ ଟିଆର୍‌ ପିକୁ ନେଇ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ପୁଣି ଥରେ ବିବାଦକୁ...

ପ୍ରଥମଥର ବାପାଙ୍କ ପାଇଁ ତାଳି ମାରିଲେ ଭାମିକା

ସେଞ୍ଚୁରିଅନର ସୁପର ସ୍ପୋର୍ଟ ପାର୍କରେ ଖେଳାଯାଉଥିବା ଭାରତ ଏବଂ ଦକ୍ଷିଣ ଆଫ୍ରିକା ମ୍ୟାଚର ସବୁଠାରୁ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋରେ...

ଦୁବାଇରେ ଐଶ୍ୱର୍ଯ୍ୟା, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବେ ବିଦେଶ ଯାତ୍ରାରେ ଯାଇଛନ୍ତି। ସ୍ବାମୀ ଅଭିଷେକ ଏବଂ ଝିଅ ଆରାଧ୍ୟାଙ୍କ ସହ ବିଦେଶ ଯାଇ ସେ ପ୍ରଫେଶନାଲ...

ରଣବୀରଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କଲେ ଆଲିଆ

ମୁମ୍ବାଇ: ବଲିଉଡ୍‌ର ସବୁଠାରୁ ପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଅନ୍ୟତମ। ଦୁହେଁ ପ୍ରଥମ ଥର ପାଇଁ ‘ବ୍ରହ୍ମାସ୍ତ୍ର’ ଫିଲ୍ମରେ...

ବଲିଉଡ୍‌ର ଏହିସବୁ ଅଭିନେତ୍ରୀ ବୟଫ୍ରେଣ୍ଡ୍‌ଙ୍କ ପାଇଁ କରିଛନ୍ତି ଆତ୍ମହତ୍ୟା

କୌଣସି ନା କୌଣସି କାରଣକୁ ନେଇ ଖୁବ୍‌ କମ୍‌ ବୟସରେ ବଲିଉଡ୍‌ର କେତେଜଣ ସେଲିବ୍ରିଟି ଆତ୍ମହତ୍ୟା କରିଥିବା ନଜିର ରହିଛି। ଜାଣନ୍ତୁ ଏମାନଙ୍କ ସମ୍ପର୍କରେ… ପ୍ରତ୍ୟୁଷା...

Advertisement
Archives

Model This Week